Browsing category

ଜଣା ଅଜଣା

ପୁଣି ପ୍ରବଚନ ଦେବେ ସାରଥୀ !

ଖବର ଆଜିର,ତାରିଖ ୧୭-୦୨-୨୦୨୧ ବୁଧବାର ୧-ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ ଗସ୍ତ : ରାଉରକେଲାରେ ଆନ୍ତର୍ଜାତିକ ମାନର ହକି ଷ୍ଟାଡିଅମର ଶିଳାନ୍ୟାସ ,, ଷ୍ଟାଡିଅମକୁ ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ନାମରେ ନାମିତ କଲେ । ୨-ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ରଥ କାଠ ଅନୁକୂଳ । ୩ଖଣ୍ଡ ୧୨ ଫୁଟିଆ ଧଉରା କାଠ ଅନୁକୂଳ କଲେ ରାଜପୁରୋହିତ । ୩– ଶୁକ୍ରବାର ସୁପ୍ରିମକୋର୍ଟରେ ହେବ କୋଟିଆ ବିବାଦର ଶୁଣାଣୀ . ୪-ଟୁଲକିଟ୍ ମାମଲା ; ପୋଲିସ ରିମାଣ୍ଡରେ ଥାଇ ପରିବାର ଲୋକଙ୍କ ସହ […]

ଆଜିର ଅନୁଚିନ୍ତା

➡️ପରିବାର ଦାୟିତ୍ବ ଭାର ଆଗରେ ସ୍ବପ୍ନ ସବୁବେଳେ ହାରି ଯାଇଥାଏ । ➡️ସମସ୍ତଙ୍କୁ ସାହାର୍ଯ୍ୟ କର କିନ୍ତୁ କାହା ଠାରୁ କିଛି ଆଶା ରଖ ନାହିଁ । ➡️ସମୟ କାହାକୁ ଅପେକ୍ଷା କରେ ନାହିଁ, ତାହା ଖୁଚ୍ ଶୀଘ୍ର ପରିବର୍ତ୍ତନ ହୋଇଯାଏ । ➡️ଅଢେଇ ଦିନିଆ ଜୀବନକୁ ନେଇ ବଢେଇ ହେଉଛୁ କାହିଁକି ବେଶି, ଆସିଥିଲୁ ଖାଲି ଯିବୁରେ ତୁ ଖାଲି ମାଟି ଦେହ ଯିବ ମାଟିରେ ମିଶି । ➡️ହାତ କାଟି ଭଲପାଇବାର ପ୍ରମାଣ ଦେବା […]

ଆଜିର ଅନୁଚିନ୍ତା

➡️ମନେରଖନ୍ତୁ ଯେ, ରାଗ କୌଣସି ସମସ୍ୟାର ସମାଧାନ ନୁହେଁ । ➡️ଜୀବନରେ ଲୋକଙ୍କୁ ଖୋଜିବାକୁ ଚେଷ୍ଟା କରନ୍ତୁ ନାହିଁ, ଏମିତି କର୍ମ କରନ୍ତୁ କି ଲୋକେ ଆପଣଙ୍କୁ ଖୋଜିବେ । ➡️ସବୁ ତୀର୍ଥ ଭ୍ରମଣ କରିବା ଅପେକ୍ଷା ନିଜର ବୃଦ୍ଧ ପିତା ମାତାଙ୍କୁ ସେବା କରିବା ସବୁଠାରୁ ବଡ ତୀର୍ଥ ଅଟେ । ➡️ଆଶା କରିବା ଭୁଲ୍ ନୁହେଁ । ଭୁଲ୍ ଲୋକଙ୍କ ପାଖରୁ ଆଶା କରିବା ବହୁତ ବଡ ଭୁଲ୍ । ➡️ବିପଦ ସମଯରେ ଯେଉଁ […]

