Browsing category

ଅପରାଧ

ପୁଣି ବଡ଼ ଟ୍ରେନ ଦୁର୍ଘଟଣା

ଭୁବନେଶ୍ୱର,୧୮ା୭(ଏସଏସନିଉଜ)ପୁଣି ବଡ଼ଧରଣର ରେଳ ଦୁର୍ଘଟଣା ଉତ୍ତର ପ୍ରଦେଶରେ ଘଟିଛି । ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲା ନିକଟରେ ଦିବ୍ରୁଗଡ-ଚଣ୍ଡିଗଡ଼ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଚଣ୍ଡିଗଡ଼-ଦିବ୍ରୁଗଡ ଏକ୍ସପ୍ରେସର ଛଅଟି କୋଚ୍ ଲାଇନଚ୍ୟୁତ ହୋଇଛି । ଅନେକ ଗୁଡ଼ିଏ ବଗି ଓଲଟି ପଡ଼ିଥିବା ଦେଖିବାକୁ ମିଳିଛି ।ତେବେ ଏହି ଦୁର୍ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଥିବା ସୂଚନା ମିଳୁଛି । ତେବେ ସରକାରୀ ଭାବେ ଆହତଙ୍କ ସଂଖ୍ୟା ତିନି ରହିଛି । […]

ତାନ୍ତ୍ରିକର ଅଜବ ତନ୍ତ୍ର ଚିକିତ୍ସା

ଭୁବନେଶ୍ୱର,୧୮ା୭(ଏସଏସନିଉଜ)ଦେହ ଭଲରହୁନଥିଲା ।ଚିକିସ୍‌ା ସତ୍ୱେ ସ୍ୱାସ୍ଥ୍ୟରେ ସୁଧାର ଆସିଲାନାହିଁ ।ଶେଷରେ ବାଧ୍ୟହୋଇ ଝିଅକୁନେଇ ତାନ୍ତ୍ରିକର ଦ୍ୱାରସ୍ତ ହେଲେ ପିତା ।ଏହାପରେ ତାନ୍ତ୍ରିକ ସୁସ୍ଥ କରିଦେବା କଥା କହି ତା ପଦ୍ଧତିରେ ଚିକିସ୍‌ାଆରମ୍ଭ କରିଥିଲା ।ଯେଉଁଥିପାଇଁ ଯୁବତୀଜଣଙ୍କ ଆଜ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।ଏହିଭଳିଘଟଣା ବଲାଙ୍ଗିର ଜିଲ୍ଲା ସିନ୍ଧେକେଲା ଥାନା ଇଂଚ ଗାଁରେ ଘଟିଛି ।ଏହିଗ୍ରାମର ବିଷ୍ଣୁ ବେହେରାଙ୍କ ୧୯ ବର୍ଷୀୟ ଝିଅ ରେଶମାର ୪ ବର୍ଷ ତଳେ କୌଣସି କାରଣରୁ ଅସୁସ୍ଥ ଅନୁଭବ କରିଥିଲା […]

ମାଛଖାଇବାକୁ ନଦେବାରୁ ମାଙ୍କୁ ମାରିଲା ପୁଅ

ବାଲେଶ୍ବର,୧୭ା୭(ଏସଏସନିଉଜ) ଗତକାଲି ରାତିରେ ସିମୁଳିଆ ଥାନା ଅନ୍ତର୍ଗତ କାଞ୍ଚଗଡ଼ା ପଞ୍ଚାୟତ ତାଳପଦା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ନୃଶଂସ ପୁଅ ନିଜ ମା’କୁ ମାରିଦେଇଥିବା କୁହାଯାଉଛି। ତାଳପଦା ଗାଁର ଅରୁଣ ମହାନ୍ତି(୪୫) ଗତକାଲି ରାତିରେ ମା’ ଆରତୀ ମହାନ୍ତି(୬୦)ଙ୍କୁ ଖାଇବାକୁ ମାଗିଥିଲେ। ମା ଖାଦ୍ୟ ଦେବା ପରେ କାହିଁକି ମାଛ ହେଇନି ବୋଲି ପ୍ରଶ୍ନ କରିଥିଲେ। ମାଛ କେଉଁଠୁ ଆଣିବି ଟଙ୍କା ନାହିଁ ବୋଲି ମା କହିବାରୁ ଏଥିରେ ପୁଅ ରାଗିଯାଇ ମା’ଙ୍କୁ ମାରଧର […]

