Browsing category

ମନୋରଞ୍ଜନ

ପୁଣି ଜେରା ହେବ

ଭୁବନେଶ୍ୱର,୨୧/୯(ଏସଏସ ନିଉଜ)୨୦୦ କୋଟି ଠକେଇ ମାମଲାରେ ଆଜି ଜ୍ୟାକିଲିନ ଫର୍ଣ୍ଣାଣ୍ଡିଜଙ୍କୁ ପୁଣି ଜେରା ହେବ। ଅଭିନେତ୍ରୀଙ୍କୁ ଜେରା କରିବ ଦିଲ୍ଲୀ ପୋଲିସ। ଫ୍ୟାସନ ଡିଜାଇନର ଲିପାକ୍ଷୀଙ୍କୁ ମଧ୍ୟ ଜେରା ହେବ।

ଷ୍ଟୁଲ୍ ରେ ବିଶ୍ଵକର୍ମା, ସିଂହାସନରେ ସାରଥୀଙ୍କ ଫଟୋ

ଭୁବନେଶ୍ୱର,୧୮/୯(ଏସଏସ ନିଉଜ)ବିଶ୍ଵକର୍ମା ଷ୍ଟୁଲ୍ଉପରେ ସିଂହାସନରେ ଓ ସାରଥୀଙ୍କ ଫଟୋ ସିଂହାସନରେ ରହିଛି। ଏ ଦୃଶ୍ୟ ଭଦ୍ରକ ଜିଲ୍ଲା ଚାନ୍ଦବାଲି ରେ ଦେଖିବାକୁ ମିଳିଛି।ଆଜିକୁ ଦୁଇ ଦିନ ହେବ ଏହି ଲେଦ୍ (ଓଲଡିଂ) ଦୋକାନରେ ପୂଜା ପାଉଛନ୍ତି ଉଭୟ ବିଶ୍ୱକର୍ମା ଓ ସାରଥୀ। ସବୁଠୁ ବଡ଼କଥା ହେଲା ବିଶ୍ଵକର୍ମାଙ୍କ ଛୋଟିଆ ମୂର୍ତ୍ତିଟି ଷ୍ଟୁଲ୍ ଉପରେ ଥୁଆ ହୋଇ ପୂଜା କରାଯାଉଥିବା ବେଳେ ଏକ ସିଂହାସନ ଉପରେ ସାରଥୀଙ୍କ ଏକ ବଡ଼ ଫଟୋ ସୁସଜ୍ଜିତ ହୋଇ ପୂଜା କରା ଯାଉଛି।ଏହି […]

ଟିମ୍ ଇଣ୍ଡିଆକୁ ଝଟ୍‌କା

ଭୁବନେଶ୍ୱର,୧୮/୯(ଏସଏସ ନିଉଜ)ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଲା ଝଟ୍‌କା ।ଭାରତୀୟ ଦଳରୁ ଦ୍ରୁତବୋଲ ର ମହମ୍ମଦ ସାମି ହେଲେ ଆଉଟ୍‌ ହୋଇଛନ୍ତି। କରୋନ ରିପୋର୍ଟ ପଜିଟିଭ୍ ଆସିବାରୁ ଆଗାମୀ ୨୦ ତାରିଖରୁ ଆରମ୍ଭ ହେବାକୁ ଥିବା ଅଷ୍ଟ୍ରେଲିଆ ବିପକ୍ଷ ସିରିଜ୍‌ରୁ ପଡ଼ିଲେ ବାଦ୍‌ ।

ପୁରୀରେ ସୂର୍ଯ୍ୟକିରଣ ଏୟାରସୋ

ପୁରୀ୧୮/୯(ଏସଏସ ନିଉଜ)ପୁରୀ ଆକାଶରେ ଶୁଭିଲା ବାୟୁସେନା ବିମାନର ଗର୍ଜନ। ପୁରୀବାସୀ ଦେଖିଲେ ସୂର୍ଯ୍ୟକିରଣ ଏୟାର ସୋ’।ଦେଖିବା ପାଇଁ ବ୍ଲୁ ଫ୍ଲାଗ୍‌ ବିଚରେ ଖଚାଖଚ୍‌ ଭିଡ଼ ରହିଛି।ପାଗ ଫିଟିବା ପରେ ବାୟୁସେନା ଦେଖାଇଥିଲା କମାଲ ।

ଆକାଶରେ କମାଲ ଦେଖାଉଛି ବାୟୁସେନା

ଭୁବନେଶ୍ୱର,୧୬/୯(ଏସଏସ ନିଉଜ)ଆଜି ରାଜଧାନୀ ଆକାଶରେ କମାଲ ଦେଖାଉଛି ଭାରତୀୟ ବାୟୁସେନା। କୁଆଖାଇ ନଦୀ ପଠାରେ ପଦର୍ଶନ ହେଉଛି ସୂର୍ଯ୍ୟକିରଣ ଏୟାର ସୋ।ସାମିଲ ହୋଇଛି ୯ଟି ଯୁଧ୍ୟ ବିମାନ।ଭୁବନେଶ୍ୱର ରେ ପ୍ରଥମ କରି ହୋଇଥିବାରୁ ଅଞ୍ଚଳବାସୀ ବେଶ ଉତ୍ସାହିତ ଅଛନ୍ତି।

ଆସୁଛନ୍ତି ମା’

