Browsing category

ଅପରାଧ

ପୁଣି ଜଣଙ୍କ ଜୀବନ ନେଲା ଆମ ବସ୍‌

ଭୁବନେଶ୍ୱର,୨୯।୫(ଏସଏସ ନିୟୁଜ)ଖଣ୍ଡଗିରି ଛକରେ ପୁଣି ଜଣଙ୍କ ଜୀବନ ନେଇଛି ଆମବସ। ମୃତକ ହେଉଛନ୍ତି ଗଞ୍ଜାମ ବୁଗୁଡ଼ାର ତ୍ରିନାଥ ବାରିକ(୫୫)।ଦୁର୍ଘଟଣା ପରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ଶତାଧିକ ଉତ୍ତ୍ୟକ୍ତ ଲୋକେ ମୃତଦେହକୁ ରଖି ରାସ୍ତା ଅବରୋଧ କରିବା ସହ ଆମ ବସ୍‌ ଚାଳକଙ୍କ ବେପରୁଆ ଗାଡ଼ି ଚାଳନାକୁ ଦାୟୀ କରି ନାରାବାଜି କରିଥିଲେ।ଏତିକିରେ ଉତ୍ୟକ୍ତ ଲୋକଙ୍କ ରାଗ ଥମି ନଥିଲା। ସେମାନେ ୮ଟି ଆମବସ୍‌କୁ ବାଡ଼େଇ ଭ‌ାଙ୍ଗି ପକାଇଥିଲେ। ପ୍ରାୟ ଏକ ଘଣ୍ଟାକାଳ ଉତ୍ତ୍ୟକ୍ତ ଲୋକଙ୍କ ତୁମୁଳକାଣ୍ଡ ଚାଲିଥିବା […]

ଟ୍ରକ୍‌କୁ ପଛପଟୁ ପିଟିଲା ତୀର୍ଥଯାତ୍ରୀବସ୍

ଗଞ୍ଜାମ,୨୯।୫(ଏସଏସନିୟୁଜ) ଗୁରୁବାର ସକାଳେ ୧୬ନଂ ଜାତୀୟରାଜପଥ ସୁବଳୟା ଛକରେ ଏକ ଟ୍ରକ୍‌କୁ ତୀର୍ଥଯାତ୍ରୀ ବସ୍ ଜୋରରେ ପଛପଟୁ ଧକ୍କା ଦେଵାରୁ ୬ରୁ ଅଧିକ ଜଣ ଗୁରୁତର ଅଛନ୍ତି। ଆହତମାନଙ୍କୁ ଚିକିତ୍ସା ଲାଗି ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି।ତୀର୍ଥଯାତ୍ରୀ ବସ୍‌ରେ ୨୦ ଜଣ ତୀର୍ଥଯାତ୍ରୀ ଥିବା କୁହାଯାଉଛି।‌ ସେମାନେ ଉତ୍ତରପ୍ରଦେଶରୁ ତୀର୍ଥ ସାରି ଆନ୍ଧ୍ରପ୍ରଦେଶ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ତେବେ ଦୁର୍ଘଟଣା ପରେ ବସ୍‌ରେ ଥିବା ଅନ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଖବର ପାଇ […]

