Browsing category

ମନୋରଞ୍ଜନ

ମୁହଁ ଖୋଲିଲା ଓସିଏ

କଟକ, ୧୬/୬(ଏସଏସନିଉଜ) ଆଜି ମୁହଁ ଖୋଲିଛନ୍ତି ଓଡ଼ିଶା କ୍ରିକେଟ ଆସୋସିଏସନ(ଓସିଏ) । ଓସିଏର ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଧିକାରୀ ସୁବ୍ରତ ବେହେରା । ଗତ ରବିବାର ବାରବାଟୀଠାରେ ଅନୁଷ୍ଠିତ ଟି-୨୦ ମ୍ୟାଚରେ ହୋଇଥିବା ପାସ୍ କେଳେଙ୍କାରୀକୁ ନେଇ ଚର୍ଚ୍ଚାହେବାପରେ ଓସିଏ ପକ୍ଷରୁ ପ୍ରତିକ୍ରିୟା ରଖାଯାଇଛି । ବେହେରା ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଆମକୁ କେହି ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ।ଆମେ ବଦନାମ ହେଲେ ଅଭିଯୋଗ କରିବୁ ନାହିଁ କି ପୋଲିକୁ ମଧ୍ୟ ଏ ନେଇ ଅଭିଯୋଗ […]

୪ ମାସ ପାଇଁ ଶିମିଳିପାଳ ବନ୍ଦ

ଭୁବନେଶ୍ୱର,୧୬/୬(ଏସ ଏସ ନିଉଜ)ଆଜିଠୁ ୪ ମାସ ପାଇଁ ପର୍ଯ୍ୟଟକଙ୍କ ଲାଗି ଶିମିଳିପାଳ ବନ୍ଦ କରାଯାଇଛି ।ବର୍ଷା ଋତୁ ଆସୁଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷା ପାଇଁ ବନ୍ଦ ରହିବ ଶିମିଳିପାଳ। ଏନେଇ ଉତ୍ତର ଶିମିଳିପାଳ ବନାଞ୍ଚଳ ବନଖଣ୍ଡ ଏସିଏଫ ସୂଚନା ଦେଇଛନ୍ତି ।

ରାତାରାତି ବଦଳାଇଦେଲେ ଲେଖା

ବାରଙ୍ଗ,୧୪/୬(ଏସ ଏସ ନିଉଜ)ଲୋକଙ୍କ ସୁବିଧା ପାଇଁ ରାସ୍ତାରେ ମରାଯାଇଥିବା ସୂଚନା ଫଳକରେ ତ୍ରୁଟିକୁ ରାତାରାତି ବଦଳାଇଦେଲେ ।ଏ ସମ୍ପର୍କରେ ଗତକାଲି କଟକ କୋଠା ଓ ରାସ୍ତା ବିଭାଜନ ର ଏଜକ୍ୟୁଟିଭ ଇଂଜିନିୟର ଅନୁପ ବେହେରାଙ୍କୁ ପଚରାଯିବାସହ ହୋଇଥିବା ଭୁଲକୁ ସତ୍ୟସନ୍ଧାନ ପକ୍ଷରୁ ଦୃଷ୍ଟିକୁ ଅଣାଯାଇ ଏ ସକ୍ରାନ୍ତରେ ଖବର ପ୍ରକାସ କରାଯାଇଥିଲା । ଘଟଣା ଥିଲା ଏମିତି ।ରବିବାରଦିନ ବାରଙ୍ଗ ପ୍ରେସକ୍ଳବ ସାମ୍ନା ବାରଙ୍ଗ-କଟକ ମୁଖ୍ୟରାସ୍ତାରେ କଟକ କୋଠା ଓ ରାସ୍ତା ବିଭାଜନ ପକ୍ଷରୁ ସୂଚନା ଫଳକ […]

ରାତି ପାହିଲେ ଦେବସ୍ନାନ ପୂର୍ଣ୍ଣିମା

ପୁରୀ,୧୩/୬(ଏସଏସନିଉଜ) ଦୁଇବର୍ଷ ପରେ ପୁଣି ଦିବ୍ୟସ୍ନାନ ଲୀଳା ଦର୍ଶନ କରିବେ ଭକ୍ତ । ରାତି ପାହିଲେ ଦେବସ୍ନାନ ପୂର୍ଣ୍ଣମୀ । ରତ୍ନବେଦୀରୁ ସ୍ନାନବେଦୀକୁ ଓହ୍ଲାଇ ଆସିବେ ମହାବାହୁ । ଆସନ୍ତାକାଲି, ସ୍ନାନ ନୀତି ନିର୍ଘଣ୍ଟ ଅନୁସାରେ ଭୋର ସାଢ଼େ ୩ଟାରେ ମଙ୍ଗଳାର୍ପଣ ପରେ ୪ଟାରୁ ଆରମ୍ଭ ହେବ ପହଣ୍ଡି । ସକାଳ ୬ଟା ସୁଦ୍ଧା ଚତୁର୍ଦ୍ଧାମୂର୍ତ୍ତି ସ୍ନାନ ମଣ୍ଡପରେ ବିରାଜମାନ କରିବେ । ସକାଳ ସାଢ଼େ ୯ଟାରୁ ସାଢ଼େ ୧୧ଟା ଭିତରେ ଜଳବିଜେ, ମଧ୍ୟାହ୍ନ ୧୨ଟା ୧୫ରୁ […]

