Browsing category

ଜିଲ୍ଲା

ଏକାଠି ହେଲେ ବରିଷ୍ଠ ନାଗରିକ

ବାରଙ୍ଗ,୫।୧(ଏସଏସନିଉଜ) ବାରଙ୍ଗଆଞ୍ଚଳିକ ବରିଷ୍ଠ ନାଗରିକସଂଘର ବୈଠକ ରବିବାର ଦିନ ବେଲଗଛିଆଠାରେ ଅନୁଷ୍ଟିତ ହୋଇଯାଇଛି।ଏହି ବୈଠକରେ ବାରଙ୍ଗବ୍ଲକର ବହୁ ବରିଷ୍ଟ ନାଗରିକମାନେ ଯୋଗଦେଇଥିଲେ। ପୂର୍ବତନ ବାଙ୍କିବିଧାୟକ ପ୍ରଭାତ ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ବୈଠକରେ ବରିଷ୍ଟ ନାଗରିକମାନଙ୍କ ତରଫରୁ ଉଠିଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇ ଉଦ୍ୟମ କରାଯିବାର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ।ରାଜ୍ୟ ସରକାର ନିର୍ବାଚନ ପୂର୍ବରୁ ବରିଷ୍ଟ ନାଗରିକମାନଙ୍କୁ ୩୫୦୦ ଟଙ୍କା ଭତା ଦିଆଯିବାର ଘୋଷଣା କରିଥିଲେ।ପରବର୍ତ୍ତୀ ସମୟରେ ବରିଷ୍ଟ ନାଗରିକମାନଙ୍କ ବୟସ ସୀମାରେ […]

ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା

ଯାଜପୁର,୫ା୧(ଏସଏସନିଉଜ)ପାଣିକୋଇଲିରେ ଗୁଳିକାଣ୍ଡରେ ୨ ଜଣଙ୍କ ମୃତ୍ୟୁ ଘଟଣାରେ ମୃତକଙ୍କ ପରିବାରକୁ ୨ଲକ୍ଷ ଲେଖାଏ ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ସରକାର ।ଆହତମାନଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବାନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ଅନ୍ୟପଟେ ପାଣିକୋଇଲିରେ ଗୁଳିକାଣ୍ଡରେ ପ୍ରାଣ ହାରଇଥିବା ନୀଳମାଧବ ପଣ୍ଡାଙ୍କ ଶେଷକୃତ୍ୟ ସ୍ୱତି ଗାଁ ଶ୍ମଶାନରେ ସମ୍ପନ୍ନ ହୋଇଛି ।ଏହିଘଟଣାପରେ ପୂରା ଗାଁରେ ଶୋକାକୁଳ ପରିବେଶ ସୃଷ୍ଟିହୋଇଛି ।

ଭାରତରେ ଛନକା

ଭୁବନେଶ୍ୱର,୫ା୧(ଏସଏସନିଉଜ) ଚୀନରHMPVଭାଇରସକୁ ନେଇ ଭାରତରେ ଛନକା ପଶିବାସହ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଯଦିଓ ଦେଶରେ ଏହି ନୂତନ ଭାଇରସ ସମ୍ପର୍କିତ କୌଣସି କେସ ସାମ୍ନାକୁ ଆସି ନାହିଁ ତଥାପି ସରକାର ଏହା ଉପରେ ତୀକ୍ଷ୍ମ ଦୃଷ୍ଟି ରଖିଛନ୍ତି। ଶନିବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ମନିଟରିଂ ଗ୍ରୁପ୍ ବୈଠକ ବସିଥିଲା। ଏହି ବୈଠକରେ ଭାଇରସର ମୁକାବିଲା ଉପରେ ରଣନୀତି ପ୍ରସ୍ତୁତ କରାଯାଇଥିଲା। ୨୦୨୪ ଡିସେମ୍ବର ୧୬ ପରଠୁ ଅଚାନକ ଏହି ସଂକ୍ରମଣ ଚୀନରେ କାୟା […]

ମେଳିହେଲେ କଏଦୀ

ବାରଙ୍ଗ,୪ା୧(ଏସଏସନିଉଜ) ଜାମୁଝରୀ ମୁକ୍ତାକାଶ କାରାଶ୍ରମକୁ ବିବାଦ ପିଛା ଛାଡୁନାହିଁ ।କେତେବେଳେ ଅନ୍ତେବାସୀ ଚମ୍ପଟ ମାରୁଛନ୍ତି ତ କେତେବେଳେ ଆତ୍ମହତ୍ୟା ଓ କେତେବେଳେ ବେକକୁ ଧାରୁଆ ଛୁରିରେ କାଟିବା ଭଳି ଅଘଟଣର ବିବାଦରେ ଛନ୍ଦି ହୋଇପଡିଛି କାରାଶ୍ରମ ।ପୁଣି ଶନିବାରଦିନ ଅନ୍ତେବାସୀମାନେ ମେଳି ଦୋଇ ନିଜର ହକ୍ ଦାବୀ କରିବାଭଳି ଘଟଣା ଘଟିଛି । ପ୍ରକାସ ଯେ, ଶନିବାର ମଧ୍ୟାହ୍ନରେ ଅନ୍ତବାସୀମାନଙ୍କୁ ନେଇ ଏକ ପଞ୍ଚାୟତ ଗଠନ କରାଯାଇଥିଲା ।କାରଶ୍ରମ କର୍ତୁପକ୍ଷଙ୍କ ଉପସ୍ଥିତିରେ ଅନ୍ତବାସୀଙ୍କ ମଧ୍ୟରୁ ଜଣଙ୍କୁ ମୁଖିଆ […]