ଓଲଟିଲା କାର

ବାରଙ୍ଗ, ୨୮।୫(ଏସଏସନିଉଜ)ଗୋଡିସାହି ଫାଣ୍ଡି ଅଧିନସ୍ଥ ଗୋବିନ୍ଦପୁର ମୁଣ୍ଡଳି ମୁଖ୍ୟରାସ୍ତାରେ ଭାରସାମ୍ୟ ହରାଇ ଏକ କାର ଓଲଟି ପଡ଼ିଥିଲା।କିନ୍ତୁ ଷୌଭାଗ୍ୟ ବଶତ କାରରେ ଥିବା ୫ଜଣକର କୌଣସି କ୍ଷତି ହୋଇନଥିବା ବେଳେସାମାନ୍ୟ ଆହତ ହୋଇଥିଲେ। ପ୍ରକାଶଯେ, ବୁଧବାର ଦିନ ପୂର୍ବାହ୍ନ ସାଢ଼େ୧୧ଟା ସମୟରେ ଅନୁଗୋଳଜିଲ୍ଲା ତାଳଚେର ଗୋପାଳପ୍ରସାଦ ଗ୍ରାମର ଲୁଲୁ ବେହେରା ନାମକ ବ୍ୟକ୍ତି ସପରିବାରେ ତାଙ୍କକାର ନମ୍ୱର ଓଡି ୧୯-ଆର-୦୬୨୩ଯୋଗେ ଭୁବନେଶ୍ୱର ଅଭିମୁଖେ ଆସୁଥିଲେ ।ଦୃତଗତିରେ ଆସୁଥିବା ବେଳେ ମୁଣ୍ଡଳି ଗୋବିନ୍ଦପୁର ମୁଖ୍ୟରାସ୍ତାର ଗୋଡ଼ିପୋଖରୀଠାରେ କାରଟି ଭାରସାମ୍ୟ […]

ରାତିଅଧରେ ମାଳମାଳ ‌ଡ୍ରୋନ୍ ଉଡ଼ିବା ଘଟଣା

ବାରଙ୍ଗ,୨୮।୫(ଏସଏସନିଉଜ)ମଙ୍ଗଳବାର ବିଳମ୍ବିତ ରାତିରେ ବାରଙ୍ଗର ବିଭିନ୍ନ ଅଞ୍ଚଳରେ ମାଳମାଳ ‌ଡ୍ରୋନ୍ ଉଡ଼ିବା ଘଟଣା ଉପରେ ବୁଧବାର ପୋଲିସ ତଦନ୍ତ ଆରମ୍ଭ କରିଛି।ତେବେ ବିଭିନ୍ନ ସ୍ଥାନକୁ ଯାଇ ଖୋଜଖବର ନେଇଥିଲେ ମଧ୍ୟ କୌଣସି ତଥ୍ୟ ପାଇପାରିନ ଥିବାର ଜଣାପଡିଛି।ତେବେ କିଏ ଓ କାହିଁକି ଏତେ ଡ୍ରୋନ୍ ଉଡାଉଥିଲା ତାହାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ପ୍ରକାଶ ଯେ,ମଙ୍ଗଳବାର ରାତିରୁ ବିଳମ୍ବିତରାତି ପର୍ଯ୍ୟନ୍ତ ବାରଙ୍ଗ ଅଞ୍ଚଳର ବିଭିନ୍ନ ଗ୍ରାମରେ ଡ୍ରୋନ୍ ଉଡୁଥିଲା ।ଏହି ଘଟଣା ସାଧାରଣ ଲୋକଙ୍କ ନଜରକୁ […]

ବାନ୍ଧିଲେ ପିଟିଲେ ଗୁଳିମାରି ଲୁଟିନେଲେ

ସୋର,୨୨ା୫(ଏସଏସନିଉଜ) ଗତକାଲି ବିଳମ୍ବିତ ରାତିରେ ସୋରଥାନା ଅଧିନସ୍ଥ ତେଣ୍ଟେଇ ପଞ୍ଚାୟତର ଦୟାନିଧିପୁର ଗ୍ରାମରୁହାତ ଗୋଡ଼କୁ ବାନ୍ଧି ମାଡ଼ମାରି୧୦ ଲକ୍ଷରୁ ଅଧିକ ଟଙ୍କାର ଗହଣା ଓ ନଗଦ ୫୦ ହଜାର ଟଙ୍କା ଲୁଟ ହୋଇଥିବାର ଅଭିଯୋଗ ହୋଇଛି ।ସାତଜଣ ଅଜଣାଲୋକ ମୁହଁରେ କଳାମୁଖା ପିନ୍ଧି ରବୀନ୍ଦ୍ରନାୟକଙ୍କ ଘରକୁ ପଶିଥିଲେ।ଚୋରମାନେ ଘରେ ପଶିବାର ରବୀନ୍ଦ୍ରଙ୍କ ମା ଜାଣିପାରି ପୁଅ ମଳୟକୁ ଫୋନ କରି ଜଣାଇଥିଲେ।ପଡ଼ୋଶୀଙ୍କୁ ଫୋନକରି ପୁଅ ଏବିଷୟରେ ଜଣାଇଥିଲେ ।ସେତେବେଳକୁ ଚୋରମାନେ ଘରର କବାଟଭାଙ୍ଗି ଭିତରେପଶି ପରିବାରର ୫ଜଣ […]

