ଆଜିର ରାଶିଫଳ
୨୦୨୩ମସିହା ସେପ୍ଟେମ୍ବରମାସ ୮ତାରିଖ ଶୁକ୍ରବାର। ସର୍ବବୈଷ୍ଣବ ସମ୍ମତ ନନ୍ଦୋତ୍ସବ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/ ୩୬/୧,ସୂର୍ଯ୍ୟାସ୍ତ- ଘ୫/ ୫୩/୧,ଭାଦ୍ରବ ମାସ,କୃଷ୍ଣପକ୍ଷ,ଭୃଗୁବାସ,ତିଥି- ନବମୀ ଅପରାହ୍ନ ଘ୫/୧୧ମି ପର୍ଯ୍ୟନ୍ତ ତଦନ୍ତେ ଦଶମୀ।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବ ଦିଗରେ, ଅପରାହ୍ନ ଘ୫/୧୧ମି ପରେ ଉତ୍ତର ଦିଗରେ। ରିକ୍ତାତିଥି ଓ ବ୍ୟତିପାତ ଦୋଷ ହେତୁ ଅପରାହ୍ନ ଘ୫/୧୧ମି ପରେ ରାତ୍ରି ଘ୧୧/୯ମି ମଧ୍ୟେ ଯାତ୍ରା ଶୁଭ। ଉତ୍ତର ଦିଗ, ବାୟୁକୋଣ ଓ ପଶ୍ଚିମ ଦିଗକୁ ତ୍ୟାଗ କରି ଯାତ୍ରା କରାଯିବ।ଘାତଚନ୍ଦ୍ର–କନ୍ୟାରାଶିର ଘାତଚନ୍ଦ୍ର।ଘାତବାର–ବିଛା, ଧନୁ ଓ […]