Browsing category

ମନୋରଞ୍ଜନ

ଆଜିର ଅନୁଚିନ୍ତା

ଭଗବାନଙ୍କର ନାମ ଶ୍ରବଣ ଓ କୀର୍ତ୍ତନ, ତାଙ୍କର ସ୍ମରଣ,ପୂଜା, ଦର୍ଶନ ଏବଂ ତାଙ୍କ ପାଦପଦ୍ମରେ ଆତ୍ମ ସମର୍ପଣ ସବୁକିଛି ମଙ୍ଗଳକାରକ ଅଟେ। ଏସବୁ ଭକ୍ତିମାର୍ଗ ମଧ୍ୟରୁ ତାଙ୍କୁ ଯେ କୌଣସି ମାଧ୍ୟମରେ ଭକ୍ତି କଲେ ପ୍ରାଣୀର ସମସ୍ତ ପ୍ରକାର କଳ୍ମଷ ନଷ୍ଟ ହୋଇ ଯାଇଥାଏ ଏବଂ ତା’ର ମନ ପବିତ୍ର ଓ ନିର୍ମଳ ‌ହୋଇଥାଏ। ପବିତ୍ର ଓ ନିର୍ମଳ ହୃଦୟ ନେଇ ପ୍ରଭୁଙ୍କ ଚରଣ କମଳରେ ମନୋନିବେଶ କଲେ ସେହି ପତିତପାବନ ଶରଣ ରକ୍ଷଣକାରୀ ଭଗବାନ ପ୍ରାଣୀର […]

ଆଜିର ଅନୁଚିନ୍ତା

🌺ମନୁଷ୍ୟ ମନରେ ସାଧାରଣତଃ ଦୁଇଟି ପରାକ୍ରମଶାଳୀ ଶତୃ ଅଛନ୍ତି,ମାନସିକ ଅନିଶ୍ଚିତତା ଓ କ୍ଷୁଦ୍ରାତ୍ମବୋଧ । 🌺ପିଠି ସବୁବେଳେ ମଜବୁତ୍ ରଖିବାକୁ ଚେଷ୍ଟା କରନ୍ତୁ, କାହିଁକି ନା ସାବାସ୍ ଆଉ ଧୋକା ଦୁଇଟା ଯାକ ପଛ ପଟରୁ ହିଁ ମିଳିଥାଏ । 🌺ଭବିଷ୍ୟତ କେବଳ ସେହିମାନଙ୍କର, ଯେଉଁମାନେ ସୁନ୍ଦର ସ୍ୱପ୍ନ ଦେଖିବାରେ ବିଶ୍ୱାସ କରନ୍ତି । 🌺ଦୁନିଆରେ ସବୁଠାରୁ ଭୟଙ୍କର ଦୃଶ୍ୟ ହେଉଛି, ଚିହ୍ନା ମଣିଷର ଅଚିହ୍ନା ରୂପ । 🌺Cigarette, ଗୁଟଖା, Alcohol ଆଦି ନିଶା ଜାତୀୟ […]

ଜନ୍ତରମନ୍ତରରୁ ଶୁଭିବ କୃଷକଙ୍କ ସ୍ଵର

୧. ରଥ ଉପରେ ସୀମିତ ସେବାୟତ ରହିବାକୁ ନିର୍ଦ୍ଦେଶ ଥିଲେ ମଧ୍ୟ ସୁନାବେଶ ବେଳେ ରଥ ଉପରେ ରହିଛନ୍ତି ଅଧିକ ସେବାୟତ, ଦୂରଦର୍ଶନ ସିଧା ପ୍ରସାରଣରେ ସ୍ପଷ୍ଟ ଦୃଶ୍ୟମାନ ହେଉନି ସୁନାବେଶ । ୨. ଜୁଲାଇ ୨୬ରୁ ସ୍କୁଲ ସହ ଖୋଲିବ ହଷ୍ଟେଲ, ଘୋଷଣା କଲେ ରାଜ୍ୟ ସରକାର । ହଷ୍ଟେଲ ଖୋଲିବା ନେଇ ଗଣଶିକ୍ଷା ବିଭାଗ ଜାରି କଲା ନିର୍ଦ୍ଦେଶାବଳୀ । ୩. ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ର ହତ୍ୟା ମାମଲାରେ ଗୁରାଣ୍ଡି ଥାନା ଅଧିକାରୀ […]

