Browsing category

ଜଣା ଅଜଣା

ପଟିଆକଲେଜରେ ଭାରତୀୟ ଭାଷାସମ୍ମିଳନୀ

  ଭୁବନେଶ୍ୱର,୧୭।୩(ଏସଏସନିଉଜ) ମାତୃଭାଷା, ମାତୃଭୂମି ଏବଂ ମୋମାତୃଭାଷା – ମୋଗର୍ବ ବିଷୟରେ ଜାତୀୟକର୍ମଶାଳା ଶନିବାରଦିନ ରାଜା ମଧୁସୂଦନ ଦେବ ଡିଗ୍ରୀ ମହାବିଦ୍ୟାଳୟରେ ଆନୁଷ୍ଟିତ ହୋଇଯାଇଛି ।ଭାରତସରକାରଙ୍କଭାରତୀୟ ଭାଷା ସମିତି, ଶିକ୍ଷାମନ୍ତ୍ରଣାଳୟ, ବିଦ୍ୟାଭାରତୀ ଉଚ୍ଚଶିକ୍ଷା ସଂସ୍ଥାନ ଓ ରାଜାମଧୁସୂଦନଦେବ ଡିଗ୍ରୀ ମହା ବିଦ୍ୟାଳୟର ମିଳିତ ଆୟୋଜନରେ ଅନୁଷ୍ଠିତ ଏହି ସେମିନାରରେ ପଶ୍ଚିମବଙ୍ଗ ବୈଷୟିକ ବିଶ୍ଵ ବିଦ୍ୟାଳୟର କୁଳପତି ପ୍ରଫେସର ତାପସ ଚକ୍ରବର୍ତ୍ତୀ,ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟର ପ୍ରଫେସର୍ ଟୁଇଙ୍କିଲ ପୃଷ୍ଟି, ବିଶ୍ଵଭାରତୀ ଶାନ୍ତିନିକେତନର ପ୍ରଫେସର୍ ଇନ୍ଦ୍ରମଣିସାହୁ,ଭାଷା ବିଶାରଦ ପ୍ରଫେସର ହରେକୃଷ୍ଣ […]

ବନ୍ୟପ୍ରାଣୀଙ୍କ ସହ ସେଲ୍‌ଫି ମନା

ଭୁବନେଶ୍ୱର,୧୫ା୩(ଏସଏସନିଉଜ) ବନ୍ୟଜନ୍ତୁଙ୍କ ଓ ସେମାନଙ୍କ ଶରୀରର ବିଭିର୍ଣ ଅଂଶ ସହ ଫଟୋ କିମ୍ବା ସେଲଫି ନେଲେ ଏଥର ଜେଲ୍ ଯିବାକୁ ପଡିବ ।ବନ୍ୟଜନ୍ତୁଙ୍କ ସହ ସେଲଫିନେଇ ସୋସିଆଲ ମିଡିଆରେ ଛାଡିଲେ ହେବ ଦୃଢକାର୍ଯ୍ୟାନୁଷ୍ଠାନ ।ଏହା ସେମାନଙ୍କ ସାଧାରଣ ଜୀବନ ଯାତ୍ରାକୁ ବିଶୃଙ୍ଖଳିତ କରି ନଥାଏ ବରଂ ଏହା ବନ୍ୟଜନ୍ତୁ ସୁରକ୍ଷା ଆଇନ , ୧୯୭୨ର ଧାରା ୯କୁ ଉଲ୍ଲଂଘନ କରିଥାଏ। ଏହି ଅଭିଯୋଗରେ ଆଇନ ଉଲ୍ଲଂଘନକାରୀଙ୍କୁ ୭ ବର୍ଷ ଜେଲଦଣ୍ଡ ଭୋଗିବାକୁ ପଡିପାରେ ।ଏହାସହ ମୃତ ବନ୍ୟଜନ୍ତୁ […]

ବନ୍ଦହେଲା Facebook!

ଭୁବନେଶ୍ୱର,୫।୩(ଏସଏସନିଉଜ)ବନ୍ଦ ହେଲା ଫେସବୁକ, କାମକରୁନି ଲକ୍ଷଲକ୍ଷ ୟୁଜରଙ୍କ ଫେସବୁକ ଆକାଉଣ୍ଟ।ପୁଣିଥରେ ମେଟାର ଫେସବୁକକୁ ନେଇ ଦେଖାଦେଇଛି ସମସ୍ୟା । ସର୍ଭରଡାଉନ୍ ଯୋଗୁଁ ଲଗ୍ ଇନ୍ ସହ ଆକାଉଣ୍ଟରେ ଅନ୍ୟାନ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଲକ୍ଷଲକ୍ଷ ୟୁଜର ।ଏନେଇ ଟ୍ୱିଟରରେ ଅନେକ ୟୁଜର ପ୍ରଶ୍ନ କରିଥିଲେ ମଧ୍ୟ ମେଟା ତରଫରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ । ତେବେ କିଛି ୟୁଜର ଫେସବୁକ ସହିତ ଇନଷ୍ଟାଗ୍ରାମ ସର୍ଭର ମଧ୍ୟ ଡାଉନ୍ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ।

