Browsing category

ମନୋରଞ୍ଜନ

ସିଲ କଲା ବିଏମସି

ଭୁବନେଶ୍ୱର, ୨୯/୪(ଏସଏସନିୟୁଜ) ଆଜି ବିଏମସି ପକ୍ଷରୁ ଭୁବନେଶ୍ୱର ସବ୍ କଲେକ୍ଟର କାର୍ଯ୍ୟାଳୟ, ଭୁବନେଶ୍ୱର ତହସିଲଦାରଙ୍କ କାର୍ଯ୍ୟାଳୟ, ଖଣ୍ଡଗିରି ସବ୍ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ , ଭୁବନେଶ୍ୱର ଜିଲ୍ଲା-ସବ୍ ରେଜିଷ୍ଟ୍ରାରଙ୍କ କାର୍ଯ୍ୟାଳୟ କୁ ସାତ ଦିନ ପାଇଁ ସିଲ୍ କରାଯାଇଛି ।ସେହିଭଳିଭାବେ ଖାରବେଳନଗର ଶ୍ରୀୟା ଛକରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆକୁ ୪ ଦିନ ପାଇଁ ସିଲ୍ କରିଛି । ଆଜିଠାରୁ ମେ’ ୨ ପର‌୍ୟ୍ୟନ୍ତ ୪ ଦିନ ପାଇଁ ବ୍ୟାଙ୍କକୁ ସିଲ୍ କରିଛି ବିଏମସି ।ଏହି ବ୍ୟାଙ୍କରେ […]

ଆଜିର ଅନୁଚିନ୍ତା

➡️ ଗୋଟିଏ ବାସ୍ତବ କଥା,,,ଟଙ୍କା ପାଖରେ ଥିଲେ ସମସ୍ତେ ତୁମକୁ ସମୟ ଦେବେ,, ଆଉ ଟଙ୍କା ପାଖରେ ନ ଥିଲେ ସମସ୍ତେ ତୁମକୁ ଅବହେଳା କରିବେ । ➡️ଆଜିର ଦୁନିଆରେ ମିଛ କହୁଥିବା ଲୋକକୁ ସମସ୍ତେ ପସନ୍ଦ କରନ୍ତି କିନ୍ତୁ ସତ କହୁଥିବା ଲୋକଠାରୁ ସମ୍ପର୍କ ଭାଙ୍ଗି ଦୂରେଇ ଯାଆନ୍ତି । ➡️ ଯିଏ ବେଶୀ କଥା କହି ବାହାଦୁରି ମାରେ ସେ କିଛି କରି ପାରେନା, କାରଣ ଖାଲି ଥିବା ମାଠିଆ ଅଧିକ ଆବାଜ କରିଥାଏ […]

ବିଜୟ ଯାତ୍ରାରେ ପ୍ରତିବନ୍ଧକ

୧-ସଂଘର୍ଷପୂର୍ଣ୍ଣ ମୁକାବିଲାରେ ୧ ରନରେ ହାରିଲା ଦିଲ୍ଲୀ କ୍ୟାପିଟାଲ୍ସ, ପଞ୍ଚମ ମ୍ୟାଚ୍ ଜିତି ଶୀର୍ଷରେ ଆରସିବି । ୨-ଅମ୍ଲଜାନ, ଟିକା ଓ ଔଷଧର ଅଭାବକୁ ନେଇ ସୁପ୍ରିମକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣୀ । କୋର୍ଟ କହିଲେ, ହାଇକୋର୍ଟରେ ଚାଲିଥିବା ଶୁଣାଣୀକୁ ରୋକିବାକୁ ଚାହୁଁନାହାନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ୩-ରାଜଧାନୀ ଦିଲ୍ଲୀର କରୋନା ସ୍ଥିତି ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଉଦବେଗ । କହିଲେ, ପରିସ୍ଥିତି ନିୟନ୍ତ୍ରଣ କରିବାରେ ଯଦି ବିଫଳ କେଜ୍ରିୱାଲ ସରକାର, କେନ୍ଦ୍ରକୁ ହସ୍ତାନ୍ତର କରିଦିଆଯିବ ୪–ଓଡିଶାରେ ବଢୁଛି […]