ଆଜିର ଖବର

୧. ସୁରୁଖୁରୁରେ ଶେଷ ହେଲା ମହାପ୍ରଭୁଙ୍କ ୯ଦିନ ବ୍ୟାପି ଯାତ୍ରା, ସିଂହଦ୍ୱାର ସମ୍ମୁଖରେ ପହଁଚିଲା ୩ ରଥ । ୨. ମହାପ୍ରଭୁଙ୍କ ନବଦିନ ଯାତ୍ରା ସୁରୁଖୁରୁରେ ଶେଷ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଚ୍ଚ ପ୍ରଶଂସା । ୩. ମନ୍ଦିର, ପୁଲିସ, ଜିଲ୍ଲା ପ୍ରଶାସନ, ଅଗ୍ନିଶମ ସେବା ଓ ପୁରୀ ମ୍ୟୁନିସିପାଲଟିକୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ । ୪. ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତା ୨୩ ତାରିଖ ବେଳକୁ ଏକ ଲଘୁଚାପ ସୃଷ୍ଟି ହେବ ବୋଲି ଭାରତୀୟ […]

ଆଜିର ଅନୁଚିନ୍ତା

ଆଜିର ନୀତିବାଣୀ ➡️”ହୀରା ମୋତି ମାଣିକର ବାଦଶାହ ଚିନ୍ତାମଣି ଏକ ପଥର ମାତ୍ର ! ➡️“ଦାନ ଏବଂ ଜ୍ଞାନ” ଏ ଦୁଇଟି ପୁରୁଷ ପାଇଁ ଏକାନ୍ତ ଆବଶ୍ୟକ । ଦାନ କଲେ ଏବଂ ଜ୍ଞାନ ଅର୍ଜ୍ଜନରେ ମନ ଲଗାଇଲେ ସମୟ ଅଯଥା ଅପବ୍ୟୟ ହୁଏ ନାହିଁ ! ➡️”ଅଧିକାଂଶ ପାରିବାରିକ କଳି ଝଗଡାରେ କେହିନା କେହି ନାରୀର ହାତ ରହିଥାଏ । ପୁରୁଷ ଚିନ୍ତା କରିବା ଆବଶ୍ୟକ ଯେ ନାରୀକୁ ନେଇ ଝଗଡା ଲାଗିବାରୁ କୌଣସି ଫାଇଦା […]

ଖୋଲୁଛି ମୃତ୍ୟୁ ରହସ୍ୟ

୧-ପେଗାସସ୍ ଗୁଇନ୍ଦାଗିରି ପ୍ରସଙ୍ଗରେ ସଂସଦ ଗୃହ ଗରମ । କେନ୍ଦ୍ରକୁ ଘେରିଲେ ବିରୋଧୀ, ଜବାବ୍ ଦେଲେ ସରକାର । ୨-ସଂସଦରେ ମୋଦୀଙ୍କୁ କହିବାକୁ ଦେଲେନାହିଁ ବିରୋଧୀ । ଫୋନ ହ୍ୟାକିଂ, ତେଲ ଦର ବୃଦ୍ଧି ଓ କୋଭିଡ ବିଫଳତାକୁ ନେଇ ଲଗାଇଲେ ନାରା, ରାଗିଗଲେ ପ୍ରଧାନମନ୍ତ୍ରୀ । ୩-ଅନଲାଇନ ଶିକ୍ଷାକୁ ପ୍ରୋତ୍ସାହନ ନିମନ୍ତେ ୫ ବର୍ଷ ପାଇଁ ୬,୧୪୩ କୋଟି ବ୍ୟୟ ବରାଦ : ଧର୍ମେନ୍ଦ୍ର ପ୍ରଧାନ । ୪-ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ଅତିରିକ୍ତ ଜଳସେଚନ ବ୍ୟବସ୍ଥା […]

