Browsing category

ଅପରାଧ

ଭୁଲ୍ ଇଞ୍ଜେକସନ୍ ନେଲା ନାବାଳକର ଜୀବନ

ଭୁବନେଶ୍ବର,୩।୭(ଏସଏସନିଉଜ)ଭୁଲ୍ ଇଞ୍ଜେକସନ୍ ଯୋଗୁଁ ନାବାଳକର ମୃତ୍ୟୁ ହୋଇଥିବାର ଅଭିଯୋଗ ଆସିଛି। କଟକ ମଙ୍ଗଳାବାଗ ଥାନା ଅଞ୍ଚଳରେ ଏହିଭଳି ଘଟଣା ଘଟିଛି।ଯାହାକୁ ନେଇ ଏକ ଘରୋଇ ମେଡିକାଲରେ ଉତ୍ତେଜନା ଦେଖାଦେଇଛି। ଏକ ଅପରେସନ ପାଇଁ ୧୪ ବର୍ଷୀୟ ନାବାଳକ ମେଡିକାଲ ଆସିଥିଲେ। ଅପରେସନ୍ ପୂର୍ବରୁ ଇଞ୍ଜେକସନ୍ ଦିଆଯାଇଥିଲା। ଇଞ୍ଜେକସନ୍ ଦିଆଯିବା ପରେ ମୃତ୍ୟୁ ଅଭିଯୋଗ କରିଛନ୍ତି ପରିବାର ଲୋକ।ଏହାପରେ ମୃତଦେହକୁ ପରିବାର ଲୋକ ମେଡିକାଲ ଆଗରେ ରଖି ନ୍ୟାୟ ଦାବି କରିଛନ୍ତି।

ତହସିଲଦାରଙ୍କ ଘରେ ଭିଜିଲାନ୍ସ

ନୟାଗଡ଼,୩।୭(ଏସଏସନିଉଜ) ବିଳମ୍ବିତ ରାତିରେ ଖଣ୍ଡପଡ଼ା ତହସିଲଦାର ଧୋବେଇ ନାୟକଙ୍କ ଘରେ ରେଡ୍‌ ହୋଇଛି। ତହସିଲର ଜଣେ କର୍ମଚାରୀଙ୍କୁ ଗିରଫ ପରେ ଚାଲିଛି ରେଡ୍‌।କିନ୍ତୁ ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ତହସିଲ କର୍ମଚାରୀ ଧରାପଡ଼ିଥିଲେ।

ଗାଁରେପଶି ଆକ୍ରମଣକଲା ଭାଲୁ

ରେଢ଼ାଖୋଲ,୩।୭(ଏସଏସନିଉଜ)ଉଦ୍ଧାର ପରେ ଗାଁରେ ପଶି ଆକ୍ରମଣ କରିଛି ଭାଲୁ।ନାକଟିଦେଉଳ ରେଞ୍ଜ କୁଡ଼ାନାଳି ଗାଁରେ ଭାଲୁଟି ଆକ୍ରମଣ କରିଛି।ଭାଲୁ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଥିବା ବେଳେ ୩ ଜଣ ଆହତ ହୋଇଥିବାର ସୂଚନା ମିଳିଛି।ଗାଁର ଏକ ପରିତ୍ୟକ୍ତ କୁଅରୁ ଭାଲୁଟି ପଡିଯାଇଥିଲା।ଖବରପାଇ ବନବିଭାଗ ଭାଲୁକୁ କୂଅରୁ ଉଦ୍ଧାର ପରେ ଭାଲୁଟି ଲୋକଙ୍କୁ ଆକ୍ରମଣ କରିଥିଲା।

ବାପାକୁ ହତ୍ୟାକଲା ପ୍ରଫେସରପୁଅ

ଭୁବନେଶ୍ବର,୩।୭(ଏସଏସନିଉଜ) ବାପାକୁ ଛୁରୀ ଭୁସି ହତ୍ୟା କଲା ପ୍ରଫେସର ପୁଅ।ମଞ୍ଚେଶ୍ବର ଥାନା ରଙ୍ଗମାଟିଆର ଏକ ଆପାର୍ଟମେଣ୍ଟ ରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି।କୌଣସି କାରଣରୁ ବାପପୁଅଙ୍କ ମଧ୍ୟରେ ଗଣ୍ଡଗୋଳ ପରେ ହତ୍ୟା ହୋଇଥିବାର ପୋଲିସ ସନ୍ଦେହ କରୁଛି।ମୃତଦେହ ଜବତକରି ପୋଲିସର ଛାନଭିନ୍ ଆରମ୍ଭ କରିଥିବାବେଳେ ଅଭିଯୁକ୍ତ ପୁଅ ଅଟକ ରଖିଛି ପୋଲିସ। ଅଭିଯୁକ୍ତ ପୁଅ ଏକ ଘରୋଇ କଲେଜର ପ୍ରଫେସର ଥିବା ସୂଚନା ମିଳିଛି।ପୋଲିସ ଘଟଣାସ୍ଥଳକୁ ସାଇଣ୍ଟିଫିକ ଟିମ ନେଇ ତଦନ୍ତ ଆରମ୍ଭ କରିଛି।

