ନନ୍ଦନକାନନକୁ ଆସିଲା ଡିଷ୍ଟାନ୍ସଟେମ୍ପରିଚର ମସେନ
ବାରଙ୍ଗ,୨୩ା୩(ଏସଏସନିଉଜ)ପ୍ରାଣିଉଦ୍ୟାନ ନନ୍ଦନକାନନକୁ ବୁଧବରଦିନ ଡିଷ୍ଟାନ୍ସଟେମ୍ପରିଚର ମେସିନ ଆସିଛି ।ଉନ୍ନତମାନର ଜ୍ଞାନକୈାଶଳରେ ନିର୍ମିତ ଏହି ମେସିନକୁ ନନ୍ଦନକାନନ କର୍ତୁପକ୍ଷ ୧୧ଲକ୍ଷ ଟଙ୍କାର ବ୍ୟୟବରାଦରେ କିଣିଛନ୍ତି ।ଏହି ମେସିନ ସାହାର୍ଯ୍ୟରେ ୨୦୦ମିଟର ଦୁରତାରୁ ପଶୁପକ୍ଷୀମାନଙ୍କ ଶରୀରର ତାପାମାତ୍ରାକୁ ମାପିବାର କ୍ଷମତା ରହିଛି ।ଯଦିଓ ଏହିଭଳି ଏକ ମେସିନ ନନ୍ଦନକାନନରେ ରହିଥିଲା ।ସେହି ପୁରୁଣା ତାପମାତ୍ରାମେସିନରେ ଏକ ଲେଜରଲାଇଟ ପଡିଲେ ହିଁ ତାପାମାତ୍ରାଜଣାପଡିଥାଏ ।କିନ୍ତୁ ନୁଆକରି ଆସିଥିବା ଏହି ମେସିନରେ ପଶୁପକ୍ଷୀମାନଙ୍କର ଫଟୋ ଉଠିବା କ୍ଷଣି ତାଙ୍କ ଶରୀରର ତାପମାତ୍ରା ରେକର୍ଡ […]