ରାଜଧାନୀରେଖୋଲିଲା ଶ୍ୟାମଳାଡ୍ରାଏଫ୍ରୁଟ୍ସ୍ର ପ୍ରଥମଆଉଟ୍ଲେଟ୍
ବାରଙ୍ଗ,୨୩ା୮(ଏସଏସନିଉଜ)ଉଚ୍ଚମାନର ଅର୍ନ୍ତଜାତୀୟ ଡ୍ରାଏ ଫ୍ରୁଟ୍ସ୍, ନମକିନ୍ ଏବଂ ହେଲ୍ଥ ୱେଲନେସ୍ ଉତ୍ପାଦ ସହିତ କାରାବାର କରୁଥିବା ଅନ୍ୟତମ ଅଗ୍ରଣୀ ରିଟେଲ୍ ବ୍ରାଣ୍ଡ ଶ୍ୟାମଳା ଡ୍ରାଏ ଫ୍ରୁଟ୍ସ୍ ବୁଧବାରଦିନ ରଘୁନାଥପୁର ରୟାଲ ଆର୍କେଡ୍ ମଲ୍ରେ ଏକ ସ୍ୱତନ୍ତ୍ର ଆଉଟଲେଟ୍ ଉଦ୍ଘାଟିତ କରିଛି ।ଭୁବନେଶ୍ୱରର ସମସ୍ତ ସ୍ୱାସ୍ଥ୍୍ୟ ସମନ୍ଧୀୟ ସାମଗ୍ରୀ ଏହି ଷ୍ଟୋରରେ ମିଳିବ । ଗ୍ରାହକଙ୍କ ଚାହିଦାକୁପୂରଣ କରିବା ପାଇଁ ଗୁଣାତ୍ମକ ଏବଂ ସୁସ୍ଥ ଖାଦ୍ୟ ପ୍ରଦାନ କରିବାକୁ ଆମର ପ୍ରତିଶ୍ରୁତି ଏକ ପ୍ରଦର୍ଶନ ହେଉଛି ଏହି ଷ୍ଟୋରର […]