ମନ୍ଦିରକୁ ଫେରିଲେ ଠାକୁର

ସାକ୍ଷୀଗୋପାଳ,୨୦ା୩(ଏସଏସନିଉଜ)ସତ୍ୟବାଦୀଥାନା ଅର୍ନ୍ତଗତ ବଳପୁର ପଂଚାୟତରେ ସାଗରସ୍ନାନ ମେଳଣସାରି ବଳପୁର ଓ ବରାଳଗ୍ରାମର ବାବା ବାଲୁଙ୍କେଶ୍ୱର ଦେବ ସୁସଜ୍ଜିତ ବିମାନରେ ଦୁଆରି ଭୋଗ ଖାଇ ମାତୃପୀଠ ତଥାବିଭୁତିବାଟିକା ମେଳଣ ପଡିଆରେ ଦୁଇ ଠାକୁର ଖୁଂଟିଲାଗି ହୋଇଥିଲେ ।ଶ୍ରଦ୍ଧାଳୁମାନେ ଠାକୁରଙ୍କୁ ଦର୍ଶନ କରିବା ସହ ଭୋଗରାଗ କରିଥିଲେ ।ଅପରାହ୍ନରେ ଆତସବାଜି ପଦର୍ଶନପରେ ହରିହରଭେଟ କରାଯିବାପରେ ଠାକୁର ନିଜନିଜ ମନ୍ଦିରକୁ ଫେରିଥିଲେ ।

Comments (0)
Add Comment