ବ୍ରହ୍ମପୁର ପୋଲିସକୁ ବଡ଼ ସଫଳତା

ବ୍ରହ୍ମପୁର,୨୨।୫(ଏସଏସନିୟୁଜ) ସ୍ପେସାଲ ଡ୍ରାଇଭରେ ବ୍ରହ୍ମପୁର ପୋଲିସକୁ ବଡ଼ ସଫଳତା ମିଳିଛି।ପୋଲିସ ୧୨ଜଣ କୁଖ୍ୟାତ ଅପରାଧିଙ୍କୁ ଗିରଫ କରିଛି ।ସେମାନଙ୍କଠାରୁ ୬ଟି ପିସ୍ତଲ, ୧୨ ଅଫୁଟାଗୁଳି, ୫ଟିଖଣ୍ଡା, ଗୋଟିଏ ଶାବଳ, ୭ଟି ମୋବାଇଲ ଜବତ କରିଛି ।ବଡ଼ବଜାର, ସଦର ଥାନା, ନିମଖଣ୍ଡି ଦିଗପହଣ୍ଡି ଥାନା ଅଞ୍ଚଳରୁ ୧୨‌ଜଣ ଅଭିଯୁକ୍ତ ଗିରଫ କରାଯାଇଛି।ଏହି ଅଭିଯୁକ୍ତଙ୍କ ନାମରେ ବ୍ରହ୍ମପୁର ପୋଲିସ ଜିଲ୍ଲାର ବିଭିନ୍ନ ଥାନାରେ ରହିଛି ଏକାଧିକ ମାମଲା ରହିଥିବାର ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି ।

ଅଜଣାଗାଡ଼ି ନେଲା ୨ଜୀବନ

ବାରଙ୍ଗ, ୨୨।୫(ଏସଏସନିୟୁଜ) ଗୋଡିସାହି ଫାଣ୍ଡି ଅନ୍ତର୍ଗତ ପୁରୀ ମୁଖ୍ୟ କେନାଲବନ୍ଧରାସ୍ତାର ସାନ ମୁଣ୍ଡଳିଗ୍ରାମ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଦୁଇଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଦ୍ବୟଢେଙ୍କାନାଳରୁ ବାରଙ୍ଗ ଆଡ଼କୁ ଆସୁଥିବାବେଳେ ସାନମୁଣ୍ଡଳି ଗ୍ରାମପାଖ ପୁରୀ ମୁଖ୍ୟ କେନାଲ ବନ୍ଧରାସ୍ତାରେ ଅଜଣାଗାଡି ଧକା ଦେଇ ପଳାଇଯାଇଥିଲା।ପୋଲିସ ଖବର ପାଇ ଯୁବକଦ୍ୱୟଙ୍କୁ ଡାକ୍ତରଖାନାକୁ ନେଇଥିବା ବେଳେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ।

ବୃଦ୍ଧାଙ୍କୁ ହତ୍ୟା!

