Browsing category

ଅପରାଧ

ମିଳିଲା ଛାତ୍ରୀଙ୍କ ମୃତଦେହ

ଆଠଗଡ଼,୨୭/୭(ଏସ ଏସନିଉଜ)ସମ୍ବଲପୁରରେ ମହାନଦୀକୁ ଡେଇଁ ନିଖୋଜ ଛାତ୍ରୀଙ୍କ ମିଳିଲା ମୃତଦେହ।୪ ଦିନ ପରେ ମିଳିଲା ନିଖୋଜ ୯ମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ।ଆଠଗଡ଼ କନ୍ଦରପୁର ମହାନଦୀ ପଠାରୁ ମୃତଦେହ ଉଦ୍ଧାର କଲା ପୋଲିସ।ବ୍ରିଜ ଉପରେ ସାଇକେଲ, ବ୍ୟାଗ୍‌ ରଖି ନଦୀକୁ ଡେଇଁଥିଲେ ଛାତ୍ରୀ।

ଡେରାସରେ ଭୋଜିବେଳେ ଗଣ୍ଡୋଗଳ

ବାରଙ୍ଗ,୨୬/୮(ଏସଏସନିଉଜ)ରବିବାରଦିନ ଚନ୍ଦକାଥାନା ଅଧିନସ୍ଥ ଡେରାସରେ ବଣଭୋଜିକୁ ନେଇ ଦୁଇଗୋଷ୍ଠି ମଧ୍ୟରେ ମାରଧର ଓ ଜଣଙ୍କୁ ଅପହରଣ ଉଦ୍ୟମ କରାଯାଇଥିବା ଘଟଣାରେ ୭ଜଣଙ୍କୁ ଗିରଫକରି ସୋମବାର କୋର୍ଟ ଚାଲାଣ କରିଛି ପୋଲିସ ।ସେମାନେ ହେଲେ ମେଣ୍ଢାଶାଳ ଗ୍ରାମର ବିପିନ୍ କୁମାର ଶତପଥୀ ଓ ବୁବୁ ଓରଫ ସରୋଜ କୁମାର ବଳିଆର ସିଂହ ଓ ପିତାପଲି ଗ୍ରାମର ଲିପୁନ ପରିଡ଼ା,ଲିଙ୍ଗରାଜ ପ୍ରଧାନ,ବିକ୍ରମ ପ୍ରଧାନ,ଗଙ୍ଗେଶ୍ୱର୍ ପ୍ରଧାନ ଓ ସଞ୍ଜୀବ ପ୍ରଧାନ। ପ୍ରକାଶ ଯେ,ରବିବାର ଦିନ ମେଣ୍ଢାଶାଳ ଗ୍ରାମର ସରୋଜ କୁମାର ବଳିଆରସିଂହ […]

ସାବଧାନ ରାସ୍ତାରେ ମୁକୁଳା ପାଣିଚାମ୍ବର

ବାରଙ୍ଗ,୨୬/୮(ଏସଏସନିଉଜ)ରାସ୍ତାକାମ ସରିଛି କିନ୍ତୁ ଚାମ୍ବର ଉପରକୁ ଆବନ୍ଧ କରିବାକୁ ଭୁଲିଯାଇଛନ୍ତି ଠିକାଦାରା ।ଯାହାଫଳରେ ଏହି ରାସ୍ତା ଏବେ ମରଣକୁ ଆମନ୍ତ୍ରଣ କରୁଛି ।ଏହିଭଳି ଦୃଶ୍ୟ ଭୁବନେଶ୍ୱରବ୍ଲକ ଅର୍ନ୍ତଗତ ଦାଢାପଞ୍ଚାୟତର ପ୍ରାଚୀନଦୀବନ୍ଧ ରାସ୍ତାରୁ କେନ୍ଦୁପାଟଣାଗ୍ରାମକୁ ସଂଯୋଗ କରୁଥିବା ରାସ୍ତାରେ ଦେଖିବାକୁ ମିଳୁଛି ।ଏହିରାସ୍ତାଦେଇ ଦୈ÷ନଦିନ ଯାଉଥିବା ଲୋକମାନଙ୍କପାଇଁ ଏହା ଏବେ ମରଣଯନ୍ତା ପାଲଟିଛି । ପ୍ରକାସ ଯେ,ପ୍ରାଚୀନଦୀବନ୍ଧରୁ କେନ୍ଦୁପାଟଣା ଗ୍ରାମକୁ ସଂଯୋଗ କରୁଥିବା ଏହି ରାସ୍ତାରେ ବୃହତ ପାନୀୟଜଳ ଯୋଗାଣପ୍ରକଳ୍ପ ପାଇଁ ରାସ୍ତା କରାଯିବାସହ ରାସ୍ତାଉପରେ ଏକ ଚାମ୍ବର […]

ବିଚ୍ ରାସ୍ତାରେ ଯୁବକଙ୍କୁ ହାଣିଲେ!

