Browsing category

ଜୀବନଚର୍ଯ୍ୟା

ସୁସ୍ଥ ମସ୍ତିଷ୍କ ପାଇଁ ସଚେତନ କଲେ ନର୍ସିଂଛାତ୍ରୀ

ମେଣ୍ଢାଶାଳ,୧୮।୧(ଏସଏସନିଉଜ) ମେଣ୍ଢାଶାଳ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏମ୍ସ ମେଡିକାଲର ମନସ୍ତତ୍ତ୍ୱ ବିଭାଗର ନର୍ସିଂଛାତ୍ରୀ ମାନଙ୍କ ଦ୍ୱାରା ସୁସ୍ଥ ମସ୍ତିଷ୍କ ବିଷୟରେ ଏକ ସଚେତନତା ଶିବିର ଗୁରୁବାରଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଏମ୍ସ ନର୍ସିଂର ଛାତ୍ରଛାତ୍ରୀମାନେ ପିଲାମାନଙ୍କୁ ମସ୍ତିଷ୍କ କିପରି ସୁସ୍ଥ ରହିବ ଓ଼ ମସ୍ତିଷ୍କ ସୁସ୍ଥ ରହିଲେ ଶରୀର ସୁସ୍ଥ ରହିବ ସେହି ସମ୍ବନ୍ଧରେ ସଚେତନ କରାଇଥିଲେ। । ଅନ୍ୟମାନଙ୍କ ମଧ୍ୟରେ ଏହି ଶିବିରରେ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ରତ୍ନ ମଞ୍ଜରୀ ବିଶ୍ୱାଳ, ଆଲୁମିନ […]

ଷ୍ଟ୍ରାଇକରୁ ଓହରିଲେ ରାଜ୍ୟ ଡ୍ରାଇଭର ସଂଘ

ଭୁବନେଶ୍ୱର,୬ା୧(ଏସଏସନିଉଜ) ଆନ୍ଦୋଳନରୁ ଓହରିଛନ୍ତି ରାଜ୍ୟ ଡ୍ରାଇଭର ସଂଘ । ଏ ନେଇ ଡ୍ରାଇଭର ସଂଘ ପକ୍ଷରୁ ସୁଚନା ଦିଆଯାଇଛି ।ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ଅନ୍ଦୋଳନରୁ ଓହରିଛି ରାଜ୍ୟ ଡ୍ରାଇଭର ସଂଘ । ଏଥିନିମନ୍ତେ ଷ୍ଟିୟରିଂ ଛାଡ଼ ଆନ୍ଦୋଳନରୁ ଓହରିବାକୁ ଆହ୍ୱାନ ଦେଇଛନ୍ତିସଭାପତି ପ୍ରଶାନ୍ତ ମେଣ୍ଡୁଲି ।ସେ କହିଛନ୍ତି ରାଜ୍ୟ ସରକାର ଆମ ଦାବି ଶୁଣିଛନ୍ତି, ତେଣୁ ଆନ୍ଦୋଳନରୁ ଓହରିଲୁ । ସୋମବାର କେନ୍ଦ୍ର ଆଇନ ବିଷୟରେ ଆଲୋଚନା କରିବୁ । ଅନ୍ୟ ୨୮ ରାଜ୍ୟ […]

ପ୍ରତିଦିନ ମୁଗଡ଼ାଲି ଖାଇଲେ କଣହେବ ?