ପୁରୀକୁ ଆସିଲା ପ୍ରଥମ ପର୍ଯ୍ୟାୟ ରଥକାଠ

ପୁରୀ,୧୩/୨(ଏସଏସନିୟୁଜ) ଚଳିତବର୍ଷ ରଥଯାତ୍ରା ପ୍ରସ୍ତୁତି ପାଇ ଆରମ୍ଭ ହେଲା ପ୍ରଥମ ପର୍ଵ। ପ୍ରଥମ ପର୍ଯ୍ୟାୟରେ ଦୁଇଟି ଟ୍ରକରେ ନୟାଗଡ ବନଖଣ୍ଡରୁ ୪୯ଟି ଅସନ ଓ ଧଉରା ରଥକାଠ ଆସି ପହଞ୍ଚିଛି। ସରସ୍ୱତୀ ପୂଜା ଦିନ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ତିନୋଟି କାଠକୁ ପାରମ୍ପରିକ ବିଧିରେ ପୂଜାର୍ଚ୍ଚନା କରାଯାଇ ଅକ୍ଷୟ ତୃତୀୟା ଦିନ ତିନି ରଥ ନିର୍ମାଣର ଶୁଭାରମ୍ଭ ହେବାର ବିଧି ରହିଛି। ଶ୍ରୀରାମ ନବମୀ ଠାରୁ ପରମ୍ପରା ଅନୁଯାୟୀ ତିନିରଥ ନିର୍ମାଣ ପାଇଁ କଟକ ଖପୁରିଆ […]

ଆଜିର ଅନୁଚିନ୍ତା

➡️କିଛି କାମ କରିବା ପାଇଁ ଯେତିକି ସମୟ ଲାଗେ ନାହିଁ ଯେପରି ଆମେ ଭାବୁଛୁ ଯେ ଏହା କରିବା ଉଚିତ୍ ନା ନୁହେଁ ➡️ରୋଜଗାର କର .. ମହଙ୍ଗା ଜିନିଷ ଶସ୍ତା ହେବା ପର୍ଯ୍ୟନ୍ତ ରୋଜଗାର କର ଏବଂ ରୋଜଗାର କର ➡️ସର୍ବଶ୍ରେଷ୍ଠ; ଭଲର ଶତ୍ରୁ ଅଟେ ➡️ଆରମ୍ଭ କରିବାର ଉପାୟ ହେଉଛି କଥାବାର୍ତ୍ତା ତ୍ୟାଗ କରିବା ଏବଂ କାମ ଆରମ୍ଭ କରିବା ➡️ସଂଘର୍ଷ ଯେତେ କଠିନ ହେବ, ବିଜୟ ମଧ୍ୟ ସେତେ ରୋମାଞ୍ଚକର ହେବ ➡️ବିଜେତାମାନେ […]

ଆଜିର ଅନୁଚିନ୍ତା

➡️ଯିଏ ନିଜର ଭବିଷ୍ୟତକୁ ସୁଖମୟ କରିବାକୁ ଚାହୁଁଛି, ସେ ନିଜର ବର୍ତ୍ତମାନ ନଷ୍ଟ କରିବା ଉଚିତ୍ ନୁହେଁ ➡️କେବଳ ଟଙ୍କା ନଷ୍ଟ କରି ତୁମେ ଟଙ୍କା ପାଇବ ନାହିଁ, କିନ୍ତୁ ସମୟ ନଷ୍ଟ କରି ତୁମେ ତୁମର ଜୀବନର ଏକ ଅଂଶ ହରାଇବ ➡️ଯେଉଁମାନେ ମନକୁ ନିୟନ୍ତ୍ରଣ କରନ୍ତି ନାହିଁ, ଏହା ଶତ୍ରୁ ପରି କାର୍ଯ୍ୟ କରେ ➡️ତୁମର ଜରୁରୀ କାର୍ଯ୍ୟ କର, କାରଣ ପ୍ରକୃତରେ କାମ କରିବା ନିଷ୍କ୍ରିୟତା ଅପେକ୍ଷା ଭଲ ➡️ଧୌର୍ଯ୍ୟ ବାନ ହୁଅ, […]

ଆଜିର ଅନୁଚିନ୍ତା

➡️ନିଜ ଖୁସିର ଦାୟିତ୍ବ ନିଜ ହାତରେ ରହିଥାଏ, ନିଜ ଖୁସି ପାଇଁ ଯଦି ଅନ୍ୟ ଉପରେ ନିର୍ଭରଶୀଳ ହେବା, ତେବେ ଦୁଃଖ ନିଶ୍ଚିତ ଭାବରେ ମିଳିବ । ➡️ସବୁ ତୀର୍ଥ ଭ୍ରମଣ କରିବା ଅପେକ୍ଷା ନିଜର ବୃଦ୍ଧ ପିତା ମାତାଙ୍କ ସେବା କରିବା ସବୁଠାରୁ ବଡ ତୀର୍ଥ ଅଟେ । ➡️ନିଜେ ନିଜକୁ କୌଣସି କାମରେ ବ୍ୟସ୍ତ ରଖନ୍ତୁ, କାହିଁକି ନା ବ୍ୟସ୍ତ ହିଁ ମଣିଷକୁ ଦୁଃଖୀ ହେବାକୁ ଦେଇ ନ ଥାଏ ! ଚେଷ୍ଟା ହିଁ […]

