Browsing category

ମନୋରଞ୍ଜନ

ଆଜିର ଅନୁଚିନ୍ତା

🦋ବୟସ ବଢିଲେ – କର୍ତ୍ତବ୍ଯ ବଢେ, କର୍ତ୍ତବ୍ୟ ବଢିଲେ – ଦାୟିତ୍ବ ବଢେ,ଦାୟିତ୍ବ ବଢିଲେ – ଜଞ୍ଜାଳ ବଢେ,ଜଞ୍ଜାଳ ବଢିଲେ – ଚିନ୍ତା ବଢେ,ବୟସ ବଢିବା ସହିତ ସବୁ ବଢିଯାଏ,କିନ୍ତୁ ଆୟୁଷ କମିଯାଏ । 🦋ଇର୍ଷା ପରାୟଣ ଲୋକ ଜୀବନରେ କେବେହେଲେ ସୁଖୀ ହୋଇପାରନ୍ତି ନାହିଁ । 🦋ବିଶ୍ବାସ ଏବଂ ପ୍ରାର୍ଥନା କେବେହେଲେ ଦୃଶ୍ୟ ହୁଏନାହିଁ, କିନ୍ତୁ ସର୍ବଦା ଅସମ୍ଭବ କୁ ସମ୍ଭବ କରି ଦିଏ । 🦋ଏ ସଂସରରେ ମିତ୍ରତା ଏବଂ ସମ୍ପର୍କ “ସମ୍ମାନ” ର […]

ବଢ଼ିଲା ଅଡ଼ୁଆ

୧.ଓଡ଼ିଶାରେ ବାଉଁଶ ହସ୍ତଶିଳ୍ପର ବିକାଶ ନିମନ୍ତେ ବୁଝାମଣା ପତ୍ର, ଖର୍ଚ୍ଚ ହେବ ୭ କୋଟି ୨୧ ଲକ୍ଷ ଟଙ୍କା । ୨. ସାରା ଦେଶରୁ ୨୦୨୫ ମସିହା ସୁଦ୍ଧା ଯକ୍ଷ୍ମାମୁକ୍ତ କରିବା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ପଦକ୍ଷେପ । ୩. କୋଲ ଇଣ୍ଡିଆ ଲିମିଟେଡର ଇନୋଭେଟିଭ ରିମୋଟ୍‌ଲି ପାଇଲଟେଡ ଏୟାରକ୍ରାଫ୍ଟ ସିଷ୍ଟମ ବ୍ୟବସ୍ଥା ଉଦଘାଟିତ । ୪. ସାମ୍ବାଦିକ କଲ୍ୟାଣ ଯୋଜନା ମାର୍ଗଦର୍ଶିକା ସମୀକ୍ଷା ନିମନ୍ତେ ମନ୍ତ୍ରଣାଳୟ ପକ୍ଷରୁ କମିଟି ଗଠିତ । ୫. ଅନୀଲ […]

ଆଜିର ଅନୁଚିନ୍ତା

ଆଜିର ନୀତିବାଣୀ ➡️”ଏହି ଦୁନିଆର ନିୟମ::-ଯାହାକୁ ସବୁଠାରୁ ବେଶୀ ପ୍ରେମ କରିଥାଅ, ସେହି ତୁମଠାରୁ ଦୁରେଇ ଯାଇଥାଏ ! ➡️”ନିଜ ଅସୁବିଧାକୁ ହେୟ ଜ୍ଞାନ କିମ୍ବା ଅଯଥା ମନେ ନ କରି ବରଂ ସେହି ପରିସ୍ଥିତିକୁ ଲଢ଼ି ଆଗକୁ ବଢିବା ଉଚିତ।ଭବିଷ୍ୟତ ସୁନ୍ଦର ହେବା ନିଜ ଉପରେ ମଧ୍ୟ ନିର୍ଭର କରିଥାଏ !! ➡️”ଇଜ୍ଜତ ମନୁଷ୍ୟର ନୁହେଁ ପଇଷାର ହୋଇଥାଏ ! ➡️”କାହାକୁ ଜବରଦସ୍ତି କରନାହିଁ ତୁମ ସହିତ କଥା ହେବାପାଇଁ।ଯଦି ତାଙ୍କ ହୃଦୟରେ ତୁମ ପାଇଁ […]

