Browsing category

ରାଶିଫଳ

ଆଜିର ରାଶିଫଳ

କୁରାଳପଞ୍ଚମୀ ,୨୦୨୨ ମସିହା ନଭେମ୍ବର ମାସ ୨୮ତାରିଖ (ସୋମବାର)ମାର୍ଗଶୀରମାସ-ଶୁକ୍ଳପକ୍ଷ ,ତିଥି-ପଞ୍ଚମୀ ,ସୁର୍ୟୋଦୟ ପ୍ରାତଃଘ୦୬/୦୬/୪୧ ,ସୂର୍ଯ୍ୟାସ୍ତ ସନ୍ଧ୍ୟାଘ୦୫/୦୨/୧୩ ,ମିଥୁନରାଶିର ଘାତବାର ,ସିଂହରାଶିର ଘାତଚନ୍ଦ୍ର ,ପଞ୍ଚମୀର ଏକୋଦିଷ୍ଟ ଓ ଷଷ୍ଠୀର ପ୍ରାବଣଶ୍ରାଦ୍ଧ ,ବେଲ , ନିମ୍ବ ଭକ୍ଷଣ ନିଷେଧ । ମେଷ-ଆଜି ରାହୁ ଓ ଚନ୍ଦ୍ର କର୍ମକ୍ଷେତ୍ରରେ ସହକର୍ମୀଙ୍କସହ ସାମାନ୍ୟ ତିକ୍ତତା ସୃଷ୍ଟିହୋଇପାରେ। ସାମାଜିକସ୍ତରରେ ମନଭୁଲାଣିଆ କଥାକହି ପରିସ୍ଥିତିକୁ ସମ୍ଭାଳିନେବେ। ବ୍ୟବସାୟରେ ମାନମନାନ୍ତର ଦେଖାଦେଇପାରେ। ସାହିତ୍ୟ, ସଙ୍ଗୀତକ୍ଷେତ୍ରରୁ ସୁଫଳମିଳିବ। ପ୍ରତ୍ୟେକକ୍ଷେତ୍ରରେ ସଂଯମତା ରକ୍ଷା ନକଲେ ବିବାଦଗ୍ରସ୍ଥ ହେବେ। ବୃଷ-ଆପଣ କଥାବାର୍ତ୍ତାର […]

ଆଜିର ରାଶିଫଳ

୨୦୨୨ ମସିହା ନଭେମ୍ବର ମାସ ୨୭ ତାରିଖ (ରବିବାର)ମାର୍ଗଶୀର ମାସ –ଶୁକ୍ଳପକ୍ଷ ,ତିଥି-ଚର୍ତୁଥୀ ,ସୁର୍ୟୋଦୟ ପ୍ରାତଃ ଘ୦୬/୦୫/୨୦ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୧/୪୪ ,ମେଷରାଶିର ଘାତବାର ,ସିଂହରାଶିର ଘାତଚନ୍ଦ୍ର ,ଚର୍ତୁଥୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ମୂଳା ବେଲ ଭକ୍ଷଣ ନିଷେଧ । ମେଷ-ନିଜରକାର୍ଯ୍ୟସାଧନ ସକାଶେ ମନ ବୁଝିଲାଭଳି କଥାକହି ବନ୍ଧୁଙ୍କୁ ଆପଣେଇନେବେ। ଆର୍ଥିକସ୍ଥିତି ପୂର୍ବପରି ରହିବ ଏବଂ ଅଭାବବୋଧ ବିଶେଷ ବାଧିବନାହିଁ । ବନ୍ଧୁଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ଖବରଟିଏପାଇ ଖୁସି ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ […]

