Browsing category

ମନୋରଞ୍ଜନ

ସାତକୋଶିଆ ଅଭୟାରଣ୍ୟକୁ ଛୁଇଁଲା କରୋନା

୧. ଟ୍ରେଡିଂ ଆପ୍ ମାୟାଜାଲରେ ଯୁବପିଢ଼ି, ୬ ଲକ୍ଷ ହରାଇଲେ ଦୁଇ ଇଂଜିନିୟରିଂ ଛାତ୍ର । ୨. କୋଭିଡ୍ ପ୍ରଭାବ ଉପରେ ଫିକି ଓଡ଼ିଶାର ବୈଠକ । ୩. ଗହମ ସଂଗ୍ରହ ବାବଦରେ ଚାଷୀଙ୍କ ଖାତାରେ ସିଧାସଳଖ ୪୯,୯୬୫ କୋଟି ଟଙ୍କା ଜମା କରାଯାଇଛି । ୪. ଭାରତରେ ଅବଶିଷ୍ଟ ମ୍ୟାଚ୍ ଖେଳାଯିବନି, ଆଇପିଏଲ୍ ଏଡ଼ାଇଥିଲା ଆଇଏସ୍‌ଏଲ୍ ଜୈବ ସୁରକ୍ଷା ପ୍ରସ୍ତାବ ୫.ସଙ୍ଗରୋଧ ଶେଷ କରି ଘରକୁ ଫେରିଲେ ବରୁଣ, ସନ୍ଦୀପ । ୬. ଚାପେଲଙ୍କ ଆକଳନ, […]

ଉଦଳା ସବ୍‌ଜେଲରେ ୨୧ କଏଦୀଙ୍କୁ କରୋନା

ଉଦଳା ,୧୦/୫(ଏସଏସନିୟୁଜ) ଉଦଳା ସବ୍‌ଜେଲରେ ୨୧ ଜଣ ବିଚାରାଧୀନ କଏଦୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତକାଲି ବିଚାରାଧୀନ କଏଦୀମାନଙ୍କ ମଧ୍ୟରୁ ୭୬ ଜଣଙ୍କର କରୋନା ଟେଷ୍ଟ କରାଯାଇଥିଲାା କରୋନାରେ ଆକ୍ରାନ୍ତ କଏଦୀମାଙ୍କୁ ଆଇସୋଲେସନରେ ରଖାଯାଇଛିା ଏହାପରେ ଜେଲକୁ ସାନିଟାଇଜ କରାଯାଇଥିବାର ଜଣାପଡିଛି ।

ହ୍ୟାଣ୍ଡପମ୍ପରୁ କୁକୁରକୁ ପାଣି ପିଇବାକୁ ଦେଇ ଚର୍ଚ୍ଚରେ ରହିଲେ ପୋଲିସ

ଭୁବନେଶ୍ୱର,୧୦/୫(ଏସଏସନିୟୁଜ) ବାରାଣାସୀରେ ଜଣେ ପୋଲିସ୍ ଏକ କୁକୁରକୁ ହ୍ୟାଣ୍ଡପମ୍ପରୁ ପାଣି ପିଇବାରେ ସାହାଯ୍ୟ କରୁଥିବା ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ବାରାଣାସୀରେ କୁକୁରକୁ ହ୍ୟାଣ୍ଡପମ୍ପରୁ ପାଣି ପିଇବାରେ ସାହାଯ୍ୟ କରୁଥିବା ଜଣେ ପୋଲିସ୍ ଅଧିକାରୀଙ୍କ ହୃଦୟସ୍ପର୍ଶୀ ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ରାସ୍ତାରେ ଏକ ଚେୟାରରେ ବସିଥିବା ଜଣେ ପୋଲିସ୍ ହ୍ୟାଣ୍ଡପମ୍ପକୁ ମାରୁଥିବାବେଳେ କୁକୁରଟି ତା କ୍ଷୁଧାକୁ ମେଂଟାଇବାପାଇଁ ପାଣିପିଉଛି ।

