Browsing category

ମନୋରଞ୍ଜନ

ପଦ୍ମ ଧରିଲେ ଜିନା

ବାଲେଶ୍ବର, ୧୧ା୩(ଏସଏସନିଉଜ) ବିଜେପିରେ ମିଶିଲେ ଓଲିଉଡ ଅଭିନେତ୍ରୀ ଜିନା ଓ ତାଙ୍କ ସ୍ବାମୀ ତଥା ଅଭିନେତା ରୁଦ୍ରପାଣିଗ୍ରାହୀ । ସାଂସଦ ପ୍ରତାପଷଡ଼ଙ୍ଗୀଙ୍କ ଉପସ୍ଥିତିରେ ହୋଇଥିବା ମିଶ୍ରଣପର୍ବରେ ସାମିଲ୍ ହୋଇଛନ୍ତି। ଜିନା,ରୁଦ୍ରଙ୍କସହ ପ୍ରାୟ ୮୦ରୁ ଅଧିକ ବ୍ୟକ୍ତି ବିଜେପିରେ ଯୋଗଦେଲେ ।  

ଢୋଲମୃଦଙ୍ଗରେ କମ୍ପିଲା ଅଦବାସୀସାହି

ମେଣ୍ଢାଶାଳ,୧୧ା୩(ଏସଏସନିଉଜ)ଭୁବନେଶ୍ୱର ଉପକଣ୍ଠ ମଦନପୁର ଅଦବାସୀସାହିରେ ଦୋଳପୂର୍ଣମୀ ଉପଲକ୍ଷେ ତ୍ରିନାଥମେଳା ମହିଳାମାନଙ୍କଦ୍ୱାରା ଅନୁଷ୍ଠିତ ହୋଇଯାଇଛି ।୫୦ଜଣମହିଳା ବ୍ରତୀହୋଇ ପୂଜାକର୍ମରେ କଳସଉଠାଇଥିଲୋଭଜନମେଳା, ଢୋଲମୃଦଙ୍ଗ,ଖଞ୍ଜଣୀ,ହରିବୋଲ, ହୁଳହୁଳିରେ ଗାଁରେ ଏକ ଅଧାତ୍ମିକପରିବେଶ ସୃଷ୍ଟି ହୋଇଥିଲ।। ମୁଖ୍ୟଅତିଥି ଭାବେ ଖୋର୍ଦ୍ଧାଜିଲ୍ଲା ବିଜେଡିସଭାପତି ବିଭୁତିଭୂଷଣବଳବନ୍ତରାୟ ଓ ଅତିଥିଭାବେ କୋଷାଧକ୍ଷ ରାଜକିଶୋରସ୍ୱାଇଁ, ମଦନପୁର ପଞ୍ଚାୟତର ବିଜେଡି ସାମର୍ଥିତସମିତିସଭ୍ୟ ଅଜିତସାମନ୍ତରାୟ ଯୋଗଦେଇ ଉତ୍ସାହିତ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ମଦନପୁର ପଞ୍ଚାୟତର ବିଜେଡିସଭାପତି ବାବୁନିବଡ଼ଜେନା ଅନ୍ୟତମ ଅତିଥିଭାବେ ଯୋଗଦେଇ ଏହି ନିଆରା ପରମ୍ପରାକୁ ପ୍ରଶଂସା କରିଥିଲୋ(ପଦ୍ମଚରଣବଡଜେନାଙ୍କ ରିପୋର୍ଟ)

