Browsing category

ମନୋରଞ୍ଜନ

ଶାନ୍ତିସ୍ତୂପରେ ବୌଦ୍ଧ ସନ୍ନ୍ୟାସୀ

ଭୁବନେଶ୍ୱର,୨୮/୧୦(ଏସଏସ ନିଉଜ)ଧଉଳିର ଶାନ୍ତିସ୍ତୂପ ପ୍ରତିଷ୍ଠାକୁ ଆଜି ପୂରୁଛି ୫୦ ବର୍ଷ lସୁବର୍ଣ୍ଣ ଜୟନ୍ତୀ ଅବସରରେ ଧଉଳିରେ ବିରାଟ ବୌଦ୍ଧ ସମ୍ମିଳନୀର ଆୟୋଜନ lଦେଶ ବିଦେଶରୁ ବହୁ ସଂଖ୍ୟାରେ ବୌଦ୍ଧ ସନ୍ନ୍ୟାସୀ ପହଞ୍ଚିବାରେ ଲାଗିଛନ୍ତି lସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଲେ l

କୋଣାର୍କରେ ହେବ ଇକୋ ରିଟ୍ରିଟ୍‌ର ଚତୁର୍ଥ ସଂସ୍କରଣ

ଭୁବନେଶ୍ୱର,୨୮/୧୦(ଏସଏସ ନିଉଜ)ଏଥର ଡିସେମ୍ବର ପହିଲାରୁ କୋଣାର୍କରେ ହେବ ଇକୋ ରିଟ୍ରିଟ୍‌ର ଚତୁର୍ଥ ସଂସ୍କରଣ ।ଚଳିତ ବର୍ଷର ଇକୋ ରିଟ୍ରିଟ୍‌କୁ ଅଧିକ ଆକର୍ଷଣୀୟ ଓ ମନୋଜ୍ଞ ଭାବେ ଆୟୋଜନ କରିବାକୁ ଜିଲାପାଳ ଦେଲେ ପରାମର୍ଶ lପର୍ଯ୍ୟଟନବିଭାଗ ପକ୍ଷରୁ ଜିଲା ପ୍ରଶାସନ ଏବଂ ଇ-ଫାକ୍ଟର ଏଜେନ୍ସିର ମିଳିତ ସହଯୋଗରେ ଡିସେମ୍ବର ୧ରୁ ୨୦୨୩ ମାର୍ଚ୍ଚ ୧୫ ପର୍ଯ୍ୟନ୍ତ ଇକୋ ରିଟ୍ରିଟ୍‌ ଅନୁଷ୍ଠିତ ହେବ।୭୦ଟି ଲକ୍‌ଜରି ଟେଣ୍ଟ କରାଯିବ, ଯେଉଁଥିରେ ତାରକା ହୋଟେଲ ଅନୁରୂପ ସୁବିଧା ଯୋଗାଇ ଦିଆଯିବ।ଇକୋ ରିଟ୍ରିଟ୍‌ ସମୟରେ […]

କମ୍ପିବ ବରଗଡ଼

ଭୁୁବନେଶ୍ୱର,୨୭/୧୦(ଏସଏସନିଉଜ)ଆସନ୍ତା ଡିସେମ୍ବର୨୭ରୁ ବରଗଡ଼ର ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା ଆରମ୍ଭ ହେବାକୁ ଯାଉଛି । ଜାନୁଆରୀ ୬ତାରିଖ ପର‌୍ୟ୍ୟନ୍ତ କମ୍ପିବ ବରଗଡ଼ । ଏଥିପାଇଁ ଏବେଠୁ ବରଗଡ଼ ଜିଲ୍ଲାବାସୀଙ୍କ ମନରେ ଦେଖିବାକୁ ମିଳିଲାଣି ଉତ୍ସାହ । ଧନୁଯାତ୍ରାରେ ବିଭିନ୍ନ ଭୂମିକାରେ ଅଭିନୟ କରିବା ପାଇଁ ଆଜି ଫର୍ମ ପୂରଣ ହୋଇଛି ।

୧୭ପର୍ଯ୍ୟଟନସ୍ଥଳୀ ପାଇଁ ମାଷ୍ଟରପ୍ଲାନ୍

ଭୁୁବନେଶ୍ୱର,୨୭/୧୦(ଏସଏସନିଉଜ)ଆସୁଛି ପର୍ଯ୍ୟଟଜ ରୁତୁ ।ପର୍ଯ୍ୟଟନଋତୁ ପାଇଁ ପ୍ରସ୍ତୁତିପର୍ବ ଆରମ୍ଭ କରିଦେଇଛନ୍ତି ରାଜ୍ୟସରକାର ।ପର୍ଯ୍ୟଟକମାନଙ୍କୁ କିଭଳି ଆକୃଷ୍ଟ କରିହେବ ସେଥିପାଇଁ ପ୍ରସ୍ତୁତିପର୍ବ ଆରମ୍ଭ ହୋଇଯାଇଛି । ଡିସେମ୍ବର ପହିଲାରୁ ୭ଟିସ୍ଥାନରେ ଇକୋ-ରି‌ଟ୍ରିଟ୍ ହେବ ।ଖୁବ୍‌ଶୀଘ୍ର ଭିତରକନିକାରେ କ୍ରୁଜ୍ ଟୁରିଜିମ୍ ବୋଲି ଜଣାପଡିଛି ।

