ଜଲିଗଲା ଚାଳଘର
ବାରଙ୍ଗ,୧୩।୭(ଏସଏସନିଉଜ)ବିଳମ୍ୱିତ ରାତିରେ କେହି ଦୁର୍ବୃତ ନିଆଁ ଲଗାଇଦେବାରୁ ଗୋଟିଏ ବଖରା ଚାଳଘର ଜଳିଯାଇଛି।ବୃଦ୍ଧ ଜଣଙ୍କ ଷୌଭାଗ୍ୟ ବଶତଃ ବର୍ତ୍ତି ଯାଇଛନ୍ତି। ନନ୍ଦନକାନନ ଥାନା ଅଧୀନସ୍ଥ କଣ୍ଟୁଣିଆ ଗ୍ରାମ ଭୋଇ ସାହିରେ ଘଟିଛି ଏଭଳି ଘଟଣା। ପ୍ରକାଶ ଯେ, ରବିବାର ରାତି ପ୍ରାୟ ୧୨ ଟା ସମୟରେ କଣ୍ଟୁଣିଆ ଗ୍ରାମ ଭୋଇ ସାହିର ଭାଗ୍ୟଧର ଭୋଇ ଶୌଚ ହେବାପାଇଁ ବାହାରକୁ ଉଠିଥିଲେ। ଶୌଚ ସାରି ସେ ଶୋଉଥିବା ଚାଳ ଘରକୁ ଯିବା ସମୟରେ ଚାଳଘରୁ ଧୂଆଁ ବାହାରୁଥିବାର ଦେଖିବାକୁ […]