ବେଆଇନ ଚୋରାଚାଲଣ

କଟକ,୪ା୧(ଏସଏସନିଉଜ)ବାରଙ୍ଗ ତହସିଲ ଅନ୍ତର୍ଗତ ବେଲଗାଛିଆ ମୌଜାରେ କିଛି ଅସାମାଜିକ ତତ୍ତ୍ୱ ସରକାରୀ ଗୋଚରଜମିରେ ୨ଟିବେଆଇନ ଆଜବେଷ୍ଟସଘର ଆଢୁଆଳରେ ବାଲି,ଗୋଡି,ଇଟା,ଚିପ୍ସ ଗଚ୍ଛିତକରି ବେଆଇନ ଚୋରା ଚାଲାଣ କରିଚାଲିଥଲେ। ଏହି ସମ୍ବନ୍ଧରେ ଜିଲ୍ଲା ପ୍ରଶାସନ ପାଖରେ ସ୍ଥାନୀୟ ଲୋକମାନେ ଅଭିଯୋଗ କଲାପରେ, ଶନିବାର ବାରଙ୍ଗ ତହସିଲଦାରଙ୍କ ତତ୍ତ୍ୱାବଧାନରେ ଉପରୋକ୍ତ ବେଆଇନ ଭାବେ ନିର୍ମିତ ଆଜବେଷ୍ଟସ ଗୃହଟିକୁ ଭାଙ୍ଗିଦିଆଯାଇଅଛି। ବାରଙ୍ଗଥାନାର ପୋଲିସକର୍ମୀ ଉପରୋକ୍ତ ଉଚ୍ଛେଦ ସମୟରେ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ। ଆଗାମୀ ଦିନରେ ଲଘୁ ଖଣିଜର ଚୋରାଚାଲାଣକୁ […]

ବାଜିରେ ଲାଗିଛି ଯାତ୍ରୀଙ୍କ ଜୀବନ

ବାରଙ୍ଗ,୩ା୧(ଏସଏସନିଉଜ)ଲୋକ ପଛେ ପଡିକି ମରନ୍ତୁ ,ଆମର ଟଙ୍କା ଦରକାର ।ସବୁ ନୀୟମକୁ ଜଳାଞଳିଦେଇ ସାଧାରଣ ଲୋକଙ୍କ ଜୀବନ ସହ ଖେଳଖେଳିବାକୁ ପଛାନାହାନ୍ତି ବସକର୍ମଚାରୀ ।ପରିବହନବିଭାଗ ନିୟମକୁ ଖୋଲା ଖୋଲିଭାବେ ଉଲଂଘନକରି ଏକ ଘରୋଇଯାତ୍ରୀବାହୀବସ ବାରଙ୍ଗ ରାସ୍ତାଦେଇ ଶୁକ୍ରବାରଦିନ ଯାଉଥିବାର ଦେଖିବାକୁ ମିଳିଥିଲା ।କିଏ ପଛପଟେ ତ କିଏ ଗେଟ୍‌ପାଖରେ ଓହଳିଥିବାର ଦେଖିବାକୁ ମିଳିଥିଲା ।ଯାହାର ଭିଡିଓ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି । ପ୍ରକାଶଯେ, ଓଡି ୧୯ଏକ୍ସ ୦୦୯୮ ନମ୍ୱର ସାମଲ ନାମକ ଏକ ଦୁରଗାମୀ […]