ମୁଗଡାଲି ପ୍ରାୟତଃ ଘରେ ଓ ବଜାରରେ ସହଜରେ ମିଳିଯାଏ । କିନ୍ତୁ ଜାଣନ୍ତିକି କେତେଉପକାରୀ ମୁଗଡାଲି ? ଏଥିରେ ଭରପୁର ରହିଛି ଆଣ୍ଟିଅକ୍ସିଡାଣ୍ଟ ।(health benefits of moongdal )ମୁଗଡାଲିରେ ଆଣ୍ଟିଅକ୍ସିଡାଣ୍ଟଭଳି ଫେନୋଲିକଏସିଡ଼, ଫ୍ଲୋବୋନାଇଡସ, କୈଫିକଏସିଡ଼ ଭର୍ତ୍ତିହୋଇ ରହିଥାଏ । ଆଣ୍ଟିଅକ୍ସିଡାଣ୍ଟ ହାନିକାରର ରୋଗଜୀବାଣୁକୁ ନଷ୍ଟକରିବାରେ ସାହାଯ୍ୟକରିଥାଏ । ଯେଉଁଥିରେ ଗମ୍ଭୀରରୋଗରୁ ମିଳିଥାଏମୁକ୍ତି…. ଗରମଦିନରେ ହିଟଷ୍ଟ୍ରୋକ ଏକ ବଡ଼ ସମସ୍ୟା । ଏହିରୋଗରେ ଅନେକଥର ସ୍ଥିତି ଗମ୍ଭୀରହୋଇ ଜୀବନମଧ୍ୟ ଯାଇପାରେ । ଡାଲି ଖାଇବାଦ୍ବାରା ହିଟଷ୍ଟ୍ରୋକ ହେବାର […]

କେବେ ଚାଲିବ ରୋପଓ୍ବେ?

ବାରଙ୍ଗ,୧୨।୧୦(ଏସଏସ ନିଉଜ) ନନ୍ଦନକାନନରେ ରୋପଓ୍ବେକାର୍ଯ୍ୟ  ସରିଥିଲେ ମଧ୍ୟ ଅଦ୍ୟାବଧି ପ୍ରଚଳନ ହେବାର ନାଁ ମଧ୍ୟ ଉଠୁନାହିଁ। କିନ୍ତୁ ରୋପଓ୍ବେ କାର‌୍ୟ୍ୟକ୍ଷମ ପୂର୍ବରୁ ଏହାର ଭିସିବି ୟୁନିଟ ପରୀକ୍ଷା ବେଳେ ବିଦ୍ୟୁତ୍ ଟ୍ରାନ୍ସଫରମର ଫାଟି ୩ଜଣ କର୍ମଚାରୀ ଗୁରୁତର ଆହତ ହେବାପରେ ଏହା କାର‌୍ୟ୍ୟକ୍ଷମ ହେବ ଉପରେ ଏକପ୍ରକାର ଅଙ୍କୁଶ ଲାଗିଥିଲା।।ଏହି ଘଟଣାର ତ୍ରୃଟିକୁ ନେଇ ବିଦ୍ୟୁତ୍ ବିଭାଗ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ରୋପଓ୍ବେକୁ କାର‌୍ୟ୍ୟକ୍ଷମ ପାଇଁ ଅନୁମତି ମିଳିନଥିଲା।ସ୍ଥାନୀୟ ଜିଲ୍ଲାପାଳ ଅନୁମତିରେ ଅଟକି ଥିଲା ବୋଲି […]

କମ୍ ଲୁଣ ଖାଉଥିଲେ ବି ସାବଧାନ !

