Browsing category

ଅପରାଧ

ଦରମା କେବଳ୧ଟଙ୍କା

୧-ବରିଷ୍ଠଙ୍କ ଟିକାକରଣ ଅଭିଯାନ ଆରମ୍ଭ : ଦିନକରେ ନେଲେ ୧୧,୨୮୯ । ୨-ଟିକା ନେଲେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ୩-ସ୍ଵାସ୍ଥ୍ୟ ମନ୍ତ୍ରଣାଳୟର ସ୍ପଷ୍ଟୀକରଣ: ସୁପ୍ରିମକୋର୍ଟର ବିଚାରପତି ନିଜ ଇଚ୍ଛା ଅନୁସାରେ ଟିକା ଚୟନ କରି ପାରିବେ ନାହିଁ । ୪-୯ ସେକେଣ୍ଡରେ ୧୩ ଥର ପୁସଅପ୍ସ ମାରିବା ସହ ଛାତ୍ରଛାତ୍ରୀଙ୍କ ସହ ଡ୍ୟାନ୍ସ କଲେ ରାହୁଲ । ସେପଟେ ଆସାମରେ ଆଦିବାସୀ ଡାନ୍ସ କଲେ ପ୍ରିୟଙ୍କା ଗାନ୍ଧୀ । ୫-ଏପ୍ରିଲ ୮ରୁ ଆଇସିଏସଇ ଦ୍ବାଦଶ, ମେ ୫ରୁ […]

ସଂକ୍ଷେପରେ ଆଜି ରାତିର ଖବର -ଜାତୀୟ ରାଜପଥରେ ଓଲଟିଲା ଗ୍ୟାସ୍ ଟ୍ୟାଙ୍କର

ଗଂଜାମ,୧/୨(ଏସ ଏସ ନିୟୁଜ)ଗଞ୍ଜାମ ଜିଲ୍ଲା ହୁମା ନିକଟ ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଛି । ଯାହାଫଳରେ ଆମୋନିଆ ଗ୍ୟାସ୍ ଟ୍ୟାଙ୍କର ଓଲଟିବା ସହ ଗ୍ୟାସ୍ ଲିକ୍‌ର କୌଣସି ସୂଚନା ନାହିଁ । ପାରାଦୀପରୁ ବିଶାଖାପାଟଣା ଯାଉଥିବା ବେଳେ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ପରେ ଜାତୀୟ ରାଜପଥର ଗୋଟିଏ ପାର୍ଶ୍ବ ଯାତାୟତ ବନ୍ଦ ହେବା ସହ ଯାତାୟତ ବାଧାପ୍ରାପ୍ତ ହୋଇଥିଲା । ଖବର ପାଇ ଘଟଣାସ୍ତଳରେ ରମ୍ଭା ପୋଲିସ ପହଞ୍ଚିଥିବାର ଜଣାପଡିଛି। ପୋଲିସ କଂଗ୍ରେସ କର୍ମୀ […]

ଆଜି ବାହାହେବେ ପାଗଳପ୍ରେମୀ

ଖବର ଆଜିର,ତାରିଖ ୦୧-୦୩-୨୦୨୧ ସୋମବାର ୧-ତେଲ ଦରକୁ ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ ବୟାନ । କହିଲେ, ଏପ୍ରିଲ ମାସରୁ କମିବ ତେଲ ଦର । ୨-ଆଜି ବାହାହେବେ ପାଗଳପ୍ରେମୀ । ଅର୍ଚ୍ଚିତାଙ୍କୁ ବିବାହ କରିବେ ସବ୍ୟସାଚୀ । ସୋସିଆଲ ମିଡିଆରେ ଦେଲେ ସୂଚନା । ୩-ପୁଡୁଚେରୀ ବିଧାନସଭା ବାଚସ୍ପତି ଭି.ପି ସିଭାକୋଲୁଣ୍ଡୁ ରବିବାର ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ୪-ବୁଲେଟ୍ ରାଣୀ ରିନୁଙ୍କୁ ଚାରିଆଡ଼ୁ ସାବାସି […]

