Browsing category

ଜଣା ଅଜଣା

ଆଜିର ଅନୁଚିନ୍ତା

🌸୦୧. ସୁଖ ଚାହୁଁଛତ ରାତିରେ ଅନିଦ୍ରା ରହିବ ନାହିଁ। 🌸୦୨.ଶାନ୍ତି ଚାହୁଁଛ ତ ଦିନରେ ଶୋଇବ ନାହିଁ । 🌸୦୩.ସମ୍ମାନ ଚାହୁଁଛତ କେବେ କାହାକୁ କଟୁକଥା କହିବ ନାହିଁ। 🌸୦୪.ଭଲପାଇବା ଚାହୁଁଛ ତ ନିଜ ଲୋକଙ୍କୁ କେବେ ପାଖରୁ ଅଲଗା କରିବ ନାହିଁ 🌸୦୫.ଲୁଣଭଳି କଡା ଜ୍ଞାନ ଦେଉଥିବା ବ୍ୟକ୍ତି ହିଁ ପକୃତ ବନ୍ଧୁ। କାରଣ ଇତିହାସ ସାକ୍ଷୀ ଅଛି ଲୁଣରେ ଆଜି ଯାଏ କେବେ ପୋକ ପଡିନାହିଁ l 🌸୦୬.ବାହାର ଦୁନିଆ ଯାହା ଦିଶୁଛି ତାହା […]

ଆଜିର ଅନୁଚିନ୍ତା

୦୧.ବ୍ୟକ୍ତି ସଦା ସଫଳତା ପଛରେ ଦୌଡ଼ିଥାନ୍ତି,କିନ୍ତୁ ସଫଳତା ସଦା ପରିଶ୍ରମ କରୁଥିବା ବ୍ୟକ୍ତି ପଛରେ ଦୌଡ଼ି ଥାଏ। ୦୨.ସଫଳତା ଜଳ ସଦୃଶ୍ୟ ଅଟେ,ଜଳ କୁ ଧରିବା ପାଇଁ ହାତ ମୁଠା ନୁହଁ ବରଂ ହାତ ଆଞ୍ଜୁଳା ର ଆବଶ୍ୟକ ହୁଏ। ୦୩. ବ୍ୟକ୍ତି ଅଂହାଙ୍କର ରେ ଆସି ସଫଳତାକୁ ନିଜ ହାତ ମୁଠାରେ ରଖିବାକୁ ଚାହେଁ,କିନ୍ତୁ ବିବେକୀ ବ୍ୟକ୍ତି, ନିଜ ବିବେକପଣ କାରଣରୁ ସଦା ସମର୍ପଣ ଭାବ ରଖି କର୍ମ କରିଚାଲେ। ୦୪.ଅଳ୍ପ ବୁଦ୍ଧି ରେ ମଧ୍ୟ […]

ଆରମ୍ଭରୁ ବିଭ୍ରାଟ

୧-ପାର୍ବଣ ଛୁଟି ପରେ ଖୋଲିବ ଅଷ୍ଟମ ଓ ଏକାଦଶ କ୍ଲାସ୍‌, ସ୍କୁଲ ଓ ଗଣଶିକ୍ଷା ବିଭାଗ ଜାରି କଲା SOP। ୨-କୋଭିଡ଼ ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି, ଚଳିତ ବର୍ଷ ପାଳିବେନି ଜନ୍ମଦିନ। ଆଜି ୭୬ ବର୍ଷରେ ପଦାର୍ପଣ କରିବେ ନବୀନ। ୩-ଆରମ୍ଭରୁ ବିଭ୍ରାଟ, ନନ୍ଦନକାନନ ଟୟ ଟ୍ରେନରେ ଲାଗିଲା ନିଆଁ।ଅଗ୍ନିକାଣ୍ଡରୁ ଅଳ୍ପକେ ବର୍ତ୍ତିଲେ ୩୦ ପର୍ଯ୍ୟଟକ। ୪-ଓଡ଼ିଶାରେ ଏବେ ବାତ୍ୟା ନାହିଁ; ଲଘୁଚାପ ପ୍ରଭାବରେ ୧୭ଯାଏଁ ବର୍ଷା ସମ୍ଭାବନା। ୫-ଯାଜପୁର ବାଲିଚନ୍ଦ୍ରପୁର ବଜାରରୁ ମା’ […]