ବଲିଉଡରୁ IPS ଅଫିସର

ଭୁବନେଶ୍ୱର,୯ା୩(ଏସଏସନିଉଜ)ବଲିଉଡରୁ IPS ଅଫିସର ହୋଇ ନୂଆ ପରିଚୟ ପାଇଛନ୍ତି ସିମଲାପ୍ରସାଦ ।ସେ ହେଉଛନ୍ତି ମଧ୍ୟପ୍ରଦେଶର ବ୍ୟୁଟି ୱିଥ ବ୍ରେନ ତଥା ମହିଳାIPS ଅଫିସର ସିମଲା ପ୍ରସାଦ । ଦିନେ ବଲିଉଡରେ ନିଜ କ୍ୟାରିୟର ଆରମ୍ଭ କରିଥିବା ସିମଲାପ୍ରସାଦ ଆଜି ନିଜ ଇଚ୍ଛାଶକ୍ତି ଓ ପରିଶ୍ରମଯୋଗୁଁ ସରକାରୀସ୍ତରରେ ଏକ ନୂଆପରିଚୟ ସୃଷ୍ଟି କରି ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉସ୍ ପାଲଟିଛନ୍ତି ।    

ମ୍ୟାଚଦେଖିବେ ୨ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର,୯।୩(ଏସଏସ ନିଉ)ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ପହଞ୍ଚିଲେ ଅଷ୍ଟ୍ରେଲିଆ ପ୍ରଧାନ ମନ୍ତ୍ରୀ ଆନ୍ଥୋନି ଆଲବାନିଜ୍ ।ଆଜି ଭାରତ ଅଷ୍ଟ୍ରେଲିଆ ସିରିଜ୍‌ର ଅନ୍ତିମ ଟେଷ୍ଟ।ଟସ୍ ଜିତି ଅଷ୍ଟ୍ରେଲିଆର ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି।ଫିଲ୍ଡିଂ କରିବ ଭାରତ।ମ୍ୟାଚ ଦେଖୁଛନ୍ତି ୨ ଦେଶର ପ୍ରଧାନମନ୍ତ୍ରୀ । PM ମୋଦି ଓ ଅଷ୍ଟ୍ରେଲିଆ PM ଆନ୍ଥୋନି ଷ୍ଟାଡିମରେ ମ୍ୟାଚ ଦେଖିବେ ପ୍ରଧାନମନ୍ତ୍ରୀ ମୋଦି ଓ ପ୍ରଧାନମନ୍ତ୍ରୀ ଆନ୍ଥୋନି ।

ହକିପ୍ରୋଲିଗ୍ ଟିକେଟ୍ ପାଇଁ ଲମ୍ବାଲାଇନ୍

ଭୁବନେଶ୍ୱର,୬।୩(ଏସଏସ ନିଉଜ)ହକି ପ୍ରୋଲିଗ୍ ଟିକେଟ୍ ପାଇଁ ଲମ୍ବା ଲାଇନ୍ ହୋଇଛି। ବିର୍ସାମୁଣ୍ଡାଷ୍ଟାଡିୟମ ଆଗରେ ସକାଳୁସକାଳୁ ହକିପ୍ରେମୀଙ୍କ ଭିଡ ଲାଗିଛି lଆସନ୍ତା ୧୦ ତାରିଖରୁ ଆରମ୍ଭ ହେବ ହକି ପ୍ରୋଲିଗମ୍ୟାଚ ।ଏଥିପାଇଁ ଆଜିଠାରୁ ଅଫ୍ ଲାଇନରେ ଟିକେଟ୍ ବିକ୍ରି ହେବାକୁ ଯାଉଛି । ଟିକଟ ନେବାକୁ ଦୁଇଟି ଟିକେଟ କାଉଣ୍ଟର ବ୍ୟବସ୍ଥା ହୋଇଛି ।

ଜୋରସୋରରେ ଚାଲିଛି ଦୋଳବିଧି ପ୍ରସ୍ତୁତି

ପୁରୀ,୧୬।୩(ଏସଏସନିଉଜ)ଜୋରସୋରରେ ଚାଲିଛି ଦୋଳ ବିଧି ପ୍ରସ୍ତୁତି।ଆଜି ମହାପ୍ରଭୁଙ୍କ ମେଣ୍ଢାପୋଡି ନୀତି ଅନୁଷ୍ଠିତ ହ୍ୱବ। ଶ୍ରୀମନ୍ଦିରରେ ମଧ୍ୟାହ୍ନଧୂପ ସରିବାପରେ ଆଜ୍ଞାମାଳପାଇ ଚଳନ୍ତିପ୍ରତିମା ଦୋଳଗୋବିନ୍ଦ, ଶ୍ରୀଦେବୀ ଓ ଭୂଦେବୀ ଦୋଳବେଦୀକୁ ବିଜେ କରିବେ l