ଆଜିର ରାଶିଫଳ

ରମ୍ଭା ତୃତୀୟା ,୨୦୨୨ମସିହା ନଭେମ୍ବରମାସ୨୬ତାରିଖ (ଶନିବାର)ମାର୍ଗଶୀରମାସ-ଶୁକ୍ଳପକ୍ଷ ,ତିଥି-ତୃତୀୟା.ସୁର୍ୟୋଦୟ ପ୍ରାତଃ ଘ୦୬/୦୪/୪୫ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୧/୫୦ ,ବୃଷ, ସିଂହ ଓ କନ୍ୟା ରାଶିର ଘାତବାର ,ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର ,ତୃତୀଆର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ,ପୋଟଳ , ମୂଳା ଭକ୍ଷଣ ନିଷେଧ । ମେଷ-ଆଜି ଦିନଟି ମଧ୍ୟମ ଧରଣର ରହିବ । ପରିବାରର ସଦସ୍ୟଙ୍କ ସଙ୍ଗେ ଯୁକ୍ତିତର୍କ ଓ ଝଗଡା ନିଶ୍ଚିତ ହେବ । ଏପରି ଛୋଟ କଥାରେ କଳି ଦ୍ୱାରା ଆପଣଙ୍କ ମାନସିକ […]

ଆଜିର ରାଶିଫଳ

୨୦୨୨ ମସିହା ନଭେମ୍ବର ମାସ ୨୫ ତାରିଖ (ଶୁକ୍ରବାର)ମାର୍ଗଶୀରମାସ –ଶୁକ୍ଳପକ୍ଷ ,ତିଥି-ଦ୍ୱିତୀଆ.ନକ୍ଷତ୍ର-ଜ୍ୟେଷ୍ଠା ,ସୁର୍ୟୋଦୟ ପ୍ରାତଃ ଘ୦୬/୦୪/୧୦ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୧/୫୫ ,ବିଛା, ଧନୁ ଓ ମୀନ ରାଶିର ଘାତବାର ,ତୁଳା ଓ କୁମ୍ଭ ରାଶିର ଘାତଚନ୍ଦ୍ର ,ଦ୍ୱିତୀଆର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ ,ବୋଇତି କଖାରୁ ଭକ୍ଷଣ ନିଷେଧ । ମେଷ-ଅଫିସକାମ ପୂରାକରିବାରେ ସଂପୂର୍ଣ୍ଣରୂପେ ସକ୍ଷମହେବେ। ଆପଣ ଯାହାଠୁଁ ସାହାଯ୍ୟଚାହିଁବେ ତାହାପାଇବେ। ଆଇନଛାତ୍ରଙ୍କ ଲାଗି ଭଲ ଦିନଟିଏ। ବୃଷ-ଆପଣଙ୍କୁ କାମରେ ଅଧିକ ପରିଶ୍ରମକରିବାକୁ ହେବ। ପ୍ରେମପ୍ରସଙ୍ଗରେ ଆପଣ […]

ଆଜିର ରାଶିଫଳ

ଦେବଦୀପାବଲ୍ୟୁତ୍ସବ ସମାପ୍ତି,୨୦୨୨ ମସିହା ନଭେମ୍ବର ମାସ ୨୪ ତାରିଖ (ଗୁରୁବାର)ମାର୍ଗଶୀର ମାସ -ଶୁକ୍ଳପକ୍ଷ,ତିଥି-ପ୍ରତିପଦା ,ସୁର୍ୟୋଦୟ ପ୍ରାତଃ ଘ୦୬/୦୩/୩୫,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୨/୦୦,ତୁଳା ଓ କୁମ୍ଭ ରାଶିର ଘାତବାର,ପ୍ରତିପଦାର ଏକୋଦିଷ୍ଟ ଓ ପ୍ରାବଣ ଶ୍ରାଦ୍ଧ,ପାଣି କଖାରୁ ଭକ୍ଷଣ ନିଷେଧ। 🐏ମେଷ👉ପାରିବାରିକ ସ୍ତରରେ ଖୁସି ବୃଦ୍ଧି ହେବ। ସନ୍ତାନଙ୍କ ଶିକ୍ଷାରେ ଉନ୍ନତି ହେବାର ସମ୍ଭାବନା ରହିଛି। ବ୍ୟବସାୟରେ ଆଶାଜନକ ଫଳ ପାଇବେ। 🐮ବୃଷ👉ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ଭଲ। ସାହିତ୍ୟ ଓ ପ୍ରଯୁକ୍ତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ଲାଗି […]

