Browsing category

ମନୋରଞ୍ଜନ

ଆରମ୍ଭ ହେଲା ରଥନିର୍ମାଣ କାର୍ଯ୍ୟ

ପୁରୀ,୪/୫(ଏସ ଏସ ନିଉଜ)ରଥଖଳାରେ ଆଜିଠାରୁ ବିଧିବଦ୍ଧ ଭାବେ ରଥନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ରଥଖଳାର ଚାରିପଟେ ଧଳାକନା ଗୁଡ଼ାଯାଇ ରଥନିର୍ମାଣ କାମ ଜାରୀ ରହିଛି । ପବିତ୍ର ଅକ୍ଷୟ ତୃତୀୟ ଅବସରରେ ତିନିରଥର ନିର୍ମାଣ କାର୍ଯ୍ୟ ଅନୁକୂଳ ହୋଇଥିଲା ।ପ୍ରଥମ ଦିନରେ ତିନି ରଥ ପାଇଁ ତିନୋଟି ତୁମ୍ଭ କରାଯାଇଛି । ୪୨ଟି ତୁମ୍ବର ନିର୍ମାଣ କାର୍ଯ୍ୟ ଜାରି ରଖିଛନ୍ତି ବିଶ୍ବକର୍ମା ମହାରଣା ଓ କରତି ସେବାୟତ ।

ଉଦଯାପିତ ହେଲା ବାର୍ଷିକ ବାଦିପାଲା ଉସ୍‌ବ

ବାରଙ୍ଗ,୨୯/୪(ଏସଏସନିଉଜ) ରାଜଧାନୀ ଉପକଣ୍ଠ ବଡବାଲିପଡା ଗ୍ରାମରେ ସବୁବର୍ଷ ଭଳି ଚଳିତବର୍ଷ ବାର୍ଷିକ ବାଦିପାଲା ଉସ୍‌ବ ଗୁରୁବାର ରାତିରେ ଶେଷ ହୋଇଯାଇଛି ।୭ଦିନ ଧରି ଚାଲିଥିବା ଏହି ଉସ୍‌ବରେ ରାଜ୍ୟର ଜଣାଶୁଣା ନାମି ପାଲା ଗାୟକମାନଙ୍କ ଦ୍ୱାରା ପାଲା ପରିବେଶଣ ହୋଇଥିଲା ।ଗାଁରଏହା ପ୍ରମୁଖ ପର୍ବ ହୋଇଥିବାରୁ ଗ୍ରାମବାସୀମାନେ ବେଶ ଉସ୍‌ାହିତ ଥିଲେ ।ମଦନମୋହନ ଓ ଶିଖରଚଣ୍ଢୀଙ୍କ ପୀଠସ୍ଥଳୀରେ ଏହି ପାଲା ପରିବେଶଣ ହୋଇଥିଲା ।ଶେଷଦିନରେ ଭୁବନେଶ୍ୱରଉତର ବିଧାୟକ ଶୁସାନ୍ତକୁମାରରାଉତ ଯୋଗଦେଇ ପାଲାକଳାକାରମାନଙ୍କ ସହ ଗ୍ରାମର ମୁରବୀମାନଙ୍କୁ ସମ୍ବର୍ଦ୍ଧିତ […]

ନୀଳମାଧବ ପୀଠର ବିକାଶ ପାଇଁ ୧୦୦ କୋଟି

  କଣ୍ଟିଲୋ,୨୭/4(ଏସ ଏସ ନିଉଜ) କଣ୍ଟିଲୋ ନୀଳମାଧବ ପୀଠର ପାରିପାର୍ଶ୍ବିକ ବିକାଶ ପାଇଁ ପ୍ରସ୍ତୁତ ମାଷ୍ଟର ପ୍ଲାନ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ଲାଭ କରିଛି । ଏଥିନିମନ୍ତେ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ୧୮ ମାସ ମଧ୍ୟରେ କାମ ଶେଷ ହେବ । ପ୍ରକଳ୍ପର ସଫଳ କାର୍ଯ୍ୟକାରୀତା ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ଥାନୀୟ ଜନସାଧାରଣ ଓ ସେବାୟତ ମାନଙ୍କ ସହଯୋଗ କାମନା କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ […]

ଶାରଳା ମନ୍ଦିରରେ ୫ଟିସଚିବ

ଜଗତସିଂହପୁର,୨୬/୪(ଏସଏସନିଉଜ)ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଙ୍କ ନିର୍ଦେଶ ଅନୁଯାୟୀ ମୁଖ୍ୟମନ୍ତ୍ରୀ ଙ୍କ ସଚିବ (5T ) ଶ୍ରୀ ଭି କେ ପାଣ୍ଡିଆନ ଆଜି ପ୍ରତ୍ୟୁଷ ରେ ଜଗତସିଂହପୁର ର ଝଙ୍କଡ଼ ପୀଠ କୁ ଯାଇ ମା ସାରଳା ଙ୍କୁ ପୂଜାର୍ଚନା କରିଥିଲେ ଏବଂ ପୀଠ ର ବିକାଶ ସମ୍ପର୍କରେ ସେବାୟତ , ସ୍ଥାନୀୟ ଜନସାଧାରଣ ଓ ଜିଲ୍ଲା ପ୍ରଶାସନ ସହ ଆଲୋଚନା କରିଥିଲେ .ଝଙ୍କଡ଼ ଓଡ଼ିଶାର ଏକ ପ୍ରସିଦ୍ଧ ଶକ୍ତି ପୀଠ . ମା ସାରଳା ଙ୍କ […]

