Browsing category

ମନୋରଞ୍ଜନ

ମେଣ୍ଢାଶାଳରେ ବିଶ୍ୱଶାନ୍ତି ମହାଯଜ୍ଞ

ବାରଙ୍ଗ,୧୬/୫(ଏସଏସନିଉଜ)ମେଣ୍ଢାଶାଳ ଗ୍ରାମର ଇଷ୍ଟଦେବ ଶ୍ରୀଶ୍ରୀ ଭଗବତ ବାସୁଦେବଙ୍କ ମନ୍ଦିର ପ୍ରାଙ୍ଗଣରେ ପ୍ରତ୍ୟକବର୍ଷଭଳି ଚଳିତ ବର୍ଷ ଏକବିଁସତମବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଚାରିଦିନ ବ୍ୟାପୀ ଅନୁଷ୍‌ିତ ହୋଇଯାଇଛି ।ଶୀଲାମଣ୍ଡନ ,ଦେବତା ଆବାହନ,ଅଗ୍ନିସ୍ତାପନ ,ରୁଦ୍ରାଭିଷେକ,ଶ୍ରୀମଦ ଭାଗବତଗୀତାଯଜ୍ଞ ସହ ଚନ୍ଦନପୁର୍ଣିମାରେ ଯଜ୍ଞ ପୁର୍ଣାହୁତି ହୋଇାଇଛି ।ବାଙ୍କ ବିହାରୀଦାସ ଯଜ୍ଞରେ କର୍ତାରୁପେ ଯୋଗଦେଇଥିବାବେଳେ ଆଚାର୍ଯ୍ୟ ରମେଶଚନ୍ଦ୍ରକର, ବିଭିତି ଭୁଷଣରଥ,ଆଲୋକକୁମାର ପାଟଯୋଶୀ, ଦୁର୍ଗାପ୍ରସାଦ ଦାସ ପ୍ରମୁଖ ମନ୍ତ୍ରୋଚାରଣ ପୁର୍ବକ ପୁର୍ଣାହୁତି ପ୍ରଦାନ କରିଥିଲେ ।ଆଖାପାଖ ଗ୍ରାମର ଶତାଧିକ ନରନାରୀ ଏଥିରେ ଯୋଗଦେଇଥିଲେ ।ମନ୍ଦିରକମିଟି ସଦସ୍ୟମାନଙ୍କଦ୍ୱାରା ସଂକିର୍ତନ […]

ଏଥର ଭକ୍ତଙ୍କ ମେଳରେ ହେବ ଆଖଣ୍ଡଳମଣିଙ୍କ ଶିବବିବାହ ଉତ୍ସବ

ଭଦ୍ରକ.୧୩/୫(ଏସଏସନିଉଜ) କରୋନା କଟକଣା ଯୋଗୁ ବିନାଭକ୍ତରେ ପାଳିତ ହେଉଥିବା ମଣିବାବାଙ୍କ ଶିବବିବାହ ମହୋତ୍ସବ ଏଥର ଆଡମ୍ବର ଭାବେ ପାଳିତ ହେବ ।ଭକ୍ତମାନଙ୍କ ଗହଣରେ ଶିବବିବାହ ମହୋତ୍ସବ ।ଏଥିପାଇଁ ମଙ୍ଗଳବାର ଜିଲାସ୍ତରୀୟ ବୈଠକ ସରିବା ପରେ ଆରମ୍ଭ ହୋଇଛି ପ୍ରସ୍ତୁତିପର୍ବ। ୫ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ବ୍ୟୟ ଅଟକଳରେ ରାଜ୍ୟ ଓ ରାଜ୍ୟ ବାହାରର ସାଂସ୍କୃତିକ ଓ ଲୋକବାଦ୍ୟକୁ ସାମିଲ କରାଯିବାର ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି । ବରାନୁଗମନ ଶୋଭାଯାତ୍ରାରେ ଯୋଡିଶଙ୍ଖ ପରିବେଷଣ ପାଇଁ ରାଜ୍ୟ ସଂସ୍କୃତି ବିଭାଗ […]

ଏଥର ଦର୍ଶକ ଜିଏସ୍‌ଟି ଦେବେ

କଟକ,୯/୫(ଏସଏସନିଉଜ) ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍‌ରେ ବଢ଼ିବ ଟିକେଟ ଦର । ଟିକେଟକିଣିଲାବେଲେ ଦର୍ଶକମାନଙ୍କୁ ଏଥିପାଇଁ ଜିଏସ୍‌ଟି ଦେବାକୁ ପଡିବ । ତେବେ ମୁଖ୍ୟମନ୍ତ୍ରୀ, ଏସଆରସି,କ୍ରୀଡ଼ାସଚିବଙ୍କୁ ଚିଠି ଲେଖାଯାଇ ଅନୁମତି ମଗାଯାଇଛି ।ଦର୍ଶକମାନଙ୍କ ପାଇଁ ଉଭୟ ଅନ୍ ଓ ଅଫଲାଇନରେ  ଟିକେଟ ବିକ୍ରିର ସୁବିଧା କରାଯିବ ବୋଲି ଓସିଏ ସମ୍ପାଦକ ସୁଚନା ଦେଇଛନ୍ତି।