ମୁହାଁମୁହିଁ ହେଲେ ମନ୍ତ୍ରୀ ଓ ସାସଂଦ

ଖବର ଆଜିର,ତାରିଖ ୧୧-୦୨-୨୦୨୧ ଗୁରୁବାର ୧-ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ, କହିଲେ- ‘କୃଷି ବିଲକୁ ନେଇ ଗୁଜବ ପ୍ରଚାର’ । ୨-ମରିଯିବୁ ପଛେ ବିଜେପି ଆଗରେ ମୁଣ୍ଡ ନୁଆଁଇବୁ ନାହିଁ : ମମତା ବାନାର୍ଜୀ । ୩-ଫେବ୍ରୁଆରି ୧୮ରେ କୃଷକଙ୍କ ଦେଶବ୍ୟାପୀ ୪ ଘଣ୍ଟିଆ ‘ରେଳ ରୋକୋ’ । ୪-ଦକ୍ଷିଣ ପ୍ରଶାନ୍ତ ଦ୍ୱୀପରେ ୭.୭ ତୀବ୍ରତାର ଭୂମିକମ୍ପ : ନ୍ୟୁଜିଲ୍ୟାଣ୍ଡ ସମେତ କେତେକ ଦେଶକୁ ସୁନାମି ଚେତାବନୀ । ୫-ଭ୍ୟାକସିନ ପାଇଁ ଭାରତକୁ ଧନ୍ୟବାଦ ଜଣାଇଲେ ଡୋମିନିକା ପ୍ରଧାନମନ୍ତ୍ରୀ […]

ଆଜିର ଅନୁଚିନ୍ତା

➡️ଭାଗ୍ୟ ସେମାନଙ୍କୁ ସାଥ୍ ଦିଏ, ଯେଉଁମାନେ ଭାଗ୍ୟକୁ ନୁହେଁ କର୍ମକୁ ବିଶ୍ବାସ କରନ୍ତି । ➡️ଜୀବନ ଆଉ ଆପଣାର କେହି ବି ଚିରସ୍ଥାୟୀ ନୁହଁନ୍ତି , ସମୟର ସହ ସମସ୍ତେ ଦିନେ ହଜିଯାଆନ୍ତି । ➡️ସବୁ କାର୍ଯ୍ୟ କରିବା ପୂର୍ବରୁ ଯୋଜନା କରିବା ଶିଖନ୍ତୁ, କାରଣ ଯୋଜନା ଦ୍ବାରା କାର୍ଯ୍ୟ ସହଜ ହୋଇଥାଏ । ➡️କର୍ତ୍ତବ୍ୟ ଆଉ କର୍ମରେ ସଫଳତା ଥାଏ , ଏମିତି ଫାଙ୍କା କଥାରେ ନ ଥାଏ । ➡️ଦୁନିଆରେ ଯେତେ Word ଅଛି […]

ଶୁଭିବନି ଯାତ୍ରା ମଂଚରୁ ସଂଳାପ

୧-ଚେନ୍ନାଇ ଟେଷ୍ଟରେ ଭାରତର ଶୋଚନୀୟ ପରାଜୟ । ୨୨୭ ରନରେ ଜିତିଲା ଇଂଲଣ୍ଡ । ୪ ବର୍ଷ ପରେ ଘରୋଇ ମାଟିରେ ହାରିଲା ଟିମ ଇଣ୍ଡିଆ । ୨-ବରିଷ୍ଠ କଂଗ୍ରେସ ନେତା ଗୁଲାମ୍ ନବୀ ଆଜାଦଙ୍କ ବିଦାୟୀ ଦିନରେ ମୋଦିଙ୍କ ଆଖିରେ ଲୁହ । କୋହ ରଖିପାରିଲେନି ପ୍ରଧାନମନ୍ତ୍ରୀ, ୨୦୦୭ ଆତଙ୍କୀ ଆକ୍ରମଣ ଘଟଣାରେ ଆଜାଦଙ୍କ ଭୂମିକା ମନେ ପକାଇ ହେଲେ ଭାବବିହ୍ୱଳ । ୩-୨୦୧୯-୨୦ ଶିକ୍ଷାବର୍ଷରେ ନବମ ଶ୍ରେଣୀରେ ପଢ଼ୁଥିବା ସବୁ ଛାତ୍ରଛାତ୍ରୀ ୨୦୨୧ ମେ […]