Browsing category

ଜିଲ୍ଲା

ମହାପ୍ରଭୁଙ୍କ ଦର୍ଶନ କଲେ ନବନିଯୁକ୍ତ ରାଜ୍ୟପାଳ

ଭୁବନେଶ୍ବର,୨ା୧(ଏସଏସନିଉଜ) ନବନିଯୁକ୍ତ ରାଜ୍ୟପାଳ ହରିବାବୁ କମ୍ଭମପତି ଆଜି ପୁରୀ ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି । ଆସନ୍ତାକାଲି ସେ ଶପଥ ନେବା ପୂର୍ବରୁ ଆଜି ସଂଧ୍ୟାରେ ସେ ସପରିବାର ମହାପ୍ରଭୁଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି । ‘ଜୟ ଜଗନ୍ନାଥ’ ଉଚ୍ଚାରଣ କରି କହି ହରିବାବୁ କହିଛନ୍ତି,‘‘ମହାପ୍ରଭୁଙ୍କ ଦର୍ଶନର ସୌଭାଗ୍ୟ ମିଳିଲା ବୋଲି ରାଜ୍ୟକୁ ଆସିବା ପରେ ପ୍ରଥମ ପ୍ରତିକ୍ରିୟାରେ ସେକହିବାସହ ଓଡିଶାର ଉନ୍ନତି ପାଇଁ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଛି ବୋଲି କହିଛନ୍ତି ।ତେବେ ରାଜ୍ୟପାଳଙ୍କ […]

ସ୍ବାମୀ ଗିରଫ

ଜଟଣୀ,୨।୧(ଏସଏସନିଉଜ)ଜଟଣୀଥାନା ପୁଲିସ ରଘୁନାଥ ଆଚାର୍ଯ୍ୟଙ୍କ ଅଭିଯୋଗ କ୍ରମେ କେସ ନମ୍ୱର୩୫୬/୨୪ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ଅଭିଯୁକ୍ତ ସ୍ବାମୀ ତରାବୋଇ ଗ୍ରାମର ଚିନ୍ମୟ ରଥ(୨୮)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି । ସୂଚନାଯୋଗ୍ୟ ଯେ, ରଘୁନାଥ ଆଚାର୍ଯ୍ୟଙ୍କ ଝିଅ ତରାବୋଇ ଗ୍ରାମର ଚିନ୍ମୟ ରଥ(୨୮)ଙ୍କୁ ହିନ୍ଦୁ ରୀତିନୀତି ଅନୁଯାଇ ବିବାହ କରିଥିଲେ । ବିବାହ ସମୟରେ ଦାବୀ ମୁତବକ ଯୌତୁକ ସହିତ ଗୃହପୋକରଣ ସାମଗ୍ରୀ ସବୁ ଅଭିଯୁକ୍ତଙ୍କ ପରିବାରକୁ ଦିଆଯାଇଥିଲା । […]

ଉଦଯାପିତ ହେଲା ୪ଦିନିଆ ଶିକ୍ଷକ ପ୍ରଶିକ୍ଷଣ ଶିବିର

  ଭୁବନେଶ୍ୱର,୩୦/୧୨(ଏସଏସନିଉଜ) କାନନ ବିହାର ଫେଜ୍-୨ ସ୍ଥିତ ଶ୍ରୀ ଜୟଦେବ ଶିକ୍ଷାକେନ୍ଦ୍ର ପରିସରରେ ଭାରତୀୟ ଶିକ୍ଷା ପରିଷଦ ଦ୍ବାରା ଆୟୋଜିତ ରାଜ୍ଯ ସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିର ସୋମବାର ଉଦଯାପିତ ହୋଇଯାଇଛି। ରାଜ୍ୟର କୋଣ ଅନୁକୋଣ ତଥା ବହୁ ଉପାନ୍ତ ଅଞ୍ଚଳରେ ଭାରତୀୟ ଶିକ୍ଷା ପରିଷଦ ଦ୍ବାରା ଅନୁବନ୍ଧିତ ବିଦ୍ୟାଳୟ ମାନଙ୍କରେ ଶତାଧିକ ଗୁରୁଜୀ ଗୁରୁମାମାନେ ଚାରିଦିନ ବ୍ୟାପି ଅନୁଷ୍ଠିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମରୁ ବହୁ ଉପାଦେୟ ଜ୍ଞାନ ଆହରଣ କରିଥିଲେ। ପରିଷଦର ସଭାପତି ସୁଧିର କୁମାର ଦାସଙ୍କ […]

