Browsing category

ମନୋରଞ୍ଜନ

ଭାଷଣ ଦେବା ପରେ ‘ଅଲବିଦା !

୧-ମହାରାଷ୍ଟ୍ରରେ ପୁଣି କରୋନା ଭୟ । ଅମରାବତୀ ସହ କିଛି ଅଞ୍ଚଳରେ ୭ ଦିନିଆ ଲକଡାଉନ୍ ଘୋଷଣା । କେବଳ ୨୫ ଲୋକଙ୍କୁ ନେଇ ବିବାହ ଅନୁମତି । ୨-ବିଦ୍ୟାର୍ଥୀଙ୍କ ପାଇଁ ଖୁସି ଖବର: ଦ୍ଵୈତ ଡିଗ୍ରି ଦେଇପାରିବେ ଭାରତୀୟ ଶିକ୍ଷାନୁଷ୍ଠାନ, ଡ୍ରାଫ୍ଟ ପ୍ରସ୍ତୁତ କଲା UGC ୩-କରୋନା ସଂକ୍ରମଣ ଭୟ : ସତର୍କ ରହିବାକୁ ସ୍କୁଲ୍‌କୁ ନିର୍ଦେଶ ୪–ଶେଷ ହେଲା ରାଜସ୍ଥାନରେ ଭାରତ-ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟରେ ଚାଲିଥିବା ମିଳିତ ସମରାଭ୍ୟାସ । ୫-‘ବିଗ୍ ବସ୍ ୧୪’ […]

ଆକ୍ସନ୍‌ମୋଡରେ ପୋଲିସ

୧-ଧାନ କିଣା ବିକା ଆଇନ ବହିକୁ  ପୋଡିଲେ ଚାଷୀ । ପଦ୍ମପୁର ସହରର ଭେଉରିଆ ଛକରୁ ଆସିଲା ଅଭାବନୀୟ ଦୃଶ୍ୟ, ଧାନ କିଣାରେ ଅବ୍ୟବସ୍ଥା ଏବଂ ଚାଷୀଙ୍କ ଟୋକନ ଲ୍ୟାପ୍ସ ହେବା ପ୍ରତିବାଦରେ ବହି ପୋଡିବା ସହ ଚାଷୀଙ୍କ ନାରାବାଜି । ୨-ପୁଣି କନ୍ଦାଇବ ପିଆଜ! ନାସିକ ମଣ୍ଡିରୁ ମିଳିଲାଣି ସୂଚନା, ପ୍ରତି କ୍ୱିଣ୍ଟାଲ ଦର ପହଞ୍ଚିଲା ୪,୫୦୦ରେ ୩-ଓଡ଼ିଶା ପାଇଁ ସତର୍କଘଣ୍ଟି : ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ ବଢୁଛି କରୋନା ସଂକ୍ରମଣ । ଚିନ୍ତା ବଢ଼ାଉଛି […]

ଆଜିର ଅନୁଚିନ୍ତା

➡️ସୁନ୍ଦରତା ସମସ୍ତଙ୍କ ଭିତରେ ଲୁଚି ରହିଛି, ବାସ୍ ତାକୁ ବାହାର କରିବାର ଅଛି । ➡️ଟଙ୍କାପଇସା କେବଳ ଚାଲିଚଳନକୁ ବଦଳାଇ ଦେଇ ପାରେ ।ବୁଦ୍ଧି, ସ୍ବଭାବ, କର୍ମ ଆଉ ଭାଗ୍ୟକୁ ନୁହେଁ ➡️ସମ୍ମାନ ପାଇବାକୁ ହେଲେ ଅନ୍ୟକୁ ସମ୍ମାନ ଦେବାକୁ ପଡିଥାଏ । କାହାଠାରୁ ଜୋର୍ ଜବରଦସ୍ତି ସମ୍ମାନ ମିଳି ନ ଥାଏ । ➡️ଖରାପ ତ ସେତେବେଳେ ଲାଗେ ଯେତେବେଳେ କାହାର ବିପଦର ସାଥି ହେବା ପରେ ସେ ଆମକୁ ଭୁଲି ଯାଆନ୍ତି । ➡️ଜୀବନରେ […]