ଦୁର୍ବୁତ ଲଗାଇଲେ ହିରୋହୁଣ୍ଡାରେ ନିଆଁ

ଡେଲାଙ୍ଗ,୨୮/୨(ଏସଏସନିୟୁଜ) ଡେଲାଙ୍ଗ ଥାନା ଅଧିନସ୍ଥ ଶ୍ରୀପୁରୁଷୋତ୍ତମପୁର ଗ୍ରାମ ପଞ୍ଚାୟତର ଗୌଡକେରା ଗ୍ରାମରେ ଏକ ହିରୋହୁଣ୍ଡା ମଟର ସାଇକେଲଟିକୁ କେହି ଦୁର୍ବୁତ ନିଆଁ ଲାଗାଇ ପୋଡିଦେଇଛି ।ଗାଡିମାଲିକ ଶିବ ବାରିକ ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିଛନ୍ତି । ଶିବ ଡେଲାଙ୍ଗ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ପ୍ରତିଦିନ ପରିନିଜ ଘର ଆଗରେ ନିଜର ଓଡି- ୧୩- ଇି- ୪୨୫୮ ହିରୋହୁଣ୍ଡା ମଟର ସାଇକେଲଟିକୁ ରଖିଥିଲେ ।ବିଳମ୍ବିତ ରାତିରେ ପ୍ରଚଣ୍ଡ ଶବ୍ଦ ହେବାରୁ ଶିବଙ୍କ ପରିବାର ସହିତ ପଡୋଶୀ […]

ମାଘ ମାସରେ ବାଘ ଶୀତ

ମାଘ ମାସରେ ବାଘ ଶୀତ ୧-ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ, ଦର୍ଶନ କଲେ ଲକ୍ଷାଧିକ ଶ୍ରଦ୍ଧାଳୁ । ଗତକାଲି ଅପରାହ୍ଣ ୩ଟାରେ ମଧ୍ୟାହ୍ନଧୂପ ଶେଷ ପରେ ମହାପ୍ରଭୁଙ୍କୁ ଏହି ବେଶରେ ସଜ୍ଜିତ କରାଯାଇଥିଲା। ୨-ରାଜଧାନୀର ୨୨ ହସ୍ପିଟାଲରେ ମିଳିବ ଟିକା, ପହିଲାରୁ ବରିଷ୍ଠ ନାଗରିକଙ୍କୁ ଟିକାଦାନ ଅଭିଯାନ । ବିନା ପଞ୍ଜୀକରଣରେ ଟିକା ମିଳିବନି, ସରକାରୀ ହସ୍ପିଟାଲରେ ମାଗଣା, ଘରୋଇ ହସ୍ପିଟାଲରେ ‌୨୫୦/- । ୩-ମାଘ ମାସରେ ବାଘ ଶୀତ,ରାଜଧାନୀ ତାପମାତ୍ରା ୪୦.୬ଂ ଛୁଇଁଲା, ଆହୁରି […]

ରେଳଧାରଣା ବିଦ୍ୟୁତ ଖୁଣ୍ଟରୁ ମୃତଦେହ ଉଦ୍ଧାର

ଜଟଣୀ,୨୮/୨(ଏସଏସନିୟୁଜ) ମାଣିଆଛକ ନିକଟସ୍ଥ ରେଳଧାରଣାର ବିଦ୍ୟୁତଖୁଣ୍ଟରେ ଝୁଲନ୍ତା ଅବସ୍ଥାରେ ରହିଥିବା ଜଣେ ବ୍ୟକ୍ତିଙ୍କ ମୃତଦେହକୁ ଜିଆରପି ପୋଲିସ ଉଦ୍ଧାର କରିଛି ।ପୋଲିସ ମୃତକ ଙ୍କ ପକେଟରୁ ପରିଚୟପତ୍ର ଓ ଆଧାରକାର୍ଡ ପାଇବାପରେ ସେ ଭୂବନେଶ୍ୱର ବୁଦ୍ଧେଶ୍ୱର କଲୋନୀ ପୁଲିସାହିର ଲିଙ୍ଗରାଜ ପ୍ରଧାନ(୫୦) ଓ ସେ ଭୂବନେଶ୍ୱରସ୍ଥିତ ରେଳଷ୍ଟେସନରେ ଲାଇସେନ୍ସ ପୋଟରଭାବେ କାର୍ଯ୍ୟକରନ୍ତି ବୋଲି ଜାଣିବାକୁ ପାଇଥିଲେ ।ପୋଲିସ ୪/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ପାଇ ପଠାଇଥିଲେ ।

ଚୀନ ଟିକା ଉପରେ ଭରସା ନାହିଁ

୧-ଖରାର ପ୍ରକୋପ ବୃଦ୍ଧି ପାଉଥିବାରୁ ସକାଳୁଆ ସ୍କୁଲ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି । ନିଷ୍ପତି ଅନୁଯାୟୀ ନବମ ଓ ଏକାଦଶ ଶ୍ରେଣୀ ସକାଳ ୭ଟାରୁ ୯ଟା ଯାଏଁ ଚାଲିବ ଏବଂ ଦଶମ ଓ ଦ୍ୱାଦଶ ଶ୍ରେଣୀ ସକାଳ ୯ଟାରୁ ଦିନ ୧ଟା ଯାଏଁ ଚାଲିବ ଏନେଇ ସବୁ ଡିଇଓମାନଙ୍କୁ ଗଣଶିକ୍ଷା ଅତିରିକ୍ତ ସଚିବ ଚିଠି ଲେଖି ଜଣାଇଛନ୍ତି । ୨-ପିଲାଏ ଦେଖିବେ ଆମ ହାତ ତିଆରି ଖେଳଣା, ଆଜି ଟୟେ ଫେୟାର୍‍ ଉଦ୍‍ଘାଟନ କରିବେ […]