ଆଜିର ରାଶିଫଳ

ମହୋଦଧି ଅମାବାସ୍ୟା ଓ ଶ୍ରୀମନ୍ଦିରେ ମଧ୍ୟ ଦେବଦୀପାବଳୀ ,୨୦୨୨ ମସିହା ନଭେମ୍ବର ମାସ ୨୩ ତାରିଖ (ବୁଧବାର) ମାର୍ଗଶୀରମାସ –କୃଷ୍ଣପକ୍ଷ ,ତିଥି-ଚତୁର୍ଦ୍ଦଶୀ.ସୁର୍ୟୋଦୟ ପ୍ରାତଃ ଘ୦୬/୦୩/୦୦ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୨/୦୫ ,କର୍କଟରାଶିର ଘାତବାର ,ଅମାବାସ୍ୟାର ସାମ୍ଭତ୍ସରିକ ଶ୍ରାଦ୍ଧ ମହାଳୟା ବିଧିରେ ହେବ ,ମାଛ, ମାନ୍ସ ଭକ୍ଷଣ ନିଷେଧ । ମେଷ-ଦିନଟି ଆପଣଙ୍କ ଲାଗି ଉତ୍ତମ ରହିବ। ଆପଣଙ୍କ ଯୋଜନାକୁ କାର୍ଯ୍ୟରୂପ ଦେବା ଲାଗି କ୍ରମାଗତ ପ୍ରୟାସ କରିବେ ଏବ˚ ସଫଳ ହେବେ। ଧନଲାଭର ଯୋଗ ରହିଛି। ବିଦେଶ ଯିବା […]

ଆଜିର ରାଶିଫଳ

ଦେବଦୀପାଵଲ୍ୟୁତ୍ସବ ଆରମ୍ଭ ,୨୦୨୨ ମସିହା ନଭେମ୍ବର ମାସ ୨୨ ତାରିଖ (ମଙ୍ଗଳବାର)ମାର୍ଗଶୀର ମାସ –କୃଷ୍ଣପକ୍ଷ ,ତିଥି-ତ୍ରୟୋଦଶୀ,ସୁର୍ୟୋଦୟ ପ୍ରାତଃ ଘ୦୬/୦୨/୨୨ ,ସୂର୍ଯ୍ୟାସ୍ତ  ଘ୦୫/୦୨/୧୨ ,ମକରରାଶିର ଘାତବାର ,ଚତୁର୍ଦ୍ଦଶୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ବାଇଗଣ ,ବିରି ଭକ୍ଷଣ ନିଷେଧ । ମେଷ-ବିଭିନ୍ନ ମାମଲାରେ ବ୍ୟସ୍ତ ରହିବେ। ବ୍ୟବସାୟରେ ବିପଦଜନକ ପଦକ୍ଷେପ ନିଅନ୍ତୁ ନାହିଁ। କର୍ମଜୀବୀ ମହିଳାଙ୍କର ପଦୋନ୍ନତି ହେବ। ହଜିଥିବା ବସ୍ତୁ ପାଇବେ। ବୃଷ-ଉନ୍ନତି ଲାଗି ନୂଆ ସୁଯୋଗ ଆସିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ। ଜୀବନସାଥୀଙ୍କ […]

