Browsing category

ମନୋରଞ୍ଜନ

ଶନିବାର ସନ୍ଧ୍ୟାରେ ମହାନଦୀରେ ବନ୍ୟା !

୧. କଳାହାଣ୍ଡି ଗଡ଼ଜାତ ଅଞ୍ଚଳରେ ନୂଆଁଖାଇ ସମ୍ପନ୍ନ, ମାଁ ମାଣିକେଶ୍ୱରୀ ମନ୍ଦିରରେ ନବାନ୍ନ ଲାଗିଲା । ୨. ୧୩ ଘଣ୍ଟା ସତର୍କ ସଙ୍କେତ ଉପରେ ରହିବାପରେ କମୁଛି ବ୍ରାହ୍ମଣୀର ଜଳସ୍ତର । ୩. ଡକ୍ଟର ଉର୍ମିଳା ମିଶ୍ର ହେଲେ ଓସାକ୍ସର ନୂତନ ପ୍ରକଳ୍ପ ନିର୍ଦ୍ଦେଶିକା । ୪. ଟାଫେ ପକ୍ଷରୁ ଓଡିଶାରେ ମେସି ଫୁର୍ଗସନ ୨୪୪ ଏବଂ ୨୪୬ ଡାଇନାଟ୍ରାକ -୪ଡବ୍ଲୁ ଟ୍ରାକ୍ଟରର ବଜାର ପ୍ରବେଶ । ୫. Heavy Rain Alert: ବଙ୍ଗୋପ ସାଗରରେ ସାଗରରେ […]

ଆଜିର ଅନୁଚିନ୍ତା

ଆଜିର ସାଧୁବାଣୀ-ଶୋଇବା ଖଟ ବା ପଲଙ୍କ ପାଖରେ ଜୋତା କିମ୍ବା ତେଲ ପାତ୍ର ରଖନ୍ତୁ ନାହିଁ | ଘରର ମୁଖ୍ୟ ଦ୍ୱାର ସମ୍ମୁଖରେ ଜୋତା-ଚପଲ ରଖନ୍ତୁ ନାହିଁ । 🔔ଶୋରିସ ତେଲ ରେ ସିନ୍ଦୁର ମିଶାଇ ଘର ର ମୁଖ୍ୟ ଦ୍ୱାରରେ ଟୋପାଟିଏ ଲାଗାଇଲେ ଶୁଭ ଫଳ ମିଳିଥାଏ । 🔔ଧାରୁଆ କିମ୍ବା ମୂନିଆ ଜିନିଷ କାହାକୁ ଉପହାର ଦିଅନ୍ତୁ ନାହିଁ । 🔔ତ୍ରୟୋଦଶୀ ତିଥିରେ ପିତା,ମାତା ମାନେ ବାଇଗଣ ଖାଆନ୍ତୁ ନାହିଁ। ସନ୍ତାନ ମାନଙ୍କର ଅମଙ୍ଗଳ […]

ମାଡି ବସିଲେ ତଟରକ୍ଷୀ ବାହିନୀ

ସେପ୍ଟେମ୍ବର ୧୬ ରୁ ୨୨ ତାରିଖ ପର୍ଯ୍ୟନ୍ତ ବାତିଲ୍ ହେଉଥିବା ଟ୍ରେନ:– ୧. ୦୮୪୧୨/୦୮୪୧୧ ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ବିଶେଷ ଟ୍ରେନ୨. ୦୮୪୩୮/୦୮୪୩୭ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ୩. ୦୮୪୬୧/୦୮୪୬୨ କଟକ-ପାରାଦୀପ-କଟକ ବିଶେଷ ଟ୍ରେନ୪. ୦୮୪୫୪/୦୮୪୫୩ କଟକ-ଭଦ୍ରକ-କଟକ ବିଶେଷ ଟ୍ରେନ୫. ୦୮୪୩୧/୦୮୪୩୨ ପୁରୀ-କଟକ-ପୁରୀ ବିଶେଷ ଟ୍ରେନ ୨. ଅଟୋ, ଡ୍ରୋନ ଉଦ୍ୟୋଗ ପାଇଁ ଉତ୍ପାଦନ ଭିତ୍ତିକ ପ୍ରୋତ୍ସାହନ ଯୋଜନାକୁ ସରକାରଙ୍କ ମଞ୍ଜୁରି:ନୂଆଦିଲ୍ଲୀ । ୩. ଦୂରସଞ୍ଚାରର ବୃହତ ସଂସ୍କାର: ନିଯୁକ୍ତି, ବିକାଶ, ସୁସ୍ଥ ପ୍ରତିଯୋଗିତା ସହ ଉପଭୋକ୍ତାଙ୍କ ହିତକୁ କରିବ ପ୍ରୋତ୍ସାହିତ […]

