Browsing category

ଅପରାଧ

ପାଖେଇ ଆସୁଛି ଖଣ୍ଡଗିରି ମେଳା…

୧-ଏମଏସପି ଥିଲା, ଅଛି ଓ ରହିବ: ପ୍ରଧାନମନ୍ତ୍ରୀ । ୨-ପ୍ରଧାନମନ୍ତ୍ରୀଙ୍କ ଆମନ୍ତ୍ରଣ ପରେ ଆଲୋଚନା ପାଇଁ ପ୍ରସ୍ତୁତ କୃଷକ ନେତା । ୩-ସ୍ପଷ୍ଟ କଲେ ପ୍ରଧାନମନ୍ତ୍ରୀ ମୋଦୀ- ପ୍ରତ୍ୟାହାର ହେବ ନାହିଁ କୃଷି ଆଇନ, ସଂଶୋଧନ ହିଁ ରାସ୍ତା ! ୪–ପ୍ରତ୍ୟାହୃତ ହେଲା ପ୍ରସ୍ତାବିତ ଶ୍ରୀମନ୍ଦିର ବାଇ-ଲ, ଟ୍ୱିଟ କରି ଜଣାଇଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ । ୫-ଏପର୍ଯ୍ୟନ୍ତ ଦେଶରେ ପହଞ୍ଚିଛି ୧୧ ରାଫାଲ, ଏପ୍ରିଲ ୨୦୨୨ ସୁଦ୍ଧା ଫ୍ରେଞ୍ଚ ନିର୍ମିତ ଯୁଦ୍ଧ ବିମାନ ଜାହାଜ ଭାରତରେ […]

STF ପଞ୍ଝାରେ ହାତୀଦାନ୍ତ ଓ ବାଘଛାଲ ବେପାରୀ

ଭୁବନେଶ୍ବର,୮/୨(ଏସଏସନିୟୁଜ) କ୍ରାଇମବ୍ରାଞ୍ଚ ଏସଟିଏଫ ପଞ୍ଝାରେ ପଡିଛି ହାତୀ ଦାନ୍ତ ଓ ବାଘ ଛାଲ ବେପାରୀ ।ମୟୁରଭଞ୍ଜ କରଞ୍ଜିଆରୁ ୩ ବେପାରୀଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସଟିଏଫ । ଗିରଫ ବେପାରୀ ହେଲେ ଚନ୍ଦ୍ରକାନ୍ତ ଧଳ, ମଳୟ କୁମାର ରାଉତ ଏବଂ ଶେଖ୍ ହସମତ ଅଲି । ସେମାନଙ୍କ ନିକଟରୁ ୨ଟି ହାତୀ ଦାନ୍ତ ଓ ଗୋଟିଏ ବାଘ ଛାଲ ଜବତ କରିଛି ଏସଟିଏଫ ଟିମ୍ ।ଏମାନଙ୍କୁ କେନ୍ଦୁଝର ଆରଟିଓ ଅଫିସ କଡରୁ ଗିରଫ କରାଯାଇଛି ।

ଦେବଭୂମି ଉତ୍ତରାଖଣ୍ଡରେ ବଡ଼ ବିପର୍ଯ୍ୟୟ

୧-ଦେବଭୂମି ଉତ୍ତରାଖଣ୍ଡରେ ବଡ଼ ବିପର୍ଯ୍ୟୟ ଆଣିଲା ହିମସ୍ଖଳନ । ଜଳ ପ୍ରଳୟରେ ଶତାଧିକ ମୃତାହତ ଆଶଙ୍କା । ସର୍ବାଧିକ ପ୍ରଭାବିତ ହେଲା ଋଷିଗଙ୍ଗା ଶକ୍ତି ପ୍ରକଳ୍ପ ୨-ପଶ୍ଚିମବଙ୍ଗରେ ୪ ହଜାର ୭ ଶହ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ କଲେ ମୋଦି । ୪ଟି ବିକାଶମୂଳକ ପ୍ରକଳ୍ପକୁ ଦେଶ ଉଦ୍ଦେଶ୍ୟରେ କଲେ ଉତ୍ସଗୀକୃତ । ୩-ଗ୍ଲାସିୟର ଦୁର୍ଗତଙ୍କ ପରିବାର ଲାଗି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଆର୍ଥିକ କ୍ଷତିପୂରଣ ଘୋଷଣା, ପ୍ରତି ମୃତକଙ୍କ ଲାଗି ଦିଆଯିବ ୪ଲକ୍ଷ ଟଙ୍କା […]