ଏଥର ଜମିବ କଟକ ବାଲିଯାତ୍ରା

ଭୁବନେଶ୍ୱର,୧୩/୬(ଏସନିଉଜ) ଦୀର୍ଘ ଦୁଇ ବର୍ଷ ପରେ ପୁଣି ଥରେ କଟକ ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ହେବ ଐତିହାସିକ ବାଲିଯାତ୍ରା । କୋଭିଡର ପ୍ରକୋପ କମିବା ପରେ ଜିଲ୍ଲା ପ୍ରଶାସନ ଏଥର ଆନନ୍ଦ ଓ ଉଲ୍ଲାସ ସହ ବାଲିଯାତ୍ରା ପାଳନ ପାଇଁ ଲକ୍ଷ୍ୟ ରଖିଛି ବୋଲି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ସୂଚନା ଦେଇଛନ୍ତି । ।ଏଥର ବ୍ୟବସାୟୀଙ୍କ ଜୀବନ ଜୀବିକାକୁ ପ୍ରାଧାନ୍ୟ ଦିଆଯିବା ସହ ମିଶନ ଶକ୍ତିକୁ ଅଧିକ ପ୍ରାଧାନ୍ୟ ଦିଆଯିବବୋଲି କହିଛନ୍ତି ।

ଖୋଲିଲା ଷ୍ଟାଡିୟମର ଗେଟ୍

କଟକ,୧୨/୬(ଏସ ଏସ ନିଉଜ)ଦର୍ଶକଙ୍କ ପାଇଁ ଖୋଲିଲା ବାରବାଟୀ ଷ୍ଟାଡିୟମର ଗେଟ୍ ।ସନ୍ଧ୍ୟା ୭ଟାରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ଭାରତ ।ଦୀର୍ଘ ଦିନ ପରେ ବାରବାଟୀରେ ମ୍ୟାଚ ହେଉଥିବାରୁ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି ।ଯାହାଫଳରେ ଷ୍ଟାଡିୟମ ବାହାରେ ଦର୍ଶକଙ୍କ ଲମ୍ବା ଲାଇନ୍ ରହିଛି ।

ନନ୍ଦିଘୋଷ ରଥରେ ଲାଗିଲା ନୂଆ ଅଖ

ପୁରୀ,୧୧/୬(ଏସ ଏସ ନିଇଜ) ନନ୍ଦିଘୋଷ ରଥରେ ନୂଆ ଅଖ ସହ ସଂଯୋଗ ହେଲା ଦୁଇ ଚକ। କାଲି ଅଖରେ ଫାଟ ଦେଖିବା ପରେ ନୂଆ ଅଖ ନିର୍ମାଣ ହୋଇ ସଂଯୋଗ ହେଲା। ଅନୁଧ୍ୟାନ ପରେ ସଂଯୋଗ ହେଲା ନୂଆ ଅଖ ।ଆଜି ଦଣ୍ଡାକଣ୍ଟା ବାଡ଼ିଆ ହେବ ବୋଲି ଜଣାପଡିଛି ।

ମୁଖ୍ୟମନ୍ତ୍ରୀ କିଣିଲେ ବାରବାଟୀ ଟି-୨୦ ପ୍ରଥମ ଟିକଟ

ଭୁବନେଶ୍ୱର, ୭/୬(ଏସଏସନିଉଜ) କଟକ ବାରବାଟୀରେ ୧୨ ତାରିଖରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ପ୍ରଥମ ଟିକଟ କିଣିଛନ୍ତି । ନବୀନ ନିବାସରେ ଓସିଏର ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଞ୍ଜୟ ବେହେରା ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଟିକଟ ପ୍ରଦାନ କରିଛନ୍ତି । ଏହି ସମୟରେ ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭି.କେ. ପାଣ୍ଡିଆନ ଙ୍କ ସହିତ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ଆଞ୍ଚଳିକ ମୁଖ୍ୟ ଦୀପକ ସିଂହ ଓ ଉପସଭାପତି ଅନିମେଷ […]

କେକେଙ୍କ ଶେଷ ଗୀତ ଆଜି ହେବ ରିଲିଜ

ଭୁବନେଶ୍ୱର,୬/୬(ଏସ ଏସ ନିଉଜ) ପ୍ରସିଦ୍ଧ ଗାୟକ କେକେଙ୍କ ଶେଷ ଗୀତ ଆଜି ହେବ ରିଲିଜ୍‌ ହେବାକୁ ଯାଉଛି । କେକେ ଶେଷ ଗୀତ ଫିଲ୍ମ ଶେରଦିଲ ଦ ପିଲିଭାତ ସାଗା ପାଇଁ ଗାଇ ଥିଲେ। ଏହି ଗୀତର ଲିରିକ୍ସ ଗୁଲଜାର ଲେଖିଛନ୍ତି ଏବଂ କମ୍ପୋଜ କରିଛନ୍ତି ଶାନ୍ତନୁ ମୋଇତ୍ରା। ଏହ ଗୀତର ନାଁ ଧୂପ ପାନି ବହେନ ଦୋ ରହିଛି।

ସରିଲା ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ,୧/୬(ଏସ ଏସ ନିଉଜ) ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ଦ୍ୱିତୀୟ ସମନ୍ୱୟ ବୈଠକ ଶେଷ ହୋଇଛି । ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଏହି ବୈଠକ ଶେଷ ହୋଇଛି । ଯାତ୍ରା ସମୟରେ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟ ରେ ୫୦ଟି ଅତିରିକ୍ତ ଶଯ୍ୟା ବ୍ୟବସ୍ଥା କରାଯିବାକୁ ନିଷ୍ପତି ହୋଇଥିବାର ଜଣାପଡିଛି ।