ଆଜିର ଅନୁଚିନ୍ତା

➡️ଇଏ ହେଉଛି ଗୋଟିଏ ସ୍ବାର୍ଥପର ଦୁନିଆ , ଏଠି ଲୋକ ହୃଦୟକୁ ନୁହେଁ ନିଜ ନିଜ ଆବଶ୍ୟକତାକୁ ଭଲ ପାଆନ୍ତି । ➡️ସଂସାରରେ ଯିଏ ସବୁଠାରୁ ମୁଢ ଏବଂ ଯିଏ ସବୁଠାରୁ ବୁଦ୍ଧିମାନ ଉଭୟେ ସୁଖ ଭୋଗ କରନ୍ତି, କିନ୍ତୁ ମଧ୍ୟମ ଶ୍ରେଣୀ ଲୋକ କଷ୍ଟ ପାନ୍ତି !! ➡️ସମ୍ପର୍କରେ ଅଭିମାନ କରନ୍ତୁ ଚଳିବ ,—– କିନ୍ତୁ ଅଭିନୟ ନୁହେଁ । ➡️ଧର୍ମ, ନିୟମ ଓ ସଂସ୍କାର ଏଇ ତିନୋଟି ଶବ୍ଦ ମଣିଷଟିକୁ ମଣିଷ ପରି ଗଢିତୋଳିଥାଏ […]

ହାସ୍ୟ ଅଭିନେତା ଜଗା ରାଉତଙ୍କ ଦେହାନ୍ତ

ଭୁବନେଶ୍ୱର ୨୭ ।୪ (ଏସଏସନିୟୁଜ)ଯାତ୍ରା ଜଗତ ରେ ହସି ହସି ବେଦମ କରାଉଥିବା ବ୍ୟକ୍ତି ସମସ୍ତ ଙ୍କ ପ୍ରିୟ ଜଗା ରାଉତ ରାଉତଙ୍କ ଦେହାନ୍ତ ହୋଇଯାଇଛି । ଯାତ୍ରା ଜଗତରେ ଜଣେ ହାସ୍ୟ କଳାକାର ଭାବେ ବେଶ୍ ଜଣାଶୁଣା ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା । ଦୀର୍ଘ ୧୫ ବର୍ଷ ଧରି କୋଣାର୍କ ଗଣନାଟ୍ୟରେ ସଫଳ ଅଭନୟ ପରେ ୫ବର୍ଷ ହେବ କଳିଙ୍ଗ ଗଣନାଟ୍ୟକୁ ଆସି ଅଭିନୟ କରିଥିଲେ।କୋଭିଡ ସଂକ୍ରାମଣ ବଢୁଥିବାବେଳେ […]

ଆଜିର ଅନୁଚିନ୍ତା

➡️”ଛୋଟ ହେଉ ବା ବଡ଼,ଭୁଲ ତ ଭୁଲ ହୋଇଥାଏ।ଏହାକୁ ଅଣଦେଖା ନକରି ନିଜ ଭୁଲ ସୁଧାରିବାକୁ ଚେଷ୍ମା କରିବା ଉଚିତ । କାହିଁକି ନାଁ ଛୋଟିଆ କଣାଟିଏ ଗୋଟିଏ ବଡ଼ ଡଙ୍ଗାକୁ ପାଣିରେ ବୁଡ଼େଇ ଦେବାର କ୍ଷମତା ରହିଥାଏ ! ➡️”ଏକ ମଜବୁତ ବନ୍ଧୁତା ପାଇଁ ପ୍ରତିଦିନ କଥାବାର୍ତ୍ତା କିମ୍ବା ଏକାଠି ରହିବାର ଆବଶ୍ୟକତା ନାହିଁ । ଯେପର୍ଯ୍ୟନ୍ତ ସମ୍ପର୍କ ହୃଦୟରେ ଜୀବନ୍ତ ରହିବ , ପ୍ରକୃତ ବନ୍ଧୁ କେବେ ବି ଅଲଗା ହେବେ ନାହିଁ ! […]

ବଦଳିଲା ଭାଗ୍ୟ

୧-କୌଣସି ସଦସ୍ୟଙ୍କ ଅଶ୍ଳୀଳ ପୋଷ୍ଟ ପାଇଁ ହ୍ଵାଟ୍ସଆପ୍ ଗ୍ରୁପର ଆଡମିନ୍ ଦାୟୀ ନୁହନ୍ତି ।-ବମ୍ବେ ହାଇକୋର୍ଟ ୨-ମାସିକଧର୍ମ ସମୟ‌ରେ ମଧ୍ୟ ଟିକା ନେଇ ପାରିବେ ମହିଳା । ସୂଚନା ଦେଲା ସ୍ୱାସ୍ଥ୍ୟମନ୍ତ୍ରଣାଳୟ । ୩-ବଦଳିଲା ଭାଗ୍ୟ: ଚାରି ମ୍ୟାଚ୍ ହାରିବା ପରେ ଶେଷରେ ଜିତିଲା କୋଲକାତା ନାଇଟ୍ ରାଇଡର୍ସ, ପଞ୍ଜାବ କିଙ୍ଗ୍ସକୁ ୫ ଓ୍ଵିକେଟ୍‌ରେ ଦେଲା ମାତ୍ । ୪-ଆଜିଠୁ ସରକାରୀ ସ୍କୁଲରେ ନାମ ଲେଖା ଆରମ୍ଭ, ଗାଇଡ୍‌ଲାଇନ୍ ଜାରି କଲା ଶିକ୍ଷା ବିଭାଗ ୫-ଓସ୍କାର ୨୦୨୧: […]