ନଭେମ୍ବର୧ରୁ ଖୋଲିବ ଶିମିଳିପାଳ

ଭୁୁବନେଶ୍ୱର,୨୭/୧୦(ଏସଏସନିଉଜ)ଦୀର୍ଘଦିନର ବନ୍ଦ ପରେ ପର୍ଯ୍ୟଟକମାନଙ୍କ ପାଇଁ ଖୋଲିବାକୁ ଯାଉଛି ଶିମିଳିପାଳା ନଭେମ୍ବର ୧ରୁ ପର‌୍ୟ୍ୟଟକଙ୍କ ପାଇଁ ଖୋଲିବ ଅଭୟାରଣ୍ୟ । ରାତ୍ରିଯାପନ ପାଇଁ ଅନ୍ଲାଇନ୍‌ରେ ବୁକିଂ କରିବାକୁ ପଡ଼ିବ । ବାରିପଦା ଆଡୁ ୨୫ ଓ ଯଶୀପୁର ଆଡ଼ୁ ୩୫ଟି ବସ୍‌କୁ ଅନୁମତି ମିଳିବ ବୋଲ କୁହାଯାଇଛି ।

ଅର୍ଚ୍ଚନା ମାମଲାର ତଦନ୍ତ କରିବ ଇଡି

ଭୁୁବନେଶ୍ୱର,୨୭/୧୦(ଏସଏସନିଉଜ) ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଗିରଫ ଘଟଣାରେ କମିଶନରେଟ ପୋଲିସ ଠାରୁ ୠଓଜ କପି ନେଲା ଋଊ । ଗତକାଲି ପୋଲିସ ଠାରୁ ୠଓଜ କପି ନେଇଥିବା ସୂଚନାମିଳିଛି । ଏହାପରେ ଇଡି ହାତରେ ଅର୍ଚ୍ଚନା ମାମଲା। ୨ଟି ଏତଲା କପି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ହସ୍ତାନ୍ତର କଲା କମିସନରେଟ ପୁଲିସ। ଖଣ୍ଡଗିରି ଓ ନୟାପଲ୍ଲୀ ଥାନାର ଏତଲା କପିକୁ ନେଇ ଅର୍ଚ୍ଚନା ମାମଲାର ତଦନ୍ତ କରିବ ଇଡି।

କୋଣାର୍କ ହେବ ସର୍ବପ୍ରଥମ ସୋଲାରସିଟି

ଭୁବନେଶ୍ୱର,୨୩/୧୦(ଏସଏସନିଉଜ)କୋଣାର୍କ ହେବ ରାଜ୍ୟର ସର୍ବପ୍ରଥମ ସୋଲାର ସିଟି । ୨୦୨୩ ଶେଷ ସୁଦ୍ଧା ସୋଲାର୍ ପ୍ରୋଜେକ୍ଟ କାର‌୍ୟ୍ୟକ୍ଷମ ହେବ । କୋଣାର୍କ ସୂର‌୍ୟ୍ୟମନ୍ଦିର ସମେତ ପୂରାସହର ସୌରଶକ୍ତିରେ ଆଲୋକିତ ହେବ ।ଏଥିଲାଗି ଜୁନାଗଡ଼ ତେନ୍ତୁଳିପଦାରେ ୧୦ମେଗାୱାଟର ସୌରପ୍ରକଳ୍ପ ହେବ ବୋଲି ଜଣାପଡିଛି ।

ଭୋଟିଂରେ ହେବ କଳାକାର ଚୟନ

ବରଗଡ଼,୨୧/୧୦(ଏସଏସ ନିଉଜ)ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଚଳିତ ବର୍ଷ ଡିସେମ୍ବର ୨୭ରୁ ଆସନ୍ତାବର୍ଷ ଜାନୁଆରୀ ୬ ତାରିଖ ପର୍ଯ୍ୟନ୍ତ ଚାଲିବ।ଏଥିପାଇଁ ପ୍ରସ୍ତୁତିପର୍ବ ରେ ଲାଗିପଡିଛି କମିଟି। ଧନୁଯାତ୍ରାରେ କଳାକାର ଚୟନ ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି ।ମହାରାଜ କଂସଙ୍କ ସହ ମହାମନ୍ତ୍ରୀ, ସାତ୍ତ୍ୟକୀ, ଚାଣୁର, ମୁଷ୍ଟିକ, ଅକ୍ରୁର, ଉଗ୍ରସେନ, ବସୁଦେବ, ଦେବକୀ, ନାରଦ, ସେନାପତି ଭୂମିକା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅକ୍ଟୋବର ୨୨ରୁ ୩୧ ଭିତରେ ଆବେଦନ ପତ୍ର ଗ୍ରହଣ କରାଯିବ । ଜଣେ […]

ଆତ୍ମହତ୍ୟା କଲେ ଅଭିନେତ୍ରୀ !

ଭୁବନେଶ୍ୱର,୧୬/୧୦(ଏସଏସ ନିଉଜ) ଆତ୍ମହତ୍ୟା କଲେ ହିନ୍ଦୀଧାରାବାହିକ ଅଭିନେତ୍ରୀ ବୈଶାଳୀ ଠକ୍କର ।ସେ ଫାଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଇନ୍ଦୋର ସ୍ଥିତ ତାଙ୍କଘରୁ ବୈଶାଳୀଙ୍କ ଝୁଲନ୍ତା ମୃତହେଦ ଉଦ୍ଧାର ହେବା ସହ ସୁଇସାଇଡ୍‌ ନୋଟ୍‌ ଜବତ କରିଛି ପୋଲିସ। ‘ୟେ ରିସ୍ତା କ୍ୟା କେହଲାତା ହୈ’, ‘ସସୁରାଲ ସିମର କା’ ସମେତ ଅନେକ ଲୋକପ୍ରିୟ ଧାରାବାହିକରେ ସେ ଅଭିନୟ କରି ଦର୍ଶକଙ୍କ ପାଖରେ ବେଶ ପରିଚିତ ଥିଲେ।