ଆଜିର ଅନୁଚିନ୍ତା
➡️ଯଦି ନିଜ ଭଉଣୀ ବିଷୟରେ ଶୁଣିବାକୁ ସାହାସ ନାହିଁ,ତେବେ ଅନ୍ୟର ଭଉଣୀ ବିଷୟରେ କୌଣସି ଟିପ୍ପଣୀ ଦିଅନାହିଁ।କାହିଁକିନା ଝିଅଟିଏ ଘରର ସମ୍ମାନ ହୋଇଥାଏ କାହା ହାତର ଖେଳନା ନୁହେଁ। ➡️ନାରୀ” ଛୋଟ ଛୋଟ କଥାରେ କାନ୍ଦି ପକାନ୍ତି,କିନ୍ତୁ ? ଜୀବନରେ ଘଟୁଥିବା ବଡ଼ ସମସ୍ୟାକୁ ମଧ୍ୟ ହସି ହସି ସହି ଯାଆନ୍ତି। ➡️ଗୋଟିଏ ନାରୀର ଜୀବନ ମହମବତୀ ପରି ହୋଇଥାଏ ,ସାରା ଜୀବନ ସେ ନିଜକୁ ଜାଳୁ ଥାଏ,କେବେ ବାପା ମାଙ୍କ ଖୁସୀ ପାଇଁ ତ ଆଉ […]