ମହିଳାଗ୍ୟାଙ୍ଗକୁ ଧରିଲା ପୋଲିସ

ବାରଙ୍ଗ,୩୦ା୧୨(ଏସଏସନିଉଜ)କୃତିମ ଭିଡ କରି ଚୋରି କରୁଥିବା ପଶ୍ଚିମବଙ୍ଗର ଏକ ମହିଳା ଗ୍ୟାଙ୍ଗକୁ ନନ୍ଦନକାନନ ପୋଲିସ ଧରିବାରେ ସଫଳ ହୋଇଛି । ଅଭିଯୁକ୍ତାମାନେ ହେଲେ ସୋନିଆ ସିଂ(୨୩), ପୂଜା ସିଂ(୨୦),ରେଖା ସିଂ(୨୩),ଚାନ୍ଦିନି ସିଂ(୩୦) । ସେମାନଙ୍କଠାରୁ ୫ ଟି ଚୋରା ମୋବାଇଲ,ପର୍ସ ଭଳି ଚୋରି ସାମଗ୍ରୀ ଜବତ ହୋଇଛି । ଏନେଇ ପୋଲିସ ୩୭୦/୨୪କେଶନଂରେ ଏକ ମାମଲା ରୁଜୁ କରି ଅଭିଯୁକ୍ତାମାନଙ୍କୁ ସୋମବାର କୋର୍ଟ ଚାଲାଣ କରିଥିଲା । ଜାମିନ ନମିଳିବାରୁ ସମସ୍ତଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ […]

ଜନ୍ମିତ ପିଲାକୁ ଆଖିପୁରା ଦେଖିପାରିଲାନି

ବାରଙ୍ଗ,୩୦।୧୨(ଏସଏସନିଉଜ) ଆଉ ନାହିଁ ଜୁଲୁ। ସବୁଦିନ ପାଇଁ ଆଖିବୁଜିଛି। ଯିଏ କି ଦିନ ଥିଲା ନନ୍ଦନକାନନରେ ସିମ୍ପାଜି ବଂଶ ବୃଦ୍ଧି ର ସହାୟକ ହେବା ସହିତ ପର‌୍ୟ୍ୟଟକଙ୍କ ମନୋରଞ୍ଜନର ଖୋରାକ ସାଜିଥିଲା ।ହେଲେ ଜୀବନ ଓ ମୃତ୍ୟୁସହ ସଂଗ୍ରାମ କରି ଶେଷରେ ସୋମବାରଦିନ ଆଖି ବୁଜିଛି। ଅନ୍ୟପଟେ ନନ୍ଦନକାନନର ଜନ୍ମଦିନରେ ଯୁଲୁ ଓ ରାକ୍ଷୀର ମିଳନରେ ଗୋଟିଏ ଶାବକ ଜନ୍ମ ହୋଇଥିଲା । ଯାହାକୁ ନେଇ ନନ୍ଦନକାନନରେ ଖୁସିର ଲହରୀ ଖେଳି ଯାଇଥିଲା। ପ୍ରକାସ ଯେ,ରବିବାର ଦିନ […]

ଇଡକୋ କରୁଥିଲା ଜମି ଅଧିଗ୍ରହଣ

ବାରଙ୍ଗ,୩୦।୧୧(ଏସଏସନିଉଜ)ଇଡକୋ ପକ୍ଷରୁ କରାଯାଉଥିବା ଜମି ଅଧିକରଣକୁ ଗ୍ରାମବାସୀମାନେ ଜୋରଦାର ବିରୋଧ କରିଛନ୍ତି। ଏହିଭଳି ଘଟଣା ସୋମବାର ଦିନ ମୁଣ୍ଡଳୀ ଆଦିଶକ୍ତି ମନ୍ଦିର ପାଖ ଜାଗାରେ ଦେଖିବାକୁ ମିଳିଛି।ଗ୍ରାମବାସୀମାନଙ୍କ ବିରୋଧ ଯୋଗୁ ପ୍ରଶାସନକୁ ପଛଘୁଞ୍ଚା ଦେବାକୁ ପଡିଛି। ପ୍ରକାଶ ଯେ,ମୁଣ୍ଡଳୀ, ରାମଦାସପୁର ଓ ଚକ୍ରଧରପୁର ମୌଜାରେ ଥିବା ୧୨ସହ ଏକର ଜମିରୁ ଇଡ଼କୋ କିଛି ଜମି ନେଇଥିବା କିଛି ଆଉ କିଛି ଜମି ଚାଷୀଙ୍କ ଅକ୍ତିଆରରେ ରହିଛି।ଇଡ଼କୋ ନେଇଥିବା ଜାଗାରେ ପୂର୍ବରୁ ପାଚେରୀକାମ କରୁଥିବା ବେଳେ ଗ୍ରାମବାସୀମାନେ ବିରୋଧ […]

କାର ସାଇଡ କରିବାକୁ ନେଇ ଲୁହାଛଡରେ ଆକ୍ରମଣ

ମେଣ୍ଢାଶାଳ ୨୯।୧୨ (ଏସଏସନିଉଜ) ଚନ୍ଦକା ଥାନା ଅନ୍ତର୍ଗତ  ଝୁମୁକା ଗ୍ରୀନ୍ ଗାଡେନ୍ ନିକଟରେ ଗାଡି ସାଇଟି କରିବାକୁ ନେଇ ରବିବାର ଗଣ୍ଡଗୋଳ ହୋଇଛି । ଏଥିରେ ଭୁବନେଶ୍ୱର ନୂଆପଲ୍ଲୀର ସରୋଜ କୁମାର ବେହେରା (୨୦) ଆହତ ହୋଇ ମେଣ୍ଢାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସାପରେ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ସୂଚନା ମୁତାବକ ସରୋଜ ତାଙ୍କ ପରିବାର ସହ ଝୁମୁକା ଗ୍ରୀନ୍ ଗାଡେନ୍ ରେ ଭୋଜି କରି ଫେରୁଥିଲେ । ସେହି ରାସ୍ତାରେ କଣ୍ଟାବାଡ ଗ୍ରାମର ଭାବଗ୍ରାହୀ […]