ମଦୁଆ ପୋଲିସ ବାବୁଙ୍କ ଗାଡି ଧକାରେ ୩ଆହତ

କଟକ,୩୦ା୬ (ଏସଏସନିଉଜ) ମଦପିଇ କାର ଚଳାଇବା ସାଜିଛି କାଳ। ମଦ୍ୟପକାରଚାଳକ ଦୁଇଟି ମୋଟରସାଇକେଲଓ ଗୋଟିଏ ସାଇକେଲକୁ ଧକ୍କା ଦେବାରୁ ତିନିଜଣ ଗୁରୁତରଆହତ ହୋଇଥିବାର ଜଣାପଡିଛି ।ଏହିଭଳିଘଟଣା ରବିବାରଦିନ ଅପରାହ୍ନ ୪ଟା ସମୟରେ ନରାଜ ଆନିକଟ ନିକଟରେ ଘଟିଛି ।ତେବେ ମଦ୍ୟପ କାର ଚାଳକଜଣଙ୍କ ଜଣେ ପୋଲିସ କର୍ମଚାରୀ ବୋଲି ଜଣାପଡିଛି । ପ୍ରକାସ ଯେ,ରବିବାର ଅପରାହ୍ନ ୪ଟା ସମୟରେ ମଦ୍ୟପ ପୋଲିସ କାରରେ ଦୁଇଜଣ ସହଯୋଗୀଙ୍କୁ ସାଙ୍ଗରେ ନେଇ ନରାଜ ପଟୁ ସିଡ଼ିଏ ଅଭିମୁଖେ ଯାଉଥିଲେ ।ନରାଜଆନିକଟ […]

ଓଲଟିଲା କଂକ୍ରିଟ ମିକ୍ଚର ଗାଡ଼ି

କଟକ,୨୯ା୬(ଏସଏସନିଉଜ)ଶନିବାର ସନ୍ଧ୍ୟା ସାଢ଼େ ୬ଟା ସମୟରେ କଟକ-ଭୁବନେଶ୍ୱର ୧୬ ନମ୍ବର ଜାତୀୟରାଜପଥର ଦେବତାଗଡା ନିକଟସ୍ଥ ଏକ ଟାୟାର ମରାମତି ଦୋକାନ ନିକଟରେ ଏକ ସିମେଣ୍ଟ ମିକ୍ଚର ୧୦ ଚକିଆ ଟ୍ରକ ରାସ୍ତା ଡିଭାଇଡ଼ରରେ ପିଟିହୋଇ ରାସ୍ତା ମଝିରେ ଓଲଟି ପଡ଼ିଥିଲା । ଟ୍ରକ ଭିତରେ ଥିବା ୪ ଜଣ ବ୍ୟକ୍ତିଙ୍କୁ ଟ୍ରକର ସମ୍ମୁଖ ପଟ କାଚ ଭାଙ୍ଗି ଉଦ୍ଧାର କରାଯାଇଥିଲା । ଦୁର୍ଘଟଣା ଫଳରେ କିଛି ସମୟ ପାଇଁ ଗାଡ଼ି ଚଳାଚଳ ବାଧା ପ୍ରାପ୍ତ ହୋଇଥିଲା । […]

ଛାତ୍ରର ଆକ୍ରମଣରେ ଅନ୍ୟ ଜଣେ ଛାତ୍ର ଗୁରୁତର

ଭୁବନେଶ୍ବର,୨୮ା୬(ଏସଏସନିଉଜ) ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମ ରଘୁନାଥ ଉଚ୍ଚ ବିଦ୍ୟାଳୟରେ ଅଭାବନୀୟ ଘଟଣା ଘଟିଛି। ଜଣେ ଛାତ୍ରର ଆକ୍ରମଣରେ ଅନ୍ୟ ଜଣେ ଛାତ୍ର ଗୁରୁତର ଆହତ ହୋଇଥିବାର ଜଣାପଡିଛି । ଗୁରୁତର ଛାତ୍ରଙ୍କୁ ପ୍ରଥମେ ଶେରଗଡ଼ ପରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ଗୁରୁତର ହେବାରୁ ତାକୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।ଆହତ ଛାତ୍ର ଓ ଆକ୍ରମଣକାରୀ ଛାତ୍ର […]