ମହିଳାଙ୍କୁ କିସ କରି ପୋଲିସକର୍ମୀ ହେଲେ ନିଲମ୍ବିତ

ମୁମ୍ବାଇ : ରିୟଲ ହିରୋଙ୍କ ଆଉ ଏକ ମହାନତା, ଚମୋଲି ଦୁର୍ଘଟଣାରେ ପ୍ରାଣ ହରାଇଥିବା କର୍ମଚାରୀଙ୍କ ୪ ଝିଅଙ୍କୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଘୋଷଣା କଲେ ସୋନୁ ସୁଦ୍ ! ଲକ୍ଷ୍ନୌ : ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଲାୟମ ସିଂହ ଯାଦବଙ୍କ ବୋହୁ ଅପର୍ଣ୍ଣା ଯାଦବ ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ୧୧ ଲକ୍ଷ ଟଙ୍କା ଦାନ କରିଛନ୍ତି ! ନୂଆଦିଲ୍ଲୀ: ଛଅ ସପ୍ତାହ ପରିବର୍ତ୍ତେ ଅକ୍ସଫୋର୍ଡ କୋଭିଡ୍‌-୧୯ ଟିକାର ଦୁଇଟି ଡୋଜ୍ ମଧ୍ୟରେ ତିନି […]

କୋଭିଡ ସ୍ୱାସ୍ଥ୍ୟକର୍ମୀଙ୍କ ସ୍ଥାୟୀ ନିଯୁକ୍ତି ଦାବୀରେ ବିକ୍ଷୋଭ

ଭୁବନେଶ୍ୱର,୨୦/୨(ଏସଏସନିୟୁଜ) କୋଭିଡ କେୟାର ହୋମରେ ଓଡ଼ିଶାର ଜନସାଧାରଣ ଙ୍କୁ ଦିନରାତି ସେବା ଯୋଗାଇ ଦେଇଥିବା ଏ ଏନ ଏମ ସ୍ଵାସ୍ଥ୍ୟ କର୍ମୀ ମାନେ ଆଜକୁ ୯୧ ଦିନ ଧରି ପ୍ରଚଣ୍ଡ ଶୀତ କାକର ରେ ପୂର୍ଣ୍ଣ ସ୍ଥାୟୀ ନିଯୁକ୍ତି ଦାବୀରେ ଧାରଣାରେ ବସିଛନ୍ତି କିନ୍ତୁ ରାଜ୍ୟ ସରକାର ଏପର୍ଯ୍ୟନ୍ତ ଆମ୍ଭମାନଙ୍କ ନିଯୁକ୍ତି ବିଷୟରେ କୋୖଣସି ଠୋସ ପଦକ୍ଷେପ ନେଇନାହାନ୍ତି। ସି ଆଇ ଟି ୟୁ ଓଡିଶା ରାଜ୍ୟ ସଭାପତି ଓ ଏ ଏନ ଏମ ମାନଙ୍କ ପ୍ରତିନିଧିମାନେରାଜ୍ୟ […]

ମୁଖ୍ୟମନ୍ତ୍ରୀଙ୍କୁ କାମୁଡ଼ିଲା ମଶା, ଯନ୍ତ୍ରୀଙ୍କ ଗଲା ଚାକିରି

ଭୁବନେଶ୍ବର,୨୦ା୨(ସତ୍ୟସନ୍ଧାନ ଡେସ୍କ)ମୁଖ୍ୟମନ୍ତ୍ରୀଙ୍କୁ ମଶା କାମୁଡ଼ିବା ଫଳରେ ଜଣେ ଯନ୍ତ୍ରୀଙ୍କୁ ଚାକିରି ହରାଇବାକୁ ପଡ଼ିଛି । ଏପରି ଏକ ଅଜବ ଘଟଣା ଘଟିଛି ମଧ୍ୟପ୍ରଦେଶରେ । ଫେବୃଆରୀ ୧୬ ତାରିଖରେ ଘଟିଥିବା ଏକ ଦୁର୍ଘଟଣାର ପୀଡ଼ିତଙ୍କୁ ଭେଟିବା ପାଇଁ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଘଟଣାସ୍ଥଳରେ ପହଞ୍ଚିଥିଲେ । ଦିନସାରା ମୃତକ ଓ ଆହତଙ୍କ ସମ୍ପର୍କୀୟଙ୍କୁ ଭେଟିବା ପରେ ରାତିରେ ମୁଖ୍ୟମନ୍ତ୍ରୀ ସର୍କିଟହାଉସରେ ରହିଥିଲେ । ମୁଖ୍ୟମନ୍ତ୍ରୀ ରାତି ୧୨ଟା ସମୟରେ ଶୋଇବାକୁ ଯିବା ପରେ ମଶାଦାଉରେ […]

ରସିକିଆ କଳା ଶିକ୍ଷକ !