ରାସ୍ତାରେ ବ୍ଲକିଂ, ୨ଲକ୍ଷରୁ ଉର୍ଦ୍ଧ ଜୋରୀମନା ଆଦାୟ

ବାରଙ୍ଗ, ୩।୧(ଏସଏସନିଉଜ) ବାରଙ୍ଗଥାନା ପୋଲିସ ଓ ପରିବହନ ବିଭାଗର ମିଳିତ ଉଦ୍ୟମରେ ଶୁକ୍ରବାର ରାତିରେ ବାରଙ୍ଗ ଅଞ୍ଚଳର ମୁଖ୍ୟରାସ୍ତା ଉପରେ ଗାଡିମଟର ଯାଞ୍ଚ କରାଯାଇଛି।ଶୁକ୍ରବାର ସଂଧ୍ୟାରେ ସିଆଇଏସଏଫ ନିକଟରେ ପୋଲିସ ଏବଂ ପରିବହନ ବିଭାଗର ମିଳିତ ଉଦ୍ୟମରେ ହୋଇଥିବା ବ୍ଲକିଂ ବେଳେ ମଦ୍ୟପାନ କରି ରାସ୍ତାରେ ଗାଡ଼ି ଚଲାଇ ଯାଉଥିବା ୧୫ଜଣ ଚାଲକଙ୍କଠାରୁ ୨ଲକ୍ଷରୁ ଉର୍ଦ୍ଧ ଜୋରୀମନା ଆଦାୟ ହୋଇଛି। ଆଗକୁ ଏଭଳି ବ୍ଲକିଂ କରାଯିବ ବୋଲି ଥାନାଧିକାରୀ ବିଶ୍ବରଂଜନ ନାୟକ ଓ କଟକ ଆଂଚଳିକ ପରିବହନ […]

ଆଇଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ବର,୨ା୧(ଏସଏସନିଉଜ)ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବା ଅରିନ୍ଦମ ଡାକୁଆଙ୍କୁ ପୌର ପ୍ରଶାସକ ନିର୍ଦ୍ଦେଶକ ସହ ଗୃହ ନଗରଉନ୍ନୟନ ବିଭାଗ ସଚିବ ଭାବେ ତାଙ୍କୁ ଅତିରିକ୍ତ ଦାୟିତ୍ବ ମିଳିଛି। ଏନବିଏସ ରାଜପୁତଙ୍କୁ ସାଧାରଣ ଉଦ୍ୟୋଗ ବିଭାଗର ଅତିରିକ୍ତ ଦାୟିତ୍ବ , ଭୂପେନ୍ଦ୍ର ପୁନିଆଙ୍କୁ ଦକ୍ଷତା ବିକାଶର ଅତିରିକ୍ତ ଦାୟିତ୍ବ ।ଗୃହ ନଗରଉନ୍ନୟନ ବିଭାଗ ସଚିବ ଭାବେ ପ୍ରେମଚନ୍ଦ୍ର ଚୌଧୁରୀ , ବୟନଶିଳ୍ପର ନିର୍ଦ୍ଦେଶକ ଭାବେ ପ୍ରେମଚନ୍ଦ୍ର ଚୌଧୁରୀ, ଟି ୱାପଙ୍ଗ […]

ସପ୍ତାହେ ଯାଏଁ ଥରିବ ଓଡ଼ିଶା

ଭୁବନେଶ୍ବର,୨ା୧(ଏସଏସନିଉଜ)ଆସନ୍ତା ସପ୍ତାହେ ଯାଏଁ ରାଜ୍ୟରେ ପାଗରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନଥିବାବେଳେ ପାଗ ଶୁଖିଲା ରହିବା ସହ ବିଭିନ୍ନ ସ୍ଥାନରେ ପାରଦ ଖସିବ । ଯାହାଫଳରେ ସାରା ରାଜ୍ୟରେ ଶୀତ ଲହରୀ ଅନୁଭୂତ ହେବ । ବିଶେଷ ଭାବେ ଶୀତର ପ୍ରକୋପ ଆଭ୍ୟନ୍ତରୀଣ ଓଡିଶାରେ ଅଧିକ ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି ।ଏହାସହ ଆସନ୍ତା ୨୪ ଘଣ୍ଟାରେ ଅନୁଗୋଳ, କନ୍ଧମାଳ ଓ ଢେ଼ଙ୍କାନାଳ ଜିଲ୍ଲାରେ ଘନକୁହୁଡ଼ି ଦୃଶ୍ୟମାନ ହେବ ।ତେଣୁଘନକୁହୁଡ଼ି […]

ମା ସାମ୍ନାରେ ପୁଅକୁ ଚାପିଦେଲା ଟ୍ରକ

ଭୁବନେଶ୍ବର,୨ା୧(ଏସଏସନିଉଜ)ମା ସାମ୍ନାରେ ଟ୍ରକ ଧକ୍କାରେ ଲିଭିଗଲା କୁନି ପୁଅର ଜୀବନ । ଏଭଳି ଏକ ହୃଦୟ ବିଦାରକ ଦୁଃଖଦ ଘଟଣା ମୟୂରଭଞ୍ଜ ଜିଲ୍ଲାର ଯଶିପୁର ଅଞ୍ଚଳରେ ଘଟିଛି । ମାଆ ଓ ସାତ ବର୍ଷର ପୁଅ ଏକ ସ୍କୁଟି ଯୋଗେ ଯଶିପୁର ବଜାରର ୪୯ ନଂ ଜାତୀୟ ରାଜପଥ ଦେଇ ରରୁଆଁ ପଟକୁ ଯାଉଥିଲେ ।ଏହିସମୟରେ ଏକ ଲୁହାପଥର ବୋଝେଇ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା । ସାତବର୍ଷର ପୁଅ ତଳେ ପଡ଼ିଯିବାରୁ ଟ୍ରକଟି ପୁଅ ଉପରେ […]