ପ୍ରବଳ ବର୍ଷା କାରଣରୁ ଭୂସ୍ଖଳନ

ଭୁବନେଶ୍ବର,୨୮ା୬(ଏସଏସନିଉଜ) ଦକ୍ଷିଣ-ପଶ୍ଚିମ ମୌସୁମୀ ହିମାଚଳ ପ୍ରଦେଶରେ ପ୍ରବେଶ କରିବା ମାତ୍ରେ ହିଁ ବର୍ଷା ଆରମ୍ଭ ହୋଇଯାଇଛି ।ମୌସୁମୀ ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଥିବା ଦେଖିବାକୁ ମିଳିଛି ।ଫଳରେ ଶିମଲାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି ।ଭୂସ୍କଳନ କାରଣରୁ ପ୍ରାୟ ଆଠଟି ଗାଡ଼ି ନଷ୍ଟ ହୋଇଯାଇଛି ।ଚାମିଆନାରେ ଥିବା ଡ୍ରେନ୍ ନିକଟରେ ପାର୍କିଂ ହୋଇଥିବା ତିନୋଟି ଗାଡ଼ି ଉପରେ ଭୂସ୍କଳନ ହେବା କାରଣରୁ ଆବର୍ଜନା ତଳେ ଗାଡ଼ି ଗୁଡ଼ିକ ପୋତି ହୋଇଯାଇଛି ।ମାଲୟାନାରେ, ପାହାଡ଼ରୁ ବଡ଼ […]

ବାଇକ-କାର ମୁହାଁମୁହିଁ ଧକ୍କା

ବାରଙ୍ଗ,୨୭ା୬(ଏସଏସନିଉଜ)ଗୁରୁବାର ସକାଳେ ମେଣ୍ଢାଶାଳମେଡିକାଲଛକଠାରେ କାର ସହ ମଟରସାଇ କେଲମୁହାଁମୁହିଁ ଧକ୍କାହେବାରୁ କାର ଓ ବାଇକ ଉଭୟଗାଡି ଭାଙ୍ଗିରୁଜି ଯାଇଥିବାବେଳେ ବାଇକଚାଳକ ଗୁରୁତରଆହତହୋଇଥିବାର ଜଣାପଡିଛି ।ଜାମୁଝରିଗ୍ରାମର ଜଣେ ଯୁବକ ଓଡି-୩୩କେ- ୧୫୫୦ନଂବାଇକ ନେଇ ମେଡିକାଲକୁଆସୁଥିଲେ ।ସେ ବାମପଟରୁ ମେଡିକାଲ ରାସ୍ତାକୁ ଯିବାସମୟରେ ଚନ୍ଦକାପଟରୁଆସୁଥିବା ଏକ ଓଡି-୦୫ୱାଇ-୨୮୯୯ନଂ କାର ସହ ତାଙ୍କର ମୁହାଁମୁହଁ ଧକ୍କାହୋଇଥିଲା ।ଫଳରେ ବାଇକରୁ ଛିଟିକି ବାଇକ ଚାଳକଜଣଙ୍କ ରକ୍ତଜୁଡୁବୁଡୁ ହୋଇ ଗୁରୁତର ଆହତ ଅବସ୍ଥାରେ ରାସ୍ତାଉପରେ ପଡିଥିଲେ ।ସ୍ଥାନୀୟ ଯୁବକ ମାନେ ତାଙ୍କୁ ଉଦ୍ଧାର କରି […]

ରାତିଅଧିଆ ମୋରମ ଓ ମାଟି ଚାଳଣ

ବାରଙ୍ଗ,୨୪ା୬(ଏସଏସନିଉଜ)ଚନ୍ଦକାଥାନା ଅଧିନସ୍ଥ ଗୋଠପାଟଣାଗ୍ରାମପାଖ ଜଙ୍ଗଲରୁ ରାତିଅଧିଆ ଚୋରାମୋରମ ଓ ନାଲି ମାଟି ଚାଲାଣ ମହଙ୍ଗାପଡିଛି ।ଗ୍ରାମବାସୀମାନେ ଏକାଠିହୋଇ ରବିବାର ବିଳମ୍ବିତ ରାତିରେ ୧୧ଟି ହାଇୱାକୁ ଅଟକରଖିଛନ୍ତି ।ସୋମବାର ସକାଳେ ପ୍ରସାସନ ସହ ଖୋରଧା ମାଇନିଙ୍ଗ ଅଫିସର ଘଟଣାସ୍ଥଳରେ ପହଁଚି ଉତ୍ୟକ୍ତ ଗ୍ରାମବାସୀମାନଙ୍କୁବୁଝାସୁଜା କରିବାସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରତିଶୃତିଦେଇଥିବାର ଜଣାପଡିଛି । ପ୍ରକାସ ଯେ,ଗତକିଛିଦିନହେବ ଗୋଠପାଟଣା ଗ୍ରାମ ପାଖ ଜଙ୍ଗଲରୁ ରାତିଅଧିଆ ମୋରମ ଓ ମାଟିଉଠାଣ ହେଉଛି ।ଏନେଇ ଗ୍ରାମବାସୀମାନେ ଚନ୍ଦକାଥାନାର ଦୃଷ୍ଟିଆକର୍ଷଣ କରିଥିଲେ ସୁଦ୍ଧା ସରକାରୀସ୍ତରରେ […]