ଆଜିର ଅନୁଚିନ୍ତା

 ତାରିଖ - ୩୧:୦୮:୨୦୨୧ (ମଙ୍ଗଳବାର )

⚜ ବେଶି ଧନ ହେଲେ ଧନୀ ସିନା ହେବ ଚୋରକୁ ସର୍ବଦା ଭୟ, ଯାଇ ପାରିବୁନି ଘରକୁ ଛାଡ଼ି ତୁ ଡାକିଲେ ବି ସମ୍ପର୍କୀୟ।
⚜ଖୁସି ଅଳ୍ପ ସମୟ ପାଇଁ ଧୈର୍ଯ୍ୟ ଦେଇ ଥାଏ କିନ୍ତୁ ଧୈର୍ଯ୍ୟ ସବୁଦିନ ପାଇଁ ଖୁସି ଦେଇ ଥାଏ ଏଥିପାଇଁ ଯେତେବେଳେ ବି ଆପଣଙ୍କର ସମୟ ଖରାପ ହେବ ସେତେବେଳେ ଟିକେ ହସନ୍ତୁ ଏବଂ ଧୈର୍ଯ୍ୟ ଧରନ୍ତୁ ଆଉ ସମୟକୁ ତାର କାମ କରିବା ପାଇଁ ଦିଅନ୍ତୁ।
⚜ସମସ୍ତେ କହନ୍ତି-ମୁଁ ସୁନ୍ଦର ଚେହେରା ଖୋଜେ ନାହିଁ ସୁନ୍ଦର ମନ ଖୋଜେ ଅସଲ କଥାଟି ହେଲା,ସମସ୍ତେ ପ୍ରଥମେ ସୁନ୍ଦର ଚେହେରା ହିଁ ଖୋଜନ୍ତି ।
⚜କେହି ରହି ନାହିଁ ରହିବେ ନାହିଁ ଟି ଭବରଙ୍ଗ ଭୂମି ତଳେ, ସର୍ବେ ନିଜ ନିଜ ଅଭିନୟ ସାରି ବାହୁଡିବେ କାଳବଳେ ।ସକଳ ତୀର୍ଥ ତୋ ଚରଣେ ବଦ୍ରିକା ଯିବି କି କାରଣେ ।
⚜️ଯାହାର ଆତ୍ମା ​​ସଂଯମ, ସେ ଆତ୍ମନିର୍ଭରଶୀଳ ହୋଇଥାଏ।
⚜️ଚତୁର ବ୍ୟକ୍ତିମାନେ ସେମାନଙ୍କର ସ୍ୱାର୍ଥ ପାଇଁ ଅନ୍ୟମାନଙ୍କୁ ସେବା କରିଥାନ୍ତି।
⚜️ମନ୍ଦ ସ୍ତ୍ରୀ ଜଣେ ବୁଦ୍ଧିମାନ ଲୋକର ଶରୀରକୁ ମଧ୍ୟ ଦୁର୍ବଳ କରିଦିଏ।
⚜️ନିଆଁରେ ନିଆଁ ଲଗାଇବା ଉଚିତ୍ ନୁହେଁ। ଅର୍ଥାତ୍ କ୍ରୋଧିତ ବ୍ୟକ୍ତିଙ୍କୁ ଅଧିକ କ୍ରୋଧ ଦିଆଯିବା ଉଚିତ୍ ନୁହେଁ।
⚜️ମଣିଷର ମୁଖ ନିଃସୃତ ବାଣୀ ହେଉଛି ବିଷ ଏବଂ ଅମୃତ।
⚜️ଦୁଷ୍ଟମାନଙ୍କ ବନ୍ଧୁତା ଅପେକ୍ଷା ଶତ୍ରୁର ବନ୍ଧୁତା ଭଲ।
⚜️କଠିନ ସମୟ ପାଇଁ ଟଙ୍କା ସୁରକ୍ଷିତ ରହିବା ଜରୁରୀ ହୋଇଥାଏ।