ଆଜିର ରାଶିଫଳ

୨୦୨୨ମସିହା ନଭେମ୍ବରମାସ ୨୧ତାରିଖ(ସୋମବାର)ମାର୍ଗଶୀରମାସ-କୃଷ୍ଣପକ୍ଷ ,ତିଥି-ଦ୍ବାଦଶୀ.ସୁର୍ୟୋଦୟ ପ୍ରାତଃ ଘ୦୬/୦୧/୪୫ ,ସୂର୍ଯ୍ୟାସ୍ତସନ୍ଧ୍ୟା ଘ୦୫/୦୨/୧୯ ,ମିଥୁନରାଶିରଘାତବାର ,ତ୍ରୟୋଦଶୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ପୋଇ ଶାଗ ,ବାଇଗଣ ଭକ୍ଷଣ ନିଷେଧ । ମେଷ-ଚାକିରିକ୍ଷେତ୍ରରେ ଶୃଙ୍ଖଳାଦେଖାଦେବ। ସୁସମ୍ବାଦ ପାଇବେ। ଅଯଥାବିବାଦରୁ ଦୂରେଇରହନ୍ତୁ। ଜୀବନସାଥୀ ସହ ସମୟ ଅତିବାହିତକରିବାର ସୁଯୋଗ ପାଇବେ। ବୃଷ-ଘରେ ଖୁସିରପରିବେଶ ରହିବ। ଔଷଧବ୍ୟବସାୟୀ ଯଥେଷ୍ଟ ଲାଭବାନ ହେ‌ବେ। ଚାକିରିଆଙ୍କଲାଗି ଦିନଟି ଭଲରହିବ। ସ୍କୁଲ୍ ଜୀବନରସାଙ୍ଗ ସହିତ ବାର୍ତ୍ତାଳାପହେବ। ମିଥୁନ-କିଛି ବିଶେଷକାର୍ଯ୍ୟ   କରିବାଲାଗି ଦିନଟିଭଲ। ଆପଣଙ୍କୁ କୌଣସି ନୂଆଦାୟିତ୍ବ ମିଳିପାରେ। ସମାଜରେ ସୁନାମ […]

ଆଜିର ରାଶିଫଳ

ଉତ୍ପନ୍ନା ଏକାଦଶୀ ,୨୦୨୨ ମସିହା ନଭେମ୍ବର ମାସ ୨୦ ତାରିଖ (ରବିବାର)ମାର୍ଗଶୀର ମାସ -କୃଷ୍ଣପକ୍ଷ ,ତିଥି-ଏକାଦଶୀ ,ସୁର୍ୟୋଦୟ ପ୍ରାତଃ ଘ୦୬/୦୧/୦୮ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୨/୨୬ମେଷରାଶିର ଘାତବାର ,ବୃଷରାଶିର ଘାତଚନ୍ଦ୍ର ,ଦ୍ବାଦଶୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,ଶିମ୍ବ ,ପୋଇ ଶାଗ ଭକ୍ଷଣ ନିଷେଧ û 🐏ମେଷ👉ମେଷ ରାଶିରେ ଆଜିରଦିନରେ ଭାବିବାଆଗରୁ ଦୁଇଥର ଭାବନ୍ତୁ ।ଅଜାଣତରେ ଆପଣ କାହାର ଚିନ୍ତାଧାରାକୁ ଆହତ କରିପାରିବେ । ବିଦେଶ ବା ଦୂରଦେଶରେ ଥିବା ଆପଣଙ୍କର ଜମିଜମା ଭଲ ଦରରେ ବିକ୍ରି ହୋଇପାରେ ଯେଉଁଥିରେ […]

ଆଜିର ରାଶିଫଳ

୨୦୨୨ ମସିହା ନଭେମ୍ବର ମାସ୧୯ ତାରିଖ (ଶନିବାର)ମାର୍ଗଶୀର ମାସ -କୃଷ୍ଣପକ୍ଷ ,ତିଥି-ଦଶମୀ,ସୁର୍ୟୋଦୟ ପ୍ରାତଃ ଘ୦୬/୦୦/୩୧ ,ସୂର୍ଯ୍ୟାସ୍ତ ସନ୍ଧ୍ୟା ଘ୦୫/୦୨/୩୩ ,ବୃଷ, ସିଂହ ଓ କନ୍ୟାରାଶିର ଘାତବାର ,ବୃଷ ରାଶିର ଘାତଚନ୍ଦ୍ର ,ଏକାଦଶୀର ଏକୋଦିଷ୍ଟ ଓ ପ୍ରାବଣଶ୍ରାଦ୍ଧ ,କଳମଶାଗ , ଶିମ୍ବ ଭକ୍ଷଣ ନିଷେଧ । ମେଷ-ଆଜି ଆପଣଙ୍କ ଦିନ ଆତ୍ମବିଶ୍ୱାସରେ ଭରି ରହିବ, ପୁଜା ପାଠରେ ଆପଣଙ୍କ ଅଧିକା ମନ ଲାଗିବ, ଆପଣ ନିଜ ମନକୁ ଶାନ୍ତ ରଖିକରି ବିବାଦକୁ ସମାଧାନ କରିବାରେ ପ୍ରୟାସ କରିବେ । […]