ଆଜିର ରାଶି ଫଳ
ପୂର୍ଣ୍ଣିମା ,୨୦୨୨ ମସିହା ଡିସେମ୍ବର ମାସ ୦୮ ତାରିଖ (ଗୁରୁବାର)ମାର୍ଗଶୀରମାସ-ଶୁକ୍ଳପକ୍ଷ ,ତିଥି-ପୂର୍ଣ୍ଣିମା ,ନକ୍ଷତ୍ର-ରୋହିଣୀ.ସୁର୍ୟୋଦୟ ପ୍ରାତଃ ଘ୦୬/୧୧/୦୩ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୩/୦୦ ,ତୁଳା ଓ କୁମ୍ଭରାଶିର ଘାତବାର ,ବିଛାରାଶିର ଘାତଚନ୍ଦ୍ର ,ପ୍ରତିପଦାର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ସ୍ତ୍ରୀ, ତୈଳ ବର୍ଜନ , ମାଛ,ମାଂସ ଦିବା ଘ୯/୧୨ ଗତେ ପାଣି କଖାରୁ ଭକ୍ଷଣ ନିଷେଧ । ମେଷ-ଦିନର ପ୍ରାରମ୍ଭରେ କିଛି ମାନସିକଦ୍ୱନ୍ଦ୍ୱ ହୋଇପାରେ। କିନ୍ତୁ ଆପଣ ସମାଧାନକାରୀ ବ୍ୟବହାର ଆପଣାଇକରି ଅସୁବିଧାକୁ ଠିକକରିନେବେ। ଆଜି ମଧୁରବାଣୀ ଏବଂ ଭାଷାରେ ଆପଣ […]