ଆଜିର ଅନୁଚିନ୍ତା
➡️ନିଜ ମୁହଁରେ ନିଜକୁ ପ୍ରଶଂସା କରୁଥିବା ବ୍ୟକ୍ତିଙ୍କ ଠାରୁ ସର୍ବଦା ଦୂରେଇ ରୁହନ୍ତୁ । ➡️ଜୀବନ ଯୁଦ୍ଧରେ ଜିତିବାର ଏକମାତ୍ର ଚାବି କାଠି ନିଜ ଉପରେ ଭରସା ରଖିବା । ➡️କଷ୍ଟଟା ଯେତେବେଳେ ସୀମା ଟପିଯାଏ ସେତେବେଳେ ମଣିଷ କାନ୍ଦି ନ ପାରି ଚୁପ୍ ହୋଇଯାଏ । ➡️ପାଣି ଭଳି ହୁଅନ୍ତୁ ଏବଂ ନିଜ ରାସ୍ତା ନିଜେ ତିଆରି କରନ୍ତୁ, ପଥର ହେଇ ଅନ୍ୟ ରାସ୍ତାରେ ବାଧା ପ୍ରାପ୍ତ ନ ହୁଅନ୍ତୁ । ➡️ଥରେ ଭରସା ଭାଙ୍ଗିଲା […]