ଏସସିବିରେ ବିବାଦ

କଟକ,୧୭ା୭(ଏସଏସନିଉଜ) ରୋଗୀଙ୍କୁ ରକ୍ତ ଦେବାକୁ ନେଇ କଟକ ଏସସିବି ମେଡିକାଲରେ ନର୍ସିଂ ଅଫିସର ଏବଂ ହାଉସ ସର୍ଜନ ମୁହାଁମୁହିଁ ଘଟଣାରେ ହାଉସ ସର୍ଜନ ଆନ୍ଦୋଳନ ଜାରି ରଖିଛନ୍ତି।ତେବେ ଏହି ବିବାଦ ପ୍ରସଙ୍ଗରେ ହାଉସ୍ ସର୍ଜନଙ୍କକାର୍ଯ୍ୟବନ୍ଦକୁ ସମର୍ଥନ କରିଛନ୍ତି ଡାକ୍ତର ଛାତ୍ର ସଂଘ, ଜୁନିୟର ଡାକ୍ତର ସଂଘ ଏବଂ ଏସସିବି ଡାକ୍ତର ସଂଘ।ଜରୁରୀ ସେବାକୁ ଛାଡ଼ିଦେଲେ ଚିକିତ୍ସା କାମରେ ଯୋଗଦେବେ ନାହିଁ ବୋଲି କହିଛନ୍ତି ୨୫୦ ହାଉସ ସର୍ଜନ। ଆନ୍ଦୋଳନ ଯୋଗୁଁ ରୋଗୀ ସେବାରେ ବାଧା ସୃଷ୍ଟି ହୋଉଛି।ଅନ୍ୟପଟେ […]

ଓଲଟିଲା ପରିବାବୋଝେଇ ପିକଅପ୍ ଭ୍ୟାନ୍

କଣ୍ଟାବାଞ୍ଜି ୧୭ା୭(ଏସଏସନିଉଜ) କଣ୍ଟାବାଞ୍ଜିରୁ ସିନ୍ଧେକେଲା ବଜାରକୁ ପରିବା ବିକ୍ରି କରିବାକୁ ଯାଉଥିବା ଏକ ପିକଅପ ଗାଡ଼ି କନ୍ଦବାହାଲ ଛକ ଠାରେ ଭାରସାମ୍ୟ ହରାଇ ଆଜି ସକାଳୁ ଓଲଟି ଯାଇଥିଲା।ଫଳରେ ଗାଡ଼ିଟି ରାସ୍ତାର ପାର୍ଶ୍ୱରେ ଥିବା ଏକ ଚାଷ ଜମି ଭିତରକୁ ପଶିଯାଇଛି। ଏଥିରେ ଜଣେ ପରିବା ବ୍ୟବସାୟୀ ଗୁରୁତର ହୋଇଥିବା ବେଳେ ଅନ୍ୟ ୫ ଜଣ ଆହତ ହୋଇଛନ୍ତି।ସ୍ଥାନୀୟଲୋକମାନେ ସମସ୍ତଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କଣ୍ଟାବାଞ୍ଜି ଡାକ୍ତରଖାନାକୁ ଚିକିତ୍ସା ପାଇଁ ପଠାଇଛନ୍ତି। ଖବରପାଇ କଣ୍ଟାବାଞ୍ଜି ପୁଲିସ […]

ଇନଷ୍ଟାଗ୍ରାମରେ ପ୍ରେମନିବେଦନ,ପରେ ବ୍ଲାକମେଲିଂ

ଭୁବନେଶ୍ୱର,୧୭ା୭(ଏସଏସନିଉଜ) ପୀଡ଼ିତା ଜଣକ ବାଲିଅନ୍ତା ଥାନା ଅଞ୍ଚଳରେ ରୁହନ୍ତି । ରାଜା ଓ ରାଜୁ ଦୁଇ ଅଭିଯୁକ୍ତ ପରସ୍ପରର ବନ୍ଧୁ ହୋଇଥିବା ବେଳେ, ସମସ୍ତ କାର୍ଯ୍ୟରେ ପରସ୍ପରକୁ ସାହାଯ୍ୟ କରନ୍ତି ଏବଂ ଉଭୟ ମିଶି “ତ୍ରିଶକ୍ତି ଫାଉଣ୍ଡେସନ” ନାମରେ ଏକ ସଂସ୍ଥା ପରିଚାଳନା କରନ୍ତି । ଅଭିଯୁକ୍ତ ଅକ୍ଷୟ ଦାସ ଓରଫ ରାଜା ଏବଂ ଏସକେ ଆକ୍ରମ ଓରଫ ରାଜୁ ପୀଡ଼ିତାଙ୍କୁ ଇନଷ୍ଟାଗ୍ରାମ ଜରିଆରେ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇ ଥିବା ବେଳେ ପୀଡ଼ିତା ଜଣକ ସେମାନଙ୍କ ଫ୍ରେଣ୍ଡ […]

