Browsing category

ମନୋରଞ୍ଜନ

ଆରମ୍ଭ ହେଲା ବାହୁଡ଼ା ପ୍ରସ୍ତୁତି

ପୁରୀ,୧୨ା୭(ଏସଏସନିଉଜ) ଆରମ୍ଭ ହେଲା ବାହୁଡ଼ା ପ୍ରସ୍ତୁତି ଆରମ୍ଭ ହେଲା ବାହୁଡ଼ା ପ୍ରସ୍ତୁତି । ଆଜି ୩ ରଥର ହେବ ଦକ୍ଷିଣ ମୋଡ଼ । ଗୁଣ୍ଡିଚା ମନ୍ଦିର ସିଂହଦ୍ୱାର ସମ୍ମୁଖରେ ଥିବା ୩ ରଥକୁ ନାକଚଣା ଦ୍ୱାର ନିକଟକୁ ନିଆଯିବ । ପରମ୍ପରା ଅନୁଯାୟୀ ମହାପ୍ରଭୁ ସିଂହଦ୍ୱାର ଦେଇ ଆଡପ ମଣ୍ଡପ ବିଜେ କରିଥିବାବେଳେ ନାକଚଣା ଦ୍ୱାର ଦେଇ ବାହୁଡା଼ ଯାତ୍ରାରେ ବାହାରିଥାନ୍ତି । ସକାଳଧୂପ ପରେ ରଥକୁ ଆଜ୍ଞାମାଳ ବିଜେ କରାଯିବ ଓ ଏହାପରେ ୩ ରଥକୁ […]

ବିଜେପି ନେତା ହେଲେ ଫାଓର ସଭାପତି

ଭୁବନେଶ୍ୱର,୧୨ା୭(ଏସଏସନିଉଜ) ସମୀର ଦେ ହେଲେ ଫୁଟବଲ ଆସୋସିଏସନ ଅଫ ଓଡ଼ିଶା ବା ଫାଓର ନୂଆ ସଭାପତି ାପୂର୍ବରୁ ଦେବାଶିଷ ସାମନ୍ତରାୟ ଥିଲେ ସଭାପତି ।ପୂର୍ଵପରି ଆଶୀର୍ବାଦ ବେହେରା ଫାଓର ସମ୍ପାଦକ ହେଲେ । ଆସନ୍ତା ୨୧ରେ ଓଡ଼ିଶା ଫାଓର ନିର୍ବାଚନ ନିର୍ବାଚନ ପୂର୍ଵରୁ ସମସ୍ତ ପ୍ରାର୍ଥୀ ନିର୍ଦ୍ୱନ୍ଦ୍ବରେ ନିର୍ବାଚିତ ହୋଇଥିବାର ଜଣାପଡିଛି।

ଆଜିର ରାଶିଫଳ

ଜୁଲାଇମାସ ୧୧ତାରିଖ ୨୦୨୪ମସିହା(ଗୁରୁବାର)ଆଷାଢ଼ମାସ- ଶୁକ୍ଳପକ୍ଷ,ତିଥି- ପଞ୍ଚମୀ ପ୍ରାତଃ ଘ ୦୭/୪୨ ଗତେ ଷଷ୍ଠୀ,ନକ୍ଷତ୍ର- ପୂର୍ବା ଫା ଦିବା ଘ ୧୦/୫୦ ଗତେ ଉତ୍ତରା ଫା,ସୁର୍ୟୋଦୟ-ପ୍ରାତଃ ଘ୦୫/୧୮/୪୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/୧୧,ଯୋଗିନୀ ଦକ୍ଷିଣେ ପ୍ରାତଃ ଘ ୦୭/୪୨ ଗତେ ଦକ୍ଷିଣେ, ଷଷ୍ଠୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କର୍କଟ ଓ ମକରରାଶିର ଘାତଚନ୍ଦ୍ର,ତୁଳା ଓ କୁମ୍ଭରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୧୧/୫୧ ଗତେ ଘ ୦୧/୩୦ ମଧ୍ୟେ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/ ୪୨ ଗତେ ଘ୦୮/୩୪ ମଧ୍ୟେ ଓ ଘ୦୧/୩୧ଗତେ […]