ଛାଇଗଲା ଯୁଦ୍ଧର ଘନଘଟା

୧-ରାଜ୍ୟରେ ଖୁବ୍ ଶୀଘ୍ର ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ସମ୍ଭାବନା ରହିଛି। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି ଯେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ପାଇଁ ଏସ୍‌ଓପି ପ୍ରସ୍ତୁତ କରାଯାଉଛି। ୨-୧୭ତମ ଧଉଳି-କଳିଙ୍ଗ ମହୋତ୍ସବ ଆରମ୍ଭ: ଭକ୍ତିରସ ପରେ ଛାଇଗଲା ଯୁଦ୍ଧର ଘନଘଟା । ୩-ଆଗଧାଡ଼ିର ଯୋଦ୍ଧାଙ୍କ ଟିକାକରଣ ଆରମ୍ଭ, ଟିକା ନେଲେ ପୁଲିସ ଡିଜି, ଜିଲ୍ଲାପାଳ, ଏସ୍‌ପି । ୪–ବହୁ ଚର୍ଚ୍ଚିତ ମାହାଙ୍ଗା […]

ସୂଚନା ଦେଲେ ୫୦ ହଜାର

ଭୁବନେଶ୍ୱର୬/୨(ଏସଏସନିୟୁଜ) ଗତ ଗୁରୁବାର ଦିନ ଚନ୍ଦକାର ଦାଶପୁରରାସ୍ତା ପାଖରୁ ମିଳିଥିବା ମୁଣ୍ଡ ବିହୀନ ଶବର ଅଦ୍ୟାବଧି ପରିଚୟ ମୋଲିପାରିନାହି । ରାଜ୍ୟର ବିଭିନ୍ନ ଥାନାକୁ ଏ ବିଷୟରେ ଅବଗତ କରିଛି ପୁଲିସ । ଏହାସହ ସହରର ବିଭିନ୍ନ ଅଂଚଳରେ ପୋଷ୍ଟର ଲଗାଯାଇ ମୃତ ମହିଳା ସମ୍ପର୍କରେ ପୁଲିସକୁ ସଠିକ ସୂଚନା ଦେଲେ, ସୂଚନାକାରୀଙ୍କୁ ୫୦ ହଜାର ଟଙ୍କା ପୁରସ୍କାର ଦିଆଯିବ ବୋଲି କମିଶନରେଟ ପୁଲିସ ପକ୍ଷରୁ ଘୋଷଣା କରାଯାଇଛି । ଏଥିସହିତ ସୂଚନାଦାତାଙ୍କ ନାମ ଗୋପନ ରଖି […]

ଦିଲ୍ଲୀକୁ ଛାଡ଼ି ଦେଶର ଅନ୍ୟ ସମସ୍ତ ସ୍ଥାନରେ ହେବ ‘ଚକା ଜାମ୍‌’,

ଖବର ଆଜିର,ତାରିଖ ୦୬-୦୨-୨୦୨୧ ଶନିବାର ୧- ମହଙ୍ଗାପଡ଼ିଲା ଡାଟା ସହ ଅନ୍ଲିମିଟେଡ୍ କଲ୍ ମୋହ ମୋବାଇଲ୍ ଓ ଟିଭି ରିଚାର୍ଜ ନାଁରେ ୨ଲକ୍ଷ ଗ୍ରାହକଙ୍କୁ ଠକେଇ କୋଟି କୋଟି ଟଙ୍କାର ଚୂନ ଲଗାଇ ଚମ୍ପଟ ସାଂଘଭି ମାଲିକ କଟକ ଡିସିପିଙ୍କୁ ଭେଟିଲେ କ୍ଷତିଗ୍ରସ୍ତ ଗ୍ରାହକ ଏବଂ ସଂସ୍ଥାର ଏଜେଣ୍ଟ ୨-କୃଷକଙ୍କ ଆନ୍ଦୋଳନକୁ ନେଇ ରାଜ୍ୟସଭାରେ ଆଲୋଚନା । କୃଷି ମନ୍ତ୍ରୀଙ୍କ ପ୍ରଶ୍ନ, କୃଷି ଆଇନରେ କଣ ରହିଛି କଳା, ଜବାବ ରଖନ୍ତୁ ବିରୋଧୀ ଓ ଚାଷୀ । […]