୧-ପୁଣି କଡ଼ାକଡ଼ି ହେବ କୋଭିଡ୍ ନିୟମ, ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଲେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ । ୨-ଚାଷୀ ପ୍ରସଙ୍ଗରେ ଉଠିଲା ପଡିଲା ବିଧାନସଭା, ଗୃହରେ ଭଙ୍ଗାରୁଜା: ବିରୋଧୀଙ୍କ ଚେତାବନୀ- ଧାନ ନଉଠିବା ଯାଏଁ ଗୃହ କାର୍ଯ୍ୟ ଚଳାଇ ଦେବୁ ନାହିଁ ୩-ରସିକିଆ କଳା ଶିକ୍ଷକ ! ୧୦ ବର୍ଷରେ ୪ ଯୁବତୀଙ୍କୁ କରିଥି‌ଲେ ବିବାହ, ପତ୍ନୀଙ୍କ ଏତଲା ପରେ ଧରିଲା ପୁଲିସ। ।କଟକରେ କଳା ଶିକ୍ଷକଙ୍କ କଳା କାରନାମା ସାମ୍ନାକୁ ଆସିଛି […]

ଆଜିର ଅନୁଚିନ୍ତା

➡️ଅନ୍ୟକୁ ସାହାର୍ଯ୍ୟ କରିବାର ମୂଳ ପୁଞ୍ଜି ଧନ ନୁହେଁ, ଏକ ବିଶାଳ ହୃଦୟ ଅଟେ । ➡️ଯେତେବେଳେ ସ୍ବପ୍ନ ଭାଙ୍ଗିଯାଏ, ସେତେବେଳେ ବାସ୍ତବତା ସହ ପରିଚୟ ହୁଏ । ➡️ଅଗ୍ନି ନୁହେଁ, ବିଶ୍ବାସ ଘାତକତା ହିଁ ଯଥେଷ୍ଟ ସମ୍ପର୍କକୁ ଜାଳିବାପାଇଁ । ➡️ପରିସ୍ଥିତିକୁ ଏଭଳି କରିଦିଅନ୍ତୁ ନାହିଁ ଯେ, ସମସ୍ୟା ଆଗରେ ଆପଣଙ୍କ ସାହସ ହାରିଯିବ । ➡️କେବେ ମଧ୍ୟ ଭୁଲନ୍ତୁ ନାହିଁ ଯେ ମଣିଷର ସବୁଠାରୁ ସୁନ୍ଦର ପୋଷାକ ହେଉଛି ତାର “ହସ” । ➡️ବେଳେ […]

ପୁରୀ ସହରରେ ବ୍ୟାନ ହେଲା ଡିଜେ

୧-କିଛି ଦିନର ବ୍ୟବଧାନ ପରେ ପୁଣି ଭାରତକୁ ଫେରିଛି ଲକଡାଉନ। ମହାରାଷ୍ଟ୍ରକୁ ପୁଣି ଫେରିଲା ଲକ୍‌ଡାଉନ୍‌, ଅମରାବତୀ ସିଲ୍‌, ୟବତମାଲ୍‌ରେ ୫ ଜଣଙ୍କୁ ଏକାଠି ହେବା ମନା । ୨-ସତର୍କ ନ ହେ‌ଲେ, ଫେରିପାରେ କରୋନା: ଡା. ଅଶୋକ ମହାପାତ୍ର । ୩-ଆଇପିଏଲ୍ ନିଲାମ ୨୦୨୧: ମୋରିସ୍ ଆଇପିଏଲରେ ବିକ୍ରି ହୋଇଥିବା ସବୁଠାରୁ ମହଙ୍ଗା ଖେଳାଳି – ରୟାଲ୍ସ ୧୬.୨୫ କୋଟିରେ କିଣିଲା । ୪-ବିଗ ବି ଓ ଅକ୍ଷୟ କୁମାରଙ୍କ ଫିଲ୍ମ ଶୁଟିଂକୁ ବିରୋଧ କରିବ […]

୧୯ରେ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ

କୋଣାର୍କ,୧୭/୨(ଏସଏସନିୟୁଜ) ଚଳିତବର୍ଷ ୧୯ରେ କୋଣାର୍କ ନାଟ୍ୟ ମଣ୍ଡପରେ ଆୟୋଜିତ ହେବାକୁ ଯାଉଛି ୩୫ ତମ କୋଣାର୍କ ନୃତ୍ୟ ଓ ସଙ୍ଗୀତ ଉତ୍ସବ । କରୋନା କଟକଣା ଯୋଗୁଁ ୩ ଦିନ ଧରି ହେଉଥିବା ଏହି ନୃତ୍ୟ ଓ ସଙ୍ଗୀତ ଉତ୍ସବ କୁ ଚଳିତ ବର୍ଷ ଗୋଟିଏ ଦିନ ୧୯ ତାରିଖ ରେ ଅନୁଷ୍ଠିତ ହେବ । ଏହି ନୃତ୍ୟ ଓ ସଙ୍ଗୀତ ଉତ୍ସବ ରେ ସାହିତ୍ୟ ଉତ୍ସବ, ଘଣ୍ଟମର୍ଦନ, ଓଡିଶିନୃତ୍ୟ,କଥକ ନୃତ୍ୟ ପରିବେଷଣ କରାଯିବ,ତା ସହିତ କରୋନା […]