ଅଷ୍ଟମ ପର୍ଯ୍ୟନ୍ତ ବିନା ପରୀକ୍ଷାରେ ଉତ୍ତୀର୍ଣ୍ଣ

୧-ଆଜି ଭାରତ ବନ୍ଦ! ଦେଶରେ ୮ କୋଟି ବ୍ୟବସାୟୀ କରିବେ ଧର୍ମଘଟ,ସକାଳ ୬ ଟାରୁ ରାତି ୮ ଟା ମଧ୍ୟରେ ପରିବହନ ବାଧାପ୍ରାପ୍ତ ହେବା ସହ ସମସ୍ତ ବାଣିଜ୍ୟିକ ବଜାର ବନ୍ଦ ରହିବ । ୨-ପାଞ୍ଚଟି ଅନ୍‌ଲାଇନ୍ ସେବାକୁ ଲୋକାର୍ପିତ କଲେ ନବୀନ,୫ଟି’ ଫୋକସ୍‌କୁ ଆସିଲା ମହିଳା ଓ ଶିଶୁ ବିକାଶ ବିଭାଗ । ମୁଖ୍ୟମନ୍ତ୍ରୀ କହିଲେ, ପୁଷ୍ଟି ବଜେଟ୍ କରିବାରେ ଓଡ଼ିଶା ଦେଶରେ ପ୍ରଥମ । ସେବା ଗୁଡିକ ହେଲା ‘ଇ-କଳିକା, ମୋ-ଛତୁଆ, ଇ-ମାନଦେୟ ପୋର୍ଟାଲ, […]

ନାଁକୁ ଚୁଟି ବେପାର ,ଧରାହେଲା୨୪ କିଲୋ ଗଞ୍ଜେଇ

ପିପିଲି,୨୫/୨(ଏସଏସନିୟୁଜ) ଜଣେ ଚୁଟି ବେପାରୀଙ୍କ ଘର ଉପରେ ଅବକାରୀବିଭାଗ ପକ୍ଷରୁ ଚଢାଉ କରାଯାଇ ୨୪ କିଲୋ ଗଞ୍ଜେଇ ଜବତ ସହ ଜଣଙ୍କୁ ଗିରଫ କରାଯାଇଛି । ପିପିଲି ଥାନା ଅନ୍ତର୍ଗତ ଭବାନିପୁର ଗ୍ରାମରେ କଲିକତାର ମେଦିନିପୁରର ସେଖ୍ ଜୁଲ ଫିଦଲ ନାମକ ଯୁବକ ରହୁଥିଲେ । ସେ ସାଇକେଲ ଯୋଗେ ବିଭିର୍ଣ ଗ୍ରାମକୁ ଯାଇ ଚୁଟି ବେପାର କରିଥାନ୍ତି । କିନ୍ତୁ ନାଁକୁ ସିନା ଚୁଟି ବେପାର କିନ୍ତୁ ଚୁଟି ବଦଳରେ ଗଞ୍ଜେଇ ବେପାର କରି ଆସୁଥିଲେ […]

ପାରିବା ଦୋକାନରେ ଦୁର୍ବୁତ୍ତ ଲଗାଇଲେ ନିଆଁ

ବାରଙ୍ଗ,୨୫/୨(ଏସଏସନିୟୁଜ) ବାରଙ୍ଗ ଥାନା ଅନ୍ତର୍ଗତ ଷଣ୍ଡପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ ଥିବା ଏକ ପରିବା ଦୋକାନ ରେ ଗତକାଲି ବିଳମ୍ବିତ ରାତିରେ କେହି ଦୁର୍ବୁତ୍ତ ନିଆଁ ଲଗାଇ ଦେଇଛି ।ଫଳରେ ଦୋକାନ ରେ ଥିବା ପିଆଜ ଆଳୁ , ରସୁଣ , ସାରୁ ,ଓ ବିଭିନ୍ନ ପ୍ରକାର ପରିବା ପତ୍ର ପୋଡି ପାଉଁଶ ହୋଇଯାଇଥିବା ଦେଖିବାକୁ ମିଲିଛି ।ସୂଚନା ମୁତାବକ ଗତକାଲି ରାତିରେ ରତାଗଡ଼ ଗ୍ରାମର ପରିବା ଦୋକାନୀ ସୁଶାନ୍ତ ପଣ୍ଡା ଙ୍କ ସହିତ ସେହି […]