ମାତିଲେ ଛେଳି ଚୋର

ସାକ୍ଷୀଗୋପାଳ,୩/୩(ଏସ ଏସ ନିୟୁଜ)ପୁଣି ସତ୍ୟବାଦୀରେଛେଳି ଚୋର ପୁଣି ମାତି ଛନ୍ତି।ଏହି ଚୋରମାନେ ଗୋଟିଏ ରାତିରେ ୩ଟି ପରିବାରୁ ୧୧ଟି ଛୋଳି ଚୋରି କରି ନେଇଛନ୍ତି।ରବିବାର ବିଳମ୍ବିତ ରାତିରେ ବଳପୁର ଗ୍ରାମ ପଞ୍ଚାୟତର ଆନନ୍ଦପୁର ଗ୍ରାମର ସାଗର ଦାସଙ୍କ ଗୁହାଳ ଘରୁ ୩ଟି ଓ ରାମ ବେହେରାଙ୍କ ଘରୁ ୪ଟି ଛେଳି ଦୁବୃର୍ତ୍ତ ମାନେ ନେଇଯାଇଥିବା ଥାନାରେ ଅଭିଯୋଗ କରିଥିବା ଜଣାପଡିଛି । ସେହିପରି ବରାଳ ଗ୍ରାମର ଭିକାରୀ ଭୋଇଙ୍କର ୪ଟି ଛେଳି ଚୋରି ହୋଇଥିବା ଜଣାପଡିଛି । ଏ ନେଇ ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ଅଦ୍ୟାବଧି ଛେଳି ଚୋରଙ୍କ ପତା ପୋଲିସ ପାଇପାରିନାହିଁ।

Comments (0)
Add Comment