ଖୋର୍ଦ୍ଧା ,୨୫ା୮(ଏସଏସନିଉଜ)ଖୋର୍ଦ୍ଧା ଟାଉନଥାନା ଅଞ୍ଚଳରେ ବିଚ୍ ରାସ୍ତାରେ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଛି । ମୁକୁନ୍ଦପ୍ରସାଦ ନିକଟ ଚାଚରା ସାହି ନିକଟରେ ଏହି ହତ୍ୟାକାଣ୍ଡ ଘଟିଥିବାବେଳେ ପୂର୍ବ ଶତ୍ରୁତାରୁ ସେକ୍ ସାଜିଦ ନାମକ ଯୁବକଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।ଘଟଣାପରେ ଉତ୍ତ୍ୟକ୍ତ ଲୋକମାନେ ଗାଡ଼ି ମଟରଭଙ୍ଗାରୁଜା କରିଛନ୍ତି । ଉତ୍ତେଜନାକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଆଜି ମଧ୍ୟାହ୍ନରେ ସାଜିଦ ଘରକୁ ଫେରୁଥିଲେ । ଏତିକିବେଳେ ଚାଚରା ସାହି […]

ଖୋର୍ଦ୍ଧା ରେଳଷ୍ଟେସନ୍ ନିକଟରୁ ଗଞେଇ ଜବତ

ଜଟଣୀ ,୨୫ା୮(ଏସଏସନିଉଜ)ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ଜଟଣୀଥାନାଧିକାରୀଙ୍କ ନିର୍ଦ୍ଦେଶକ୍ରମେ ସମ୍ପୃକ୍ତଥାନାର ଏକ ଟିମ ଖୋର୍ଦ୍ଧା ରେଳଷ୍ଟେସନ୍ ନିକଟରେ ଅତର୍କିତ ଚଢଉକରି ବେଆଇନ ଗଞ୍ଜେଇଚାଲାଣ ଅଭିଯୋଗରେ ଝାଡଖଣ୍ଡର ସେଖରୱାକରୟୁନସ ଓ ଏମଡି ଏକବାଲଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଛାନଭିନ ସମୟରେ ପୁଲିସ ସେମାନଙ୍କ ହେପାଜତରୁ ମୋଟ ୬.୯୭୫ କେଜି ଓଜନର ଗଞ୍ଜେଇ ଜବତ କରିଥିଲେ ।ପଚରାଉଚରାବେଳେ ସମସ୍ତେ ନିଜଦୋଷ ସ୍ଵୀକାର କରିଥିଲେ । ଏହିଘଟଣାକୁ କେନ୍ଦ୍ରକରି ଜଟଣୀ ଥାନା ପୁଲିସ ଏକ ବେଆଇନ ଗଞ୍ଜେଇ […]

ଆଜି ନକ୍ସଲ ମୁକାବିଲା ବୈଠକ

ଭୁବନେଶ୍ୱର,୨୪ା୮(ଏସଏସନିଉଜ)ଛତିଶଗଡ଼ ରାୟପୁରରେ ଆଜି ନକ୍ସଲ ମୁକାବିଲା ପାଇଁ ବୈଠକ ହେବାକୁଯାଉଛି ।କେନ୍ଦ୍ର ଗୃହମନ୍ତ୍ରୀ ଅମିତଶାହଙ୍କ ଅଧ୍ୟକ୍ଷତାରେ ବସିବ ଏହି ବୈଠକାବୈଠକରେ ଭାଗ ନେବେ ନକ୍ସଲ ପ୍ରଭାବିତ ଓଡ଼ିଶା ସମେତ ୭ ରାଜ୍ୟାଏବେ ବି ଓଡ଼ିଶାର ୭ ଜିଲ୍ଲା ମାଓବାଦୀ ପ୍ରବଣ ରହିଥିବାର ଜଣାପଡିଛି ।ମାଓବାଦୀମାନଙ୍କୁ କିଭଳି ଦମନ କରାଯିବ ଏଥିପାଇଁ ଆଲୋଚନା କରାଯିବ ବୋଲି ଜଣାପଡିଛି ।

