ପୁରୀ୧୮/୯(ଏସଏସ ନିଉଜ)ପୁରୀ ଆକାଶରେ ଶୁଭିଲା ବାୟୁସେନା ବିମାନର ଗର୍ଜନ। ପୁରୀବାସୀ ଦେଖିଲେ ସୂର୍ଯ୍ୟକିରଣ ଏୟାର ସୋ’।ଦେଖିବା ପାଇଁ ବ୍ଲୁ ଫ୍ଲାଗ୍ ବିଚରେ ଖଚାଖଚ୍ ଭିଡ଼ ରହିଛି।ପାଗ ଫିଟିବା ପରେ ବାୟୁସେନା ଦେଖାଇଥିଲା କମାଲ ।