ସାବଧାନ! ଜଙ୍ଗଲ ଜଗିବ ୧୩୯ ଅତ୍ୟାଧୁନିକ ଗାଡି
ବାରଙ୍ଗ,୨୮ା୧୧(ଏସଏସନିଉଜ)ରାଜ୍ୟରେ ଥିବା ସମସ୍ତ ବନ୍ୟପ୍ରାଣି ବନଖଣ୍ଡର ସୁରକ୍ଷା ପାଇଁ ରାଜ୍ୟସରକାର ଅଂଟାଭିଡିଛନ୍ତି ।ପ୍ରତିବର୍ଷ ବିଭିର୍ଣ ଜଙ୍ଗଲରେ ଲାଗୁଥିବା ନିଆଁକୁ ରୋକିବା,ନିଆଁ ନଲାଗିବା ଓ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିବାପାଇଁ ଅତ୍ୟାଧୁନିକ ଯନ୍ତ୍ରପାତି ଓ ଆନୁସଙ୍ଗିକ ବ୍ୟବସ୍ଥା ଥିବା ୧୩୯ଟି ଗାଡିକୁ ପ୍ରଦାନ କରାଯିବ । ବିଭିନ୍ନ ଜଙ୍ଗଲ ଓ ବନ୍ୟପ୍ରାଣି ବିଭାଗରେ କାର୍ଯ୍ୟକଳାପକୁ ସୁରକ୍ଷା ଦେବା ,ମଜବୁତ କରିବାପାଇଁ ଓ ଭିତ୍ତିଭୂମିକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ସ୍ୱତନ୍ତ୍ର ଭାବେ ନିର୍ମିତ ହୋଇଥିବା ୩ପ୍ରକାର ଯାନବାହାନର ମଧ୍ୟରେ ଜଙ୍ଗଲରେ […]