ଆଜିର ରାଶିଫଳ

୨୦୨୪ ମସିହା ଜୁଲାଇମାସ ୧୦ତାରିଖ ବୁଧବାର ।ଦିବା ଘ୭/୪୪ମି ଗତେ ମଘାପଞ୍ଚମୀ ସ୍ନାନ।ସୁର୍ଯ୍ୟୋଦୟ- ଘ୫/୧୮/୨ ,ସୂର୍ଯ୍ୟାସ୍ତ- ଘ୬/୨୫/୩୨ ,ଆଷାଢ଼ମାସ ,ଶୁକ୍ଳପକ୍ଷ ,ପଣ୍ଡିତବାସ ,ତିଥି- ଚତୁର୍ଥୀ ଦିବା ଘ୭/୪୪ମିପର୍ଯ୍ୟନ୍ତ ତଦନ୍ତେ ପଞ୍ଚମୀ।ନକ୍ଷତ୍ର- ମଘା ନକ୍ଷତ୍ର ଦିବା ଘ୧୦/୫୨ମି ପର୍ଯ୍ୟନ୍ତ ତଦନ୍ତେ ପୁର୍ବାଫାଲ୍ଗୁନୀ ନକ୍ଷତ୍ର।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ନୈର୍ଋତକୋଣରେ, ଦିବା ଘ୭/୪୪ମିପରେ ଦକ୍ଷିଣଦିଗରେ। ରିକ୍ତାତିଥି, ବ୍ୟତିପାତଯୋଗ, ବିଷ୍ଟିକରଣ ଓ ଶନିସପ୍ତଦୋଷ ହେତୁ ଯାତ୍ରାଦିଶୁଭକର୍ମ ନିଷେଧ।ଚନ୍ଦ୍ରଶୁଦ୍ଧି– ମେଷ,ମିଥୁନ,ସିଂହ,ତୁଳା,ବିଛା,ଧନୁ,କୁମ୍ଭ ଓ ମୀନ ଏହି ରାଶିମାନଙ୍କର ଚନ୍ଦ୍ରଶୁଦ୍ଧି।ଘାତଚନ୍ଦ୍ର- କର୍କଟ ଓ ମକରରାଶିର ଘାତଚନ୍ଦ୍ର।ଘାତବାର–କର୍କଟରାଶିର […]

ଆଜିର ରାଶିଫଳ

ଜୁଲାଇ ମାସ ୦୯ତାରିଖ୨୦୨୪ ମସିହା(ମଙ୍ଗଳବାର)ଆଷାଢ଼ମାସ- ଶୁକ୍ଳପକ୍ଷ ,ତିଥି- ତୃତୀୟା ପ୍ରାତଃ ଘ ୦୬/୦୦ଗତେ ଚତୁର୍ଥୀ ,ନକ୍ଷତ୍ର- ଅଶ୍ଳେଷା ଦିବା ଘ ୦୮/୨୬ଗତେ ମଘା ,ସୁର୍ୟୋଦୟ-ପ୍ରାତଃ ଘ୦୫/୧୮/୨୮ ,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ୦୬/୨୬/୧୪ ,ଯୋଗିନୀ ଅଗ୍ନିକୋଣେ ପ୍ରାତଃ ଘ ୦୬/୦୦ ଗତେ ନୈରୁତେ.ଚତୁର୍ଥୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ ,କର୍କଟ ଓ ମକରରାଶିର ଘାତଚନ୍ଦ୍ର ,ମକରରାଶିର ଘାତବାର ,କାଳବେଳା -ଦିବା ଘ୦୧/୩୧ଗତେ ଘ ୦୩/୧୦ ମଧ୍ୟେ ,ବାରବେଳା -ଦିବାଘ୦୭/୫୬ଗତେ ଘ୦୮/୩୫ ମଧ୍ୟେ ,ଅଦ୍ୟ ମୃତେ ଏକପାଦ ପୁଷ୍କରଦୋଷ ,ବିଶୁଦ୍ଧ ଅମୃତବେଳା- ଦିବା ଘ୦୭/୪୩ […]

