ଆଜିର ରାଶିଫଳ
୨୦୨୩ମସିହା ସେପ୍ଟେମ୍ବରମାସ ୨୪ତାରିଖ ରବିବାର। ଶ୍ରୀମନ୍ଦିରରେ କୃଷ୍ଣଲୀଳା, କଂସବଧପ୍ରସ୍ତାବ, ଶ୍ରୀଜୀଉଙ୍କର ଲବଣିଖିଆଠାରେ ମଥୁରାହାଟ ଜୁର, ମଙ୍ଗଳଅସ୍ତ, ତାଳନବମୀ, ସ୍ବାମୀ ଚିଦାନନ୍ଦଜୟନ୍ତୀ, ଶରଣ ଆରମ୍ଭ ।ବିବିଧ- ଅଦ୍ୟରାତ୍ରି ଘ୭/୪୯ମିପରେ ଶରଣପଞ୍ଚକ ଆରମ୍ଭ, ତୃଣ କାଷ୍ଠଚ୍ଛେଦନ ନିଷେଧ।ସୁର୍ଯ୍ୟୋଦୟ- ପ୍ରାତଃଘ୫/୩୯/୧୫ ,ସୂର୍ଯ୍ୟାସ୍ତ-ଘ୫/୩୮/୩୩ ,ଭାଦ୍ରବମାସ ,ଶୁକ୍ଳପକ୍ଷ ,ଆଦିତ୍ୟବାସ ,ତିଥି- ନବମୀ ଦିବାଘ୧୦/୧୯ମିପର୍ଯ୍ୟନ୍ତ ତଦନ୍ତେ ଦଶମୀ ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବଦିଗରେ, ଦିବା ୧୦/୧୯ମିପରେ ଉତ୍ତରଦିଗରେ। ରିକ୍ତାତିଥିଦୋଷ ହେତୁ ଦିବାଘ୧୦/୧୯ମିପରେ ରାତ୍ରିଶେଷ ପର୍ଯ୍ୟନ୍ତ ଯାତ୍ରାଶୁଭ। ଉତ୍ତରଦିଗ, ବାୟୁକୋଣ ଓ ପଶ୍ଚିମଦିଗକୁ ତ୍ୟାଗକରି ଯାତ୍ରାକରାଯିବ।ଘାତଚନ୍ଦ୍ର–ତୁଳା […]