ଆଜିଠୁ ଆଦିବାସୀ ମେଳା

ଭୁବନେଶ୍ୱର,୨୩/୪(ଏସ ଏସ ନିଉଜ)ଭୁବନେଶ୍ୱର ୟୁନିଟ୍ ୩ ସ୍ଥିତ ପ୍ରଦର୍ଶନୀ ପଡିଆଠାରେଆଜିଠାରୁ ଆରମ୍ଭ ହେବ ଆଦିବାସୀ ମେଳା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ସଂଧ୍ୟାରେ ଆଦିବାସୀ ମେଳା ଓ ଜାତୀୟ ଜନଜାତି କଳାସାମଗ୍ରୀ ପ୍ରଦର୍ଶନୀକୁ ଉଦଘାଟନ କରିବେ ।ଏହି ମେଳାରେ ୧୦୦ଟି ଷ୍ଟଲ ହେବ ।ଆଦିବାସୀଙ୍କ ଦ୍ୱାରା ଉତ୍ପାଦିତ କୃଷି ଓ ଜଙ୍ଗଲଜାତି ସାମଗ୍ରୀ ଉପଲବ୍ଧ ହେବ ।ମେଳାରେ ଜାତୀୟ କ୍ରାଫ୍ଟ ମେଳା ପାଇଁ ସ୍ୱତନ୍ତ୍ର ଭାବେ ୮୦ଟି ଷ୍ଟଲ ରହିବ।ଏହି ୧୦ଦିନିଆ ମେଳାରେ ପ୍ରତ୍ୟେକ ସଂଧ୍ୟାରେ […]

ମେଣ୍ଢାସାଳରେ ଦୁଇଦିନିଆ ବିଷୁବ ଆସର

ବାରଙ୍ଗ,୧୬/୪ (ଡିଏନଏ) ମେଣ୍ଢାଶାଳ ଗ୍ରାମର ଯୁବ ଅନୁଷ୍ଠାନ ବାସୁଦେବ ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ଦୁଇଦିନିଆ ବିଷୁବ ଆସର ଅନୁଷ୍ଠିତ ହୋଇଯାଇଛି।ଗୁରୁବାର ରାତିରେ ଉଦଯାପନି ଉସ୍ତବରେ ମହେନ୍ଦ୍ର କୁମାର ପ୍ରଧାନଙ୍କ ପୌରହିତ୍ୟରେ ସରମ୍ପଚ କୌଶଲ୍ୟା ବଳିଆରସିଂହ,ସନ୍ତୋଷ କୁମାର ଜେନା ଅତିଥି ଭାବେ ଯୋଗଦାନ କରିଥିଲେ।ଏହିଅବସରରେ ଗ୍ରାମର ମୁରବି ପ୍ରଫୁଲକୁମାର ଶ୍ରୀଚନ୍ଦନ,ପଫୁଲ କୁମାର ପାତ୍ର,ଭାରତ ଭୁଶଣ ମହାରଣା ,ବାଙ୍କ ବିହାରୀ ଦାସ,ଭାସ୍କର ଚନ୍ଦ୍ର ସୁବୁଦ୍ଧି,ବିଜୟ ବଡ଼ଜେନା,ଭାରତ ଚନ୍ଦ୍ର ରାଉତରାୟ,ନିର୍ମଳ ବିଶ୍ୱାଳ,ଫାଣ୍ଡି ଅଧିକାରୀ ମାନାଶ ରଞ୍ଜନ ସାହୁ,ଖବରଦାତା ପଦ୍ମଚରଣ ବଡ଼ଜେନା ଙ୍କ […]

ମଧୁପୁରରେ ଆରମ୍ଭ ହେଲା ବହିପୁଜା

ବାରଙ୍ଗ,୧୧/୪(ଏସଏସନିଉଜ) ପରମ୍ପରାକୁ ବଞ୍ଚାଇ ରଖିଥିବା ଗାଁ ହେଉଛି ମଧୁପୁର।ଗ୍ରାମର ଯୁବକମାନେ ଏକାଠି ହୋଇ କାହିଁ କେଉଁକାଳରୁ ଶ୍ରୀ ଶ୍ରୀ ସୀତାକାନ୍ତ ରାମଲୀଳା ସମିତି ଗଠନ କରିଛନ୍ତି।ଏହି ସମିତିର ସଦସ୍ୟମାନେ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଉପରେ ଆଧାରିତ କଥାବସ୍ତୁକୁ ନେଇ ରାମଲୀଳା କରିଥାନ୍ତି ।ଏଥି ପାଇଁ ପୂର୍ବ ପ୍ରସ୍ତୁତି ମଧ୍ୟ କରିଥାନ୍ତି ।କର୍ମମୟ ଜୀବନ ଜଞ୍ଜାଳ ଭିତରେ ସମୟ ବାହାରକରି ପ୍ରଭୁଙ୍କ କଥାକୁ ସାଧାରଣରେ ପରିପ୍ରକାଶ କରି ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିବା ଲକ୍ଷରେ ଆଗେଇଛନ୍ତି ମଧୁପୁର ଗ୍ରାମରଯୁବକମାନେ।ରାମନବମୀ […]