ଅନଲାଇନ୍ ଖେଳ ଏବେ ପାଲଟିଛି କାଳ

୧-ଦଶହରା ପରେ ଖୋଲିବ ଅଷ୍ଟମ ଓ ଏକାଦଶ ଶ୍ରେଣୀ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ବିଭାଗ । ୨-ଅନଲାଇନ୍ ଖେଳ ଏବେ କାଳ ପାଲଟିଛି। ଅକାଳରେ ଯାଉଛି ପିଲାଙ୍କ ଜୀବନ। ଅନଲାଇନ୍ ପାଠ ପଢା ନାଁରେ ଘଣ୍ଟା ଘଣ୍ଟା ଧରି ଅନ୍ ଲାଇନ୍ ଗେମରେ ମାତୁଛନ୍ତି ଛାତ୍ର। ଆଉ ପରିବାର ଲୋକ ଆକଟ କଲେ ଆତ୍ମହତ୍ୟା କରିବାକୁ ପଛାଉନାହାଁନ୍ତି। ଗତ ୧୫ଦିନ ଭିତରେ ରାଜ୍ୟରେ ଅନଲାଇନ୍ ଗେମ୍ ଯୋଗୁ ଦୁଇ କଅଁଳ ଜୀବନ ଗଲାଣି। ସେପ୍ଟେମ୍ବର […]

ଆଜିର ଅନୁଚିନ୍ତା

ସର୍ବମଙ୍ଗଳ ମାଙ୍ଗଲ୍ୟେ, ଶିବେ, ସର୍ବାର୍ଥସାଧିକେ, ଶରଣ୍ୟେ ତ୍ର୍ୟମ୍ବକେ ଗୌରି, ନାରାୟଣି, ନମୋ<ସ୍ତୁତେ। ➡️ପର ଘର ଭଙ୍ଗା ବୁଢ଼ା ମାଙ୍କଡ଼ ତ ଏ ସମାଜେ ଛନ୍ତି ପଣେ ପର ଘର ଭାଙ୍ଗି କେତେ ଶାନ୍ତି ପା’ନ୍ତି ଉପର ବାଲା ହିଁ ଜାଣେ । ➡️ବିପଦ କାଳରେ ବୃଦ୍ଧଙ୍କର ଉପଦେଶ ଗ୍ରହଣ କରିବା ଏବଂ ବିଚାର କାଳରେ ବୃଦ୍ଧଙ୍କର ମତ ଗ୍ରହଣ କରିବା,,,,, ଭୋଜନ ବିଷୟରେ ବୃଦ୍ଧଙ୍କ ଉପଦେଶ ଗ୍ରହଣ କରିବ ନାହିଁ ,କାରଣ ସ୍ୱୟଂ ପରିପାକ ଓ କାମ […]

ଆଜିର ଅନୁଚିନ୍ତା

ମାଁ ପରମେଶ୍ବରୀ ନମଃ,ମୃଣ୍ମୟୀ ମହାଷ୍ଟମୀ ପୂଜା ଓ ଫଳଥୁଆ ବ୍ରତ , ସନ୍ଧିପୂଜା ବୁଧାଷ୍ଟମୀ ସ୍ନାନ 🌹ଯଦି ସ୍ବପ୍ନରେ ଗୁରୁ ଅଥବା ଇଷ୍ଟ ଦେବ ତୁମ ମୁଣ୍ଡ ଉପରେ ହାତ ରଖନ୍ତି ତେବେ ଏହା ତାଙ୍କର ଆଶୀର୍ବାଦ ବୋଲି ଜାଣ। ଏହା ବାସ୍ତବ କୌଣସି କଳ୍ପନା ନୁହେଁ । 🌹ଯଦି କେହି ସ୍ବପ୍ନରେ ଗୁରୁ ଅଥବା ଇଷ୍ଟଙ୍କ ସ୍ପର୍ଶ ନିଜ ଶରୀରରେ ଅନୁଭବ କରେ ତେବେ ଏହା ଆଧ୍ଯାତ୍ମିକ ଶକ୍ତି ର ସଂପ୍ରେକ୍ଷଣ। ଏହା ମଧ୍ୟ ବାସ୍ତବିକ। […]

ୟୁଟର୍ଣ୍ଣ ମାରିଲେ ନେତା

୧-ରାଜ୍ୟ କ୍ୟାବିନେଟ୍‍ ବୈଠକ ; ଠିକା କର୍ମଚାରୀଙ୍କୁ ପୂଜା ଭେଟି, ପ୍ରଥମ ବର୍ଷରୁ ମିଳିବ ଅଧିକ ୫୦% ଦରମା ।ଚିକିତ୍ସା ସୁବିଧା ବି ମିଳିବ । ୨-ଆରସିବି ବିରୋଧରେ କେକେଆର ବିଜୟୀ । ଦ୍ୱିତୀୟ କ୍ୱାଲିଫାୟାର ଖେଳିବା ପାଇଁ ଟିକେଟ୍ ପକ୍କା । ବୁଧବାର ଦିଲ୍ଲୀ ସହ ହେବ ମୁକାବିଲା । ୩-ପିଲାଏ ପଢ଼ୁଛନ୍ତି ଅନ୍ଧବିଶ୍ୱାସର ପାଠ, ୪ର୍ଥ ଶ୍ରେଣୀ ବହିରେ ବଜ୍ରକାପ୍ତାକୁ ନେଇ ଭ୍ରମାତ୍ମକ ତଥ୍ୟ । ୪-ମନୀଷ ହତ୍ୟା ଘଟଣାର ଶୀଘ୍ର ରହସ୍ୟ ଉନ୍ମୋଚନ […]