ବାରଙ୍ଗ,୨୧।୫(ଏସଏସନିୟୂଜ୍)ଆନନ୍ଦବଜାରସ୍ଥିତ ରହୁଥିବା ଘରୁ ଜଣେ ବୁଦ୍ଧାଙ୍କ ମୃତଦେହକୁ ଉଧାର କରିଛି ବାରଙ୍ଗଥାନା ପୋଲିସ। ମହିଳାଙ୍କୁ ରୁଦ୍ଧଘରେ କେହି ପିଟି ପିଟି ବିଭତ୍ସ ଭାବେ ହତ୍ୟାକରିଛି ବୋଲି ଅନୁମାନ କରିଛି ପୋଲିସ।୭୫ ବର୍ଷୀୟା ମୃତ୍ୟୁ ମହିଳା ଜଣକ ହେଲେ ଉତ୍ତମ ବେହେରା।ସେ ତାଙ୍କ ନିଜ ଯାଗାରେ ଦୀର୍ଘଦିନଧରି ଏକୁଟିଆ ରହୁଥିଲେ।ଵୃଦ୍ଧାଙ୍କୁ କିଏ ହତ୍ୟା କରିଛି ଓ କଣ ରହିଛି ଉଦ୍ଦେଶ୍ୟ ତାହା ତଦନ୍ତ ପରେ ଜଣାପଡିବ ବୋଲି ପୋଲିସ କହିଛି।ପୋଲିସ ସାଇଟିଫିକି ଟିମ ଓ ଡଗ ସ୍କ୍ୱାର୍ଡ ନେଇ […]

ମିଳିଲା ମୃତଦେହ ପରିଚୟ

ବାରଙ୍ଗ,୧୮।୫(ଏସଏସନିୟୁଜ) ପୁରୀ ମୁଖ୍ୟକେନାଲ ଭିତରୁ ବୁଧବାର ସକାଳୁ ମିଳିଥିବା ଅଜଣା ମୃତଦେହର ପରିଚୟ ମିଳିପାରିଛି। ମୃତକ ବୃଦ୍ଧଜଣକ ହେଉଛନ୍ତି ଉକ୍ତ ଥାନା ଅନ୍ତର୍ଗତ ଦାଢାପାଟଣା ସାମଲସାହିର ମହେନ୍ଦ୍ର ସାମଲ(୭୫) । ପ୍ରକାଶଯେ, ବୁଧବାର ସକାଳୁ ପଂଞ୍ଚୁପାଳ ଗ୍ରାମ ନିକଟରେ ପୁରୀ ମୁଖ୍ୟକେନାଲ ଭିତରେ ଗୋଟିଏ ମୃତଦେହ ଭାସୁଥିବାର ସ୍ଥାନୀୟ ଲୋକମାନେ ଦେଖି ଥାନାକୁ ସୂଚନା ଦେଇଥିଲେ। ସୂଚନାପାଇ ବାରଙ୍ଗ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି କଟକ ବଡ଼ ଡ଼ାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା।ଖାଲି […]

ଅଳିଆଗାଡ଼ି କାର ଓ ବାଇକକୁ ଦେଲା ଧକ୍କା

ବାରଙ୍ଗ,୧୮।୫(ଏସଏସନିୟୁଜ)ଷଣ୍ଢପୁରବାଙ୍କ ନିକଟରେ ଅଳିଆଗାଡ଼ି ଏକ ବାଇକ୍ ଓ କାରକୁ ଧକା ଦେବାରୁ ବାଇକ୍ ଚାଲକ ଗୁରୁତର ଆହତ ହୋଇଛନ୍ତି।ଦୁର୍ଘଟଣା ପରେ ଅଳିଆ ଗାଡି ଫେରାର ହୋଇଯାଇ ଥିବା ବେଳେ ପୋଲିସ ଗାଡି ଓ ଚାଳକକୁ ଧରି ଥାନାକୁ ଆଣିଛି। ପ୍ରକାଶଯେ, ରବିବାର ଅପରାହ୍ନ ୨ଟାସମୟରେ ତ୍ରିଶୂଳିଆ ବାଙ୍କୀ ମୁଖ୍ୟରାସ୍ତାର ଷଣ୍ଢପୁର ଦୋଗଛିଆ ବାଙ୍କ ନିକଟରେ କଟକ ମହାନଗର ନିଗମର ଅଳିଆବୁହା ଓଆର ୦୫ ଏପି ୭୮୧୬ ନମ୍ୱର ହାଇୱ। ଗାଡ଼ିଟି ଦୃତଗତିରେ ଯାଉଥିଲା।ଏହି ସମୟରେ ବିପରୀତ ଦିଗରୁ […]