Browsing category

ଜିଲ୍ଲା

ଅତ୍ୟାଧୁନିକ ସ୍ୱୟଂସମ୍ପୂର୍ଣ୍ଣ ଷ୍ଟୁଡ଼ିଓରେ ପରିଣତ ହେବ କଳିଙ୍ଗ ଷ୍ଟୁଡ଼ିଓ

ଭୁବନେଶ୍ୱର,୧ା୬(ଏସଏସନିଉଜ) ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଳିଙ୍ଗ ଷ୍ଟୁଡ଼ିଓ ପରିଦର୍ଶନ କରି ଏହାକୁ ଏକ ସ୍ୱୟଂ ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଷ୍ଟୁଡ଼ିଓ ଭାବେ ବିକଶିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଏକ ଡିପିଆର୍‍ ପ୍ରସ୍ତୁତ କରିବା ପାଇଁ ସେ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ୧୯୮୦ ମସିହାରେ ସ୍ଥାପିତ ହୋଇଥିବା ଏହି ଷ୍ଟୁଡ଼ିଓ ଏକଦା ଚଳଚ୍ଚିତ୍ର ନିର୍ମାଣ ପାଇଁ ଉନ୍ନତ ଯନ୍ତ୍ରପାତି ସହିତ ପୂର୍ବ ଭାରତର ଏକମାତ୍ର ଷ୍ଟୁଡ଼ିଓ ଭାବେ […]

ମୁକ୍ତାକାଶ କାରାଶ୍ରମରେ ନୂଆ ଅଧିକ୍ଷକ

ମେଣ୍ଢାଶାଳ,୩୧।୫(ଏସଏସନିଉଜ) ଜାମୁଝରି ସ୍ତିତ ବିଜୁପଟ୍ଟନାୟକ ମୁକ୍ତାକାଶ କାରାଶ୍ରମରେ ଦୀର୍ଘଦିନ ଧରି ଅଧିକ୍ଷକ ଦାୟିତ୍ଵରେ ଥିବା ସମୀର ରଞ୍ଜନ ସାହୁଙ୍କର ସୁନ୍ଦରଗଡ ସ୍ଥିତ ଭୋଇପାଲ ମଡେଲ କନଭିକ୍ଟ ଜେଲକୁ ଗତ ସପ୍ତାହରେ ବଦଳି ହୋଇଛି।ତାଙ୍କ ବଦଳି ପରେ ଜେଲର ଦାୟିତ୍ଵରେ ଥିବା ଅମିୟ କୁମାର ବେହେରା ଅଧିକ୍ଷକ ଦାୟିତ୍ଵରେ ରହିଛନ୍ତି। ଏହାକୁ ନେଇ କାରାଶ୍ରମରେ ଥିବା ଅନ୍ତେବାସୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ସୂଚନା ଥାଉକି,୨୦୦୬ ମସିହାରୁ ସମୀର ରଞ୍ଜନ ସାହୁ ସହକାରୀ ଜେଲର ରୂପେ ଏହି […]

ରଥଯାତ୍ରାରେ ପୁରୀକୁ ଗଡିବ ୧୦୦୦ ବସ

କଟକ,୩୦।୫(ଏସଏସନିଉଜ)ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଶ୍ରୀକ୍ଷେତ୍ର ପୁରୀକୁ ଲକ୍ଷଲକ୍ଷ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବ ।ଶ୍ରଦ୍ଧାଳୁଙ୍କ ସୁଗମ ପରବହନକୁ ଆଖିଆଗରେ ରଖି ରାଜ୍ୟ ପରିବହନପ୍ରାଧିକରଣ ପକ୍ଷରୁ ଏକ ସମନ୍ୱୟବୈଠକ ଅନୁଷ୍ଠିତ ହୋଇଛି ।ପ୍ରାଧିକରଣର ମୁଖ୍ୟାଳୟରେ ରାଜ୍ୟ ପରିବହନ ଆୟୁକ୍ତ ଅମିତାଭ ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ, ପୋଲିସ କର୍ତ୍ତୃପକ୍ଷ ଏବଂ ବସ୍ ମାଲିକସଙ୍ଘ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଏତେ ସଂଖ୍ୟକ ଶ୍ରଦ୍ଧାଳୁ କିଭଳି ପୁରୀରେ ସୁବିଧାରେ ପହଞ୍ଚିବେ ଓ ଫେରିବେ ସେ ବିଷୟରେ ବିଭିନ୍ନଦିଗ ଉପରେ […]