ଆଜିର ଅନୁଚିନ୍ତା

ଆଜିର ଅନୁଚିନ୍ତା ➡️”ଯେତେବେଳେ ମଣିଷ ଅନ୍ୟ କାହାକୁ ଅସମ୍ମାନ ବା ଅପମାନ କରୁଥାଏ , ସେତେବେଳେ ସେ ଗୋଟିଏ ଜିନିଷ ଭୁଲିଯାଏ ଯେ ସେତେବେଳେ ସେ ଅନ୍ୟ କାହାର ନୁହେଁ ବରଂ ନିଜର ସମ୍ମାନ ହରାଉଥାଏ !! ➡️”ନିଜର ଆତ୍ମବିଶ୍ଵାସ କୁ ସବୁବେଳେ ସୁଦୃଢ କରନ୍ତୁ କାହିଁକିନା ଆତ୍ମବିଶ୍ବାସ ସୁଦୃଢ ଥିଲେ ଉଚ୍ଚପଦସ୍ଥ ଲୋକମାନେ ମଧ୍ୟ ଆପଣଙ୍କ ଆଗରେ ହାର୍ ମାନିବାକୁ ବାଧ୍ୟ ହେବେ !! ➡️”ସମୟ ଏଠି ପ୍ରତିମୁହୂର୍ତ୍ତରେ ଆମ ମାନଙ୍କ ସହ ଲୁଚକାଳି ଖେଳୁଛି […]

ଆଜିର ଅନୁଚିନ୍ତା

ଆଜିର ନୀତିବାଣୀ ➡️”ଧଳା ପେଚା ଘର ଉପରେ ବସିଲେ-ଘର ଭିତରେ ପଶିଲେ ବା ରାସ୍ତାରେ ଦେଖିଲେ ଶୁଭ କିନ୍ତୁ କଳା ପେଚା ଦେଖିଲେ ତାର ଵିପରିତ ହେଇଥାଏ | ପ୍ରତିକାର – ଯେକୋୖଣସି ରବିବାର ଦିନ କ୍ଷୀର-ଗୁଡ ଏବଂ କଦଳୀ ବ୍ରାହ୍ମଣକୁ ଖାଇବାକୁ ଦେବା ସହିତ ଦକ୍ଷିଣା ଦେବା ଉଚିତ୍ !! ➡️”ଶିକ୍ଷକ ଆଉ ରାସ୍ତା ଦୁଇଜଣ ଯାକ ଏକାପରି। ନିଜେ ଗୋଟିଏ ଜାଗାରେ ରହନ୍ତି, ଆଉ ଅନ୍ୟଟି ଅନ୍ୟମାନଙ୍କୁ ସେମାନଙ୍କ ଲକ୍ଷ ସ୍ଥଳରେ ପହଞ୍ଚାନ୍ତି !! […]

ପୁଣି ମାତିଲା ‘ଡେଲ୍ଟା’ ଭୂତାଣୁ

୧. ଆଉ କିଛି ସମୟ ପରେ ଘୋଷଣା ହେବ ଜେଇଇ ମେନ ରେଜଲ୍ଟ, ଏହି ଓ୍ଵେବସାଇଟ୍‌କୁ ଯାଇ ଦେଖି ପାରିବେ ନିଜର ଫଳାଫଳ । ପରିଣାମ ଘୋଷଣା ପରେ ପରୀକ୍ଷାର୍ଥୀ ଜେଇଇ ମେନ ଓ୍ଵେବସାଇଟ୍ jeemain.nta.nic.inକୁ ଯାଇ ନିଜର ରେଜଲ୍ଟ ଦେଖି ପାରିବେ । ୨. ଗିରଫ ଆତଙ୍କବାଦୀଙ୍କ ଦାଉଦ କନେକ୍ସନ, ନବରାତ୍ର-ଦଶହରା ଓ ଦୀପାବଳିରେ ଦେଶକୁ ଦୋହଲାଇବାକୁ ହୋଇଥିଲା ଷଡଯନ୍ତ୍ର । ୩. ସାଧାରଣ ଜନତାଙ୍କ ରୋଷରୁ ବର୍ତ୍ତିବା ପାଇଁ ସରକାର ପେଟ୍ରୋଲ ଏବଂ ଡିଜେଲକୁ […]