ଆଜିର ରାଶିଫଳ

୨୦୨୪ମସିହା ମାର୍ଚ୍ଚମାସ ୫ ତାରିଖ ମଙ୍ଗଳବାର। ସୁର୍ଯ୍ୟୋଦୟ- ଘ୬/୭/୨,ସୂର୍ଯ୍ୟାସ୍ତ- ଘ୫/୪୯/ ୫୦,ଫାଲ୍ଗୁନମାସ,କୃଷ୍ଣପକ୍ଷ,ଭୌମବାସ, ତିଥି-ନବମୀ ଦିବା ଘ୮/୧୧ମି ପର୍ଯ୍ୟନ୍ତ ତଦନ୍ତେ ଦଶମୀ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବ ଦିଗରେ। ଦିବା ଘ୮/୧୧ମି ପରେ ଉତ୍ତର ଦିଗରେ। ମଙ୍ଗଳବାର, ରିକ୍ତାତିଥି, ବ୍ୟତିପାତ ବିଷ୍ଟିକରଣ ଦୋଷ ହେତ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର– ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର ।ଘାତବାର–ମକର ରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଦଶମୀର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ-ଲାଉ ଦିବା ଘ୮/୧୧ମି ପରେ କଳମଶାଗ ଭକ୍ଷଣ ନିଷେଧ।ଅଶୁଭବେଳା- ବାରବେଳା ଦିବା […]

ଆସୁଛି ଜାଗର

କଳାହାଣ୍ଡି,୨୮।୨(ଏସଏସନିଉଜ)କଳାହାଣ୍ଡି ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧଶକ୍ତିପୀଠ କେସିଙ୍ଗା ଗୁର୍ଜିମୁଣ୍ଡାଠାରେ ଅବସ୍ଥାପିତ କରିଛନ୍ତି ଜଗତଜନନୀ ମାଯୋଗମାୟା।ମାଙ୍କ ଟିକିଏକରୁଣା ଓ କୃପାପାଇବାପାଇଁ ପ୍ରତିଦିନ ଦୁରଦୂରାନ୍ତରୁ ଧାଇଁ ଆସିଥାନ୍ତିଭକ୍ତ।ଏହି ପୀଠରେ ୧୨ଯାତ୍ରାରେ ୧୩ପର୍ବ ଭଳି ମହାଶିବରାତ୍ରି ଓ ରୁଦ୍ରଯଜ୍ଞ ବଡ଼ପର୍ବ ଅଟେ।ତେଣୁ ଏହି ପର୍ବରେ ରାଜ୍ୟର ବିଭିର୍ଣଜିଲାରୁ ପ୍ରବଳ ଭକ୍ତମାନଙ୍କ ସମାଗମ ହୋଇଥାଏ।ଏହାକୁ ଦୃଷ୍ଟିରେ ରଖି ମନ୍ଦିର ପରିଚାଳନା ଟ୍ରଷ୍ଟ ଓ ସ୍ଥାନୀୟପ୍ରଶାସନ ପକ୍ଷରୁ ଭକ୍ତମାନଙ୍କ ସୁରକ୍ଷା ନେଇ ବିଭିର୍ଣପ୍ରକାର ବନ୍ଦୋବସ୍ତ କରାଯାଇଥାଏ।ଏଠାରେ ଦିନିକିଆମେଳା ଅର୍ଥାତ କିଣାବିକାର ପସରା ଖୋଲାଯାଇଥାଏ।ତେବେ ଚଳିତବର୍ଷ ଏହାକୁ […]

ପିଲା ପାଇବେ ଗ୍ରେସମାର୍କ

ଭୁବନେଶ୍ୱର,୨୭।୧(ଏସଏସନିଉଜ)ତ୍ରୁଟିମାନିଲେ CHSE ପରୀକ୍ଷା ନିୟନ୍ତ୍ରକ।ପ୍ରେସମିଟ୍‌ କରି ସୂଚନା ଦେଲେ ପରୀକ୍ଷା ନିୟନ୍ତ୍ରକ ଆଶୋକ ନାୟକ।ଆଉଟ ଅଫ୍‌ ସିଲାବସ୍‌ ନୁହେଁ, ଚଏସ୍‌ ଡେଫିସିଟ୍‌ ରହିଛି।ରେଗୁଲାର ଓ ଏକ୍ସ ରେଗୁଲାର ସିଲାବସକୁ ନେଇ ପ୍ରଶ୍ନ ପ୍ରସ୍ତୁତ ହୋଇଥିଲା।କେବଳ ରେଗୁଲାର ପିଲାଙ୍କ ପ୍ରଶ୍ନରେ ଚଏସ୍‌ ଡେଫିସିଟ୍‌ ରହିଛି।ମୋଟ ୧୯ନମ୍ବର ଚଏସ୍‌ ଡେଫିସିଟ ରହିଛି ବୋଲି କହିଛନ୍ତି ପରୀକ୍ଷା ନିୟନ୍ତ୍ରକ।ଯେଉଁପିଲା ଏସବୁ ପ୍ରଶ୍ନ ଆଟେମ୍ପ୍‌ଟ ନେଇଥିବେ ଗ୍ରେସ୍‌ ମାର୍କ ପାଇବେ।ଆଟେମ୍ପ୍‌ଟ ନେଇ ନ ଥିଲେ ପିଲାଙ୍କୁ ଗ୍ରେସ୍‌ ମାର୍କ ମିଳିବ ନାହିଁ।ଯେତିକି ଚଏସ […]

ଆଜିର ରାଶିଫଳ

ଫେବୃଆରୀମାସ ୨୬ତାରିଖ ୨୦୨୪ମସିହା (ସୋମବାର)ଫାଲଗୁନମାସ- କୃଷ୍ଣପକ୍ଷ,ତିଥି- ଦ୍ଵିତୀୟା ରାତ୍ରି ଘ୧୧/୩୪ ପର୍ଯ୍ୟନ୍ତ ତଦନ୍ତେ ତୃତୀୟା, ସୁର୍ୟୋଦୟ-ପ୍ରାତଃ ଘ୦୬/ ୧୩/୩୦,ସୂର୍ଯ୍ୟାସ୍ତ -ସନ୍ଧ୍ୟାଘ ୦୫/ ୪୮/୨୦,ଯୋଗିନୀ ଉତ୍ତରେ ରାତ୍ରି ଘ୧୧/୩୪ ଗତେ ଅଗ୍ନିକୋଣେ,ଦ୍ଵିତୀୟାର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ, କନ୍ୟାରାଶିର ଘାତଚନ୍ଦ୍ର, ମିଥୁନ ରାଶିର ଘାତବାର, କାଳବେଳା -ଦିବା ଘ୦୭/୩୭ ଗତେ ଘ୦୯/୦୮ ମଧ୍ୟେ, ବାରବେଳା – ଦିବା ଘ୦୨/ ୩୬ ଗତେ ଘ୦୪/୨୩ ମଧ୍ୟେ,ବିଶୁଦ୍ଧ ଅମୃତ ବେଳ। -ଦିବା ଘ ୦୭/ ୩୭ ମଧ୍ୟେ ଓ ଘ୧୧/ ୦୦ ଗତେ […]

ଆଜିର ରାଶିଫଳ

ଫେବୃଆରୀମାସ ୨୫ତାରିଖ ୨୦୨୪ମସିହା (ରବି ବାର)ଫାଲଗୁନମାସ- କୃଷ୍ଣପକ୍ଷ,ତିଥି-ପ୍ରତିପଦ ରାତ୍ରି ଘ ୦୮/୫୪ପର୍ଯ୍ୟନ୍ତ ତଦନ୍ତେ ଦ୍ଵିତୀୟ।ସୁର୍ୟୋଦୟ-ପ୍ରାତଃଘ୦୬/୧୪/୦୦,ସୂର୍ଯ୍ୟାସ୍ତ-ସନ୍ଧ୍ୟା ଘ୦୫/୪୭ /୫୦,ଯୋଗିନୀ ପୂର୍ବେ ରାତ୍ରିଘ୦୮/୫୩ ଗତେ ଉତ୍ତରେ, ପ୍ରତିପଦର ଏକୋଦିଷ୍ଟ ଓ ପାର୍ବଣଶ୍ରାଦ୍ଧ,କର୍କଟ ଓ ମକରରାଶିର ଘାତଚନ୍ଦ୍ର,ମେଷରାଶିର ଘାତ ବାର,କାଳବେଳା ଓ ବାରବେଳା – ଦିବା ଘ୧୦/୨୮ ଗତେ ଘ୦୧/୨୨ ମଧ୍ୟେ,ବିଶୁଦ୍ଧ ଅମୃତବେଳ। – ଦିବା ଘ ୦୭/୦୦ ଗତେ ଘ୧୦/୧୩ ମଧ୍ୟେ ଓ ରାତ୍ରି ଘ୦୭/ ୨୨ ଗତେ ଘ୦୯/୦୦ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ଦିବା ଘ ୦୭/୦୦ ମଧ୍ୟେ ଓ […]