ଘରେ ପଶି ଚୋରି, ମାଡ଼ିବସିଲେ ପରିବାର ଲୋକ

ମେଣ୍ଢାଶାଳ,୨୯/୫(ଏସଏସନିୟୁଜ) ବିନ୍ଧଗିରିଗ୍ରାମରେ ବୁଧବାର ରାତିରେ ଶୋଇଥିବା ବେଳେ ଜଣଙ୍କ ଘରେ ପଶି ଆଲମିରାରୁ ଟଙ୍କା ଚୋରି କରୁଥିବାବେଳେ ଘର ଲୋକ ଚୋରକୁ ମାଡିବସି ପୋଲିସକୁ ଜିମା ଦେଇଥିଲେ।ଏହି ଘଟଣାରେ ପୋଲିସ ଚୋରକୁ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛି। ପୋଲିସ ସୂଚନା ମୁତାବକ ବୁଧବାର ରାତିରେ ବିନ୍ଧଗିରି ଗ୍ରାମରମଣ୍ଟୁ ଦେହୁରୀ (୪୫) ନିଜ ଘରେ ପରିବାର ସହ ସୋଇଥିଲା।ଏହି ସମୟରେ ବେଳେ ଭୁବନ ଢେଙ୍କାନାଳର ଶିବୁ ଦେହୁରୀ (୨୪) ନାମକ ଯୁବକ ମଣ୍ଟୁଙ୍କ ଘରେ ଚୋରି […]

ସାକ୍ଷୀଗୋପାଳଠାରୁ ଆରମ୍ଭ ହେଲା ବିକଶିତ କୃଷି ସଂକଳ୍ପ ଅଭିଯାନ

ଭୁବନେଶ୍ୱର,୨୯।୫(ଏସଏସନିୟୁଜ)ଭାରତ ସରକାରଙ୍କ କୃଷି ଏବଂ କୃଷକକଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଆଜି ପୁରୀର ସାକ୍ଷୀଗୋପାଳ ସ୍ଥିତ କୃଷିବିଜ୍ଞାନ କେନ୍ଦ୍ରଠାରେ ବିକଶିତ କୃଷିସଂକଳ୍ପ ଅଭିଯାନ ଆରମ୍ଭ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ୍‌ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ଏହି ଜାତୀୟ କାର୍ଯ୍ୟକ୍ରମକୁ “ଏକ ପେଡ ମା କେ ନାମ” ଅଭିଯାନ ଆଧାରରେ ଗଛ ଲଗାଇ ଉଦ୍‌ଘାଟନ କରିଥିଲେ । ସୂଚନାଯୋଗ୍ୟଯେ, ଆଗାମୀ ୧୫ ଦିନଧରି ଚାଲୁ […]

ଟ୍ରକ୍‌କୁ ପଛପଟୁ ପିଟିଲା ତୀର୍ଥଯାତ୍ରୀବସ୍

ଗଞ୍ଜାମ,୨୯।୫(ଏସଏସନିୟୁଜ) ଗୁରୁବାର ସକାଳେ ୧୬ନଂ ଜାତୀୟରାଜପଥ ସୁବଳୟା ଛକରେ ଏକ ଟ୍ରକ୍‌କୁ ତୀର୍ଥଯାତ୍ରୀ ବସ୍ ଜୋରରେ ପଛପଟୁ ଧକ୍କା ଦେଵାରୁ ୬ରୁ ଅଧିକ ଜଣ ଗୁରୁତର ଅଛନ୍ତି। ଆହତମାନଙ୍କୁ ଚିକିତ୍ସା ଲାଗି ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି।ତୀର୍ଥଯାତ୍ରୀ ବସ୍‌ରେ ୨୦ ଜଣ ତୀର୍ଥଯାତ୍ରୀ ଥିବା କୁହାଯାଉଛି।‌ ସେମାନେ ଉତ୍ତରପ୍ରଦେଶରୁ ତୀର୍ଥ ସାରି ଆନ୍ଧ୍ରପ୍ରଦେଶ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ତେବେ ଦୁର୍ଘଟଣା ପରେ ବସ୍‌ରେ ଥିବା ଅନ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଖବର ପାଇ […]

ପୁଣି ଜଣଙ୍କ ଜୀବନ ନେଲା ଆମ ବସ୍‌

ଭୁବନେଶ୍ୱର,୨୯।୫(ଏସଏସ ନିୟୁଜ)ଖଣ୍ଡଗିରି ଛକରେ ପୁଣି ଜଣଙ୍କ ଜୀବନ ନେଇଛି ଆମବସ। ମୃତକ ହେଉଛନ୍ତି ଗଞ୍ଜାମ ବୁଗୁଡ଼ାର ତ୍ରିନାଥ ବାରିକ(୫୫)।ଦୁର୍ଘଟଣା ପରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ଶତାଧିକ ଉତ୍ତ୍ୟକ୍ତ ଲୋକେ ମୃତଦେହକୁ ରଖି ରାସ୍ତା ଅବରୋଧ କରିବା ସହ ଆମ ବସ୍‌ ଚାଳକଙ୍କ ବେପରୁଆ ଗାଡ଼ି ଚାଳନାକୁ ଦାୟୀ କରି ନାରାବାଜି କରିଥିଲେ।ଏତିକିରେ ଉତ୍ୟକ୍ତ ଲୋକଙ୍କ ରାଗ ଥମି ନଥିଲା। ସେମାନେ ୮ଟି ଆମବସ୍‌କୁ ବାଡ଼େଇ ଭ‌ାଙ୍ଗି ପକାଇଥିଲେ। ପ୍ରାୟ ଏକ ଘଣ୍ଟାକାଳ ଉତ୍ତ୍ୟକ୍ତ ଲୋକଙ୍କ ତୁମୁଳକାଣ୍ଡ ଚାଲିଥିବା […]

