ଅନଲାଇନ୍‌ରେ ଦେବାଳୟ ଦର୍ଶନ

ଭୁବନେଶ୍ୱର,୮/୯(ଏସଏସନିଉଜ)ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ଇଣ୍ଟିଗ୍ରେଟେଡ ଟେମ୍ପୁଲ୍ ମ୍ୟାନେଜମେଣ୍ଟ ସିଷ୍ଟମ ।ତାମିଲନାଡୁ ଓ କର୍ଣ୍ଣାଟକ ଢାଞ୍ଚାରେ ଆରମ୍ଭ ହେବ ବୋଲି କହିଲେ ଆଇନ ମନ୍ତ୍ରୀ ।ଅନଲାଇନ ଜରିଆରେ ଦେବାଳୟ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ ।ଏହାସହ ପୂଜା ଓ ପ୍ରସାଦ ସେବନ ସୁବିଧା ମଧ୍ୟ ପାଇ ପାରିବେ କହିଲେ ମନ୍ତ୍ରୀ ।

 

Comments (0)
Add Comment