ପୁଣି ଫେରିବ ଲକ୍‌ଡାଉନ୍, ମିଳିଲା ଇଶାରା

୧. ଉତ୍କଳ ବିଶ୍ୱ ବିଦ୍ୟାଳୟରେ ଆଇନ୍‌ ଛାତ୍ରଙ୍କୁ ଅତର୍କିତ ଆକ୍ରମଣ । ୨. ୫୦% ରହିବ ପଞ୍ଚାୟତ ଓ ପୌର ନିର୍ବାଚନରେ ସଂରକ୍ଷଣ ସୀମା । ୩. ଆତଙ୍କୀ ସଂଗଠନର ଟପ୍‌ ଲିଡର୍‌ ଶେରୁ ଭାରତରେ ନେଇଥିଲେ ସେନା ପ୍ରଶିକ୍ଷଣ । ୪. ବର୍ଷୀୟାନ ଅଭିନେତ୍ରୀ ସାଇରା ବାନୁଙ୍କୁ ବୁଧବାର ମୁମ୍ବାଇସ୍ଥିତ ହିନ୍ଦୁଜା ହସ୍ପିଟାଲର ଆଇସିୟୁ ଓ୍ବାର୍ଡକୁ ସ୍ଥାନାନ୍ତର କରାଯାଇଛି। ୫. ଓଭାଲରେ ଚତୁର୍ଥ ଟେଷ୍ଟ; ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟରେ ଭାରତ । ୬. କେରଳ:ପୁଣି ଫେରିବ ଲକ୍‌ଡାଉନ୍, […]

ଆଜିର ଅନୁଚିନ୍ତା

⚜️ପ୍ରଥମେ ନିଷ୍ପତ୍ତି ନିଅ, ତାପରେ କାମ ଆରମ୍ଭ କରିବ। ⚜️ଅର୍ଥ ଏବଂ ଧର୍ମ ହେଉଛି କର୍ମର ଆଧାର। ⚜️ଶତ୍ରୁ କେବଳ ଦଣ୍ଡର ଯୋଗ୍ୟ ହୋଇଥାଏ। ⚜️କଠୋର ସ୍ୱର ଅଗ୍ନି ଅପେକ୍ଷା ଅଧିକ ତୀବ୍ର ଆଘାତ ଦେଇଥାଏ। ⚜️ଶକ୍ତିଶାଳୀ ଶତ୍ରୁକୁ ଦୁର୍ବଳ ବୋଲି ଭାବି ତାଙ୍କୁ ଆକ୍ରମଣ କରାଯିବା ଉଚିତ। ⚜️ତୁମ ଅପେକ୍ଷା ଅଧିକ ଶକ୍ତିଶାଳୀ ଏବଂ ସମାନ ବଳ ସହିତ ଶତ୍ରୁତା କର ନାହିଁ। ⚜️ମନ୍ତ୍ରଣାକୁ ଗୁପ୍ତ ରଖି କାର୍ଯ୍ୟ ସମ୍ପାଦନ କଲେ ସିଦ୍ଧ ହୋଇଥାଏ। ⚜️ଯୋଗ୍ୟ […]

ତାଗିଦ୍‌-ଆକ୍ରମଣ କରିବାକୁ ଚିନ୍ତା କଲେ ସ୍ଥିତି ଭୟଙ୍କର…

୧. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟରେ ସମ୍ଭାବ୍ୟ ମରୁଡି ପରିସ୍ଥିତି ସଂପର୍କରେ ସମୀକ୍ଷା କରି ଏହାର ମୁକାବିଲା କରିବାକୁ ନିର୍ଦ୍ଦେଶ ଦେବା ସହିତ ଚାଷୀ ମାନଙ୍କ ପାଇଁ ଜରୁରୀକାଳୀନ ଫସଲ ଯୋଜନା (Contingency Crop Plan) କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୨. ପୁରୀ ବିଏନଆର ହୋଟେଲରେ ଥିବା ଶତାବ୍ଦୀ ପୁରୁଣା ହେରିଟେଜ ଷ୍ଟିମ ଲୋକୋମୋଟିଭର ସୌନ୍ଦର୍ଯ୍ୟକରଣ । ୩. ଭୁବନେଶ୍ୱରରେ ଭାରତୀୟ ରେଳବାଇ ମହିଳା କବାଡି ଟିମ୍ ପାଇଁ […]

ଆଜିର ଅନୁଚିନ୍ତା

⚜ ବେଶି ଧନ ହେଲେ ଧନୀ ସିନା ହେବ ଚୋରକୁ ସର୍ବଦା ଭୟ, ଯାଇ ପାରିବୁନି ଘରକୁ ଛାଡ଼ି ତୁ ଡାକିଲେ ବି ସମ୍ପର୍କୀୟ। ⚜ଖୁସି ଅଳ୍ପ ସମୟ ପାଇଁ ଧୈର୍ଯ୍ୟ ଦେଇ ଥାଏ କିନ୍ତୁ ଧୈର୍ଯ୍ୟ ସବୁଦିନ ପାଇଁ ଖୁସି ଦେଇ ଥାଏ ଏଥିପାଇଁ ଯେତେବେଳେ ବି ଆପଣଙ୍କର ସମୟ ଖରାପ ହେବ ସେତେବେଳେ ଟିକେ ହସନ୍ତୁ ଏବଂ ଧୈର୍ଯ୍ୟ ଧରନ୍ତୁ ଆଉ ସମୟକୁ ତାର କାମ କରିବା ପାଇଁ ଦିଅନ୍ତୁ। ⚜ସମସ୍ତେ କହନ୍ତି-ମୁଁ ସୁନ୍ଦର […]

