ଆଜିର ଅନୁଚିନ୍ତା
➡️ଏ ଦୁନିଆରେ ପିତା ମାତା ଛଡା କେହି ନିଜର ନାହାଁନ୍ତି, ସମସ୍ତେ କେବଳ ସ୍ବାର୍ଥ ପାଇଁ ହିଁ ସମ୍ପର୍କ ଗଢି ଥାଆନ୍ତି —। ➡️ସଫଳତା ସେହି ମଣିଷକୁ ମିଳିଥାଏ ଯେଉଁ ମଣିଷ କର୍ମକୁ କେବେ ଛୋଟ ବୋଲି ମନେ କରି ନଥାଏ । କାରଣ କୌଣସି କାମ ଛୋଟ କିମ୍ବା ବଡ଼ ହୋଇ ନଥାଏ ସବୁ କର୍ମ ର ଆରମ୍ଭ ଛୋଟରୁ ହିଁ ହୋଇଥାଏ ! ➡️ଦ୍ବିତୀୟ ଥର ଗରମ କରାଯାଇଥିବା ଚା ଆଉ ବୁଝାମଣା କରାଯାଇଥିବା […]