➡️ଯେଉଁ ମଣିଷ ଅନ୍ୟ ପାଇଁ ଚିନ୍ତା କରିଥାଏ , ତା ଠାରେ ପରମାତ୍ମା ବାସ କରିଥାନ୍ତି , ଆଉ ଯେଉଁ ମଣିଷ ନିଜ ସ୍ବାର୍ଥ ପାଇଁ ଚିନ୍ତା କରିଥାଏ ସେ କେବଳ ମାୟାର ଦାସ ହୋଇଥାନ୍ତି !!
➡️ଥରେ ଭାବି ଦେଖନ୍ତୁ ଆପଣମାନେ ନିଜ ଚେହେରାକୁ ନେଇ ଆଜି ଯେଉଁ ଗର୍ବ କରୁଛନ୍ତି , ମରିବାର ୫ ଦିନ ପରେ ଆପଣଙ୍କ ସେଇ ଶରୀରକୁ ପଶୁ ପକ୍ଷୀ ମଧ୍ୟ ଛୁଇଁବାକୁ ଘୃଣା କରିବେ ତେଣୁ ମଣିଷ ସହିତ ମଣିଷ ଭଳି ବ୍ୟବହାର କରନ୍ତୁ କାହା ମନରେ ଅଯଥାରେ କଷ୍ଟ ଦିଅନ୍ତୁ ନାହିଁ କାହିଁକି ନା ତୁମ ପରି ବି ତାହାର ଗୋଟିଏ ହୃଦୟ ଅଛି !!
➡️”ପ୍ରେମ ଠାରୁ ତ୍ୟାଗ ବଡ …… !!ସୌନ୍ଦର୍ଯ୍ୟ ଠାରୁ ଚରିତ୍ର ହିଁ ବଡ … !!ମାନବିକତା ହିଁ ସମ୍ପତ୍ତି ଠାରୁ ବଡ .. !!ଅହଂକାରୀ ଠାରୁ ଏକ ଗରୀବ ବଡ଼ .. !!୧୦୦ ସାର୍ଥପର ବନ୍ଧୁ ଠାରୁ ଗୋଟିଏ ସ୍ନେହୀ ବନ୍ଧୁ ବଡ …. !!ଯେଉଁ ବ୍ୟକ୍ତି ତୁମକୁ ପ୍ରକୃତରେ ଭଲପାଇବ , ସେ ତୁମ ସହ ପ୍ରତ୍ୟେକ ଦିନ ଲଢ଼ିବ କିନ୍ତୁ ଯଦି ସେ ତୁମ ଆଖିରେ ଲୁହ ଦେଖେ ତେବେ ସେ ପୁରା ଦୁନିଆ ସହ ଲଢ଼ିବ !!
➡️”ଯିଏ ଦୁଃଖରେ ଅଛି ସେ ଆଗକୁ ଖୁସିରେ ରହି ପାରିବ ହେଲେ ଯିଏ ଦୁଃଖ ଦେଇଛି ସେ କେବେବି ଖୁସିରେ ରହିପାରିବ ନାହିଁ !!
➡️”ସମୟ ମଣିଷକୁ ବହୁତ କଷ୍ଟ ଦିଏ ସେଥିପାଇଁ ତ ଘଣ୍ଟା ଭିତରେ ଫୁଲ ନୁହେଁ , କଣ୍ଟା ଥାଏ !!
ଆଜିର ନୀତିବାଣୀ
➡️”ଗୋଟିଏ ସିଧା ଲାଇନ୍ ରେ ଘରର ତିନୋଟି କବାଟ କରିବା ଅନୁଚିତ୍।ମାଛ ଜାର ବା ଆକ୍ୟୁରୀୟମ୍ ରେ ସୁନେଲି ମାଛ ରଖନ୍ତୁ ଏବଂ ଏହି ଜାର କୁ ରୋଷେଇ ଘର ବା ବେଡ଼ରୁମ ରେ ରଖନ୍ତୁ ନାହିଁ !!
➡️”ଯଦି ସେବକ ସୁଖ ଚାହେଁ- ଭିକାରୀ ମାନ ଚାହେଁ- ବ୍ୟସନୀ ଧନ ଚାହେଁ ବ୍ୟଭିଚାରୀ ମୁକ୍ତି ଚାହେଁ- ଲୋଭୀ ଯଶ ଚାହେଁ ତେବେ ଧରିନେବକୁ ହେବ ଯେଏ ସମସ୍ତେ ଆକାଶରୁ ଦୁଗ୍ଧ ଦୋହନ କରିବାକୁ ଚାହୁଁଛନ୍ତି !!
➡️”ସଫଳ ହେବାକୁ ଚାହୁଁଥିବା ବ୍ୟକ୍ତି ନିଜ କାମ କରିବାର ଶୈଳୀ ପରିବର୍ତ୍ତନ କରିବା ଉଚିତ, ଚିନ୍ତାଧାରା ନୁହେଁ !!
➡️”ପୂଜା କରିବା ବେଳେ ପୁରୁଷ ମାନେ ମା’ଦୁର୍ଗାଙ୍କ ଫଟୋ ବା ମୂର୍ତ୍ତୀ ରେ ସିନ୍ଦୁର ଲଗେଇବା ଉଚିତ୍ ନୁହେଁ- ନାରୀମାନେ ହନୁମାନଙ୍କ ଫଟୋ ବା ମୂର୍ତ୍ତୀ ରେ ସିନ୍ଦୁର ଲଗେଇବା ଉଚିତ୍ ନୁହେଁ !!
➡️”ଜୀବନରେ ସୁଖ ଦୁଃଖ ଚକ୍ର ଭଳି ଘୁରୁଥାଏ। କେତେବେଳେ ସୁଖର ପାଳି ପଡେ ତ ପୁଣି କେତେବେଳେ ଦୁଃଖର ପାଳି ପଡେ !!🙏ଜୟ ଶ୍ରୀ ରାମ 🙏ଶୁଭ ସକାଳ, ଆଜି ମଙ୍ଗଳବାର ନନ୍ଦୋତ୍ସବ ପ୍ରଭୁ ଶ୍ରୀକୃଷ୍ଣ ଓ ପ୍ରଭୁ ହନୁମାନ ଙ୍କ ନିକଟରେ ମୋର କୋଟି କୋଟି ପ୍ରଣାମ । ପ୍ରଭୁ ଶ୍ରୀକୃଷ୍ଣ ଓ ପ୍ରଭୁ ହନୁମାନ ଆପଣଙ୍କର ମନସ୍କାମନା ପୂର୍ଣ୍ଣ କରନ୍ତୁ ଆପଣଙ୍କ ପରିବାରକୁ ନିରୋଗ ରଖିବା ସହିତ ହସ ଖୁସିରେ ରଖନ୍ତୁ ମୋର ପ୍ରଭୁଙ୍କ ନିକଟରେ ଏତିକି ମିନତୀ।

 

Comments (0)
Add Comment