ଡାକୋଟାବିମାନକୁ ଜାତିଉଦ୍ଦେଶ୍ୟରେ ସମର୍ପଣକଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫ା୩(ଏସଏସନିଉଜ)ଆଜି ପ୍ରବାଦପୁରୁଷ ବିଜୁପଟ୍ଟନାୟକଙ୍କଜୟନ୍ତୀ। ଏହି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକ ଜାତି ଉଦ୍ଦେଶ୍ୟରେ ବିଜୁବାବୁଙ୍କ ଐତିହାସିକ ଡାକୋଟାବିମାନକୁ ସମର୍ପଣ କରିଛନ୍ତି।Dakota DC-3 (VT-AUI) । ବିଜୁପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ଏହିବିମାନକୁ ଆଜି ସର୍ବସାଧାରଣଙ୍କପାଇଁ, ଓଡ଼ିଆମାନଙ୍କ ପାଇଁ ଓ ସାରା ଦେଶବାସୀଙ୍କପାଇଁ ସମର୍ପିତ କରିଛନ୍ତି। ସୂଚନାଯୋଗ୍ୟଯେ ଏହି ବିମାନ କଲିକତା ବିମାନବନ୍ଦରରେ ବର୍ଷବର୍ଷ ଧରି ପରିତ୍ୟକ୍ତଅବସ୍ଥାରେ ଥିଲା। ରାଜ୍ୟସରକାରଙ୍କ ଉଦ୍ୟମରେ ଏହାକୁ ଭୁବନେଶ୍ବର ବିମାନବନ୍ଦରକୁ ଅଣାଯାଇ ମରାମତି କରାଯାଇ ସମ୍ପୂର୍ଣ୍ଣ ନୂଆରୂପରେ ପ୍ରଦର୍ଶନ କରାଯାଇଛି। ଏହି ବିମାନରେ ରହିଛି […]

ନନ୍ଦନକାନନରେ ପଶିଲା ଦୁଇଦନ୍ତା

ବାରଙ୍ଗ,୩ା୩(ଏସଏସନିଉଜ) ଗତକିଛିଦିନର ବ୍ୟବଧାନ ପରେ ପୁଣି ନନ୍ଦନକାନନରେ ପଶିଛି ଦନ୍ତାହାତୀ ।ଶୁକ୍ରବାର ସକାଳେ ନନ୍ଦନକାନନରେ ଦୁଇଟି ଦନ୍ତାହାତୀ ପସିଥିବାର ଜଣାପଡିଥିଲା ।ହାତୀଦୁଇଟି ଚନ୍ଦକାଜଙ୍ଗଲରୁ ବାହାରି ରଘୁନାଥପୁର ଗାଁମୁଣ୍ଡ ବଡବାଙ୍କ ପାଖରେ ନନ୍ଦନକାନନର ସୁରକ୍ଷାପ୍ରାଚୀରରର ଦୁଇଟିସ୍ଥାନରେ ପ୍ରାୟ ୧୫ଫୁଟ ଲମ୍ବର ପାଚେରୀ ଭାଙ୍ଗି ଭିତରକୁ ପଶିଥିଲେ ।ହାତୀସଫାରୀର ହାତୀଶାଳକୁ ସଂଯୋଗ ଥିବା ସୁରକ୍ଷା ଗେଟପାଖ ଓ କୁମ୍ଭୀରଟାଙ୍କୀ ପଛପଟେ ଥିବା ଲନରେ ଜଙ୍ଗଲି ଦନ୍ତାହାତୀ ଝାଡା ବସିଥିବାର କର୍ମଚାରୀମାନେ ଶୁକ୍ରବାର ସକାଳେ ଦେଖିବାପରେ ନନ୍ଦନକାନନ ରେ ହାତୀ ପଶିଥିବାର […]