ଆଜିର ରାଶିଫଳ

ଜୁଲାଇମାସ ୦୫ତାରିଖ ୨୦୨୪ ମସିହା (ଶୁକ୍ର ବାର)ଆଷାଢ଼ମାସ- କୃଷ୍ଣପକ୍ଷ,ତିଥି- ଅମାବାସ୍ୟା ରାତ୍ରି ଘ ୦୪/୨୮ ଗତେ ପ୍ରତିପଦ,ନକ୍ଷତ୍ର- ଆର୍ଦ୍ରା ରାତ୍ରି ଘ ୦୪/୪୬ ଗତେ ପୁନର୍ବସୁ, ସୁର୍ୟୋଦୟ-ପ୍ରାତଃ ଘ୦୫/ ୧୭/୦୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/୧୫,ଯୋଗିନୀ ଐଶାନ୍ୟେ ରାତ୍ରି ଘ ୦୪/୨୭ ଗତେ ପୂର୍ବେ, ଅମାବାସ୍ୟାର ସବାତ୍ସାରିକଶ୍ରାଦ୍ଧ ମହାଳୟା ବିଧିରେହେବ,କନ୍ୟାରାଶିର ଘାତଚନ୍ଦ୍ର,ବିଛା,ଧନୁ ଓ ମୀନରାଶିର ଘାତବାର,କାଳବେଳା ଓ ବାରବେଳା – ଦିବା ଘ୦୮/ ୩୫ଗତେ ଘ୧୧/୫୪ ମଧ୍ୟେ, ଅଦ୍ୟ ରାତ୍ରି ଘ ୦୪/୪୭ଗତେ ଏକପାଦ ପୁଷ୍କରଦୋଷ, ବିଶୁଦ୍ଧ ଅମୃତ ବେଳା- […]

ଭୁବନେଶ୍ବରରେ ଜଷ୍ଟିସ ଅରଜିତ ପଶାୟତ

ଭୁବନେଶ୍ୱର,୪।୭(ଏସଏସ ନିଉଜ)ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ହେଉଛନ୍ତି ଜଷ୍ଟିସ ପଶାୟତାରତ୍ନଭଣ୍ଡାର ଖୋଲିବା ତାରିଖ ସରକାର ସ୍ଥିର କରିବେ ।ସରକାର ତାରିଖ ସ୍ଥିର କରିବା ପରେ ଖୋଲିବ ରତ୍ନଭଣ୍ଡାର ବୋଲି କହିଛନ୍ତି ।ଏହାପରେ ୮ ତାରିଖରେ ରତ୍ନଭଣ୍ଡାର ଖୋଲିବା ସମ୍ଭାବନା କମ୍ ଥିବାର ଅନୁମାନ କରାଯାଉଛି ।  

ହେମନ୍ତ ସୋରେନ ପୁଣିଥରେ ଧରିବେ ଝାଡଖଣ୍ଡର ମଙ୍ଗ!

ଭୁବନେଶ୍ୱର,୩ା୭(ଏସଏସନିଉଜ) ଝାଡଖଣ୍ଡ ମୁଖ୍ୟମନ୍ତ୍ରୀପଦରୁ ଇସ୍ତଫା ଦେଲେ ଚମ୍ପଇ ସୋରେନ। ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପଇସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ବୁଧବାରସନ୍ଧ୍ୟାରେ ରାଜଭବନରେପହଞ୍ଚି ରାଜ୍ୟପାଳଙ୍କୁ ନିଜ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି ଚମ୍ପଇସୋରେନ। ଏହାସହ ପୂର୍ବ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ନୂଆ ସରକାରଗଢିବାକୁ ଦାବି ଉପସ୍ଥାପନ କରିଛନ୍ତି। ଏହାସହ ହେମନ୍ତ ସୋରେନ ପୁଣିଥରେ ଝାଡଖଣ୍ଡର ମଙ୍ଗଧରିବା ଏକପ୍ରକାର ସ୍ପଷ୍ଟ ହୋଇଛିାଜେଏମଏମ ନେତୃତ୍ୱାଧୀନ ମେଣ୍ଟର ବିଧାୟକଦଳ ବୈଠକରେ ହେମନ୍ତଙ୍କୁ ପୁଣିଥରେ ମୁଖ୍ୟମନ୍ତ୍ରୀ କରିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଛି। ସମସ୍ତ ବିଧାୟକ ପୁଣିଥରେ […]