ଭୁବନେଶ୍ୱର,୧୨/୮(ଏସଏସ ନିଉଜ)ରାଜଧାନୀରେ ୧୭୮ ମଣ୍ଡପରେ ପୂଜା ପାଇବେ ମା’ । ଶାନ୍ତିଶୃଙ୍ଖଳାରେ ପୂଜା କରିବାକୁ BMC ପକ୍ଷରୁ ବୈଠକ ହୋଇଛି।ରାତି ୧୨ଟା ଯାଏ ଚାଲିବ ମେଲୋଡି କାର୍ଯ୍ୟକ୍ରମ । ରାବଣ ପୋଡ଼ି ଅନୁମତି ଦେବ କମିଶନରେଟ ପୋଲିସ ଓ ଖାଦ୍ୟର ମାନ ଯାଞ୍ଚ କରିବେ ୭ ଜଣିଆ ଟିମ୍ ବୋଲି ବୈଠକର ନିଷ୍ପତି ହୋଇଛି।

୨୦୨୪ରେ ରାମମନ୍ଦିର ଉଦଘାଟନ

ଭୁବନେଶ୍ୱର,୧୨/୯(ଏସଏସ ନିଉଜ)୨୦୨୪ ଜାନୁଆରୀ ମକର ସଂକ୍ରାନ୍ତିରେ ହେବ ରାମମନ୍ଦିର ଉଦଘାଟନ । ବର୍ତ୍ତମାନ ସୁଦ୍ଧା ୪୦% ମନ୍ଦିରର କାମ ସରିଲାଣି । ୨୦୨୩ ଡିସେମ୍ବର ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ ରହିଛି।ଏଥିପାଇଁ ଆଜି ବସିବ ରାମମନ୍ଦିର ଟ୍ରଷ୍ଟର ବଡ଼ ବୈଠକ।

ନଭେମ୍ବର୮ ରୁ ବିଶ୍ୱପ୍ରସିଦ୍ଧ ବାଲିଯାତ୍ରା

ଭୁବନେଶ୍ୱର, ୯/୮(ଏସ ଏସ ନିଉଜ)କଟକର ପ୍ରସିଦ୍ଧ ବାଲିଯାତ୍ରା ନଭେମ୍ବର ୮ ରୁ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହାକୁ ରାଜ୍ୟସ୍ତରୀୟ ଉତ୍ସବଭାବେ ପାଳନ ପାଇଁ ମୁଖ୍ୟ ଶାସନସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଅଧିକ ସଂଖ୍ୟକ କଳାକାର ଓ ଶିଳ୍ପୀମାନଙ୍କୁ ସାମିଲ କରାଯିବ ।ଏହାସହିତ ଆବଶ୍ୟକ ଥିବା ଯାତ୍ରା ପଡ଼ିଆକୁ ରାସ୍ତା ସଂଯୋଗ, ଟ୍ରାଫିକ୍ ନିୟନ୍ତ୍ରଣ, ପର୍ଯ୍ୟାପ୍ତ ପାର୍କିଂ […]

ମେଣ୍ଢାଶାଳରେ ଅତିବଡୀ ଜଗନ୍ନାଥଦାଶଙ୍କ ଜୟନ୍ତୀଉସବ

ମେଣ୍ଢାଶାଳ,୮/୯(ଏସଏସନିଉଜ) ଭାଦ୍ରବମାସ ଶୁକ୍ଳଦ୍ଵାଦଶୀ ତିଥି ବୁଧବାର ଅତିବଡ଼ି ଜଗନ୍ନାଥଦାଶ ଙ୍କ ଜୟନ୍ତୀଉସବ ମେଣ୍ଢାଶାଳସ୍ଥିତ ଭାଗବତବାସୁଦେବମନ୍ଦିର ସମ୍ମୁଖ ରେ ଅନୁଷ୍ଠିତ ହୋଇ ଯାଇଛି।ଅଖିଳ ଭାରତୀୟ ସାହିତ୍ୟପରିଷଦ ଖୋର୍ଦ୍ଧାଜିଲ୍ଲା ତରଫରୁ ଆୟୋଜିତ ଏହି ଜୟନ୍ତୀ ଉତ୍ସବରେ ରାଷ୍ଟ୍ରଦୀପର ସମ୍ପାଦକ ଚିତରଞ୍ଜନ ମହାପାତ୍ର,ନାଇଜରର କୂଳସଚିବ ଡ଼, ଅଭୟକୁମାର ନାୟକ, ଅଖିଳଭାରତୀୟ ସାହିତ୍ୟପରିଷଦର କାର୍ଯ୍ୟକାରୀସଭ୍ୟ ତଥା କିସ ଓଡ଼ିଆବିଭାଗର ଡ଼.ପ୍ରମୋଦିନି ଜେନା ପ୍ରମୁଖ ଅତିଥି ଭାବେ ଯୋଗଦେଇ ଗ୍ରାମାଞ୍ଚଳରେ ଭାଗବତଟୁଙ୍ଗି ପ୍ରତିଷ୍ଠା କରା ଯାଇ ଭାଗବତପାଠ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ପାଶ୍ଚାତ୍ୟସଭ୍ୟତା […]

ଅନଲାଇନ୍‌ରେ ଦେବାଳୟ ଦର୍ଶନ

ଭୁବନେଶ୍ୱର,୮/୯(ଏସଏସନିଉଜ)ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ଇଣ୍ଟିଗ୍ରେଟେଡ ଟେମ୍ପୁଲ୍ ମ୍ୟାନେଜମେଣ୍ଟ ସିଷ୍ଟମ ।ତାମିଲନାଡୁ ଓ କର୍ଣ୍ଣାଟକ ଢାଞ୍ଚାରେ ଆରମ୍ଭ ହେବ ବୋଲି କହିଲେ ଆଇନ ମନ୍ତ୍ରୀ ।ଅନଲାଇନ ଜରିଆରେ ଦେବାଳୟ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ ।ଏହାସହ ପୂଜା ଓ ପ୍ରସାଦ ସେବନ ସୁବିଧା ମଧ୍ୟ ପାଇ ପାରିବେ କହିଲେ ମନ୍ତ୍ରୀ ।