ଆଜିର ଅନୁଚିନ୍ତା

💔”ଗୋଟିଏ କ୍ୟାଲେଣ୍ଡର ବଦଳିବା ପାଇଁ ୩୬୫ଦିନ ସମୟ ଲାଗିଥାଏ , କିନ୍ତୁ ଗୋଟିଏ ମଣିଷ ବଦଳିବା ପାଇଁ ; ଛାଡ଼ ସେ କଥା ନ କହିବା ଭଲ , ସେଭଳି ଲୋକଙ୍କ କଥାକୁ ଧ୍ୟାନ ନଦେଇ ଖାଲି ନିଜର କର୍ତ୍ତବ୍ୟ କରିଚାଲନ୍ତୁ ସମୟ ଅନୁସାରେ ସବୁକିଛି ଠିକ ହୋଇଯିବ 💔”ବନ୍ଧୁ ଜୀବନଟା ବହୁତ୍ ଛୋଟ , ବାହାରିଥିବା ପ୍ରାଣ ବାୟୁ ଫେରିବ ବୋଲି ତାହାର କୌଣସି ଗ୍ୟାରେଣ୍ଟି ନାହିଁ , ତେଣୁ ମନରେ କୌଣସି ରାଗ କିମ୍ବା […]

ଆଜିର ଅନୁଚିନ୍ତା

💔ଭାଗ୍ୟ କେବଳ ପରିଶ୍ରମ ଦ୍ଵାରା ବଦଳିଥାଏ ବସିକି ଚିନ୍ତା କରିଲେ ନୁହେଁ । 💔ଦିନ ସାରା କାମ କରି ମଣିଷ ଯେତିକି ଥକି ନ ଥାଏ, କିଛି ସମୟର ଚିନ୍ତା, ନିରାଶା, ଭୟ ଆଉ ଅସନ୍ତୋଷ ଯୋଗୁଁ ତା’ଠାରୁ ଅଧିକ ଥକି ଯାଇଥାଏ । 💔ଟଙ୍କା ଲୁଣ ପରି ହୋଇଥାଏ -ଯାହାର ଆବଶ୍ୟକତା ରହିଛି କିନ୍ତୁ ଆବଶ୍ୟକତା ଠାରୁ ଅଧିକ ହୋଇଗଲେ ଜୀବନର ସ୍ବାଦ ମଧ୍ୟ ଖରାପ ହୋଇ ଯାଇଥାଏ । 💔”ଜୀବନ ମଧ୍ୟ ଏକ ଚିତ୍ର […]

ବିଦ୍ରୋହୀ ବିଧାୟକ

୧–ଦଶମ ଓ ଦ୍ବାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଜୁଲାଇ ୨୬ ସୋମବାରଠାରୁ ଦଶମ ଓ ଦ୍ବାଦଶ ଶ୍ରେଣୀ ଖୋଲିବ। ୨–ସକାଳ ୧୦ଟାରୁ ଦିନ ୧..୩୦ ପର୍ଯ୍ୟନ୍ତ କାର୍ଯ୍ୟନିର୍ଘଣ୍ଟ ସ୍ଥିର କରାଯାଇଛି। ସ୍କୁଲରେ ଖେଳଛୁଟି ହେବନି। ପିଲା ଘରେ ଯାଇ ଖାଇ ପାରିବେ। ରବିବାର ଓ ସମସ୍ତ ସରକାରୀ ଛୁଟି ଦିନରେ ସ୍କୁଲ ବନ୍ଦ ରହିବ। ୩–ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ପାଇଁ ସ୍କୁଲ ଖୋଲିବ। ଏକାଦଶ ଶ୍ରେଣୀ ପାଇଁ ସେପ୍ଟେମ୍ବର […]

ଆଜିର ଅନୁଚିନ୍ତା

ଗୀତା ଉପଦେଶ 🔥”ଯେ ନିଜ ଉପରେ ବିଜୟ ପ୍ରାପ୍ତ କରିଛି , ଶୀତ ଉଷ୍ଣ ସୁଖ ଦୁଃଖ ତଥା ମାନ ଅପମାନରେ ପ୍ରଶାନ୍ତ ଚିତ୍ତ ରହିପାରୁଥିବା ବ୍ୟକ୍ତିଙ୍କୁ ପରମାତ୍ମା ନିତ୍ୟ ପ୍ରାପ୍ତ ଅଟନ୍ତି – ଭଗବାନ ଶ୍ରୀକୃଷ୍ଣ !!” 🔥”ଯେ ନିଜେ ନିଜକୁ ଜୟ କରିଛି ସେ ହିଁ ନିଜର ବନ୍ଧୁ ଏବଂ ଯେ ନିଜେ ନିଜକୁ ଜୟ କରିନାହିଁ ସେହି ଅନାତ୍ମାର ଆତ୍ମା ଶତ୍ରୁପରି ବ୍ୟବହାର କରେ – ଭଗବାନ ଶ୍ରୀକୃଷ୍ଣ !!” 🔥”ନିଜେ ନିଜ […]