ଆମ ସ୍ୱାସ୍ଥ୍ୟପାଇଁ ସୋଡିୟମ୍ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।ତଥାପି ଏହାର ଅତ୍ୟଧିକପରିମାଣ ସ୍ୱାସ୍ଥ୍ୟପାଇଁ ଅନେକ କ୍ଷତି ମଧ୍ୟକରିପାରେ । ଏହିକାରଣରୁ ବିଶେଷଜ୍ଞମାନେ ଏହାକୁ ସୀମିତପରିମାଣରେଖାଇବାକୁ ମଧ୍ୟ ପରାମର୍ଶ ଦିଅନ୍ତି ।ବିଶ୍ୱସ୍ୱାସ୍ଥ୍ୟସଂଗଠନ(WHO)ଅନୁଯାୟୀ, ଦୈନିକ୫ଗ୍ରାମ୍ ଲୁଣଖାଇବା ସ୍ୱାସ୍ଥ୍ୟପାଇଁ ସ୍ୱାଭାବିକ।କିନ୍ତୁ ଏହାଠାରୁ ଅଧିକ କିମ୍ବା କମ୍ ଖାଇବା ଶରୀରପାଇଁ କ୍ଷତିକାରକ ଅଟେ । ଯେପରି ଅତ୍ୟଧିକଲୁଣ ସ୍ୱାସ୍ଥ୍ୟପାଇଁ କ୍ଷତିକାରକ, ସେହିପରି ଏହାରକମ୍ ପରିମାଣ ଅର୍ଥାତ୍ ଶରୀରରେ ସୋଡିୟମରକମ୍ ପରିମାଣ ମଧ୍ୟ ଅନେକସମସ୍ୟା ସୃଷ୍ଟି କରିପାରେ ।ଆଜି ଜାଣିବା ଏହାର ପାର୍ଶ୍ବପ୍ରତିକ୍ରିୟା ବିଷୟରେ…. ଉଚ୍ଚରକ୍ତଚାପ-ଶରୀରରେ […]

ଆଜିର ରାଶିଫଳ

୨୦୨୩ମସିହା ଅକ୍ଟୋବରମାସ ୫ତାରିଖଗୁରୁବାର ।ସୁର୍ଯ୍ୟୋଦୟ- ଘ୫/୪୧/୫୨,ସୂର୍ଯ୍ୟାସ୍ତ- ଘ୫/ ୨୮/୪୨ ,ଆଶ୍ବିନମାସ ,କୃଷ୍ଣପକ୍ଷ ,ବୃହସ୍ପତିବାସ ,ତିଥି- ସପ୍ତମୀ (ଅହୋରାତ୍ର)।ଯୋଗିନୀସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ବାୟବ୍ୟକୋଣରେ।ବିଷ୍ଟିକରଣ ଓ ବ୍ୟତିପାତଦୋଷ ହେତୁ ସନ୍ଧ୍ୟାଘ୫/୪୦ପରେ ରାତ୍ରିଶେଷ ପର୍ଯ୍ୟନ୍ତ ଯାତ୍ରାଶୁଭ।ବାୟୁକୋଣ, ପଶ୍ଚିମଦିଗ ଓ ନୈର୍ଋତକୋଣକୁ ତ୍ୟାଗକରି ଯାତ୍ରାକରାଯିବ।ଘାତଚନ୍ଦ୍ର–ବିଛା ରାଶିର ଏବଂ ଦିବା ଘ୭/୨୬ମିପରେ କନ୍ୟାରାଶିର ଘାତଚନ୍ଦ୍ର।ଘାତବାର–ତୁଳା ଓ କୁମ୍ଭରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ-ସପ୍ତମୀର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ମହାଳୟା ବିଧିରେହେବ।ନିଷିଦ୍ଧଖାଦ୍ୟ-ତାଳଭକ୍ଷଣ ନିଷେଧ।ଅଶୁଭବେଳା- କାଳ ଓ ବାରବେଳା-ଦିବା ଘ୨/୩୧ମି ରୁ ଘ୫/୨୯ମି ପର୍ଯ୍ୟନ୍ତ।କାଳରାତ୍ରି-ରାତ୍ରି ଘ୧୧/୩୪ମି ରୁ ଘ୧/୭ମିପର୍ଯ୍ୟନ୍ତ।ଶୁଭବେଳା–ଅମୃତ- ପ୍ରାତଃରୁ ଦିବାଘ୭/୧୯ମି […]