ଆଜିର ଅନୁଚିନ୍ତା

➡️ସଫଳତା —-! ଗୋଟିଏ ଦିନରେ ମିଳିବନି,ଗୋଟିଏ ଦିନ ନିଶ୍ଚୟ ମିଳିବ ! ➡️ଫଟା ମାଠିଆରେ କାଦୁଅ ବୋଳିବା ଯାହା , ସ୍ବାର୍ଥପର ଓ ଗର୍ବି ଲୋକଙ୍କ ସହ ବୁଝାମଣା ସେଇଆ ➡️ ଦୁନିଆରେ କେହି କେବେ ଭଲ କିମ୍ବା ଖରାପ ହୋଇ ଜନ୍ମ ହୋଇ ନ ଥାଏ, କିନ୍ତୁ ମଣିଷର ପରିବେଶ ତଥା ତାର ପରିସ୍ଥିତି ତାକୁ ଭଲ ଆଉ ଖରାପ କରି ଦୁନିଆ ଆଗରେ ଛିଡ଼ା କରେ ! ➡️ଦୁଇ ପ୍ରକାର ଲୋକ ସମସ୍ତଙ୍କ ଜୀବନରେ […]

କାମ ହେଇନି, ଉଠାଯାଇଛି ଟଙ୍କା

୧-ଆଇପିଏଲ୍ ୨୦୨୧ : ରାଜସ୍ଥାନ ରୟାଲ୍ସ କୋଲକାତା ନାଇଟ୍ ରାଇଡର୍ସକୁ ୬ ୱିକେଟରେ ପରାସ୍ତ କଲା । ୨-କୋଭିଡ-୧୯ ଭ୍ୟାକ୍ସିନ , ଅକ୍ସିଜେନ ଓ ଅକ୍ସିଜେନ ସହିତ ଜଡିତ ଉପକରଣ ଉପରେ ୩ ମାସ ପାଇଁ ସୀମା ଶୁଳ୍କ ଛାଡକଲେ ସରକାର । ୩-ଦୁଇଦିନିଆ ସଟଡାଉନର ପ୍ରଭାବରେ ଦୋକାନ ବଜ଼ାର ବନ୍ଦ, ରାସ୍ତା-ଘାଟ ଶୂନଶାନ । ୪-ଦିଲ୍ଲୀରେ ଜାରି ରହିଛି ଅକ୍ସିଜେନ ସଂକଟ । ଗଙ୍ଗାରାମ ହସ୍ପିଟାଲ ପରେ ଜୟପୁର ଗୋଲଡେନ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୨୪ଘଂଟାରେ […]

ଆଜିର ଅନୁଚିନ୍ତା

➡️ଜୀବନ ରୂପକ ବହିରେ ସବୁଠାରୁ ସୁନ୍ଦର ପୃଷ୍ଠା ହେଉଛି ” ଆମ ପିଲାଦିନ ” ଯାହା ଗୋଟିଏ ସ୍ମରଣୀୟ ଫର୍ଦ୍ଦ । ➡️ଜୀବନ ହେଉଛି ଗୋଟିଏ ଏମିତି ଗଣିତ ଯାହାକୁ କଷିବା ପାଇଁ ପ୍ରତିଦିନ ଓ ପ୍ରତି ମୁହୁର୍ତ୍ତରେ ନୂଆ ନୂଆ ସୂତ୍ରର ପ୍ରୟୋଗ କରିବା ପାଇଁ ପଡେ । ➡️ଧନୀ ସିଏ ନୁହେଁ ଯାହା ଘରେ ପୁଳାଏ ଟଙ୍କା, ବଡ ଗାଡି ଥାଏ । ଅସଲ ଧନୀ ତ ସିଏ ଯାହା ଘରେ ଝିଅ ଆଉ […]