ନକଲି ଜର୍ଦା ଜବତ ,ଦୁଇ ଅଟକ

ଖୋର୍ଦ୍ଧା:୫/୨(ଏସଏସଏନ୍) ଭୁବନେଶ୍ବର କଟକ ବହ୍ମପୁର ଅଞ୍ଚଳରୁ ନକଲି ଘିଅ ,ସସ୍ , ଜର୍ଦା ଜବତ ହେବା ପରେ ଆଜି ପୁଣି  ବେଗୁନିଆରୁ ବିପୁଳ ପରିମାଣରେ ନକଲି ଜର୍ଦା ଜବତ। ବେଗୁନିଆ ନୂଆ ସାହି ଏବଂ ବେଗୁନିଆ ଥାନା ପିଚୁକୁଳି ଅଞ୍ଚଳରେ STF ଟିମ ଓ ବେଗୁନିଆ ପୋଲିସ ମିଳିତ ଚଢ଼ାଉ କରି ନକଲି ଜର୍ଦା ଜବତ କରିବା ସହିତ ଦୁଇ ଜଣଙ୍କୁ ବେଗୁନିଆ ଥାନାରେ ଅଟକ ରଖିଥିବା ଜଣାପଡିଛି ।

ବ୍ରାଉନସୁଗାର ଜବତ ଜଣେ ଗିରଫ

ପିପିଲି :୫/୨(ଏସଏସଏନ୍)  ପିପିଲି ଅଞ୍ଚଳରେ  ବ୍ରାଉନସୁଗାର କାରବାର ଦିନ କୁ ଦିନ  ବୃଦ୍ଧି ପାଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଥିଲା । ସେନେଇ ପିପିଲି ପୁଲିସ ଚଢଉ କରି ବ୍ରାଉନସୁଗାର ବିକ୍ରି କରୁଥିବା ଜଣେ ଯୁବକକୁ ଗିରଫ କରିଛି । ଗିରଫ ଅଭିଯୁକ୍ତର ନାମ କାଳନ୍ଦୀ ବୈଠାରୁ ଓରଫ କାଳିଆ (୨୫) ଓ ତାର ଘର ଉକ୍ତ ଦେବୀଗଳି ଭବାନୀପୁର ଅଞ୍ଚଳରେ ହୋଇଥିବା ସୂଚନା ମିଳିଛି । ତା’ ନିକଟରୁ ପୁଲିସ ୬.୫ ଗ୍ରାମ ବ୍ରାଉନସୁଗାର, […]

ବାରଙ୍ଗରୁ ନିଖୋଜ,ହଂସୁପାଳରୁ ଉଦ୍ଧାର

ବାରଙ୍ଗ ୪/୨ଏସ ଏସ ନିୟୁଜ( )ବାରଙ୍ଗ ପୁରୀ ମୁଖ୍ୟ କେନାଲ କୁ ଶୌଚ ହେବା ପାଇଁ ଆସି  ନିଖୋଜ ହୋଇଥିବା ବୃଦ୍ଧ ଙ୍କ ମୃତ ଶରୀର ଆଜି ଉଦ୍ଧାର ହୋଇଛି ।ବୃଦ୍ଧ ଜଣକ ହେଉଛନ୍ତି ବାରଙ୍ଗ ପଞ୍ଚୁପାଳ ଗ୍ରାମର ଋଷି ଭୋଇ(୭୫)।ଘଟଣାରୁ ପ୍ରକାଶ ଯେ,ବୃଦ୍ଧ ଜଣକ ପ୍ରତିଦିନ ଭୋରରୁ ଗ୍ରାମ ନିକଟ କେନାଲକୁ ଶୌଚ ହେବା ପାଇଁ ଆସନ୍ତି।ସେହିଭଳି ବୁଧବାର ଭୋର ୫.୩୦ ସୁଦ୍ଧା ମଧ୍ୟ କେନାଲ କୁ ଶୌଚ ହେବାପାଇଁ ଆସିଥିଲେ।ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ […]

ଭୁବନେଶ୍ୱର,୪/୨(ଏସଏସନିୟୁଜ) ପୁଣି କମିସିନେରେଟ ପୋଲିସ ପାଇ ମୁଣ୍ଡ ବିନ୍ଧାର କାରଣ ହୋଇଛି । ରାସ୍ତା କଡରୁ ମିଳିଛି  ଜଣେ  ଯୁବତୀଙ୍କ ମୁଣ୍ଡ ବିହୀନ ମୃତ ଶରୀର। ଚନ୍ଦକା ଥାନା ଅଧୀନସ୍ତ ଅନ୍ଧାରୁଆର ଦାସପୁରୁ ଗାମୁଣ୍ଡ ରାସ୍ତା କଡ଼ ନିଛାଟିଆ ଜାଗାରେ  ଯୁବତୀଙ୍କର ମୁଣ୍ଡ ବିହୀନ ଶବ ପଡିଛି (କଟା ମୁଣ୍ଡ ମୃତ ଶରୀର )। ଯୁବତୀଙ୍କର ବୟସ ୨୫/୨୬ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଗୁରୁବାର ସକାଳେ ସ୍ଥାନୀୟ ଗ୍ରାମର କିଛି ଯୁବକ ଏହା […]