ଅଧକ୍ଷାଙ୍କୁ ଶୁଭେଛା ଜଣାଇଲେ ପୁରୁଣାଛାତ୍ର

ବାରଙ୍ଗ, ୨।୭(ଏସଏସନିଉଜ) ସୋମବାରଦିନ ବାରଙ୍ଗ କୁଞବିହାରୀମହାବିଦ୍ୟାଳୟର ଅଧକ୍ଷଭାବେ ଲିପିପୁଷ୍ପାନାୟକ ଦାୟିତ୍ୱ ଗ୍ରହଣ କରିବାପରେ ମଙ୍ଗଳବାରଦିନ ଛାତ୍ରୀଛାତ୍ରମାନଙ୍କ ତରଫରୁ ତାଙ୍କୁ ଶୁଭେଛା ଜଣାଯାଇଛି ।୩୩ତମ ଅଧକ୍ଷାଭାବେ ସେ ଯୋଗଦେଇଥିବାରୁ ମହାବିଦ୍ୟାଳୟ ଉନ୍ନତି ପାଇଁ ତାଙ୍କ ଉଦ୍ୟମ ରହିବ ବୋଲି କହିଛନ୍ତି ।ଅନ୍ୟପଟେ ମଙ୍ଗଳବାରଦିନ ପୁର୍ବତନ ଛାତ୍ର ତଥା ୫ପଂଚାୟତ ବିଜେପିନେତା ଅଜିତସାସମଲଙ୍କ ନେତୃତ୍ୱରେ କିଛିଛାତ୍ର ଅଧକ୍ଷାଙ୍କୁଭେଟି ଶୁଭେଛା ଜଣାଇଛନ୍ତି ।

ଆଜିରରାଶିଫଳ

ଜୁଲାଇମାସ ୦୩ତାରିଖ୨୦୨୪ ମସିହା(ବୁଧବାର) ଆଷାଢ଼ମାସ-କୃଷ୍ଣପକ୍ଷ,ତିଥି- ଦ୍ଵାଦଶୀ ଦିବା ଘ ୦୭/୨୯ ଗତେ ତ୍ରୟୋଦଶୀ,ନକ୍ଷତ୍ର- କୃତ୍ତିକା ପ୍ରାତଃ ଘ ୦୫/୩୩ ଗତେ ରୋହିଣୀ, ସୁର୍ୟୋଦୟ-ପ୍ରାତଃ ଘ୦୫/୧୬/୨୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୬/୦୯, ଯୋଗିନୀ ନୈରୁତେ ଦିବା ଘ୦୭/୨୯ ଗତେ ଦକ୍ଷିଣେ, ତ୍ରୟୋଦଶୀର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,ବିଛାରାଶିର ଘାତଚନ୍ଦ୍ର,କର୍କଟରାଶିର ଘାତବାର,କାଳବେଳା -ଦିବା ଘ୦୮/୩୪ ଗତେ ଘ୧୦/୧୪ ମଧ୍ୟେ,ବାରବେଳା – ଦିବା ଘ୧୧/୫୨ ଗତେ ଘ୦୧/୩୨ ମଧ୍ୟେ,ମୃତେ ଦ୍ଵିପାଦଦୋଷ ଓ ପ୍ରାତଃ ଘ ୦୫/୧୮ ଗତେ ଗତେ ଦିବା ଗ ୦୭/୨୯ ମଧ୍ୟେ ଏକପାଦ […]