ରାସ୍ତାଉପରେ ୬ଫୁଟର ଅଜଗର ସାପ

ବାରଙ୍ଗ,୨୮।୧୨(ଏସଏସନିଉଜ)ଗୋଡିସାହି ଫାଣ୍ଡି ଅନ୍ତର୍ଗତ ବିଦ୍ୟାଧରପୁର ଗ୍ରାମ ଚକ୍ରଧର ସାହିର ରାସ୍ତା କଡରୁ ଶନିବାର ସଂଧ୍ୟା ସାଢ଼େ ନଅଟା ସମୟରେ ପ୍ରାୟ ୬ଫୁଟ ଲମ୍ବର ଏକ ଅଜଗର ସାପକୁ ଉଦ୍ଧାର କରାଯାଇଛି। ପ୍ରାୟ ୮କେଜି ଓଜନର ଅଜଗର ସାପଟି ରାସ୍ତା ପାର ହେଉଥିବା ବେଳେ ସ୍ଥାନୀୟ ଯୁବକମାନେ ଦେଖିବାକୁ ପାଇଥିଲେ। ପରେ ସଂଘବଧ ହୋଇ ଗ୍ରାମର ଯୁବକମାନେ ସାପଟିକୁ ରୋକିବାକୁ ଚେଷ୍ଟା କରି ସ୍ନେକ୍ ହେଲ୍ପ ଲାଇନ ସଦସ୍ୟ ସହ ବନବିଭାଗକୁ ଖବର ଦେଇଥିଲେ। ସ୍ନେକ୍ ହେଲ୍ପଲାଇନର ସ୍ଥାନୀୟ […]

ଏଥର ନନ୍ଦନକାନନ ପାଳିବନି ଜନ୍ମଦିନ

ବାରଙ୍ଗ,୨୮/୧୨(ଏସଏସନିଉଜ)ରବିବାର ଦିନ ନନ୍ଦନକାନନ ପାଳିବନି ୬୫ତମ ପତିଷ୍ଠା ଦିବସ।ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ବିୟୋଗରେ ରାଜ୍ୟସରକାର ଜାନୁଆରୀ ପହିଲାପର୍ଯ୍ୟନ୍ତ ୭ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଏହିସମୟ ମଧ୍ୟରେ ରାଜ୍ୟ ସରକାରଙ୍କ କୌଣସି ସରକାରୀ ଉତ୍ସବ ଆୟୋଜନ କରାଯିବନାହିଁ ।ଯାହାକୁ ନେଇ ସାରା ରାଜ୍ୟ ରାଷ୍ଟ୍ରୀୟ ଶୋକ ପାଳନ କରୁଥିବା ବେଳେ ଏଥିରୁ ବାଦ୍ ପଡିନି ନନ୍ଦନକାନନ ପ୍ରାଣୀ ଉଦ୍ୟାନ। ପ୍ରାଣୀଉଦ୍ୟାନ ନନ୍ଦନକାନନ କୁ ୬୪ ପୁରୀ ୬୫ ଚାଲିବ । ରବିବାରଦିନ ଥିଲା […]

ନିଜେ କରିଥିଲେ,ଭୟରେ ଭାଙ୍ଗିଦେଲେ

କଟକ,୨୭।୧୨(ଏସଏସନିଉଜ)ଆଠଗଡ଼ ତହସିଲ ଅନ୍ତର୍ଗତ ପାଟେଣୀଗାଁ ମୌଜାରେ ଜଣେ ମୁଷ୍ଟିମେୟ ବ୍ୟକ୍ତି ଏକ ବେଆଇନ ପାଚେରୀ ଆଢୁଆଳରେ ବେଆଇନ ବାଲି ବିକ୍ରୀ କରିଚାଲିଥିଲେ। ସ୍ଥାନୀୟ ଲୋକମାନଙ୍କୁ ଡର ଦେଖାଇ, ଏହି ବ୍ୟକ୍ତି ଜଣକ ମହାନଦୀରୁ ବେଆଇନ ବାଲି ଉତ୍ତୋଳନ କରୁଥିଲେ ଓ ଚଢ଼ା ଦରରେ ବାହାରେ ବିକ୍ରୀ କରୁଥିଲେ। ଏହାକୁ ବିରୋଧ କରି ସ୍ଥାନୀୟ ଲୋକମାନେ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ। ଏ ସଂକ୍ରାନ୍ତରେ ଜିଲ୍ଲା ଖଣି ଅଧିକାରୀ ଙ୍କ ତଦନ୍ତ ରିପୋର୍ଟ ଆଧାରରେ ଆଠଗଡ଼ ଉପଜିଲ୍ଲାପାଳ […]