ଆରମ୍ଭ ହେଲା ପାଣିତୋଳା,ଚାଲିବେ ଝାମୁ

ବାରଙ୍ଗ,୧୧/୪(ଏସଏସନିଉଜ) ମହାବିଷୁବ ସଂକ୍ରାତି ରେ ବିଭିର୍ଣ ସ୍ଥାନରେ ଅଘୋର ତପ,ଝାମୁଚଲା ,ଦଣ୍ଡଯାତ୍ରା ହୋଇଥାଏ।ଏହି ଯାତ୍ରାର ଶୁଭାରମ୍ଭ ପାଇଁ ମେଣ୍ଢାଶାଳ ଗ୍ରାମରେ ପାଣିତୋଳା ଉସ୍ତଵ ଅନୁଷ୍ଠିତ ହୋଇଯାଇଛି।ଯାତ୍ରା ପୂର୍ବରୁ ଦଣ୍ଡୁଆମାନେ ୭ଦିନ ପୂର୍ବରୁ ବିଳମ୍ବିତ ରାତିରେ ସ୍ନାନାଦି କାର‌୍ୟ୍ୟ ସମାପନ ପରେ ବ୍ରତ ଧାରଣ କରି ଏହି ଯାତ୍ରାରେ ମିସିଥାନ୍ତି।ସେହିଦିନଠାରୁ ଗୃହରୁ ଅଲଗା ରହି ଶିବିମନ୍ଦିରରେ ରହି ବିଷୁବ ସଂକ୍ରାନ୍ତି ପରେ ଘରକୁ ପ୍ରତ୍ୟବର୍ତନ କରିଥାନ୍ତି ।ପାଟୁଆମାନେ ଦଣ୍ଡଧାରୀ ଚଢ଼େୟା ନାଚ ପଦର୍ଶନ କରି ଘରକୁ ଘର ଯାଇ […]

ଆଜିର ଅନୁଚିନ୍ତା

‼️ସୁପ୍ରଭାତମ୍ ‼️ ୨୦୨୨ ମସିହା ଏପ୍ରିଲ ମାସ ୧୧ ତାରିଖ (ସୋମବାର) ସତର ପଥ ବହୁତ କଠିନ….ଧର୍ମକୁ ରକ୍ଷା କରୁଥିବା ମନୁଷ୍ୟ ବହୁତ ସମସ୍ୟାର ସମୁଖୀନ ହୁଏ….ତଥାପି ସେଇ ବ୍ୟକ୍ତି ଭଗବାନଙ୍କର ବହୁତ ପ୍ରିୟ ଏବଂ ଭଗବାନ ତାଙ୍କରି ହୃଦୟରେ ଥାନ୍ତି. 🪔 ଅତୀତ କୁ କେବେବି ଫେରେଇ ହୁଏ ନାହିଁ କି ଭବିଷ୍ୟତକୁ କେବେବି ପୂର୍ବାନୁମାନ କରି ହୁଏ ନାହିଁ ତଥାପି ଏ ମଣିଷ ବଞ୍ଚିରହି ପ୍ରତ୍ୟେକ ମୁହୂର୍ତ୍ତରେ ଖୁସି ଚାହିଁଥାଏ,ବୋଧହୁଏ ଏହା ହିଁ ଜୀବନ […]

ଅଟକିଲା ରୁକୁଣା ରଥ

ଭୁବନେଶ୍ୱର,୯/୪(ଏସଏସନିଉଜ) ନିର୍ଦ୍ଧାରିତ ସମୟର ଘଣ୍ଟାଏ ବିଳମ୍ବରେ ରୁକୁଣା ରଥଟଣା ଆରମ୍ଭ ହୋଇଥିଲା । ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରୁକୁଣା ରଥ ତିନିମୁଣ୍ଡିଆ ଛକ ନିକଟରେ ଅଟକିଛି । ସୂର‌୍ୟ୍ୟାସ୍ତ ହୋଇଯିବାରୁ ରଥ ଟଣା ବନ୍ଦ ରଖାଯାଇଛି । ରବିବାର ସକାଳେ ନୀତିକାନ୍ତି ପରେ ପୁଣି ଥରେ ରଥ ଟଣାଯିବ ୨ ବର୍ଷ ପରେ ଭକ୍ତଙ୍କ ଗହଣରେ  ଆୟୋଜିତ ରୁକୁଣା ରଥଯାତ୍ରା ପାଇଁ କମିଶନରେଟ୍ ପୁଲିସ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରାଯାଇଥିଲା ।