ଆଜିର ଅନୁଚିନ୍ତା
➡️ପିଲାଙ୍କୁ ଉପହାର ନଦେଲେ ସେ କିଛି ସମୟ କାନ୍ଦିବ, କିନ୍ତୁ ସଂସ୍କାର ନଦେଲେ ଜୀବନ ସାରା କାନ୍ଦିବ । ➡️ଏମିତି କିଛି ଜିନିଷ ଅଛି ଭାଙ୍ଗିଲେ ବହୁତ କଷ୍ଟ ହୁଏ, ଏମିତି କିଛି ଜିନିଷ ଅଛି ଭାଙ୍ଗିଲେ ନୂଆ ଜୀବନ ଆରମ୍ଭ ହୁଏ । ➡️ମନେରଖନ୍ତୁ ଦୁନିଆରେ ଯେତେ ପ୍ରକାରର ଭୟ ଅଛି ନା ସେଥି ମଧରୁ ” ନିନ୍ଦା ” ଆଉ ” ଅପବାଦ ହେଉଛି ସର୍ବଶ୍ରେଷ୍ଠ । ➡️ଶାନ୍ତ ମନରେ ତୁମ ଦ୍ବାରା ଯାହା […]