ଆଜିର ଅନୁଚିନ୍ତା

ଆଜିର ନୀତିବାଣୀ ➡️”ଯାହାର ଅଳ୍ପଅଛି ସେ ଦରିଦ୍ର ନୁହେଁ,ଯେ ବେଶି ଆଶା କରେ ସେ ହିଁ ପ୍ରକୃତ ଗରିବ ଓ ଦରିଦ୍ର !! ➡️”ବଞ୍ଚିବା ପାଇଁ ଯଦି ଚାହୁଁଚ ସବୁବେଳେ ଗୋଟିଏ ଲକ୍ଷ୍ୟ ରଖ,ଯିଏ ତୁମକୁ ଗୁରୁତ୍ୱ ଦେଉନାହିଁ ତାକୁ ଜୀବନରୁ ଦୂରେଇ ଦିଅ.. !! ➡️”ମନରେ ଥିବା କାର୍ଯ୍ୟ କାହା ଆଗରେ ପ୍ରକାଶ କରାଯିବା ଉଚିତ ନୁହେଁ, କିନ୍ତୁ ସେହି କାର୍ଯ୍ୟକୁ ଆପଣଙ୍କ ମନରେ ରଖି ସମ୍ପୂର୍ଣ୍ଣ କରିବା ଉଚିତ୍ !! ➡️”କୁହାଯାଏ ପ୍ରେମ ଆଉ […]

ଆଜିର ଅନୁଚିନ୍ତା

🦋ଉପଦେଶ ଦେବା ସହଜ କିନ୍ତୁ ଉପାୟ ବତାଇବା ଭାରି କଷ୍ଟ ।ଅନ୍ୟର ଦୁଃଖକୁ ଦେଖି ଅନେକ ଦୁଃଖୀ ହୁଅନ୍ତି ସତ, କିନ୍ତୁ କେହି ଦୁଃଖ ଦୂର କରିବା ପାଇଁ ଆଗେଇ ଆସନ୍ତି ନାହିଁ । 🦋ଭାଗ୍ୟ କେବଳ ପରିଶ୍ରମ ଦ୍ଵାରା ବଦଳିଥାଏ ବସିକି ଚିନ୍ତା କରିଲେ ନୁହେଁ । 🦋ସ୍ବାମୀ ଏବଂ ସ୍ତ୍ରୀ ଦୁଇଜଣ ୩ ଟି ଜିନିଷରେ ସମାନ ହେବା ଉଚିତ୍-●ବୁଝାମଣା●ସହନଶକ୍ତି●ପରସ୍ପର ସମ୍ମାନ । 🦋ଛୋଟ ଛୋଟ କଥାକୁ ହୃଦୟରେ ଧରି ରଖିଲେ ଉତ୍ତମ ସମ୍ପର୍କ […]

ଆଜିର ଅନୁଚିନ୍ତା

ଆଜିର ନୀତିବାଣୀ ➡️”ଉପଦେଶ ଦେବା ସହଜ କିନ୍ତୁ ଉପାୟ ବତାଇବା ଭାରି କଷ୍ଟ। ଅନ୍ୟର ଦୁଃଖକୁ ଦେଖି ଅନେକ ଦୁଃଖୀ ହୁଅନ୍ତି ସତ, କିନ୍ତୁ କେହି ଦୁଃଖ ଦୂର କରିବା ପାଇଁ ଆଗେଇ ଆସନ୍ତି ନାହିଁ !! ➡️”ପରିସ୍ଥିତିର ବାହାନା ଦେଖାଇ ସମ୍ପର୍କ ଭାଙ୍ଗୁଥିବା ଲୋକ ଜୀବନରେ କଦାପି ସମ୍ପର୍କର ମୂଲ୍ୟ ବୁଝି ପାରେନାହିଁ କି କେବେ ଶାନ୍ତିରେ ମଧ୍ୟ ରହି ପାରେନାହିଁ !! ➡️”ଏମିତି କିଛି କଷ୍ଟ ଥାଏ, ଯାହାକୁ ବର୍ଣ୍ଣନା କରିବା ପାଇଁ କୌଣସି […]