ଆଜିର ଅନୁଚିନ୍ତା

ତାରିଖ - ୨୪:୦୨:୨୦୨୧ (ବୁଧବାର)

➡️ ସମୟଠୁ ବଡ ନ୍ୟାୟଧାରୀ କେହି ବି ନାହିଁ ।ସେ ଯାହା ନିର୍ଣ୍ଣୟ କରେ ସମସ୍ତଙ୍କୁ ମାନିବାକୁ ପଡିଥାଏ

➡️ଯନ୍ତ୍ରଣା ସର୍ବଦା ଆଖିର ଲୁହରୁ ଜଣା ଯାଏ ନାହିଁ, ବେଳେବେଳେ ହସ ପଛରେ ବି ଯନ୍ତ୍ରଣା ଲୁଚି ରହିଥାଏ
➡️ନାଟକ କରିବାକୁ ହେଲେ ରଙ୍ଗମଞ୍ଚରେ କର, କାହା ଜୀବନ ମଞ୍ଚରେ ନୁହେଁ ।
➡️ଜୀବନ ଆପଣଙ୍କୁ ବହୁତ କିଛି ଦେବାକୁ ପ୍ରସ୍ତୁତ କିନ୍ତୁ ଏଥିପାଇଁ ଆପଣଙ୍କୁ ପ୍ରଥମେ ସକ୍ଷମ ହେବାକୁ ପଡିବ ।
➡️ମଣିଷର ମନ୍ଦତା ମଧ୍ୟ ରହିବା ଜରୁରୀ କାରଣ ଯଦି ଆପଣ ପ୍ରତିଦିନ ପ୍ରଶଂସା ପାଆନ୍ତି ତେବେ ଆପଣ ଆଗକୁ ବଢିବାକୁ ସମର୍ଥ ହେବେ ନାହିଁ ।
➡️ସମସ୍ୟା ସାହାସିକତା ବଢିବା ସହିତ ନିଜକୁ Strong ହେବାରେ ମଧ୍ୟ ସାହାର୍ଯ୍ୟ କରିବ ।
ଶୁଭ ସକାଳ,ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ହେଉ ! ଜୟ ଜଗନ୍ନାଥ !

Comments (0)
Add Comment