୨୪ଘଂଟାରେ ଦଶହଜାରେ୩୧ଚିହ୍ନଟ,୧୭ମୃତ

ଭୁବନେଶ୍ୱର,୧୦/୫(ଏସଏସନିୟୁଜ) ଆଜି ରାଜ୍ୟରେ ୧୦ହଜାରେ ୩୧ କରୋନାସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୧୩୨୯ ସୁନ୍ଦରଗଡରୁ ୮୨୪, କଟକରୁ ୭୨୦, ପୁରୀରୁ ୭୦୮, ଅନୁଗୁଳରୁ ୪୫୬, ବରଗଡରୁ ୪୫୦, କଳାହାଣ୍ଡିରୁ ୪୩୩, ଝାରସୁଗୁଡାରୁ ୪୧୮, ଯାଜପୁରରୁ ୩୨୮, ନୂଆପଡାରୁ ୩୧୧,ନବରଙ୍ଗପୁରରୁ ୩୦୬, ସମ୍ବଲପୁରରୁ ୩୦୨, ବଲାଙ୍ଗରରୁ ୨୭୪, ଷ୍ଟେଟପୁଲରୁ ୨୭୧, ନୟାଗଡରୁ ୨୬୯, ଭଦ୍ରକରୁ ୨୪୮, ଢେଙ୍କାନାଳରୁ ୨୪୪, କେନ୍ଦ୍ରାପଡାରୁ ୨୪୩, ଗଞ୍ଜାମରୁ ୨୦୯, ମୟୂରଭଞ୍ଜରୁ ୨୦୭, ବୌଦ୍ଧରୁ ୧୮୩, ସୁବର୍ଣ୍ଣପୁରରୁ ୧୬୯, କେନ୍ଦୁଝରରୁ […]

କେନ୍ଦ୍ର ମନ୍ତ୍ରୀ ହୋଇ ବି ମୋ ଫୋନ ଉଠାଉନାହାଁନ୍ତି

୧-ବୁଲା ଗାଈ କୁକୁରଙ୍କ ଖାଦ୍ୟ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିରୁ ଷାଠିଏ ଲଷ ଟଙ୍କା ସହାୟତା । ୨-ଅଧା ରହିଗଲା ଦ୍ୱିତୀୟ କୋଣାର୍କ ନିର୍ମାଣ : ଆରପାରିରେ ସାଂସଦ ରଘୁନାଥ ମହାପାତ୍ର । ୩-ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ହେବ ସାଂସଦ ରଘୁନାଥ ମହାପାତ୍ରଙ୍କ ଶେଷକୃତ୍ୟ : ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ୪-କେନ୍ଦ୍ର ମନ୍ତ୍ରୀ ହୋଇ ବି ମୋ ଫୋନ ଉଠାଉନାହାଁନ୍ତି ସ୍ୱାସ୍ଥ୍ୟ ଅଧିକାରୀ, ଯୋଗୀଙ୍କୁ ଚିଠି ଲେଖି କ୍ଷୋଭ ଜଣାଇଲେ ସନ୍ତୋଷ ଗଙ୍ଗୱାର । ୫-ମୋଦି […]

ଆଜିର ସନ୍ଥବାଣୀ

?ଲୋକଙ୍କର ଘୃଣା” କୁ ପସନ୍ଦ କରନ୍ତୁ, କିନ୍ତୁ ଲୋକଙ୍କ ଦେଖାଣିଆ “ଅତ୍ମୀୟତା” ଓ “ସହାନୁଭୂତି” ଠାରୁ ସର୍ବଦା ଦୁରେଇ ରୁହନ୍ତୁ ! ?ଯଦି କାହା ସହିତ ସମ୍ପର୍କ ଶେଷ ହୋଇଯାଏ ତେବେ ତାଙ୍କ ଗୋପନ କଥା ଗୁଡିକ ସବୁବେଳେ ଗୋପନ ହିଁ ରଖନ୍ତୁ ! ?କିଛି ସମ୍ପର୍କ ଏଥିପାଇଁ ଭାଙ୍ଗିଯାଏ, କାରଣ ସେଥିରେ… ଜଣେ ଅପେକ୍ଷା କରିଥିବା ବେଳେ ଅନ୍ୟ ଜଣେ ତାକୁ ଗୁରୁତ୍ୱ ଦେଇନଥାଏ ! ?ସୁଖ ବାହାରୁ ମିଳିବା ଜିନିଷ ନୁହେଁ, କିନ୍ତୁ ଅହଂକାର […]

ଆଜିର ଅନୁଚିନ୍ତା

➡️”ଆପଣଙ୍କ ଲୁହକୁ ଏତେ ଦାମୀ କରିଦିଅନ୍ତୁ ଯେପରି କି କେହି ଏହାର ମୂଲ୍ୟ ଦେଇପାରିବେ ନାହିଁ , ଆଉ ଆପଣଙ୍କ ହସକୁ ଏତେ ଶସ୍ତା କରିଦିଅନ୍ତୁ ଯେପରି କି ଏହା ସମସ୍ତଙ୍କୁ ମାଗଣାରେ ମିଳିଯିବ ! ➡️”ସୁନ୍ଦରତାକୁ ସଜାଡିବା ଅପେକ୍ଷା ନିଜର ସଂସ୍କାରକୁ ସଜାଡ଼ି ଦିଅନ୍ତୁ – କାହିଁକିନା ସୁନ୍ଦରତା ଚାଲି ଯାଇଥାଏ ହେଲେ ମଣିଷର ସଂସ୍କାର ମରିବା ପର୍ଯ୍ୟନ୍ତ ରହିଥାଏ ! ➡️”ମଣିଷର କଥା କହିବାର ଶୈଳୀ ତାର ସଂସ୍କାରକୁ ପ୍ରକାଶ କରିଥାଏ , ନହେଲେ […]