ସୁନ୍ଦରଗଡ଼ରୁ ୭ସ୍କ୍ରବଟାଇଫସ୍‌ ଆକ୍ରାନ୍ତ ଚିହ୍ନଟ

ସୁନ୍ଦରଗଡ଼,୧୬।୯(ଏସଏସନିଉଜ)ଧୀରେଧୀରେ ସ୍କ୍ରବଟାଇଫସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଆଜି ପୁଣି ସୁନ୍ଦରଗଡ଼ରୁ ଚିହ୍ନଟ ହୋଇଛନ୍ତି ୭ସ୍କ୍ରବ ଟାଇଫସ୍‌ ଆକ୍ରାନ୍ତ।୪୧ଟି ନମୁନା ପରୀକ୍ଷାରୁ ୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଗତକାଲି ଟେଷ୍ଟ ପାଇଁ ଯାଇଥିଲା ୪୧ଟି ନମୁନା।ଅନ୍ୟପଟେ ସ୍କ୍ରବ୍‌ ଟାଇଫସ୍‌ ଆତଙ୍କ ପାଇଁ ବରଗଡ଼ ଯିବ ଭୀମସାରଟିମ୍‌। ବରଗଡ଼ରେ ତୁରନ୍ତ ମେଡିକାଲ ଟିମ୍ ମୁତୟନ କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି।ଜନସ୍ବାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ପରେ ଭୀମସାର୍ ଡିନ୍‌ଙ୍କୁ DMETଙ୍କ ଚିଠି ଆସିଛି।ମେଡିସିନ୍, ମାଇକ୍ରୋବାୟୋଲୋଜି ଟିମ୍ ପଠାଇବାକୁ ନିର୍ଦ୍ଦେଶ ମଧ୍ୟ ଆସିଛି।

ଆଜିର ରାଶିଫଳ

୨୦୨୩ ମସିହା ସେପ୍ଟେମ୍ବର ମାସ ୧୬ ତାରିଖ ଶନିବାର। ଶ୍ରୀଜୀଉଙ୍କର ଶ୍ରୀମନ୍ଦିରରେ ଦାବାଗ୍ନିଲୀଳା, ଦ୍ବିତୀୟାର ଚ଼ନ୍ଦ୍ରଦର୍ଶନ ପୂଜା ଓ ଅର୍ଘ୍ୟଦାନ, ମାସାନ୍ତ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୩୭/୩୭,ସୂର୍ଯ୍ୟାସ୍ତ- ଘ୫/ ୪୫/୪୯,ଭାଦ୍ରବମାସ,ଶୁକ୍ଳପକ୍ଷ,ଶୌରିବାସ,ତିଥି- ପ୍ରତିପଦ୍ ଦିବା ଘ୯/୨୨ମି ପର୍ଯ୍ୟନ୍ତ ତଦନ୍ତେ ଦ୍ବିତୀୟା ।ଯୋଗିନୀ ସ୍ଥିତି ଓ ଦୂରଯାତ୍ରା- ଯୋଗିନୀ ପୂର୍ବ ଦିଗରେ, ଦିବା ଘ୯/୨୨ମି ପରେ ଉତ୍ତର ଦିଗରେ। ଶନି ବାର, ଦର୍ଶତିଥି, ମଙ୍ଗଳଯୁକ୍ତ ଦୋଷ ହେତୁ, ଓ ମାସାନ୍ତ ହେତୁ ଯାତ୍ରାଦି ଶୁଭକର୍ମ ନିଷେଧ।ଘାତଚନ୍ଦ୍ର–ବୃଷରାଶିର ଘାତ ଚନ୍ଦ୍ର।ଘାତବାର–ବୃଷ, ସିଂହ ଓ କନ୍ୟାରାଶିର […]

