ଭାରସମ୍ୟ ହରାଇ ତଳକୁ ଖସିଲା ଅଟୋ
ବାରଙ୍ଗ,୮।୩(ଏସ୍ଏସ୍ନିୟୁଜ)ବାରଙ୍ଗ ଥାନା ଅଧିନସ୍ଥ ବଙ୍ଗାଳୀସାହି ନିକଟ ବାରଙ୍ଗ – କଟକ ମୁଖ୍ୟ ରାସ୍ତା କଡ଼ରେଏକ ଯାତ୍ରୀବାହୀ ଅଟୋ ଭାରସମ୍ୟ ହରାଇ ରବିବାର ଦିନ ୧୦ଟା ପାଖାପାଖି ସମୟରେ ୨୦ଫୁଟ ତଳକୁ ଖସି ପଡିଛି।ଯାହାଫଳରେ ଅଟୋ ଡ୍ରାଇଭରଙ୍କ ସହ ଅଟୋରେ ଥିବା ୪ ଜଣ ମହିଳାଙ୍କୁ ମିଶାଇ ସମୁଦାୟ ୫ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ମହିଳା ଶ୍ରମିକ ଶ୍ରେଣୀର ଲୋକ ହୋଇଥିବା ବେଳେ ସେମାନେ ଏକ କାମ କରିବାକୁ ଅଟୋରେ ସାଲିଆସାହିରୁ ବାହାରି ବାରଙ୍ଗ ଅଭିମୁଖେ ଆସୁଥିଲେ। […]