ମହାନଦୀକୁ ଡେଇଁପଡ଼ିଲେ ଛାତ୍ରୀ

ସମ୍ବଲପୁର, ୨୪ା୮(ଏସଏସନିଉଜ)ମହାନଦୀକୁ ଡେଇଁପଡ଼ିଲେ ହାଇସ୍କୁଲ ଛାତ୍ରୀାଚାଉଁରପୁର ବ୍ରିଜରୁ ମହାନଦୀକୁ ଡେଇଁପଡ଼ିଲେ ହାଇସ୍କୁଲ ଛାତ୍ରୀାବ୍ରିଜ ଉପରେ ସାଇକେଲ ରଖି ଡେଇଁପଡ଼ିଛନ୍ତି ଛାତ୍ରୀାଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଚି ଖୋଜାଖୋଜି ଆରମ୍ଭ କରିଛି ।ତେବେ ଛାତ୍ରୀ ଜଣଙ୍କ କାହିଁକି ଏଭଳି ନିଷ୍ପତି ନେଲେ ତାହା ଜଣାପଡିନାହିଁ ।

ଛୁରାମାଡ଼ ନେଲା ୩ ଜୀବନ

ଭୁବନେଶ୍ୱର,୨୪ା୮(ଏସଏସନିଉଜ)ଜର୍ମାନୀ ସୋଲିଙ୍ଗେନରେ ଦୁର୍ବୃତ୍ତର ଛୁରାମାଡ଼ ଘଟଣାରେ ୩ଜଣଙ୍କର ମୃତୁ୍ୟ ଘଟିଛି ।ଏହି ଆକ୍ରମଣରେ ଗୁରୁତର ଆହତଥିବା ୯ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିସ୍ିତହେଉଛନ୍ତି ।ପାର୍ଟି ଚାଲିଥିବା ବେଳେ ଦୁର୍ବୃତ୍ତ ଜଣଙ୍କ ହଠାତ୍ ଆକ୍ରମଣ କରିଥିଲା ।ଛୁରାମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯାଇଥିବାବେଳେ ଖବରପାଇ ପୋଲିସ ଘଟଣାସ୍ଥଳରେ ପହଁଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛି ।

ଗିରଫ ହେଲେ OSRTC ସିଏଓ

ଭୁବନେଶ୍ୱର,୨୪ା୮(ଏସଏସନିଉଜ)OSRTC ଚିଫ୍ ଆକାଉଣ୍ଟ ଅଫିସର ବିଜୟ ମଙ୍ଗରାଜଙ୍କ ଘରେ ଭିଜିଲାନ୍ସ ରେଡ୍‌ ହୋଇଥିଲା । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ଭୁବନେଶ୍ବରର ୬ଟି ଓ ବାରିପଦାର ଗୋଟିଏ ସ୍ଥାନରେ ଚଢ଼ାଉ କରାଯାଇଥିଲା । ରେଡ୍ ବେଳେ ଭୁବନେଶ୍ବରରେ ୨ଟି ଫ୍ଲାଟ୍‌ ଓ ୨ଟି ପ୍ଲଟ୍‌ , କେରଳରେ ୨ ମହଲା କୋଠା , ୧.୪୭ କୋଟି ଟଙ୍କାର ବ୍ୟାଙ୍କ ଜମା , ୫୦୦ ଗ୍ରାମ ସୁନା , ୨ଟି ଚାରିଚକିଆ ଯାନ , ୧୭.୭୦ […]

ତେଲ ଟ୍ୟାଙ୍କର-ବସ ମୁହାଁମୁହିଁ ଧକ୍କା,୪ ମୃତ

ଗଞ୍ଜାମ,୨୨ା୮(ଏସଏସନିଉଜ) ଗୁରୁବାର ସକାଳୁ ବ୍ରହ୍ମପୁରର ସମରଝୋଳ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି ।ଓଭରଟେକ୍‌ ସମୟରେ ଖମ୍ବେଶ୍ୱରୀ’ନାମକ ଯାତ୍ରୀବାହୀ ବସ୍‌ ସହ ତେଲ ଟ୍ୟାଙ୍କର ଧକ୍କା ହୋଇଛି। ଫଳରେ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ ଚା ଦୋକାନ ଉପରକୁ ଦୁଇ ଦୁର୍ଘଟଣାଗ୍ରସ୍ତ ଗାଡ଼ି ମାଡ଼ି ଯାଇଥିଲା। ଚା ଦୋକାନରେ ଚା ପିଉଥିବା ୩ ଜଣ ଓ ବସ୍‌ର ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।ଯାତ୍ରୀବାହି […]