ଆଜିର ରାଶିଫଳ
ଜୁନମାସ ୨୮ତାରିଖ ୨୦୨୩ ମସିହା (ବୁଧବାର) ଆଷାଢ଼ମାସ-ଶୁକ୍ଳପକ୍ଷ,ତିଥି- ଦଶମୀ, ବାହୁଡା଼ଯାତ୍ରା, ସୁର୍ୟୋଦୟ-ପ୍ରାତଃ ଘ୦୫/୧୪/୨୮,ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୨୫/ ୩୯, କର୍କଟରାଶିରଘାତବାର,ଦଶମୀର ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ,ବିଶୁଦ୍ଧ ଅମୃତବେଳ। – ଦିବା ଘ୦୭/୩୮ ଗତେ ଘ୦୮/୩୧ ମଧ୍ୟେ ଓ ଘ୧୧/୦୪ ଗତେ ଘ୧୨/୪୯ ମଧ୍ୟେ,ବିଶୁଦ୍ଧ ମାହେନ୍ଦ୍ରବେଳ।- ନାସ୍ତି,କଳମଶାଗ ଭକ୍ଷଣ ନିଷେଧ। ମେଷ-ବ୍ୟବସାୟରେ କ୍ରୋଧକୁ ଦମନ କରି ହସଖୁଶିର ବାତା ବରଣ ସୃଷ୍ଟି ହେବ। କର୍ମକ୍ଷେତ୍ର କୃତକାର୍ଯ୍ୟ ହେବେ। ହରେଇ ଥିବା ଦ୍ରବ୍ୟ ଫେରିପାଇବେ। ମହିଳାମାନେ ତରବରିଆ ଭାବରେ କୌଣସି କାମ […]