ରାତିଅଧରେ ଚୋରିକରି ଧରାପଡିଲେ

ବାରଙ୍ଗ,୧୭ା୭(ଏସଏସନିଉଜ) ରାତିଅଧରେ ବାଡିରେ ପଡିଥିବା ଇଲେକକ୍ଟ୍ରିପୋଲକୁ ଟ୍ରକଲଗାଇ ଚୋରୀକରିନେବାକୁ ଉଦ୍ୟମ କରୁଥିବାବେଳେ ଧରାପଡିଛନ୍ତି ।ଏହିଘଟଣାରେ ଜଣେ ଧରାପଡିଥିବାବେଳେ କୈାଶଳକ୍ରମେ ଅନ୍ୟମାନେ ଫେରାର ହୋଇଯାଇଛନ୍ତି ।ଏହିଭଳି ଏକ ଘଟଣା ବାରଙ୍ଗଥାନା ଅଧିନସ୍ଥ ଗଦେଇକୁଦରେ ମଙ୍ଗଳବାର ବିଳମ୍ଭିତ ରାତିରେ ଘଟିଛି । ପ୍ରକାସ ଯେ,ଗଦେଇକୁଦର ପରମେଶ୍ୱରଦାସଙ୍କ ବାଡିରେ ପଡିଥିବା ମେଂଟାଲ ଇଲେକକ୍ଟ୍ରିପୋଲକୁ କିଛିଲୋକ ମଙ୍ଗଳବାର ବିଳମ୍ଭିତରାତିରେ ଏକ ଟ୍ରକସାହାର୍ଯ୍ୟରେ ଲଦି ନେଉଥିବାର ପଡୋଶି ବାପିମହାରଣା ଫୋନକରି ଜଣାଇଥିଲେ ।ଏହାପରେ ପରମେଶ୍ୱର ନିଦରୁ ଉଠି ବାଡିକୁଯାଇ ଟ୍ରକକୁ ରୋକିବା ସହ ୧୧୨କୁ […]

ସିପାହୀ,SCOଙ୍କ ଝୁଲନ୍ତା ମୃତଦେହ

ଭୁବନେଶ୍ବର,୧୨ା୭(ଏସଏସନିଉଜ)୭ମ ବାଟାଲିୟନ ଭିତରେ ସିପାହୀଙ୍କ ଝୁଲନ୍ତା ମୃତଦେହ ଝୁଲୁଛି।ବାଟାଲିୟନ ଭିତରେ ଏକ ଗଛରେ ଝୁଲିଛି ସିପାହୀଙ୍କ ମୃତଦେହ ଝୁଲୁଛି।ମୃତକ ହେଉଛନ୍ତି ୨୦୦୨ ବ୍ୟାଚ୍‌ର ଦୁର୍ଯ୍ୟୋଧନ ମହାନ୍ତି।ତେବେ ମୃତ୍ୟୁର ପକୃତ କାରଣ ଅସ୍ପଷ୍ଟ ରହିଥିବାବେଳେ ମୃତଦେହ ଜବତ କରି ମୈତ୍ରୀବିହାର ଥାନା ପୋଲିସର ଛାନଭିନ୍ ଆରମ୍ଭ କରିଛି।ସେହିଭଳି ଭାବେ ଝୁଲନ୍ତା ଅବସ୍ଥାରେ SCO ସୁରେଶ ମଲ୍ଲିକଙ୍କ ମୃତଦେହ ଉଦ୍ଧାର ହୋଇଛି।ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିସରରୁ ଉଦ୍ଧାର ହୋଇଛି।ବରୀବ୍ଲକ ଦାୟିତ୍ବରେ ଥିଲେ ସୁରେଶ। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ […]

ବସ୍ ଧକ୍କାରେ ଯୁବତୀମୃତ, ଯୁବକ ଗୁରୁତର

ଜଳେଶ୍ବର,୧୨ା୭(ଏସଏସନିଉଜ )ବସ୍ ଧକ୍କାରେ ଜଣେ ଯୁବତୀ ଙ୍କର ମୃତୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।ଭୋଗରାଇବ୍ଲକ ଥାନାଛକ ନିକଟରେ ସ୍କୁଟିକୁ ପିଟିଥିଲା ବସ।ମୃତାହତଙ୍କ ପରିଚୟ ମିଳିନଥିବାବେଳେ ବସ୍ ଛାଡ଼ି ଡ୍ରାଇଭର ଫେରାର୍ ହୋଇଯାଇଥିବାର ଜଣାପଡିଛି।

ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍ ଅଟକାଇଲେ ମହିଳା

ଭୁବନେଶ୍ବର,୯ା୭(ଏସଏସନିଉଜ) ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌କୁ ଅଟକାଇଲେ ମହିଳାାମହିଳାଜଣଙ୍କ ରସୁଲଗଡ଼ ଛକରେ ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍ ଆଗକୁ ପଶି ଆସିଥିଲେ ।ମହିଳାଙ୍କ ହାଇଡ୍ରାମା ପାଇଁ କିଛି ସମୟ ଅଟକି ରହିଲା କାର୍‌କେଡ୍‌ାମହିଳାଜଣକୁ ପୋଲିସ ଉଠାଇ ନେଲା ପରେ କାର୍‌କେଡ୍ ଗଲାାତେବେ ମହିଳା ଜଣକ କିଏ ଏବଂ କାହିଁକି ଅଟକାଇଲେ , ତାହା ସ୍ପଷ୍ଟ ଜଣାପଡ଼ିନିା