ବାବା ଧବଳେଶ୍ବରଙ୍କ ପୀଠ

ଖୁଣ୍ଟୁଣୀ, ୨୩।୨(ଏସଏସନିଉଜ)ଆସନ୍ତା ୮ତାରିଖ ମହାଶିବରାତ୍ରି(ଜାଗର)ରେ ବାବାଧବଳେଶ୍ୱରଙ୍କ ପୀଠରେ ରାତି ସାଢ଼େ୧ଟାରେ ଉଠିବ ମହାଦ୍ୱୀପ। ବାବାଙ୍କ ପ୍ରସିଦ୍ଧଜାଗରଯାତ୍ରାରେ ପ୍ରବଳ ଜନସମାରମ ହେବାର ଥିବାରୁ ଭକ୍ତମାନଙ୍କ ସୁରକ୍ଷା ଓ ମନ୍ଦିରର ନୀତିକାନ୍ତି ସୁଚାରୁରୁପେ କରିବା ପାଇଁ ଆଠଗଡ଼ ଦେବୋତ୍ତରପ୍ରଶାସନ ପକ୍ଷରୁ ଶୁକ୍ରବାର ମଧ୍ୟାହ୍ନରେ ଧବଳେଶ୍ବରଙ୍କପୀଠରେ ଥିବା ସଭାଗୃହରେ ଏକ ପ୍ରସ୍ତୁତିବୈଠକ ଅନୁଷ୍ଠିତ ହୋଇଯାଇଛି ।ପୂଜକ ସମାଜ ସମ୍ପାଦକ ନରେନ୍ଦ୍ରକୁମାରପଣ୍ଡା ସଭାପତିତ୍ୱ କରିଥିବାବେଳେ ଆଠଗଡ଼ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇଙ୍କ ପରିଚାଳନା କରିଥିଲେ।ବୈଠକ ରେ ହୋଇଥିବା ନିଷ୍ପତିମୁତାବକ ଧବଳେଶ୍ୱରଙ୍କ ପୀଠରେ ରାତି […]

ଆଜିର ରାଶିଫଳ

୨୦୨୪ମସିହା ଫେବୃଆରୀମାସ ୨୪ତାରିଖ ଶନିବାର। ମାଘପୂର୍ଣ୍ଣିମା,ମାଘବ୍ରତସମାପନ,ଗୋସହସ୍ରୀ ଗଙ୍ଗାସ୍ନାନ,ମହତୀସ୍ନାନ, ଶ୍ରଜୀଉଙ୍କ ଗଜୋଦ୍ଧାରଣ ବେଶ, ଯୋରନ୍ଦାମେଳା।ସୁର୍ଯ୍ୟୋଦୟ- ଘ୬/୧୪/୧୨, ସୂର୍ଯ୍ୟାସ୍ତ- ଘ୫/୪୫/୫୬,ମାଘମାସ,ଶୁକ୍ଳପକ୍ଷ,ଶୌରି ବାସ,ତିଥି- ପୂର୍ଣ୍ଣିମା ସନ୍ଧ୍ୟାଘ୬/୧୨ମି ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ବାୟବ୍ୟକୋଣରେ,ସନ୍ଧ୍ୟାଘ୬/୧୨ମିପରେ ପୂର୍ବ ଦିଗରେ।ଶନିବାର,ପକ୍ଷାନ୍ତ,ରବିସପ୍ତ,ଶନିସପ୍ତ ଦୋଷହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର– କର୍କଟ ଓ ମକରରାଶିର ଘାତଚନ୍ଦ୍ର।ଘାତବାର–ବୃଷ, ସିଂହ ଓ କନ୍ୟାରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ପୂର୍ଣ୍ଣିମାର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- ଆମିଷ, ସନ୍ଧ୍ୟା ଘ୬/୧୨ମି ପରେ ପାଣିକଖାରୁ ଭକ୍ଷଣ ନିଷେଧ।ଅଶୁଭବେଳା- କାଳବେଳା ପ୍ରାତଃରୁ ଦିବା ଘ୭/୨୩ମି ମଧ୍ୟେ, ଘ୪/୧୧ମି ରୁ ସୂର୍ଯ୍ୟାସ୍ତଘ୫/୪୬ମି […]