ସତୀଚଉରା ମଶାଣୀରେ ଲିଭୁନି ଜୁଇ

୧-ମାର୍କରେ ସନ୍ତୁଷ୍ଟ ନ ହେଲେ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ସୁଯୋଗ । ୨-ଆଶା ଦେଖାଇଲା ଭାରତର ନୂଆ କରୋନା ଔଷଧ । ଡିଆରଡିଓ ପ୍ରସ୍ତୁତ ଟୁ-ଡି-ଜି କୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ଦେଲେ ସରକାର । ୩–ଦେଶରେ ୬୮.୭ ପ୍ରତିଶତ ମହିଳା କର୍ମକ୍ଷେତ୍ରରେ ଯୌନ ଉତ୍ପୀଡନର ସାମନା କରନ୍ତି: ସର୍ଭେ । ୪-ଦେଶବ୍ୟାପୀ ଅକ୍ସିଜେନ୍ ଆବଣ୍ଟନ ନେଇ ତିଆରି ହେଲା ୧୨ ସଦସ୍ୟ ବିଶିଷ୍ଟ ଟାସ୍କ ଫୋର୍ସ । ୫-ପ୍ରତି ରବିବାର ଭର୍ଚୁଆଲ୍ ଟୁର୍‌, ଦର୍ଶକ […]

ବିନା ଭକ୍ତରେ ହେବ ଶ୍ରୀଲିଙ୍ଗରାଜଙ୍କ ଚନ୍ଦନ ଯାତ୍ରା

୧-ଜୁନ ୩୦ ସୁଦ୍ଧା ବାହାରିବ ମାଟ୍ରିକ ପରୀକ୍ଷା ଫଳ । ନବମ ଓ ଦଶମ ପରୀକ୍ଷା ଫଳକୁ ନେଇ ହେବ ମୂଲ୍ୟାୟନ । ୨-ତଥ୍ୟ ପ୍ରବେଶ ତ୍ରୁଟିକୁ କମ୍ କରିବା ପାଇଁ କୋଉଇନ୍ ସିଷ୍ଟମରେ ଆଜିଠୁ ସାମିଲ ହେବ ୪ଅଙ୍କ ବିଶିଷ୍ଟ ସୁରକ୍ଷା କୋଡ । ୩-ଇବ ନଦୀରେ ନୂତନ ୪ ଲେନ ସେତୁ ପାଇଁ ସୁପାରିଶ କଲା ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ । ୪-ପୁଣି ବଢିଲା କଙ୍ଗନାଙ୍କ ଅଡୁଆ, ଇନଷ୍ଟାଗ୍ରାମ୍ ପୋଷ୍ଟ ପାଇଁ ଏଫଆଇଆର […]

ବଙ୍ଗଳାକୁ ଆସିଲେ ମନ୍ତ୍ରୀବି ଦେଖାଇବେ ନେଗେଟିଭ୍ ରିପୋର୍ଟ

୧-ଜୁନ୍ ୧ରେ କେରଳ ଛୁଇଁବ ମୌସୁମୀ, ଜୁନ୍ ରୁ ସେପ୍ଟେମ୍ବର ଭିତରେ ୭୦% ବର୍ଷା : ସୂଚନା ଦେଲେ ଭାରତୀୟ ପାଣିପାଗ ବିଭାଗ । ୨-କରୋନାର ତୃତୀୟ ଲହରକୁ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ମୁକାବିଲା ପାଇଁ ପ୍ରସ୍ତୁତ ରୁହ, ଛୋଟ ପିଲା ହୋଇପାରନ୍ତି ଅଧିକ ଅସୁସ୍ଥ, ସେମାନଙ୍କୁ ଟିକା ଦେବା ପାଇଁ ନିର୍ଦ୍ଦେଶ । ୩-ଅଦାଲତ ‘ରିପୋର୍ଟିଙ୍ଗ୍‌’ରୁ ଗଣମାଧ୍ୟମକୁ ନିବୃତ୍ତ କରିହେବ ନାହିଁ: ସୁପ୍ରିମ୍ କୋର୍ଟ । ୪-ପଶ୍ଚିମବଙ୍ଗରେ ପହଂଚିଲେ ୪ ଜଣିଆ କେନ୍ଦ୍ରୀୟ […]