ଉଦ୍‌ଯାପିତ ହେଲା ମହିଳା ବିଜ୍‌ନେସ୍ ମେଳା -୨୦୨୨

ଭୁବନେଶ୍ୱର,୮/୩(ଏସଏସନିଉଜ)ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ ଏଣ୍ଟରପ୍ରିନ୍ୟୁରସିପ୍ କାଉନସିଲ୍ ଦ୍ୱାରା ଜନତା ମଇଦାନରେ ଚାଲିଥିବା ଭାରତର ପ୍ରଥମ ମହିଳା ବିଜ୍‌ନେସ ମେଳା-୨୦୨୨ ରବିବାର ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଦିବସରେ ମୁଖ୍ୟଅତିଥି ଭାବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଯୋଗଦେଇ କହିଥିଲେଯେ, ମେଳାର ଅର୍ଥ ହେଉଛି ଦକ୍ଷତା, କ୍ଷମତା, ସମତା ଓ ମମତା । ଏହି ସବୁର ମିଳନରେ ହିଁ ମେଳାର ସୃଷ୍ଟି । କାର୍ଯ୍ୟକ୍ରମରେ ରାଜ୍ୟପାଳ ମହିଳାଙ୍କର କାର୍ଯ୍ୟଦକ୍ଷତାକୁ ଭୂୟସୀ ପ୍ରଶଂସା କରିବା ସହ ମହିଳାମାନେ ହିଁ […]

ମାଙ୍କୁ ସମ୍ମାନ ଜଣାଇ ବାଲୁକା କଳା

ପୁରୀ ୮/୫(ଏସ ଏସ ନିଉଜ) ବିଶ୍ୱ ମାତୃ ଦିବସ ଉପଲକ୍ଷେ ପୁରୀର ଲାଇଟ ହାଉସ୍ ବେଳାଭୂମିରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁଙ୍କ ବାଲୁକା କଳା ପ୍ରଦର୍ଶନ କରାଯାଇଛି। ସବୁ ମାଙ୍କୁ ସମ୍ମାନ ଜଣାଇ ସେ ଏହି ବାଲୁକା କଳା ନିର୍ମାଣ କରିଛନ୍ତି। ଏହି ବାଲୁକା କଳାରେ ସେ ମା ଏବଂ ସନ୍ତାନର ସୁନ୍ଦର ସମ୍ପର୍କକୁ ଚିତ୍ରଣ କରିବାର ବାର୍ତ୍ତା ଦେଇଛନ୍ତି ।

ଚିଲିକାରେ ବୁଡ଼ିଲା ଡଙ୍ଗା

ବାଲୁଗାଁ,୫/୫(ଏସ ଏସ ନିଉଜ)ଗୁରୁବାର ସନ୍ଧ୍ୟା ସମୟରେ ମା କାଳିଜାଇ ପୀଠରୁ ଦର୍ଶନ ସାରି ଫେରୁଥିବା ବେଳେ କାଳ ବୈଶାଖୀ ଝଡ଼ ସାଜିଥିଲା ଡ଼ଙ୍ଗା ପାଇଁ ଜାଲ।ଡ଼ଙ୍ଗାରେ ଥିବା ୮ ପର୍ଯ୍ୟଟକଙ୍କ ସମେତ ୧୧ ଜଣ ଫସିଥିଲେ ।ଡଙ୍ଗା ବୁଡ଼ିଯିବାରୁ ୧୧ ଜଣ ଗୁରୁତର ହୋଇପଡ଼ିଛନ୍ତି ।୧୦ ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଛି ।ଲାଇଫ୍ ଜ୍ୟାକେଟ ପିନ୍ଧିଥିବାରୁ ପର୍ଯ୍ୟଟକମାନେ ବର୍ତ୍ତି ଯାଇଥିବାବେଳେ ଜଣେ ନିଖୋଜ ରହିଛନ୍ତି ।