ଟ୍ରକ୍‌କୁ ପଛପଟୁ ପିଟିଲା ତୀର୍ଥଯାତ୍ରୀବସ୍

ଗଞ୍ଜାମ,୨୯।୫(ଏସଏସନିୟୁଜ) ଗୁରୁବାର ସକାଳେ ୧୬ନଂ ଜାତୀୟରାଜପଥ ସୁବଳୟା ଛକରେ ଏକ ଟ୍ରକ୍‌କୁ ତୀର୍ଥଯାତ୍ରୀ ବସ୍ ଜୋରରେ ପଛପଟୁ ଧକ୍କା ଦେଵାରୁ ୬ରୁ ଅଧିକ ଜଣ ଗୁରୁତର ଅଛନ୍ତି। ଆହତମାନଙ୍କୁ ଚିକିତ୍ସା ଲାଗି ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି।ତୀର୍ଥଯାତ୍ରୀ ବସ୍‌ରେ ୨୦ ଜଣ ତୀର୍ଥଯାତ୍ରୀ ଥିବା କୁହାଯାଉଛି।‌ ସେମାନେ ଉତ୍ତରପ୍ରଦେଶରୁ ତୀର୍ଥ ସାରି ଆନ୍ଧ୍ରପ୍ରଦେଶ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ତେବେ ଦୁର୍ଘଟଣା ପରେ ବସ୍‌ରେ ଥିବା ଅନ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ଖବର ପାଇ […]

ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୨୯।୫(ଏସଏସନିୟୁଜ)ସରକାରୀ ଚାକିରି ନେଇ ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି ନେଇଛନ୍ତି। ସରକାରୀ ଚାକିରି କ୍ଷେତ୍ରରେ ପ୍ରବେଶ ନିମନ୍ତେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଉଛି । ସରକାରୀ ଚାକିରି ପାଇଁ ବୟସ ସୀମାକୁ ବୃଦ୍ଧି କରାଯାଇଛି । ଏହାର ବୟସ ସୀମାକୁ ୩୨ରୁ ୪୨କୁ ବୃଦ୍ଧି କରାଯାଇଛି।କ୍ୟାବିନେଟ ବୈଠକ୍ ପରେ ମୁଖ୍ୟ ଶାସନସଚିବ ମନୋଜ ଆହୁଜା ସୂଚନା ଦେଇଛନ୍ତି ।

ଓଲଟିଲା କାର

ବାରଙ୍ଗ, ୨୮।୫(ଏସଏସନିଉଜ)ଗୋଡିସାହି ଫାଣ୍ଡି ଅଧିନସ୍ଥ ଗୋବିନ୍ଦପୁର ମୁଣ୍ଡଳି ମୁଖ୍ୟରାସ୍ତାରେ ଭାରସାମ୍ୟ ହରାଇ ଏକ କାର ଓଲଟି ପଡ଼ିଥିଲା।କିନ୍ତୁ ଷୌଭାଗ୍ୟ ବଶତ କାରରେ ଥିବା ୫ଜଣକର କୌଣସି କ୍ଷତି ହୋଇନଥିବା ବେଳେସାମାନ୍ୟ ଆହତ ହୋଇଥିଲେ। ପ୍ରକାଶଯେ, ବୁଧବାର ଦିନ ପୂର୍ବାହ୍ନ ସାଢ଼େ୧୧ଟା ସମୟରେ ଅନୁଗୋଳଜିଲ୍ଲା ତାଳଚେର ଗୋପାଳପ୍ରସାଦ ଗ୍ରାମର ଲୁଲୁ ବେହେରା ନାମକ ବ୍ୟକ୍ତି ସପରିବାରେ ତାଙ୍କକାର ନମ୍ୱର ଓଡି ୧୯-ଆର-୦୬୨୩ଯୋଗେ ଭୁବନେଶ୍ୱର ଅଭିମୁଖେ ଆସୁଥିଲେ ।ଦୃତଗତିରେ ଆସୁଥିବା ବେଳେ ମୁଣ୍ଡଳି ଗୋବିନ୍ଦପୁର ମୁଖ୍ୟରାସ୍ତାର ଗୋଡ଼ିପୋଖରୀଠାରେ କାରଟି ଭାରସାମ୍ୟ […]