ସମୁଦ୍ରରେ ଲୀନ ହେବ ଶେଷ ସନ୍ତକ

୧. ସେପ୍ଟେମ୍ବର ୧ରୁ ଖୋଲିବ ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି ଉଦ୍ୟାନ । ୨. ସମୁଦ୍ରରେ ଲୀନ ହେବାକୁ ବସିଲାଣି ସାତଭାୟାର ଶେଷ ସନ୍ତକ, ଗଭୀର ସମୁଦ୍ର ଆଁରେ ଐତିହ୍ୟ । ୩. କାବୁଲ ବିମାନବନ୍ଦରରେ ଆଇଏସ୍‌-ଖୋରାସାନ୍‌ର ବିସ୍ଫୋରଣ ଉଦ୍ୟମ ପଣ୍ଡ କରିବାକୁ ଯାଇ ରବିବାର ଆମେରିକା କରିଥିବା ଡ୍ରୋନ୍‌ ଷ୍ଟ୍ରାଇକ୍‌ରେ ୧୦ ଆଫ୍‌ଗାନ୍‌ଙ୍କ ମୃତ୍ୟୁ ଘଟିଛି । ୪. ଅମିତାଭ ବଚ୍ଚନଙ୍କ ସହ ‘କୌନ ବନେଗା କରୋଡପତି’ ଖେଳିବା ଦେଶବନ୍ଧୁଙ୍କୁ ପଡିଲା ମହଙ୍ଗା, ଅଟକିଲା ୩ […]

ଆଜିର ଅନୁଚିନ୍ତା

ଆଜିର ନୀତିବାଣୀ ➡️”କାହାକୁ ଛୁରୀ – କଣ୍ଟା – କଇଁଚି ଉପହାର ଦେବେ ନାହିଁ।ଏଗୁଡ଼ିକ ସବୁ ବିଷ ସଦୃଶ୍ୟ ଅଟେ !! ➡️”ଗୋଟିଏ ଘରେ ଯେତେ ବି ଲୋକ ରୁହନ୍ତୁ ନା କାହିଁକି, ଯଦି ‘ମା’ ନଥାଏ ତେବେ ସେ ଘର ବହୁତ ଖାଲି ଖାଲି ଲାଗିଥାଏ !! ➡️”ଯଦି ମାନସିକ ଅଶାନ୍ତି ଭୋଗ କରୁଛନ୍ତି ତେବେ ଦୁଇଟି ବାଉଁଶ ତିଆରି ବଂଶୀକୁ ଡ୍ରଇଂ ରୁମରେ ସଜାଇ ରଖନ୍ତୁ !! ➡️”ଖରାପ ସମୟ ଯାହା ମନୁଷ୍ୟକୁ ଶିକ୍ଷା […]

କେରଳରେ ପୁଣି ବଢିଲା ଲକଡାଉନ

୧-ନବୋଦୟ ବିଦ୍ୟାଳୟ ସମିତିର ବଡ ନିଷ୍ପତ୍ତି, ୯ମରୁ ୧୨ଶ ଶ୍ରେଣୀ ପର୍ଯ୍ୟନ୍ତ ଖୋଲିବା ନେଇ ଘୋଷଣା । ୨-ପୁଣି ଥରିଲା କାବୁଲ । ସତ ହେଲା ଆମେରିକାର ଆକଳନ, କାବୁଲ ବିମାନ ବନ୍ଦର ନିକଟରେ ବିସ୍ଫୋରଣ । ୩-କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ଗୋଟିଏ ଗୋଡରେ ସ୍କିପିଂ କରି ଦେଖାଇଲେ ନିଜ ଫିଟନେସ୍, ଭାଇରାଲ ହେଉଛି ଭିଡିଓ ୪-ସେପ୍ଟେମ୍ବର ୨୫ରେ ଭାରତ ବନ୍ଦ: ଆନ୍ଦୋଳନକୁ ୧୦ମାସ ପୂର୍ତ୍ତି ଅବସରରେ ଡାକରା ଦେଲା ସଂଯୁକ୍ତ କିଷାନ ମୋର୍ଚ୍ଚା । […]