ଭକ୍ତଙ୍କ ଗହଣରେ ହେବ ରଥଯାତ୍ରା

ପୁରୀ,୫/୫(ଏସ ଏସ ନିଉଜ)ଚଳିତବର୍ଷ ଭକ୍ତଙ୍କ ଗ୍ରହଣରେ ହେବ ରଥଯାତ୍ରା । ଏନେଇରଥଯାତ୍ରା ପ୍ରସ୍ତୁତି ବୈଠକରେ ସବୁଜ ସଙ୍କେତ ମିଳିଛି ।ଯଦି କୋଭିଡ ସ୍ଥିତି ବଢେ ବିନା ଭକ୍ତରେ ହେବ ରଥଯାତ୍ରା । ସ୍ଥିତି ଭଲ ଥିଲେ ରଥଯାତ୍ରାରେ ସାମିଲ ହେବେ ଭକ୍ତ ବୋଲି ନିସ୍ପତି ହୋଇଥିବାର ଜଣାପଡିଛି ।ତେବେ ଏନେଇ ଖୁବଶୀଘ୍ର ଆଉ ଏକ ଉଚ୍ଚସ୍ତରୀୟ ବୈଠକ ହେବାକୁ ଯାଉଛି । କୋଭିଡ ସ୍ଥିତିକୁ ଦେଖି ୨ପ୍ରକାର ବ୍ୟବସ୍ଥା କରାଯାଇଛି ।ଭକ୍ତମୟ ପରିବେଶରେ ରଥଯାତ୍ରା କରିବାକୁ ସେବାୟତଙ୍କ […]

ଜନ୍ମଦିନରେ ରକ୍ତଦାନ ଶିବିର

ବାରଙ୍ଗ,୫/୫(ଏସ ଏସ ନିିିଉଜ)ନିଜର ଜନ୍ମଦିନକୁ ନିଆରା ଢଙ୍ଗରେ ପାଳିବାପାଇ ରକ୍ତଦାନ ଶିବିରର ଆୟୋଜନ କରିଥିଲେ ।ପ୍ରତି ବର୍ଷ ଜନ୍ମଦିନରେ ଏହିଭଳି ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବାର ଉଦ୍ୟମ କରିବାକୁ ଯୁବକମାନେ ନିଷ୍ପତ୍ତି ନେଇଥିଲେ ।ଗୁରୁବାରଦିନ ନବଗଠିତ ଇଂଜଣା ଗ୍ରାମ ପଂଚାୟତର ଦେବାଶିଷ ପତି ନାମକ ଯୁବକ ତାଙ୍କ ଜନ୍ମଦିନକୁ ନିଆରା ଢଙ୍ଗରେ ପାଳିଛନ୍ତି ।ଜନ୍ମଦିନରେ ଗ୍ରାମର ଯୁବକମାନଙ୍କୁ ଏକାଠି କରି ଗାଁ ଦୁଲାଦେଇ ମନ୍ଦିର ପରିସରରେ ରକ୍ତଦାନ କରାଇଛନ୍ତି ।ବିଶେଷ କରି ସବୁ ସମୟରେ ଥାଲା […]

୩୬ ଇଞ୍ଚର ବରକୁ ୩୪ ଇଞ୍ଚର କନ୍ୟା

ଭୁବନେଶ୍ୱର,୫/୫(ଏସ ଏସ ନିଉଜ)ବରର ଉଚ୍ଚତା ୩୬ ଇଞ୍ଚ ଓ କନ୍ୟାର ଉଚ୍ଚତା୩୪ ଇଞ୍ଚ ।କନ୍ୟାର ବୟସ ୨୪ ଓ ନା ମମତା କୁମାରୀ ହୋଇଥିବା ବେଳେ ବରର ବୟସ ୨୬ ଓ ନାଁ ମୁନ୍ନା ।ଏହି ଦୁଇଜଣଙ୍କର ବିବାହ ହୋଇ ଯାଇଛି ।ବିହାରର ଭାଗଲପୁରରେ ହୋଇଥିବା ଏହି ବିବାହ ଏବେ ଚର୍ଚ୍ଚାର ବିଷୟ ହୋଇଛି ।

ନନ୍ଦନକାନନକୁ ଆସିଲା ୩ ଅସୁସ୍ଥ ଜନ୍ତୁ

ବାରଙ୍ଗ,୪/୫(ଏସ ଏସ ନିଉଜ)ବୁଧବାର ଦିନ ନନ୍ଦନକାନନ ପ୍ରାଣୀଉଦ୍ୟାନ କୁ ୩ଟି ବିରଳ ଜୀବଜନ୍ତୁ ଉନ୍ନତମାନର ଚିକିସ୍ଚା ପାଇଁ ଆସିଛି । ଜୟପୁର ଡିଭିଜନ ରୁ ଉଦ୍ଧାର ହୋଇ ଓୟୁଏଟି ରେ ଚିକିତ୍ସା ହେଉଥିବା ଦେଶୀ ଭାଲୁ , ଚିଲିକାରୁ ଉଦ୍ଧାର ହୋଇଥିବା ଚିତ୍ରାହରିଣ ଓ ବଣେଇ ଡିଭିଜନ ରୁ ହାଡଗିଳା ପକ୍ଷୀ । ସୂଚନାଥାଉକି , ଭାଲୁ ଟି ର ପିଠିରୁ ଗୁଳି ବାହାରିଥିବା ବେଳେ ପଛ ୨ଟି ଗୋଡ ଛୋଟେଇ ଚାଲୁଛି । ଜଙ୍ଗଲରେ ବିଚରଣ […]