ନନ୍ଦନକାନନରୁ ନିଖୋଜ ହେଲେ ପୁରୀରୁ ମିଳିଲେ ଜୟଶ୍ରୀ

ବାରଙ୍ଗ,୩ା୩(ଏସଏସନିଉଜ) ଗତ ଗୁରୁବାରଦିନ ନନ୍ଦନକାନନ ବୁଲିବାକୁଆସି ନିଖୋଜହୋଇଯାଇଥିବା ୭୦ବର୍ଷର ବୃଦ୍ଧା ଜୟଶ୍ରୀଦେବୀଙ୍କୁ ପରିବାରଲୋକେ ପୁରୀରୁ ଫେରିପାଇଛନ୍ତି।ଜାମ୍ମୁଇ(ବିହାର) ଜିଲ୍ଲାର ଝାଝା ଥାନା ଅନ୍ତର୍ଗତ ଝାଝା ଗ୍ରାମର ଜୟଶ୍ରୀଦେବୀ ନିଜ ପରିବାର ସହି ନନ୍ଦନକାନନ ବୁଲିଆସିଥିଲେ।ଗୁରୁବାର ଅପରାହ୍ନ ୪ଟାରେ ଟିକଟକରି ପ୍ରାଣୀଉଦ୍ୟାନଭିତରକୁ ପ୍ରବେଶକରିଥିଲେ।ପରିସରରେ ବୁଲିବାସମୟରେ ଜୟଶ୍ରୀ ନିଖୋଜହୋଇଯାଇଥିଲେ।ଏନେଇ ପରିବାରଲୋକେ ନନ୍ଦନକାନନ ମୁଖ୍ୟଫାଟକରେ ଦାୟିତ୍ବରେଥିବା କର୍ମଚାରୀଙ୍କ ଦୃଷ୍ଟିଆକର୍ଷଣ କରିଥିଲେ ମଧ୍ୟ ସେମାନେ ଏହାକୁ ଗୁରୁତ୍ବ ଦେଇନଥିଲେ।ପରେ ଘଟଣା ସମ୍ପର୍କରେ ପୁଅ ରାଜଶର୍ମା ନନ୍ଦନକାନନଥାନାରେ ଲିଖିତ ଅଭିଯୋଗ କରିଥିଲେ।ସିସିଟିଭି ଫୁଟେଜରୁ ପ୍ରସ୍ଥାନ ସମୟରଦୃଶ୍ୟ […]

ମୁକ୍ତିଲାଭ କଲା ବାଜିବ ଲୋ ସାହାନାଇ

ଭୁବନେଶ୍ୱର,୩ା୩(ଏସଏସନିଉଜ ଆର୍‌ଜେଡି ଆର୍ଟସ୍’ ନିବେଦିତ ଓଡ଼ିଆସିନେମା ‘ବାଜିବ ଲୋ ସାହାନାଇ ଆଜି ମୁକ୍ତିଲାଭ କରିଛିାଭୁବନେଶ୍ବରସ୍ଥିତ ସିନେପଲିସ୍ ସମେତ ରାଜ୍ୟର୨୫ଟି ପ୍ରେକ୍ଷାଳୟ‌ରେ ଏହା ପ୍ରଦର୍ଶିତ ହୋଇଛି।ଏଥିରେ ଅମ୍ଳାନ୍, ଝିଲିକ୍ ଓ ସମ୍ବିତ ମୁଖ୍ୟ ଭୂମିକାରେ ରହିଥିବାବେଳେ ସ୍ବର୍ଗତ ରାଇମୋହନପରିଡ଼ାଙ୍କୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଛି।