ଆଜିର ଅନୁଚିନ୍ତା
➡️ନଇଁବା ଅର୍ଥ ନୁହେଁ ଯେ ଆପଣ ନିଜର ସମ୍ମାନ ହରାଇଦେଲେ, କାହିଁକି କି ନା ପ୍ରତ୍ୟେକ ମୂଲ୍ୟବାନ ଜିନିଷକୁ ଉଠାଇବା ପାଇଁ ନଇଁ ବାକୁ ହିଁ ପଡିଥାଏ । ➡️ତ୍ୟାଗ ବିନା କିଛି ମଧ୍ୟ ପାଇବା ସମ୍ଭବ ନୁହେଁ କାରଣ ଗୋଟିଏ ନିଃଶ୍ବାସ ନେବା ପାଇଁ ମଧ୍ୟ ପ୍ରଥମ ନିଶ୍ବାସକୁ ଛାଡିବାକୁ ପଡିଥାଏ । ➡️”ଦୁଃଖ ସମୟରେ ସମସ୍ତେ ହାତ ଛାଡ଼ି ଦିଅନ୍ତି ଆଉ ଖୁସି ସମୟରେ ସମସ୍ତେ ହାତ ବଢ଼େଇବାକୁ ଚାଲି ଆସନ୍ତି ସେଥିପାଇଁ ତ […]