ଆଜିର ରାଶିଫଳ

୨୦୨୩ମସିହା ସେପ୍ଟେମ୍ବରମାସ ୧୫ତାରିଖ ଶୁକ୍ରବାର। ଶ୍ରୀମନ୍ଦିରରେ ସପ୍ତପୁରୀ ଅମାବାସ୍ୟା, ସାଗର ବିଜେ, ଶ୍ରୀଜୀଉଙ୍କର ସପ୍ତପୁରୀଭୋଗ, ବସ୍ତ୍ରହରଣ ଲୀଳା ।ସୁର୍ଯ୍ୟୋଦୟ- ପ୍ରାତଃ ଘ୫/୩୭/୨୫ ,ସୂର୍ଯ୍ୟାସ୍ତ- ଘ୫/୪୬/୪୩ ,ଭାଦ୍ରବମାସ ,କୃଷ୍ଣପକ୍ଷ ,ଭୃଗୁବାସ ,ତିଥି- ଅମାବାସ୍ୟା ମଳ ଘ୭/୧୩ମି ପର୍ଯ୍ୟନ୍ତ ତଦନ୍ତେ ପ୍ରତିପଦ୍ ।ଯୋଗିନୀସ୍ଥିତି ଓ ଦୂରଯାତ୍ରା-ଯୋଗିନୀ ଐଶାନ୍ୟକୋଣରେ, ଦିବା ଘ୭/୧୩ମିପରେ ପୂର୍ବଦିଗରେ। ପକ୍ଷାନ୍ତ,ରବିଯୁକ୍ତ ଓ ଶନିସପ୍ତଦୋଷ ହେତୁ ଯାତ୍ରାଦି ଶୁଭକର୍ମନିଷେଧ।ଘାତଚନ୍ଦ୍ର–କର୍କଟ ଓ ମକରରାଶିର ଏବଂ ଦିବାଘ୧୨/୨୨ମିପରେ ବୃଷରାଶିର ଘାତଚନ୍ଦ୍ର।ଘାତବାର–ବିଛା,ଧନୁ ଓ ମୀନରାଶିର ଘାତବାର।ସାମ୍ବତ୍ସରିକଶ୍ରାଦ୍ଧ–ଭାଦ୍ରବ ଶୁକ୍ଳପ୍ରତିପଦ୍ ର ଏକୋଦ୍ଦିଷ୍ଟ ଓ ପାର୍ବଣଶ୍ରାଦ୍ଧ।ନିଷିଦ୍ଧଖାଦ୍ୟ- […]

ନୂଆବନ୍ତରେ ରକ୍ତଦାନ ଶିବିର

ବାରଙ୍ଗ,୧ା୯(ଏସଏସନିଉଜ) ଭୁବନେଶ୍ବରବ୍ଲକ ଅନ୍ତର୍ଗତ ୫ପଞ୍ଚାୟତ ଆନୁକୂଲ୍ୟରେ କଲ୍ୟାଣପୁରପଞ୍ଚାୟତର ନୂଆବନ୍ତସ୍ଥିତ ରାମକୃଷ୍ଣପତି ସ୍ମୃତି ପୀଠପରିସରରେ ଶୁକ୍ରବାରଦିନ ରକ୍ତଦାନଶିବିର ଅନୁଷ୍ଟିତ ହୋଇଯାଇଛି।ଏଥିରେ ଉତ୍ତରଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟଅତିଥିଭାବେ ଯୋଗଦେଇ ଶିବିରକୁ ଉଦଘାଟନ କରି ଗ୍ରାମାଞ୍ଚଳରେ ବସବାସ କରୁଥିବା ଯୁବକ ଯୁବତୀ,ମହିଳା ଓ ପୁରୁଷ ସମେତ ଲୋକପ୍ରତିନିଧି ମାନଙ୍କୁ ରକ୍ତଦାନ ପାଇଁ ଉତ୍ସାହିତ କରିଥିଲେ। କେନ୍ଦ୍ରୀୟ ରେଡକ୍ରସ ରକ୍ତଭଣ୍ଡାର ସହାୟତାରେ ଡାକ୍ତର କନକଲତା ଦେଇଙ୍କଦ୍ୱାରା ମୋଟ ୧୪୮ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।ଏଥିରେ ରଘୁନାଥପୁର,ଦାଢା, କଲ୍ୟାଣପୁର,ବରିମୁଣ୍ଡ ଓ ଇଞଣା […]