ଆଜି ବାହାହେବେ ପାଗଳପ୍ରେମୀ

ଖବର ଆଜିର,ତାରିଖ ୦୧-୦୩-୨୦୨୧ ସୋମବାର
୧-ତେଲ ଦରକୁ ନେଇ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ ବୟାନ । କହିଲେ, ଏପ୍ରିଲ ମାସରୁ କମିବ ତେଲ ଦର ।
୨-ଆଜି ବାହାହେବେ ପାଗଳପ୍ରେମୀ । ଅର୍ଚ୍ଚିତାଙ୍କୁ ବିବାହ କରିବେ ସବ୍ୟସାଚୀ । ସୋସିଆଲ ମିଡିଆରେ ଦେଲେ ସୂଚନା ।
୩-ପୁଡୁଚେରୀ ବିଧାନସଭା ବାଚସ୍ପତି ଭି.ପି ସିଭାକୋଲୁଣ୍ଡୁ ରବିବାର ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ରାଜ୍ୟପାଳଙ୍କୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।
୪-ବୁଲେଟ୍ ରାଣୀ ରିନୁଙ୍କୁ ଚାରିଆଡ଼ୁ ସାବାସି : ସାହସିକତା ପାଇଁ ପୁରସ୍କୃତ କରିବ କମିସନରେଟ୍ ପୁଲିସ
୫-ପ୍ରଧାନମନ୍ତ୍ରୀ ଓଡିଶାର ସିଲୁ ସାର୍‌ଙ୍କୁ ପ୍ରଶଂସା କରି ଓଡ଼ିଆ ଲୋକଙ୍କ ଦୃଢ଼ ଇଚ୍ଛାଶକ୍ତିକୁ ଦେଶ ଓ ବିଶ୍ୱ ଆଗରେ ପ୍ରତିପାଦିତ କରିଛନ୍ତି – ଧର୍ମେନ୍ଦ୍ର ପ୍ରଧାନ ।
୬-ଭାରତ ସରକାରଙ୍କ ନୂଆ ରେକର୍ଡ: ମାତ୍ର ୧୮ ଘଣ୍ଟାରେ ନିର୍ମାଣ କଲେ ୨୫ କି.ମି ଜାତୀୟ ରାଜପଥ ।
୭-ମିଆଁମାରରେ ବିକ୍ଷୋଭକାରୀଙ୍କ ଉପରକୁ ଗୁଳି,୫ ମୃତ, ଜାତିସଂଘରେ ସ୍ଵର ଉଠାଇଲା ଭାରତ ।
୮-ଚିଲିକା ଗଡ଼ ଜେଟିରୁ ବେଆଇନ ଚିଙ୍ଗୁଡ଼ି ଘେରି ଉଛେଦ ପ୍ରକ୍ରିୟା ଆରମ୍ଭ, ୬ଦିନ ଧରି ଚାଲିବ ଅଭିଯାନ ।
୯-ଏ ଜାତି ଓଡ଼ିଆ, ଏ ମାଟି ଓଡିଶାଟ୍ଟମ୍ୟୁଜିକ୍‌ର ତାଳେ ତାଳେ ଓଡିଆ ଗୀତ ଗାଇଲେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ।
୧୦-ବାର୍ଷିକ ଜିଏସଟି ରିଟର୍ଣ୍ଣ ଫାଇଲ କରିବାର ଶେଷ ତାରିଖ ମାର୍ଚ୍ଚ ୩୧କୁ ବୃଦ୍ଧି ।
୧୧-ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ପ୍ରବେଶ କରିବ ରିଲାଏନ୍ସ ; ଗୁଗୁଲ, ଫେସବୁକ ସହ ହାତ ମିଳାଇଲା ।
୧୨-ଭୁବନେଶ୍ୱର ପରେ ଭାଙ୍ଗିଲା ୧୦ ବର୍ଷର ରେକର୍ଡ ।ରାଜ୍ୟର ସବୁଠୁ ଉତ୍ତପ୍ତ ସହର ଅନୁଗୁଳ ।
୧୩-ଶତାବ୍ଦୀର ମହାନାୟକଙ୍କ ସ୍ୱାସ୍ଥ୍ୟାବସ୍ଥା ଅପ୍‌ଡେଟ୍ : ଅମିତାଭ ବଚ୍ଚନଙ୍କ ଲେଜର ସର୍ଜରୀ ସମାପ୍ତ, ସୋମବାର ଡାକ୍ତରଖାନାରୁ ଡିସଚାର୍ଜ ହେବେ ।
୧୪-ପୁଣେରେ ପୁଣି କଡାକଡି ହେଲା କୋଭିଡ୍ ନିୟମ । ମାର୍ଚ୍ଚ ୧୪ ଯାଏଁ ସ୍କୁଲ, କଲେଜ ବନ୍ଦ । ରାତି ୧୧ରୁ ସକାଳ ୬ ନାଇଟ୍ କର୍ଫ୍ୟୁ ବଳବତ୍ତର ।
୧୫-ଜଗତସିଂହପୁର ରେ ନିଆରା ପ୍ରେମର ଉଜ୍ଜ୍ବଳ ଦୃଷ୍ଟାନ୍ତ : ‌ଆଜି ଏସିଡ୍ ପୀଡ଼ିତା ପ୍ରମୋଦିନୀଙ୍କ ହାତ ଧରିବେ ସରୋଜ ।
୧୬-୬ଟି ସହରରେ ଏପ୍ରିଲ ୨ୟ ସପ୍ତାହରୁ ଆଇପିଏଲ : ମୁମ୍ବଇରେ ବିନା ଦର୍ଶକରେ ଖେଳା ଯାଇପାରେ ମ୍ୟାଚ୍ ।
୧୭-ବହୁଚର୍ଚ୍ଚିତ ଝରାଫୁଲ ମୃତ୍ୟୁ ମାମଲାକୁ ବିତିଲା ମାସେ, ମୁଖ୍ୟ ଅଭିଯୁକ୍ତ ଗିରଫ ପରେ ବି ଯାଜପୁର ପୋଲିସର ହାତ ଖାଲି ।  ଶୁଭ ସକାଳ,ସୁପ୍ରଭାତ

Comments (0)
Add Comment