ବଢୁଛି ବନ୍ୟା ଆଶଙ୍କା

୧. ପାରାଦ୍ବୀପ ବନ୍ଦରରେ ଲାଗିଲା ଏକ୍ସ-ରେ କଣ୍ଟେନର ସ୍କାନିଂ ସିଷ୍ଟମ, ଘଣ୍ଟାକୁ ୨୫ ଟି କଣ୍ଟେନରକୁ କରିବ ସ୍କାନ୍ । ୨. ୧୭ରୁ ଆଉ ଏକ ଲଘୁଚାପ: ଲଘୁଚାପ ଦୁର୍ବଳ ହେଲା ବେଳକୁ ଆସନ୍ତା ୧୭ ତାରିଖ ସୁଦ୍ଧା ଉତ୍ତର ବ‌େଙ୍ଗାପସାଗରରେ ‌ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ ମହାନିର୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଘୂର୍ଣ୍ଣିବଳୟ ଲଘୁଚାପ କ୍ଷେତ୍ରରେ ପରିଣତ […]

ଆଜିର ଅନୁଚିନ୍ତା

🦋ନିଜର କଳ୍ପନା ଶକ୍ତିକୁ ବ୍ୟବହାର କରି ଜୀବନକୁ ପରିବର୍ତନ କରିବାର କ୍ଷମତା ଆମର ଅଛି । କଳ୍ପନା ଏକ ମାଂସପେଶୀ ଭଳି ଅଟେ । ଆମେ ଯେତେ ଏହାକୁ ଅଧିକ ବ୍ୟବହାର କରିବା, ସେ ସେତେ ଅଧିକ ଶକ୍ତିଶାଳୀ ହେବ । 🦋ଯାହା ପାଖରେ ସମ୍ପର୍କର ଗୁରୁତ୍ୱ ବେଶି, ସେ କେବେବି ରାଗ କରି ବେସି ସମୟ ରହି ପାରେ ନାହିଁ । 🦋ବିବାହ ରିଙ୍ଗ ଆମ ବିପରୀତ ହାତର ତୃତୀୟ ଆଙ୍ଗୁଠିରେ ପିନ୍ଧାଯାଏ କାରଣ ଏହା […]

ଆଜିର ଅନୁଚିନ୍ତା

ଆଜିର ସୁ-ବିଚାର 🦋 ସଫଳତା…..!!! ଗୋଟିଏ ଦିନରେ ମିଳିବନି.. ଗୋଟିଏ ଦିନ ନିଶ୍ଚୟ ମିଳିବ।🦋ଜୀବନରେ କେବେ କାହା ପଛରେ ଦୌଡନାହିଁ। ତା ମନରେ ତୁମ ପ୍ରତି ଭଲ ପାଇବା ତ ବଢ଼ିବନି କିନ୍ତୁ ତୁମେ ତୁମ ନିଜର ଆତ୍ମସମ୍ମାନ ନିଶ୍ଚୟ ହରାଇ ବସିବ। 🦋ପକୃତ ସଚ୍ଚୋଟ ଲୋକ କଥା ରେ ନୁହେଁ, କାମରେ କରି ଦେଖେଇଥାନ୍ତି..। 🦋କୂଅରୁ ପାଣି ବାହାର କରୁଥିବା ଲୋକର ଧ୍ୟାନ ଈଶ୍ୱର ସ୍ମରଣ ପ୍ରତି ରହିବା ଉଚିତ୍ 🦋ସଂସାରରେ ମନୁଷ୍ୟ ହିଁ ଏକମାତ୍ର […]

ଭୁବନେଶ୍ବର ଅବସ୍ଥା ବେହାଲ

୧. ଜାତୀୟ ସିନିୟର ମହିଳା ହକି ଶିବିର : ଓଡ଼ିଶାରୁ ୫ ଜଣ । ୨. ପ୍ରବଳ ରୁ ପ୍ରବଳ ବର୍ଷା ହେବ,ସାତ ଜିଲ୍ଲାକୁ ରେଡ୍ ୱାର୍ଣ୍ଣି । ଅନ୍ୟପକ୍ଷରେ ପାଣିପାଗ ବିଭାଗ ପୁରୀ , ଖୋର୍ଦ୍ଧା , କଟକ , ଜଗତସିଂହପୁର , କେନ୍ଦ୍ରାପଡ଼ା , ଢେଙ୍କାନାଳ ଓ ନୟାଗଡ଼ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ବେଇ ରେଡ୍ ୱାର୍ଣ୍ନି ଜାରି କରିଛି । ୩. ଲଘୁଚାପ ବର୍ଷାରେ ଭୁବନେଶ୍ବର ଅବସ୍ଥା ବେହାଲ, […]