ରଘୂନାଥପୁରରେ ଏଥର ଜମିବ ରଜ
ବାରଙ୍ଗ,୧୧ା୬(ଏସଏସନିଉଜ)ପାଖେଇ ଆସିଲାଣି ରଜ । ଆଉ ଦୁଇ ଦିନ ପରେ ପହିଲି ରଜ । ଯାହାକୁ ନେଇ ଏବେ ଚଳ ଚଞ୍ଚଳ ଗାଁ ଠୁ ସହର । ଗାଁ ରେ କୁଆଁରୀ ଝିଅମାନେ ନୂଆ ପୋଷାକ ସାଙ୍ଗକୁ ସୁସ୍ୱାଦୁ ପିଠା ପଣା କରିବାକୁ ଲାଗିପଡିଲେଣି । ପୋଡପିଠା , ଆରିସା , ମଣ୍ଡା,ଚକୁଳି, ଛେନାପିଠା ଆଦି ବିଭିନ୍ନ ସୁସ୍ୱାଦୁ ପିଠା ର ବାସ୍ନା ରେ ମହକି ଉଠେ ଗାଁ । ତାସାଙ୍ଗକୁ ଝିଅ ମାନେ ହାତରେ ମେହେନ୍ଦି […]