ପାଣିପାଇପ ଓ ଫିଟିଂ ଚୋରୀ
ବାରଙ୍ଗ,୧୭ା୩(ଏସଏସନିଉଜ)ବାରଙ୍ଗର ୬ପଂଚାୟତରେ ପାନୀୟଜଳ ଯୋଗାଣ ପାଇଁ ହେଉଥିବା କାମ ନିମନ୍ତେ ହୋଇଥିବା ଗୋଡାଉନରୁ ପାଣିପାଇପ ଓ ଫିଟିଁ ସାମଗ୍ରୀ ଚୋରୀକରିବା ଅଭିଯୋଗରେ ପୋଲିସ ଦୁଇ ସିକୁରିଟିଗାର୍ଡ ,କବାଡିଆହ ଅନ୍ୟଜଣଙ୍କୁ ଗିରଫକରି ରବିବାରଦିନ କୋର୍ଟଚାଳଣ କରିଛି । ପ୍ରକାସ ଯେ, ଅରୁଣକୁମାରପଣ୍ଡା ନାମକ ବ୍ୟକ୍ତି ବାରଙ୍ଗବ୍ଲକର ୬ପଂଚାୟତକୁ ବିଶୁଦ୍ଧ ପାନୀୟଜଳ ଯୋଗାଣ ନିମନ୍ତେ ପାଇପ ସଂଯୋଗ କାମ କରୁଛନ୍ତି ।ଏଥିନିମନ୍ତେ ସେ ମଧୁବନପଂଚାୟତ […]